June 22, 2025

Odia Express

Here, There and Everywhere

ନ୍ୟୁଜିଲାଣ୍ତରୁ ହାରିବା ପରେ ଏହି ଭାରତୀୟ ପୂର୍ବ ଖେଳାଳି କୋହଲିଙ୍କୁ ଦେଲେ ଅପମାନ – କହିଲେ କୋହଲି କେବେ..

1 min read

ନ୍ୟୁଜିଲାଣ୍ତର କ୍ରାଇଷ୍ଟଚର୍ଚ୍ଚ ମଇଦାନରେ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୭ ୱିକେଟ୍ ରେ ହାରିବାପରେ ଭାରତ ଟିମ୍ ହାତରେ ୨-୦ ଟେଷ୍ଟ ସିରିଜ୍ ହରାଇବସିଲେ , ଦୁହେଁ ମ୍ୟାଚରେ ଅଧିନାୟକ ବିରାଟ କୋହଲି ବହୁତ ପ୍ଲପ୍ ହେଲେ , ତାଙ୍କ ଛଡା ଅନ୍ୟ ବ୍ୟାଟ୍ସମ୍ୟାନ୍ ବି ନିଜ ଲୟ ହରାଇବସିଲେ  ଏହା ହୋଇଥିଲା କି ପ୍ରାରମ୍ଭୀକ ରୁ ନେଇକରି ଅନ୍ତ ପର୍ଯ୍ୟନ୍ତ ଭାରତୀଅୟ୍ ବ୍ୟାଟ୍ସମ୍ୟାନ୍ ପୁରା ପ୍ରେସରରେ ଆସିଯାଇଥିଲେ,  ଏହା ପୁର୍ବରୁ ୱାଲିଙ୍ଗଟନ୍ ରେ ହୋଇଥିବା ସିରିଜ୍ ପୁର୍ବରୁ ଟେଷ୍ଟରେ ବି ଟୀମ୍ ୧୦ ୱିକେଟ୍ ରେ ହାରିଥିଲା,  ଖରାପ ପ୍ରଦର୍ଶନ କରି ବିରାଟକୋହଲି ବାକି ଖେଳାଳୀ ଟାର୍ଗେଟ୍ ରେ ଥିଲେ ,

ଗ୍ରସ୍ତର ପ୍ରାରମ୍ଭିକରେ ଭାରତୀୟ ଟୀମ୍ ଭଲ ଆରମ୍ଭ କରି ବିପକ୍ଷର ଟିମ୍ କୁ ଟି ଟ୍ୱେଣ୍ଟି ସିରିଜ୍ ରେ ୫-୦ ରେ ହରାଇଲେ , କିନ୍ତୁ ତାପରେ ହାର୍ ର ସିଲସିଲା ଆରମ୍ଭ ହୋଇଯାଇଥିଲା , ଓ ପୁର୍ବରୁ ନ୍ୟୁଜିଲାଣ୍ତ ହାତରେ ୩-୦ ଏକ ଦିବସୀୟ ସିରିଜ୍ ହରାଇବାପରେ ଏହି ଟେଷ୍ଟ ସିରିଜ୍ ରେ ଖରାପ ପ୍ରଦର୍ଶନ କରି ଟିମ୍ ଟେଷ୍ଟ ସିରିଜ୍ ରେ ବି ୨-୦ କ୍ଲିନ୍ ସ୍ପିପ୍ ହାରିଥିଲେ,  ୱାର୍ଲଡ୍ ଟେଷ୍ଟ ଚ୍ୟାମ୍ପିୟନସିପ୍ କୋହଲି ଏହା ପ୍ରଥମଥର ହାରିଛନ୍ତି , ନ୍ୟୁଜିଲାଣ୍ତ ଏହି ଜିତ୍ ସହ ୧୮୦ ଅଙ୍କ ହାସିଲ୍ କରିଛନ୍ତି , ସେମିତି ଭାରତୀୟ ଟିମ୍ ୩୬୦ ଅଙ୍କ ସହ ଅଷ୍ଟ୍ରେଲିଆ ବରାବର ଚାଲୁଛି ,

ଏବେ ଟୀମ୍ ରାଙ୍କିଙ୍ଗ୍ ରେ ନମ୍ବର ୱାନ୍ ରେ ଅଛି ଏହି ଟେଷ୍ଟରେ ୪ ଟି ପାରିରେ କୋହଲି ସମୁଦାୟ ୩୮ ରନ୍ କରିଛନ୍ତି , ନ୍ୟୁଜିଲାଣ୍ତର ଦ୍ରୁତ ବୋଲର୍ ଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଫିକା ପ୍ରଦର୍ଶନ କରିଥିଲେ,  ଆଲୋଚକଙ୍କ ସହ ପୂର୍ବ ଖେଳାଳୀମାନେ ଅଧିନାୟକ ଓ ଟୀମ୍ ଆଗରେ ବହୁତ ଶୋଚନୀୟ ଖେଲ ପ୍ରଦର୍ଶନ କରିଥିଲେ ।

ପୂର୍ବ ଭାରତୀୟ କ୍ରିକେଟିୟର୍ ହେମଙ୍ଗ ବଦାନୀ ନ୍ୟୁଜିଲାଣ୍ତ  ଟିମ୍ ଖରାପ ଗ୍ରସ୍ତକୁ ନେଇକରି ଟିମ୍ ର ଖରାପ ଆଲୋଚନା କରିଥିଲେ ତାଙ୍କର ମୁତାବିକ ଭାରତ ବହୁତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି , ଏହି ଗ୍ରସ୍ତରେ ସଂଘର୍ଷ ଲଢେଇ ରେ ତାଙ୍କ ଇଚ୍ଛାଶକ୍ତି କମ୍ ହେବାର ଦେଖାଯାଈଥିଲା, ଯେଉଁ ଜିନିଷକୁ ବହୁତ ଦୁଃଖ ପହଞ୍ଚାଇଥିଲା,  ଏହି ଆଶ୍ୱସ୍ତି ଭରା କଥା ଅଟେ,  ଆମେ ୱାର୍ଲଡ୍ ଟେଷ୍ଟ ଚ୍ୟାମ୍ପିୟନସିପ୍ ରେ ଶୀର୍ଷ ରେ ପହଞ୍ଚିଛୁ , ମହାନ୍ ମେଜବାନ୍ ଟିମ୍ ପରିସ୍ଥିତି ଠିକ୍ ରହିଲେ ଆଗକୁ ବିଚାର କରିପାଇଁଏହା ଏକ ବଡ ସବକ ହୋଇପାରେ ।

 

Leave a Reply

Your email address will not be published. Required fields are marked *