June 21, 2025

Odia Express

Here, There and Everywhere

ବଲିଉଡ୍ ରେ ଏହି ୩ ଜଣ ସୁନ୍ଦର ଅଭିନେତ୍ରୀ ଅଛନ୍ତି ଯିଏକି ଅନେକ ବର୍ଷରୁ ବଲିଉଡ ଇଣ୍ତଷ୍ଟ୍ରିରେ ଗାୟବ ଅଛନ୍ତି, ନମ୍ବର ୨ ଫେରି ଆସିଗଲେ ତେବେ ବଲିଉଡ୍ ରେ ବବାଲ୍ ହୋଇଯିବ…

ଆମର ବଲିଉଡ୍ ଇଣ୍ତଷ୍ଟ୍ରିରେ ଏବେ ବହୁତ ବଡ ହୋଇସାରିଛି । ଯାହାର ଚମକରେ କେତେ ଅଭିନେତା ଅଭିନେତ୍ରୀ ଆସିଲେ ଓ ଚାଲିଗଲେ , ସେଥିରୁ କିଛି କଳାକାର ଅଛନ୍ତି ଯିଏକି ବଲିଉଡ୍ ରେ ଇଣ୍ତଷ୍ଟ୍ରିରେ ରାଜ୍ କରୁଛନ୍ତି , ଆମର ବଲିଉଡ୍ ରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏକି କିଛି ଫିଲ୍ମ ହିଁ କରିଛନ୍ତି , କିନ୍ତୁ ବହୁତସାରା ଫିଲ୍ମ ହିଟ୍ ହୋଇଛି , ଓ ଲୋକଙ୍କର ମଧ୍ୟରେ ଲୋକପ୍ରିୟ ହୋଇକରି ନିଜ ଅଭିନୟ ବଳରେ ଲୋକଙ୍କର୍ ହୃଦୟରେ ରାଜ୍ କରୁଛନ୍ତି , କିନ୍ତୁ ଅଚାନକ ସେ ବଲିଉଡ୍ ଇଣ୍ତଷ୍ଟ୍ରିରୁ ଗାୟବ ହୋଇଯାଇଛନ୍ତି , ଓ କାହାକୁ ଏହି ବିଷୟରେ ଜଣା ବି ପଡିନାହିଁ । ଆଜି ଆମେ ଆପଣଙ୍କୁ ଏମିତି ୩ ଜଣ ଫେମସ୍ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କର ନାଁ ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ଜଣାଶୁଣା ହୋଇଛି , କିନ୍ତୁ ସେମାନେ ବଲିଉଡ୍ ରୁ ବହୁତ ଦୁରେଇ ରହିଛନ୍ତି , ତେବେ ଆସନ୍ତୁ ଜାଣିବା କିଏ ସେହି ବଲିଉଡ୍ ଅଭିନେତ୍ରୀ ।

୧) ସୁସ୍ମିତା ସେନ୍ : ବଲିଉଡ୍ ର ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀ ସୁସ୍ମିତା ସେନ୍ ଯିଏକି ୨୦୧୦ ରେ କେଉଁ ବି ଫିଲ୍ମରେ ନଜର ଆସିନଥିଲେ , ତେବେ ଆପଣଙ୍କୁ କହିଦେବୁ କି ୨୦୧୦ ପରେ ସେ ଫିଲ୍ମ କରିନଥିଲେ,  କିନ୍ତୁ ୨୦୧୦ ପରେ ସେ ଫିଲ୍ମ ମେଁ ହୁଁ ନା ବହୁତ ହିଟ୍ ହୋଇଥିଲା , ଯେଉଁଥିରେ ସାହାରୁଖ୍ ଖାନଙ୍କ ସହ ସେ ନଜର ଆସିଥିଲେ , ସୁସ୍ମିତା ସେନ୍ ଙ୍କ ଜନ୍ମ ୧୯ ନଭେମ୍ବର ୧୯୭୫ ରେ ହାଇଦ୍ରାବାଦ୍ ଆନ୍ଧ୍ରପ୍ରଦେଶରେ ହୋଇଥିଲା । ୧୯୯୪ ରେ ସେ ମିସ୍ ଇଣ୍ତିଆ ଓ ମିସ୍ ୱାର୍ଲଡ୍ ଜିତିଥିଲେ,  ଓ ମିସ୍ ଇଣ୍ତିଆ ସ୍ପର୍ଧା ରେ ସେ ଐଶ୍ୱର୍ଯ୍ୟା ରାୟଙ୍କୁ ହରାଇଥିଲେ ୩୮ ବର୍ଷୀୟ ସୁସ୍ମିତା ସାମାଜିକ ମାନଦଣ୍ତଙ୍କୁ ମାନନ୍ତି ନାହିଁ , ତାଙ୍କର ନାଁ ଅଭିନେତା ରଣଦୀପ ହୁଡ୍ଡା ଓ ବିକ୍ରମ ଭଟ୍ଟଙ୍କ ସହ ବହୁତ ଲୋକଙ୍କ ସହ ଯୋଡା ଗଲା , ସୁସ୍ମିତାଙ୍କ ଏବେ ଦୁଇଟି ଝିଅଙ୍କୁ କୋଳେଇଛନ୍ତି ।

୨) ଆୟଶା ଟାକିଆ : ବଲିଉଡ୍ ସୁନ୍ଦର ଓ ହଟ୍ ଅଭିନେତ୍ରୀ ଆୟଶା ଟାକିଆ ବି ବଲିଉଡ୍ ରେ ପ୍ରାୟ ୭ ବର୍ଷରୁ ଦୂରେଇ ରହିଛନ୍ତି , ଆୟଶା ଟାକିଆଙ୍କ ଜନ୍ମ ୨୦ ଅପ୍ରେଲ୍ ୧୯୮୬ କୁ ଭାରତର ମୁମ୍ବାଇ ସହରରେ ହୋଇଥିଲା , ଆୟଶା ବହୁତ ଛୋଟ ବୟସରୁ ଏକ ଅଭିନେତ୍ରୀ ହିସାବରେ ମୁମ୍ବାଇ ପରି ସହରରେ ନିଜ ନାଁ କମାଇଥିଲେ,  ଆୟଶାଙ୍କ ପ୍ରଥମ ଫିଲ୍ମ ଟାର୍ଜନ ଦି ୱାଣ୍ତର୍ କାର୍ ଥିଲା,  ତାହା ପରେ ସେ ଏକ ଆଉ ଏକ ଫିଲ୍ମ ସୋଚା ନା ଥା ରିଲିଜ୍ ହୋଇଥିଲା ଯାହା ୨୦୦୪ ରେ ଆୟଶା ଫିଲ୍ମ ଟାର୍ଜନ୍ ଦି ୱାଣ୍ତର୍ କାର୍ ରୁ ଭଲ ଅଭିନୟ କରିବାପାଇଁ ଫିଲ୍ମ ବେଷ୍ଟ ଡେବ୍ୟୁ ପୁରସ୍କାର ପାଇଥିଲେ,  ଏହାପରେ ସେ ସଲମାନ ଖାନ୍ ଙ୍କ ସହ ଫିଲ୍ମ ୱାନଟେଡ୍ ରେ କାମ କଲେ , ଓ ସେହି ବର୍ଷ ଫିଲ୍ମଟି ସୁପରହିଟ୍ ହୋଇଥିଲା ।

୩) ଅମିଶା ପଟେଲ୍ ସେହି ଅଭିନେତ୍ରୀଙ୍କ ଭିତରୁ ଅଛନ୍ତି ଯିଏକି ବଲିଉଡ୍ ରୁ ଦୁରେଇ ଅଛନ୍ତି , ଅମିଷା ୫ ବର୍ଷରୁ ବଲିଉଡ୍ ରୁ ଦୁରେଇ ରହିଛନ୍ତି , ତାଙ୍କର କିଛି ବି ଫିଲ୍ମ ଏବେ ଯାଏଁ ଆସିନାହିଁ , ଅମିଷା ପଟେଲଙ୍କ ଜନ୍ମ ୯ ଜୁନ୍ ୧୯୭୬କୁ ମୁମ୍ବାଈରେ ହୋଇଥିଲା,  ଅମିଷା ପଟେଲଙ୍କ ବାପା ଅମିତ୍ ପଟେଲ୍ ଓ ମା ଆଶା ପଟେଲ୍ ଅଛନ୍ତି , ଅମିଷା ପଟେଲ୍ ନିଜ କ୍ୟାରିୟରର ଆରମ୍ଭ କହୋ ନା ପ୍ୟାର୍ ହୈ ଫିଲ୍ମରୁ କରିଥିଲେ,  ଯେଉଁଥିରେ ସେ ହ୍ରିତିକ୍ ରୋଶନ୍ ଙ୍କ ସହ ନଜର ଆସିଥିଲେ,  ଯାହାକି ଏକ ବଡ ଫିଲ୍ମ ପ୍ରମାଣିତ ହୋଇଥିଲା,  ଏହା ଛଡା ଅମିଷା କିଛି ଲୋକପ୍ରିୟ ଫିଲ୍ମ ଯେପରି ଗଦର୍ ଏକ ପ୍ରେମ କଥା , ହମରାଜ୍ , ମଙ୍ଗଳ ପାଣ୍ତେ , ଦି ରାଇଜିଙ୍ଗ୍ , ମେରେ ଜୀବନସାଥି , ଓ ହନିମୁନ୍ ପ୍ରାଇଭେଟ୍ ଲିମିଟେଡ୍ ଆଦି ଫିଲ୍ମରେ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *