November 19, 2024

Odia Express

Here, There and Everywhere

ବହୁତ କାମକୁ ଆସିଥାଏ ଏହି କଇଁଛର ମୁଦି , ଗୋଟେ ଥର ପିନ୍ଧିକରି ଦେଖିନିଅନ୍ତୁ , ଆପଣଙ୍କ ଭାଗ୍ୟ ଉଜ୍ଜଳ ହୋଇଯିବ …

ଆଜିକାଲି ଏକ ଅଜବଧରଣର ଟ୍ରେଣ୍ତ ମାର୍କେଟ୍ ରେ ଚାଲିଛି , ଆମେ କଥା ହେଉଛୁ କଇଁଛ ମୁଦି , ଯାହା ଆଜିକାଲି ଅଧିକାଂଶ ଯୁବତୀ ଏହାକୁ ପିନ୍ଧିବାରେ ବହୁତ ପସନ୍ଦ କରୁଛନ୍ତି , ବାସ୍ତୁ ଅନୁସାରେ କଇଁଛ ଖୁସିର ପ୍ରତୀକ ହୋଇଥାଏ , ଘରେ ସମୃଦ୍ଧି ରହିବା ପାଇଁ କିଛି ଲୋକ କଇଁଛ ପାଳିଥାନ୍ତି , ଆଜି କଇଁଛ ମୁଦି ଫ୍ୟାସନ୍ ବଲଡ୍ ରେ ସ୍ପେସିଆଲ୍ ପରିଚୟ ବନାଇପାରିଛି , କିନ୍ତୁ ଏହି ରିଙ୍ଗ୍ ପିନ୍ଧିବାପରେ କିଛି ତରିକା ଓ ନିୟମ ହୋଇଥାଏ , ଯାହାର ସିଧା ପ୍ରଭାବ ଆମର ଧନ ସହ ହୋଇଥାଏ । ଆଜି କାଲି ବଜାରରେ ଗହଣାରେ କଇଁଛ ମୁଦି ବହୁତ ଡିମାଣ୍ତ ହୋଇଛି , ଏହା ସଂପନ୍ନତା ଓ ସ୍ଥିରତା ପ୍ରତିକ ବୋଲି ମାନାଯାଏ , ଏହି ରିଙ୍ଗ୍ କୁ ପିନ୍ଧିଲେ , ଏହି କଥାକୁ ଖାସ୍ ଧ୍ୟାନ ରଖିବାକୁ ହେବ କି କଇଁଛ ମୁଣ୍ତ ବାଲା ଭାଗ ବ୍ୟକ୍ତିର ଆଡକୁ ହେବା ଦରକାର , ଯେଉଁଥିରେ ଧନ ନିଜ ଆଡକୁ ଆସିବ ,

