ପେଟ୍ରୋଲ୍ ଡିଜେଲ୍ ୮୦-୯୦ ପ୍ରତି ଲିଟର ଟଙ୍କା ଜାଗାରେ କେବଳ ୩୫-୪୦ ଟଙ୍କା ପ୍ରତି ଲିଟର ବିକ୍ରି କରିବାକୁ ଚାହୁଁଛନ୍ତି ବାବା ରାମଦେବ , ସରକାରଙ୍କ ପାଇଁ କହିଲେ ଏହି ବଡ କଥା..
1 min readଆଜି କା ସମୟରେ ଯେଉଁ ପ୍ରକାରର ଲୋକଙ୍କ ପାଇଁ ଖାଦ୍ୟ , କପଡା ଓ ଘରର ଦରକାରିତା ହୋଇଥାଏ , ଠିକ୍ ସେପରି ପେଟ୍ରୋଲ୍ ଓ ଡିଜେଲ୍ ବି ଲୋକଙ୍କର ଏକ ବଡ ଦରକାରିତା ହୋଇଥାଏ , ଏହି ଦରକାରିତା ପୁରା କରିବାପାଇଁ ଲୋକଙ୍କୁ ବହୁତ ଅଧିକା ଦାମ୍ ଦେବାକୁ ପଡିଥାଏ, ଯେବେ ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ବୃଦ୍ଧି ହେଉଛି ତେବେ ସେ ଉଚ୍ଚ ବର୍ଗର ଲୋକଙ୍କ ପକେଟ୍ ରେ ଏହା ପ୍ରଭାବ ପକାଏ ନାହିଁ , ସେମିତି ମଧ୍ୟମବର୍ଗୀୟ ଲୋକଙ୍କ ପାଇଁ ଏହା ବହୁତ ମୁସକିଲ୍ ହୋଇଯାଏ । ଯଦି ଆମେ ଆଜିର ତାରିଖ ବିଷୟରେ କହିବା ତେବେ ପେଟ୍ରୋଲ୍ ବହୁତ ଗୁଡିଏ ସହରରେ ୯୦ ଟଙ୍କା ପ୍ରତି ଲିଟର ହୋଇସାରିଛି , ଯାହା କି ବହୁତ ଅଧିକା ଅଟେ ତାହା ଉପରେ ବି ସରକାର କିଛି ପଦକ୍ଷେପ ଉଠାଇନାହାନ୍ତି , ଏବେ କିନ୍ତୁ ଜନତା ଭଲ ପାଇଁ ଏକ ଖାସ୍ ଖବର ଆସି ପହଞ୍ଚିଛି , ଯେଉଁଥିରେ ଯୋଗ ଗୁତୁ ବାବା ରାମଦେବ ଏକ ବୟାନରେ କହିଲେ କି ଯଦି କେନ୍ଦ୍ର ସରକାର ତାଙ୍କୁ ଗୋଟିଏ ମଉକା ଦେବେ , ତେବେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ବହୁତ ହ୍ରାସ ହୋଇପାରିବ ।
ଆପଣଙ୍କୁ କହିଦେବୁ କି ଏକ ନ୍ୟୁଜ୍ ଚ୍ୟାନେଲ୍ ରେ ଦେଇଥିବା ଇଣ୍ଟରଭ୍ୟୁରେ ବାବା ରାମଦେବ କହିଲେ କି ସରକାର ମୋତେ ସେହି ଜିନିଷର ଆଦେଶ ଦିଅନ୍ତୁ , ଯାହା କିଛି ଟ୍ୟାକ୍ସରେ ଛାଡ ଦେଇପାରୁଥିବ, ମାତ୍ର ୩୫-୪୦ ଟଙ୍କା ପ୍ରତି ଲିଟର୍ ଦରର୍ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କରିହେବ , ଏହା ସହ ଇନ୍ଧନ କୁ ଜିଏସ୍ ଟି ମିଶାଇକରି ଆଣିବାର ଉପରେ ବାବା ରାମଦେବ କହିଲେ କି ଜିଏସ୍ ଟି ର ୨୮ ପ୍ରତିଶତ ଦରରେ ଏହି