June 22, 2025

Odia Express

Here, There and Everywhere

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ସମୟରେ ଏହି ୫ ଜଣ ଖେଳାଳୀ କରିପାରନ୍ତି ଭାରତୀୟ ଦଳରେ ପୁଣି ଯୋଗଦାନ – ଅନେକ ଦିନ ପରେ ଏହି ବଡ ଖେଳାଳି ଦଳରେ ଫେରିପାରନ୍ତି …

ନ୍ୟୁଜିଲାଣ୍ତ ଏବେ ତାର ସଂମ୍ପତ୍ତି ଆଡକୁ ଅଗ୍ରସର ହୋଇଅଛି , ଟି ଟ୍ୱେଣ୍ଟି ଓ ଏକଦିବସୀୟ ସିରିଜ୍ ପରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଈଛି , ଏବେ ୨୯ ଫେବୃୟାରୀକୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ,  ଯାହା ଏହି ମାସର ଶେଷ ମ୍ୟାଚ ହେବ , ଯାହା ପରେ ଭାରତୀୟ ଦଳ ପୁଣି ଫେରିବ । ଏହାପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକଦିବସୀୟ ସିରିଜ୍ ଖେଳିବ , ଯାହାପାଇଁ ଭାରତୀୟ ଟିମ୍ ପୁରା ପ୍ରସ୍ତୁତି କରିବାକୁ ହେବ , ଏହି ସିରିଜ୍ ସମୟରେ ଭାରତୀୟ ଟିମ୍ ରେ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ , ଯାହା ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳିଥିଲେ , ସେଥିରେ ପରିବର୍ତ୍ତନ ହୋଇପାରେ । ଆଜି ଆମେ ସେହି ୫ ଜଣ ଖେଳାଳୀଙ୍କ ବିଷୟରେ କହିବୁ , ଯାହାଙ୍କର ବଡ ପରିବର୍ତ୍ତନ ହୋଇପାରେ , ଏହି ପରିବର୍ତ୍ତନ ପରେ ଟିମ୍ ରେ କିଛି ଖେଳାଳୀଙ୍କୁ ବାହାର ରାସ୍ତା ଦେଖିବାକୁ ମିଳିପାରେ , ଯେଉଁଥିରେ କିହି ବଡ ନାଁ ବି ସାମିଲ୍ ଅଛି , ଫେରିବାର ଖେଳାଳୀଙ୍କ ମଧ୍ୟରେ ସବୁ ବଡ ଦିଗଜ୍ ଅଛନ୍ତି ।