ଦେଖାଯାଉଛି କି ଫ୍ୟାସନରେ କଇଁଛ ବାଲା ଆଙ୍ଗୁଠି ନିଜ ଏକ ଖାସ୍ ଜାଗା ବନାଇଛି , କଇଁଛ ହିନ୍ଦୁ ଧର୍ମରେ ଶୁଭର ପ୍ରତିକ ବୋଲି ଜଣାଯାଏ , ଅଳିଆ ସ୍ଥାନରେ ରହିବା ସତ୍ତ୍ୱେ ବି ଯାତ୍ରା ସମୟରେ ଦେଖିବା ବି ଶୁଭ ମାନାଯାଏ , କଇଁଛକୁ ଭଗବାନ ବିଷ୍ଣୁଙ୍କ ଏକ ଅବତାର ବୋଲି ଜଣାଯାଏ ।କଇଁଛ ଶାନ୍ତି ,ଧୈର୍ଯ୍ୟ, ନିରନ୍ତରତା, ଓ ସମୃଦ୍ଧିର ପ୍ରତିକ ବୋଲି ଜଣାଯାଏ , ଲକ୍ଷ୍ମୀ ଜୀ ସମୁଦ୍ର ମନ୍ଥନ ବେଳେ ପ୍ରକଟ ହୋଇଥିଲେ,  ଏଥିପାଇଁ କଇଁଛ କୁ ଲକ୍ଷ୍ମୀଙ୍କର ପ୍ରିୟ ବୋଲି ମାନାଯାଏ , ଏମିତିରେ ଲୋକଙ୍କର ଉର୍ଜା ଓ ଆତ୍ମବିଶ୍ୱାସ ଆଈଁ ଏମିତି ମୁଦି ପିନ୍ଧିବାର୍ ଉପଦେଶ ଦିଆଯାଏ , ଚିନ୍ ବାସ୍ତୁ ଶାସ୍ତ୍ର ବିଜ୍ଞାନରେ ଫେଙ୍ଗସୁଇ କଇଁଛର ଶୁଭର ପ୍ରତିକ ବୋଲି ଜଣାଯାଏ , ମାନାଯାଏ କି ଘରେ ରଖିଲେ ଉନ୍ନତି ହୋଇଥାଏ , ଓ ଘରେ ସକରାତ୍ମକ ଉର୍ଜା ସଂଚାର ହୋଇଥାଏ , ଯେଉଁଥିରେ ଘରେ ରହୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ବହୁତ ଲୋକଙ୍କର ହାତରେ ରତ୍ନ ବାଲା ମୁଦି କିମ୍ବା ବ୍ରେସଲେଟ୍ କିମ୍ବା ଗଳାରେ ଚେନ୍ ରେ ରତ୍ନ ଧରି ପିନ୍ଧିଥାନ୍ତି , ଏହି ରତ୍ନ ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ , ଏହାକୁ ପିନ୍ଧିବାର କାରଣ ଜାତକରେ କୁଣ୍ତଳୀ ହୋଇଥାଏ , କିନ୍ତୁ ଆଜିକାଲି ରତ୍ନ ଛଡା ବି ବହୁତ ପ୍ରକାରର୍ ମୁଦି ଲୋକଙ୍କ୍ ହାତରେ ଦେଖିବାକୁ ମିଳିଥାଏ , ଯେଉଁଥିରେ ଏହା ଗୋଟେ ଅଛି  କଇଁଛ ବାଲା ମୁଦି ବାସ୍ତୁର ଭିତରେ ଶୁଭ ମାନାଯାଇଛି ।

ଏହି ମୁଦି ବ୍ୟକ୍ତିର ଜୀବନରେ ବହୁତ ଦୋଷକୁ ଶାନ୍ତ କରିବାରେ କାମ କରିଥାଏ , କିନ୍ତୁ ଯଦି ସବୁଠାରୁ ଅଧିକା କେଉଁ କଥାରେ ସହାୟକ ହୋଇଥାଏ , ଏହି କାରଣରୁ ଆତ୍ମବିଶ୍ୱାସରେ ବୃଦ୍ଧି ହୋଇଥାଏ , ଶାସ୍ତ୍ରର ଅନୁସାରେ କଇଁଛ ଜଳରେ ରହିଥାଏ , ଏହି ସକରାତ୍ମକରତା ଓ ଉନ୍ନତିର ପ୍ରତିକ ମାନାଯାଇଛି , ଏହି କଇଁଛ ଭଗବାନ ବିଷ୍ଣୁଙ୍କ ଅବତାର ରହିଛି , ସମୁଦ୍ର ମନ୍ଥନ ପୌରାଣିକ କଥା ଅନୁସାରେ କଇଁଛ ସମୁଦ୍ର ମନ୍ଥନ ଉପ୍ପନ୍ନ ହୋଇଥିଲା,  ଓ ତାହା ଦେବୀ ଲକ୍ଷ୍ମୀଙ୍କ ସହ ସେ ଆସିଥିଲା ।

Leave a Reply

Your email address will not be published. Required fields are marked *