ଇନ୍ଧନ ଲାଗୁ କରିବା ଉଚିତ୍ ନୁହେଁ , ଯଦି ଏପରି ହୁଏ ତେବେ ଦେଶବାସୀଙ୍କ ଉପରେ ମହଙ୍ଗାଇରୁ ଆଶ୍ୱସ୍ତି ମିଳିବ । ତେବେ ଏହି କଥାରୁ ଜଣାପଡୁଛି କି ରାମଦେବଙ୍କ ଏହି ଦାବିରୁ ଯଦି ସରକାର ଚାହୀଁଲେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ହ୍ରାସ୍ ହୋଇପାରେ ,
ବାବା ରାମଦେବ ଏହା ବି କହିଦେଲେ କି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢାଇକରି କେନ୍ଦ୍ର ସରକାର ମହଙ୍ଗା କରିପାରେ , ଏହାକୁ ନେଇ ବଢୁଥିବା ଦାମ୍ କମ୍ କରିବାପାଇଁ ସଠିକ୍ ନିତି ବନାଇବା ଉଚିତ୍ , ଯେପରି ଲୋକଙ୍କର କହିବା କଥା କି ବାବା ରାମଦେବ ବିଜେପି ସମର୍ଥକ ଅଛନ୍ତି , ତେବେ ଏବେ ଯୋଗଗୁରୁ ରାମଦେବ କହିଲେ କି ବହୁତ ଲୋକ ସରକାରଙ୍କ ନୀତିଗୁଡିକ ପ୍ରଶଂସା କରିକହିଲେ କି କିଛି ନିତୀଗୁଡୀକ ଏବେ ପରିବର୍ତ୍ତନ ଦରକାର ଅଛି , ଦାମର ବୃଦ୍ଧି ଏକ ବଡ ମୁଦ୍ଧା ଅଟେ, ଓ ମୋଦୀ ଏହାକୁ ଅତି ଜଲଦି ସୁଧାରିବାକୁ ପଦକ୍ଷେପ ନେଇପାରନ୍ତି । ବିଜେପିର ସମର୍ଥକ ମାନିଲେ ରାମଦେବ ନିଜେ ରାଜନିତିରୁ ଦୁରେଇ ନେଇଛନ୍ତି , ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବାରେ ପ୍ରଶ୍ନ କରିଥିଲେ, ମୁଁ କଣ କରିବି , ତାଙ୍କ ପ୍ରଚାର କରିବି ନାହିଁ , ମୁଁ ରାଜନୀତିରୁ ଦୁରେଇ ଗଲିଣି , ମୁଁ ସ୍ୱତନ୍ତ୍ର ଅଛି , ଓ ସବୁ ପାର୍ଟିର୍ ସାଥିରେ ଅଛି , ରାମଦେବନକ୍ ମାନିବା କଥା କି ଦକ୍ଷିଣ ପନ୍ଥି ଅଛନ୍ତି ନା ହିଁ ବାମପନ୍ଥି , ସେ ମଧ୍ୟମାର୍ଗୀ ଅଟେ ।
ତା ସହଆପଣଙ୍କୁ କହିଦେବୁ କି ବାବା ରାମଦେବ ଏହି ମଉକ ଉପରେ ବହୁତ ମୁଦ୍ଧା ଉପରେ ଚର୍ଚ୍ଚା କରାଗଲା , ପ୍ରଥମେ ଟିଭି ପୋଗ୍ରାମ ଆସିଥାଏ , ଓ ଏହା ସହ କଥ କହିଲେ କେବେ ସେ ଭୁଲନ୍ତି ନାହିଁ , ଆୟୁର୍ବେଦକୁ ନେଇକରି ବାବା ରାମଦେବ କମ୍ପାନୀ ପତଞ୍ଜଳୀକୁ ଦେଶ ସାରା ବହୁତ ଭଲ କାମ କରୁଛି , ଲୋକେ ଆୟୁର୍ବେଦ ପ୍ରଡକ୍ସ ବହୁତ ପସନ୍ଦ କରାଯାଇଛି ।