୧) ରୋହିତ୍ ଶର୍ମା : ନ୍ୟୁଜିଲାଣ୍ତ ବିପକ୍ଷରେ ଓଭଲରେ ଖେଳାଯିବାକୁ ଥିବା ଶେଷ ଟି ଟ୍ୱେଣ୍ଟି ମ୍ୟାଚରେ ବ୍ୟାଟିଙ୍ଗ୍ କରୁଥିବା ସମୟରେ ରୋହିତ୍ ଶର୍ମାଙ୍କ ପାଦରେ ଯନ୍ତ୍ରଣା ଆସିଥିଲା, ଯାହାର କାରଣରୁ ଏକଦିବସୀୟ ଓ ଟେଷ୍ଟ ସିରିଜ୍ ରୁ ବାହାର ଆସିଗଲେ , ଯେଉଁଠି ରୋହିତ୍ ଶର୍ମାଙ୍କ ଜାଗାରେ ଯୁବା ଖେଳାଳୀ ମୟଙ୍କ ଅଗ୍ରୱାଲ ଖେଳାଯାଇଥିଲା । ଏବେ କିଛି ଦିନ ହେବ ଦେଖାଯାଇଛି କି ରୋହିତ୍ ଶର୍ମା ନିଜ ପ୍ରଦର୍ଶନକୁ ନେଇ ୱାର୍କ ଆଉଟ୍ କରୁଛନ୍ତି , ଯାହାର କାରଣରୁ ତାଙ୍କ ଫ୍ୟାନ୍ସ ଓ ଭାରତୀୟ ଟୀମ୍ ମ୍ୟାନେଜମେଣ୍ଟ ଙ୍କୁ ଆଶା ଅଛି କି ଭାରତୀୟ ଟିମ୍ ରେ ରୋହିତ୍ ଶର୍ମା ଦକ୍ଷିଣ ଆଫ୍ରିକା ସିରିଜ୍ ସମୟରେ ଭାରତୀୟ ଟିମ୍ ରେ ରହିପାରନ୍ତି , ତାଙ୍କର ଦଳରେ ଫେରିବା ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇପାରେ , ରୋହିତ୍ ଶର୍ମା ଏବେ କାର୍ ସମୟରେ ଭଲ ଫର୍ମରେ ଅଛନ୍ତି , ଯାହାର ଫାଇଦା ଭାରତୀୟ ଟିମ୍ ଙ୍କୁ ନ୍ୟୁଜିଲାଣ୍ତ ସିରିଜ୍ ରେ ଉଠାଇପାରିଲା ନାହିଁ , ଯଦି ରୋହିତ୍ ଶର୍ମା ଫିଟ୍ ହୋଇଯାଆନ୍ତି , ତେବେ ଆଇପିଏଲ୍ ର ପୁର୍ବରୁ ଭାରତୀୟ ଟୀମ୍ ଙ୍କ ହେବାକୁ ଥିବା ଶେଷ ସିରିଜ୍ ରେ ନିଶ୍ଚିତ ଭାଗ ନେଇ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ।

୨) ଶିଖର ଧବନ : ଅନ୍ୟ ଜଣେ ସଲାମୀ ବ୍ୟାଟ୍ସମ୍ୟାନ୍ ହିସାବରେ ଶିଖର ଧବନ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚରେ ଆଘାତ ପ୍ରାପ୍ତ ହେବା କାରଣରୁ ଟିମ୍ ରୁ ବାହାରେ ଥିଲେ , ଯାହାର କାରଣରୁ ନ୍ୟୁଜିଲାଣ୍ତ ଗ୍ରସ୍ତରେ ସେ ଭାରତୀୟ ଦଳ ସହ ନଥିଲେ,  କିନ୍ତୁ ଏବେ ଏନ୍ ସିଏ ବହୁତ ପରିଶ୍ରମ କରି ତାଙ୍କୁ ନିଜ ଫିଟନେସ୍ ହାସିଲ୍ କରିନେଇଛନ୍ତି । ଶିଖର ଧବନଙ୍କ ଜାଗାରେ ପୃଥିବୀ ଶୋ ଜାଗା ମିଳିଛି , ତାହାର ଫାଈଦା ଉଠାଇବାରେ ସେ ସଫଳ ହୋଇନାହାନ୍ତି , ଆଘାତ ଲାଗିବା କାରଣରୁ ଧବନ ଏନ୍ ସିଏସ୍ ରେ ମହଜୁତ୍ ଥିଲେ , ଯେଉଁଠି ସେ ନିଜକୁ ଫିଟ୍ କରି ବହୁତ ଅଧିକା ପରିଶ୍ରମ କରିଛନ୍ତି , ଯାହାର କାରଣରୁ ସେ ଏବେ ପୁରା ଫିଟ୍ ହୋଇଛନ୍ତି , ଧବନ ଙ୍କ ଦରକାରିତା ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ସମୟରେ ଭାରତୀୟ ଟୀମ୍ ର ଦରକାର ହେବ , ଯେଉଁଠି ଭାରତୀୟ ଟୀମ୍ ପାଇଁ ବଡ ପାରି ଖେଳିବାର ନଜର ଆସିବେ । ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ,  ଯାହାର କାରଣରୁ ତାଙ୍କ ଉପରେ ବହୁତ ଆଶା ଓ ବିଶ୍ୱାସ ବି ଅଛି ।

