November 21, 2024

Odia Express

Here, There and Everywhere

ଇଣ୍ଟରଭ୍ୟୁରେ ପଚାରାଗଲା ଏପରି ଅଜବପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହା ଦେବା ପୂର୍ବରୁ ପ୍ରଥମେ ନିଆଯାଏ – ଝିଅଟି ଦେଲା ଏପରି ଜବାବ୍ ସମସ୍ତେ ହେଲେ ଚକିତ…

1 min read

ଆଜିର ଜମାନା ଏତେ କମ୍ପିଟିସନ୍ ହୋଇଯାଇଛି ଯାହା ଆଜି କା ସମୟରେ ଆଗକୁ ବଢିବାକୁ ସମସ୍ତେ ଚାହଁନ୍ତି , ଏହି କାରଣରୁ ସମସ୍ତେ ଜବ୍ ପାଇଁ ପ୍ରତିଯୋଗୀ ପରିକ୍ଷା ଦେଉଛନ୍ତି । ସେମିତି ଆପଣଙ୍କୁ କହିଦେବୁ କି ଲିଖିତ ପରୀକ୍ଷାରେ ସମସ୍ତେ ପାସ୍ କରିନିଅନ୍ତି , କିନ୍ତୁ ଯଦି ଆପଣ ଆଇଏଏସ୍ ପରୀକ୍ଷା ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ତେବେ ବହୁତଥର ଇଣ୍ଟରଭ୍ୟୁଅର୍ ଆଶାର୍ଥୀଙ୍କୁ ହାଜିର୍ ଜବାବ୍ ଓ ଆଇକ୍ୟୁ ଚେକ୍ କରିବାପାଇଁ ଟ୍ରିକି ପ୍ରଶ୍ନ ପଚାରିଥାନ୍ତି , ଯାହାକୁ ଶୁଣିକରି ଇଣ୍ଟରଭ୍ୟୁ ଦେଉଥିବା ଆଶାର୍ଥୀଙ୍କର ମୁଣ୍ତ ବୁଲାଇଦିଏ ।ଆପଣଙ୍କୁ ବୋଧେ ମାଲୁମ୍ ଥିବ କି ୟୁପିଏସ୍ ସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ହୋଇଥାଏ । ଓ ଏହାର ଇଣ୍ଟରଭ୍ୟୁ ଭଲରୁ ଭଲ ଲୋକ ଫେଲ୍ ହୋଈଯାଆନ୍ତି , ଏମିତି ବହୁତ ସାରା କ୍ୟାଣ୍ତିଡେଟ୍ ହୋଇଥାନ୍ତି ଯେଉଁମାନେ ୟୁପିଏସ୍ ସିର ପ୍ରି, ମେନ୍ସ, ଦୁଇଟୀ ପରୀକ୍ଷା କ୍ଲିଅର୍ କରିବା ଅନ୍ତରେ ଇଣ୍ଟରଭ୍ୟୁରେ ଫେଲ୍ ହୋଇଯାଅନ୍ତି ।

କିନ୍ତୁ ଯଦି ଆମେ ସାକ୍ଷାତକାର ପରୀକ୍ଷା କଥା କହିବା ତେବେ ଏହାର କୌଣସି ନିର୍ଦ୍ଧିଷ୍ଟ ପାର୍ଟଣ୍ଣ ନଥାଏ , ଓ ସାକ୍ଷାତକାର ପ୍ୟାନେଲ୍ , ଟେକନିକି , ଶୈକ୍ଷଣିକ, କ୍ଷେତ୍ରର ସବୁ ଆଶାର୍ଥୀ ପ୍ରଶ୍ନ ପଚାରିବାପାଇଁ ସ୍ୱତନ୍ତ୍ରତା ହୋଇଥାଏ , ୟୁପିଏସ୍ ସି ସାକ୍ଷାତକାର ପ୍ରଶ୍ନ ଯେ କୌଣସି ବିଷୟର ହୋଇଥାଏ , କହିଦେବୁ କି ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ପଚାରାଯାଏ ଯାହା ସିଲାବସ୍ ରେ ନଥାଏ , ଆଜି ଆମେ ଆପଣଙ୍କୁ କିଛି ଏପରି ପ୍ରଶ୍ନଗୁଡିକ ପଚାରିବାକୁ ଯାଉଛୁ, ଯାହା ହାୟର୍ ଲେବୁଲ୍ ପରୀକ୍ଷାରେ ପଚାରାଯାଏ , ଯାହା ଅଧିକା ଟ୍ରିକି ହୋଇଥାଏ , ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡିକ ଉପରେ ।

୧) ତାହା କଣ ଯାହା ଦେବାପୂର୍ବରୁ ନିଆଯାଏ ?

ଉତ୍ତର : ଏହି ପ୍ରଶ୍ନର ଉତ୍ତର ଫଟୋ ଆସିବ , କାରଣ କାହାର ଫଟୋ ଦେବା ପୁର୍ବରୁ ତାହାର ଫଟୋ ନିଆଯାଏ ।

୨) ଯଦି ମୁଁ ଆପଣଙ୍କ ଭଉଣୀ ସହ ଫେରାର୍ ହୋଇଯିବି ତେବେ କଣ କରିବେ ?

ଉତ୍ତର୍ : ମୋର ଭଉଣୀ ପାଇଁ ଆପଣଙ୍କ ଠାରୁ ଭଲ ଉତ୍ତମ ମ୍ୟାଚ୍ ଆଉ କେଉଁଠୁ ମିଳିବ ସାର୍ ।

୩) ଆପଣ ସକାଳୁ ଉଠିଲେ ଓ ଜାଣିପାରିଲେ କି ଆପଣ ଗର୍ଭବତୀ ଅଛନ୍ତି , ତେବେ ଆପଣ କଣ କରିବେ ?

ଉତ୍ତର : ମୁଁ ସାର୍ ବହୁତ ଖୁସି ହୋଇଯିବି , ଓ ସବୁଠାରୁ ପ୍ରଥମେ ଯାଇକରି ମୋର ସ୍ୱାମୀଙ୍କୁ ଏହି ଖୁସିଖବର ଶୁଣାଇବି,  ଓ ସେଲିବ୍ରେଟ୍ କରିବି ।

୪) କଣ ବିବାହ ପୁର୍ବରୁ ତୁମେ କାହା ସହ ଶୋଇପାରିବ ?

ଉତ୍ତର : ହଁ ମୁଁ ନିଜ ପରିବାରର କେଉଁ ସଦସ୍ୟ ସହ ଶୋଇପାରିବି ଶୋଇବା କିଛି ଭୁଲ୍ କଥା ନୁହେଁ ।

୬) ଏମିତି କେଉଁ ସିଟୁଏସନ୍ ଅଛି ଯାହା ପୁଅ -୨୦-୨୫ ମି ଥକିଯାଏ କିନ୍ତୁ ଝିଅ କହେ ଏବେ ତ ଆରମ୍ଭ ହେଲା ।

ଉତ୍ତର : ସପିଙ୍ଗ୍ ।

Leave a Reply

Your email address will not be published. Required fields are marked *