ସବୁଦିନ ଦୁଇ ଚାମଚ ଦହିର ସେବନ କରନ୍ତୁ , ଜଡରୁ ଶେଷ ହୋଇଯିବ ଏହି ସବୁ ରୋଗ…
ଦହିର ନାଁ ନେଲେ ସମସ୍ତଙ୍କ ମନରେ ଗୋଟିଏ ବିଚାର ଆସେ କି କିପରି ଦହିକୁ ଚାଖିବା , ଦହି ଖାଇବା ସହ ଏହା ପ୍ରୟୋଗରେ ନିଆଯାଏ , ସେମିତି ପୁଜାଅର୍ଚ୍ଚନାରେ ଏହା ଶୁଭ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ , ବହୁତ ସଦସ୍ୟ ଶୁଭ କାର୍ଯ୍ୟ ଆଈଂ ଘର ସେବାହର କରାଯାଏ , ତେବେ ଦହି ଖୁଆଇ ବିଦା କରାଯାଏ , ଏଥିରେ କାର୍ଯ୍ୟ ସଫଲ ହେବାର ସଂମ୍ଭାବନା ଆହୁରି ବଢିଯାଏ , ଏମିତି ଲୋକଙ୍କର ମାନିବାକଥା ଅଟେ । ଦହି ବିଷୟରେ ଖାଲି ଏତିକି ନୁହେଁ ଏହା ଛଡା ଅନ୍ୟ ବହୁତ ଫାଇଦା ଅଛି , କିନ୍ତୁ ବହୁତ ଲୋକ ଏହା ବିଷୟରେ ଜାଣିପାରିନାହାନ୍ତି , କି କ୍ଷୀରରେ ଯେବେ ରସାୟନିକ କ୍ରିୟା ହୋଇଥାଏ ତେବେ ତାହା ଦହି ହୋଇଯାଏ , ଦହି ଖାଇଲେ ବ୍ୟକ୍ତିର ପାଚନ କ୍ରିୟା ସଠିକ୍ ରୁହେ ।
ଏମିତିରେ ଯେଉଁ ବ୍ୟକ୍ତିର କବଜ୍ , ଏସିଡିଟୀ ଆଦି ସମସ୍ୟା ଅଛି , ଏଥିପାଈଁ ଦହିର ସେବନ କରିବା ଲାଭଦାୟକ ହୋଇଥାଏ, ଏମିତି ଲୋକ ପ୍ରତିଦିନ କମ୍ ସେ କମ୍ ୨ଥର ଦହିର ସେବନ କରନ୍ତୁ , ଯାହା ଦ୍ୱାରା ପେଟ ଗର୍ମ ରହୁ, ଓ ଏଇ ସସମସ୍ୟାରୁ ମୁକ୍ତି ମିଳିବ । ଦହିରେ ଅଧିକା ମାତ୍ରାରେ ପ୍ରୋଟିନ୍ ରାଇବୋଫ୍ଲେବିନ୍ , ଭିଟାମିନ୍ ବି ଆଦି ମିଳିଥାଏ, ଏମିତିରେ ଆଜି ଦହିର କିଛି ଲାଭକାରୀ ଗୁଣ କହିବାକୁ ଯାଉଛୁ , ଯାହାକୁ ଆପଣ ଏପର୍ଯ୍ୟନ୍ତ କେବେ ଶୁଣିନଥିବେ ।
୧) ହୃଦରୋଗଉ ଦେଇଥାଏ ମୁକ୍ତି : ଯଦି ପୁରା ଦିନ ଦୁଇଥର ଦହିର ସେବନ କରନ୍ତି , ତେବେ ବ୍ୟକ୍ତିର ହୃଦୟର ବେଗ ସାମାନ୍ୟ ହୋଇଥାଏ, ସେମିତି ଉଚ୍ଚରକ୍ତଚାପ, ହାର୍ଟ ସହ ଯୋଡି ହୋଇଥିବା ରୋଗ ଓ କିଡନୀର ପରି ରୋଗ କମିଜାଏ , ସେମିତି ଦହି ଶରୀରରେ କୋଲେଷ୍ଟ୍ରୋଲ୍ ବଢାଇବାକୁ ଦିଏ ନାହିଁ ।
୨) ପାଇଲ୍ସ : ଯଦି କାହାକୁ ପାଇଲ୍ସ ହୋଇଛି ତେବେ ଦିନର ଭୋଜନରେ ଏକ ଗିଲାସ ଜୁଆଣୀ ମିଶାଇ ପିଇଲେ ପାଇଲ୍ସଦୁର ହୋଇଯାଏ ,
୩)ହାଡଗୁଡିକର କଷ୍ଟରୁ କରିଥାଏ ଲାଘବ: ବ୍ୟକ୍ତିର ବୟସ ଯେପରି ବଢିବାକୁ ଲାଗେ, ସେମିତି ହାଡଗୁଡିକ ସହ ଆଣ୍ଠୁ ଗଣ୍ଠିର ଚିନ୍ତା ବଢିବାରେ ଲାଗେ, ତେବେ ପ୍ରତିଦିନ ଦହିରେ ହେଙ୍ଗୁ ମିଶାଇ ସେବନ କରିଲେ ଆଣ୍ଠୁଗଣ୍ଠିରୁ ପିଡା ଦୁର ହୋଈଯିବ ।
୪) ହାଡଗୁଡିକ କରିଥାଏ ମଜବୁତ୍ : ଶରୀରରେ କାଲସିୟମ୍ କମ୍ ହେବା ଯୋଗୁଁ ହାଡରେ ପୀଡା ଆସିଯାଏ , ଯାହାପାଈଁ ଦହିର ସେବନ କରନ୍ତୁ , କାରଣ ଦହିରେ କ୍ୟାଲସିୟମ୍ ମାତ୍ରା ଅଧିକା ହୋଇଥାଏ , ଯାହା ଦ୍ୱାରା ଦାନ୍ତରେ ଓ ହାଡର୍ ମଜବୁତ୍ ଆସିଥାଏ ।