ଏହି ଦୁଇଟି ନାମ ବାଲି ଝିଅ ହୋଇଥାନ୍ତି ହୃଦୟରୁ ବହୁତସଫା , ଆପଣ ନାମ ଏଥିରେ ସାମିଲ ଅଛି କି …ଏବେ ଦେଖିନିୟନ୍ତୁ
1 min readଏମିତି ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଜାଣିବାର ବହୁତ ତରିକା ହୋଇଥାଏ , କିନ୍ତୁ ବ୍ୟକ୍ତି ଭଲ ହେଉ କିମ୍ବା ଖରାପ ବିଷୟରେ ଜାଣିବା ସହଜ ହୋଇନଥାଏ, ହଁ ଏହି ଚେହେରାରେ ଲେଖା ହୋଇନଥାଏ କି ବ୍ୟକ୍ତିର ହୃଦୟ କେତେ ସଫା ଅଛି , ଏମିତିରେ ଜ୍ୟୋତିଷ୍ୟଶାସ୍ତ୍ରର ସାହାଯ୍ୟରେ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁତ କିଛି ଜାଣିପାରିବେ , ସେମିତି ଆମେ ବ୍ୟକ୍ତିର ପ୍ରଥମ ନାଂ ଅନୁସାରେ କେଉଂ ବ୍ୟକ୍ତିର କୁଣ୍ତଳୀ କୁହାଯାଇଆରିବ , ଓ ସେହି ଅନୁସାରେ ବ୍ୟକ୍ତି ରାଶି ବି ତୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ନାଁ ବାଲି ଝିଅଙ୍କ ବିଷୟରେ କହିବୁ ଯାହାଙ୍କ ହୃଦୟ ଏକ ଦମ୍ ସଫା ହୋଇଥାଏ , ଆସନ୍ତୁ ଜାଣିବା ସେହି ବିଷୟରେ ।
R ନାମକ ଝିଅ : ଯେଉଁ ଝିଅଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ହୃଦୟରୁ ସଫା ହୋଇଥାନ୍ତି , ସେମାନେ ନିଜ ଦୁନିଆଁରେ ହଜି ରୁହନ୍ତି ,ତଙ୍କର ସଫଳତ ତଙ୍କୁ ଶିଖରରେ ପହଞ୍ଚାଥାଏ , କହିଦେବୁ କି ଯେଉଁ ଝିଅ ଅନ୍ୟଙ୍କୁ ସାହାଯ୍ୟ କରିଥାନ୍ତି ସେମାନେ ସବୁବେଳେ ନୁଆ ନୁଆ ଜିନିଷ ଖୋଜିବାରେ ଲାଗିଥାନ୍ତି , ବୋଧେ ଏହି କାରନରୁ ଝିଅମାନେ ବିବାହ କରିବାକୁ ସମୟ ଦେଇଥାନ୍ତି ,
P ନାମକ ଝିଅ : କହିଦେବୁ କି ଝିଅ ମାନେ ନିଜ ନାଁ ପରି ବହୁତଭଲ ଓ ହୃଦୟର ସଫା ହୋଇଥାନ୍ତି , ଜଣାଇଦେବୁ କି ଏମାନଙ୍କ ସହ ମିଶିକରି କାମ କରିବା ଝିଅମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥାତି , ଓ ଏହା ସହ ସେମାନେ ଇଶ୍ୱରଙ୍କ ଉପରେ ବିଶ୍ୱାସ କରିଥାନ୍ତି , କଇଦେବୁ କି ଝିଅ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି , ସେମାନଙ୍କୁ ପ୍ରେମ ଜଲଦି ମିଳିଥାଏ , କିନ୍ତୁ ସେଇ ପ୍ରେମରେ ନିଭାଇବାକୁ ବହୁତ ଅସୁବିଧାର ସାମ୍ନା କରିବାକୁ ଅପଡିଥାଏ । କିନ୍ତୁ ଏମାନଙ୍କ ନିଜ୍ ପ୍ରେମ ନିଭାଇବାକୁ ବହୁତ୍ ଅସୁବିଧାର ସାମ୍ନ କରିବାକୁ ପଦିଥାଏ , କିନ୍ତୁ ଏମନଙ୍କଖାସ୍ କଥା ଏହା କି ଏମାନେ ଜାହାକୁ ସଚ୍ଚା ପ୍ରେମ୍ କରନ୍ତି , ସେଆନେ ତାର୍ ସାଥ୍ ଜିବନସଥି ହୋଇ ନିଭାଇଥାନ୍ତି ।