November 18, 2024

Odia Express

Here, There and Everywhere

ଏକ ଟଙ୍କାରେ ମିଳିଥାଏ ଏହି କ୍ୟାପସୁଲ୍ ଓ ଫାଈଦା ଅନେକ , ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ଆପଣ – ଏବେ ଜାଣିରଖନ୍ତୁ …

ଆସିବା ଦିନରୁ ବଢୁଥିବା ପ୍ରଦୁଷଣ ଓ ଭୁଲ୍ ଖାଦ୍ୟପେୟ ଯୋଗୁଁ କାହାର ନା କାହାର ତ୍ୱଚା ସଂବନ୍ଧିତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ସ୍କିନ୍ ସହ ଯୋଡି ହୋଇଥିବା ସମସ୍ୟା ଅଧିକାଂଶ ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ , କାରଣ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍କିନ୍ ଅଧିକା କୋମଳ ହୋଇଥାଏ , ସେମାନେ ନିଜ ସ୍କିନ୍ ର ସୁରକ୍ଷା ପାଇଁ ଆମଦାନୀର ଗୋଟେ ଭାଗରୁ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଉପରେ ଖର୍ଚ୍ଚ କରିଦିଅନ୍ତି , କାରଣ ସବୁ ମହିଳାଙ୍କ ଇଚ୍ଛା ହୋଇଥାଏ କି ସେମାନେ ସୁନ୍ଦର କିପରି ଦେଖାଯିବେ , କିନ୍ତୁ କହିଦେବୁ କି ଆଜି ଆମେ ଏମିତି ଏକ କ୍ୟାପସୁଲ୍ ବିଷୟରେ କହିବାକୁ ଯାଉଛୁ , ଯାହାର ବ୍ୟବହାରରେ ଆପଣଙ୍କୁ ଏକ ଟଙ୍କାରେ ଆପଣଙ୍କ ସୁନ୍ଦରତା ଚମକାଇଦେବ , ଓ ସବୁଦିନ ପାଇଁ ଏହା ରହିବ , ତେବେ ଆସନ୍ତୁ ଆପଣଙ୍କୁ କହିବୁ କେଉଁ ସେହି କ୍ୟାପସୁଲ୍ ଯାହାର ବ୍ୟବହାରରେ ଆପଣ ସୁନ୍ଦର ତ୍ୱଚା ପାଇପାରିବେ

ଆପଣଙ୍କୁ କହିଦେବୁ କି ଆମେ ଯେଉଁ କ୍ୟାପସୁଲ୍ ବିଷୟରେ କଥା ହେଉଛୁ ତାହା ଏକ ଭିଟାମିନ୍ ଇ କ୍ୟାପସୁଲ୍ ଅଟେ , ଏହା ସବୁ ମେଡିକାଲ୍ ଷ୍ଟୋର୍ ରେ ମିଲିଯିବ , ଏହାର ବ୍ୟବହାର ଆପଣ ବ୍ୟୁଟି ପ୍ରଡକ୍ଟ ରୁପରେ କରିପାରିବେ , ଏହା ନା କେବଳ ତ୍ୱଚାକୁ ସୁନ୍ଦର ବନାଇଥାଏ ବରଂ ବାଳକୁ ଚମକାଦାର କରାଇଥାଏ ।

ଯଦି ଆପଣ ଆଖିର ତଳ ପାର୍ଶ୍ୱରେ କଳା ଦାଗ ମାନେ ଡାର୍କ ସର୍କଲ୍ ଅଛି ତେବେ ଭିଟାମିନ୍ ଇ କ୍ୟାପସୁଲ୍ ବହୁତ ଫାଇଦା ଯୋଗାଇଦେବ , କହିଦେବୁ କି ଏହି ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଭିଟାମିନ୍ ଇ କ୍ୟାପସୁଲ୍ କୁ କାଟିକରି ତାହାର ମଧ୍ୟରେ ତେଲକୁ ସବୁ ଦିନ ରାତିରେ ଶୋଇବା ସମୟରେ ଆଖିର ଚାରିପଟେ ଲଗାଇନିଅନ୍ତୁ , ଓ ତାପରେ ସକାଳୁ ଉଠିକରି ଚେହେରାକୁ ଧୋଇଦିଅନ୍ତୁ , ଏମିତି କରିଲେ କିଛି ଦିନ ମଧ୍ୟରେ ଆପଣଙ୍କୁ ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ମିଳିବ ।

ଏହା ଛଡା ଭିଟାମିନ୍ ଇ କ୍ୟାପସୁଲ୍ ବ୍ୟବହାର ଆପଣଙ୍କ ଚେହେରାର ଦାଗ ହଟାଇବାପାଇଁ କରିପାରିବେ , କହିଦେବୁ କି ଗୋଟେ ଚାମଚ କୋକୋ ବଟର କିମ୍ବା ଅଧା ଚାମଚ ଲୋବାନ୍ ତେଲ ଯଦି ଗୋଟେ ଭିଟାମିନ୍ ଇ କ୍ୟାପସୁଲ୍ ମିଶାଇକରିଚେହେରାରେ ଗୋଟେ ସପ୍ତାହରେ ତିନିଦିନ ଲଗାଇବେ ତେବେ ଚେହେରା ଚମକି ଉଠିବ । ଓ ସବୁ ଦାଗ ଦୁର ହୋଇଯିବ ।

ଭିଟାମିନ୍ ଇ କ୍ୟାପସୁଲ୍ ଆପଣଙ୍କ ବାଳର ସୁନ୍ଦରତା ବଢାଇବା ସହ ଆହୁରି ବହୁତ କିଛି କରିଥାଏ , ଯଦି ଦରକାର୍ ହେବ ନଡିଆର ତେଲ ଓ ଗୋଟେ ଭିଟାମିନ୍ ଇ କ୍ୟାପସୁଲ୍ ଏହି ଦିନ ଜିନିଷକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ , ଓ ବାଳର ସହ ଯୌଡି ହୋଇଥିବ ଠିକ୍ ସେ ଲଗାଇଦିଅନ୍ତୁ , ରାତିରେ ତେଲର ବାଳକୁ ଲଗାଇଦିଅନ୍ତୁ । ଓ ତାପରେ ସକାଳୁ କେଉଁ ମାଇଲଡ୍ ସ୍ୟାମ୍ପୁ ବାଳକୁ ଧୋଇଦିଅନ୍ତୁ  ଏଥିରେ ବାଲ ସୁନ୍ଦର ଓ ଚମକଦାର୍ ହେବା ସହ ମଜବୁତ୍ ବି ହୋଇଥାଏ , ବାଳର ଭାଙ୍ଗିବା ବି କମିଯାଏ ।

Leave a Reply

Your email address will not be published. Required fields are marked *