୩) ହାର୍ଦ୍ଧିକ ପାଣ୍ତିଆ : ଦ୍ରୁତ ବୋଲର୍ ଅଲରାଉଣ୍ତର ହାର୍ଦ୍ଧିକ ପାଣ୍ତିଆ ଶେଷଥର ଭାରତୀୟ ଟୀମ୍ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ସମୟରେ ଖେଳିଥିଲେ , ତାହାପରେ ସେ ଲଗାତାର ଟିମ୍ ରୁ ବାହାରେ ଅଛନ୍ତି , ଯେଉଁଠି ଟିମ୍ ତାଙ୍କ ଜାଗାରେ ମୁମ୍ବାଇର ଅଲରାଉଣ୍ତର ଖେଲାଳୀ ଶୁଭମ ଦୁବେ ଙ୍କୁ ନେଇଥିଲେ , କିନ୍ତୁ ସେ ଏତେ ପ୍ରଭାବିତ କରିପାରିଲେ ନାହିଁ  ହାର୍ଦ୍ଧିକ ପାଣ୍ତିଆ ଟୀମ୍ ରେ ରହିବା ଦ୍ୱାରା ଏକ ଭଲ ଟିମ୍ ପରି ନଜର ଆସିବ , ହାର୍ଦ୍ଧିକ ପାଣ୍ତିଆଯେବେ ଟିମ୍ ରୁ ବାହାରେ ଥିଲେ , ତେବେ ସେ ଲୟରେ ନଜର ଆସିଥିଲେ , ଏବେ ଏନ୍ ସିଏ ତାଙ୍କ ଫିଟନେସ୍ ଉପରେ ପରିଶ୍ରମ କରି ତାଙ୍କୁ ଫିଟ୍ ଘୋଷଣା କରିଛନ୍ତି , ଯାହାର କାରଣରୁ ସେ ଟୀମ୍ ରେ ଫେରିବାର ଆଶା ବହୁତ ଅଧିକା ଅଛି , ପାଣ୍ତିଆ ଯେବେ ଦକ୍ଷିଣ ଆଫ୍ରିକା ସିରିଜ୍ ଖେଳିବାକୁ ବାହାରିବେ , ତେବେ ତାଙ୍କର ଲକ୍ଷ୍ୟ ହେବ , ଭାରତୀୟ ଟିମ୍ ପାଇଁ ଭଲ ପ୍ରଦର୍ଶନ କରି ସେ ନିଜର ଗୁରୁତ୍ୱପୁର୍ଣ୍ଣ ଯୋଗଦାନ ଦେବେ , ଭାରତୀୟ ଦଳର ଏହି ଖେଳାଳୀ ଫେରିବା ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇପାରେ , ଯାହାର କାରଣରୁ ସମସ୍ତଙ୍କ ନଜର ତାଙ୍କ ଉପରେ ଆସିବ ।

୪) ଭୁବନେଶ୍ୱର କୁମାର : ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାର ଲମ୍ବା ସମୟରୁ ଟୀମ୍ ରେ ନଥିଲେ, ଯାହାର ଏକ ମାତ୍ର କାରଣ ତାଙ୍କର ଫିଟନେସ୍ ରହିଥିଲା,  ଏହି ବୋଲର୍ ଲଗାତାର ଆଘାତ ହେଇଥିଲେ  କିନ୍ତୁ ଏନ୍ ସିଏ ବହୁତ ପରିଶ୍ରମ କରି ଏବେ ଭୁବନେଶ୍ୱର କୁମାରଙ୍କୁ ଫିଟ୍ ଘୋଷଣା କରିଛନ୍ତି , ଯାହାର କାରଣରୁ ଏବେ ଦଳରେ ଫେରିବାର ଅଛି । ଭୁବନେଶ୍ୱର କୁମାର ଶେଷଥର ଭାରତୀୟ ଟୀମ୍ ପାଇଁ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଖେଳିଥିଲେ , ଯାହା ପରେ ଲଗାତାର ଟିମ୍ ରୁ ବାହାରେ ଅଛନ୍ତି , କିନ୍ତୁ ଏବେ ସେ ଟିମ୍ ରେ ଶାର୍ଦ୍ଧୁଲ୍ ଠାକୁରଙ୍କୁ ଜାଗା ଦେଇଛନ୍ତି , ଯାହାର କାରଣରୁ ବହୁତ ପ୍ରଶ୍ନବାଚୀ ହୋଇଥିଲା , ଭୁବନେଶ୍ୱର କୁମାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳୁଥିବାର ନଜର ଆସିବ , ତାଙ୍କର ଏହି ପ୍ରଚେଷ୍ଟା ରହିବ କି ସେ ନିଜ ଟିମ୍ ପାଇଁ ଶାନଦାର ପ୍ରଦର୍ଶନ କରି ଟିମ୍ କୁ ଜିତ୍ ଦେଖାଇବେ , ଏହା ଛଡା ଆଇପିଏଲ୍ ପୁର୍ବରୁ ସେ ଭଲ ଫର୍ମରେ ରହିବେ ,

୫) ଅ‍କ୍ଷର ପଟେଲ୍ : ଲଗାତାର ଭାରତୀୟ ଟୀମ୍ ରୁ ବାହାରେ ରହୁଥିବା ଅକ୍ଷର ପଟେଲଙ୍କୁ ଏବେ ଟିମ୍ ରେ ଫେରିବାର ଅଛି , କେଦାର ଯାଦବ ଏବେ ସମୟରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି , ଯାହାର କାରଣରୁ ଟୀମ୍ ରୁ ବାହାରେ ରହୁଛନ୍ତି , ସେ ଏବେ ବୋଲିଙ୍ଗ୍ କରୁଥିବାର ବହୁତ କମ୍ ନଜର ଆସିଛନ୍ତି , ଅକ୍ଷର ପଟେଲ୍ ଏବେ ଟୀମ୍ ଇଣ୍ତିଆର ଏ ଦଳ ପାଇଁ ଓ ଘରୋଇ କ୍ରିକେଟ୍ ରେ ବି ବ୍ୟାଟିଙ୍ଗ୍ ଓ ବୋଲିଙ୍ଗ୍ ଦୁହେଁ ବହୁତ ଶାନଦାର୍ କରୁଛନ୍ତି , ଯାହାର କାରଣରୁ ଏବେ ଚୟନକର୍ତ୍ତା ଏହି ଖେଳାଳୀଙ୍କ ଫେରିବାର ଟୀମ୍ ପାଇଁ ଭାବିବାକୁ ପଡୀପାରେ,  ପଟେଲ ଜଣେ ଭଲ ଫିଲଡର୍ ଅଟନ୍ତି । ପଟେଲ ଯଦି ଭାରତୀୟ ଟିମ୍ ରେ ଫେରନ୍ତି ତେବେ ତାଙ୍କର ନଜର ହେବ କି ସେ ଭଲ ପ୍ରଦର୍ଶନ କରନ୍ତୁ , ଯାହା ଦ୍ୱାରା ସେ ଟୀମ୍ ରେ ଜାଗା ବନାଇଦେବେ , ଯାହା କି ନମ୍ବର ୬ ରେ ଖେଳୁଥିବା ଭାରତୀୟ ଟୀମ୍ ପାଇଁ ସେ ଜଣେ ମ୍ୟାଚ ବିଜେତା ଓ ଫିନିସର୍ ରୁପରେ ନଜର ଆସିବେ , ଯାହା ସେ ଇଣ୍ତିଆ ଏ ଟିମ୍ ପାଇଁ କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *