କଣ ଆପଣ ଜାଣିଛନ୍ତି କଦଳି ଓ ଅଣ୍ତାକୁ ମାଟି ତଳେ ପୋତିଲେ କଣ ହୋଇଥାଏ ? ନିଶ୍ଚୟ ଜାଣିରଖନ୍ତୁ …
କହନ୍ତି ଯଦି ଘରେ କିମ୍ବା ଘର ଆଖପାଖରେ ଗଛ ଲଗାଇଲେ ତେବେ ଏହା ନା କେବଳ ପୁରା ବାତାବରଣକୁ ଖୁସିମୟ କରିଥାଏ , ବରଂ ଏଥିରେ ସବୁଆଡେ ସବୁଜ ବର୍ଣ୍ଣାନୀ ହୋଈଯାଏ , ଏହା ଛଡା ଯଦି ଘର ଆଖପାଖରେ ଗଛ ଲଗାଇବେ ତେବେ ଏହା ଦ୍ୱାରା ପରିବେଶରେ ସକରାତ୍ମକ ଉର୍ଜା ମିଳିଥାଏ , ଏଥିପାଇଁ ଯଦି ଆପଣଙ୍କୁ ଗାର୍ଡେନିଙ୍ଗ୍ କରିବାର ସଉକ ଅଛି , ତେବେ ଗଛ ଲଗାଇବା ଇଚ୍ଛା ରଖନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏକ ବଢିଆ ଟ୍ରିକ୍ ନେଇକରି ଆସିଛୁ ।
ସୁଚେଇ ଦେବୁ କି ଘର ଆଖପାଖ ପାର୍ଶ୍ୱରେ ଗଛ ଲଗାଇବା ପୁର୍ବରୁ ବହୁତ ଲୋକ ମାଟି କୁ ଉପଯୋଗୀ ବନାଇବାପାଇଁ ନା ନା ପ୍ରକାରର କେମିକାଲ୍ ଓ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ କେବଳ କଦଳି ଓ ଅଣ୍ତାର ସାହାଯ୍ୟରେ ଘରେ ଏକ ହେଲଦି ଗଛ ପାଇପାରିବେ , ଯାହା ଆପଣଙ୍କ ବାତାବରଣ ପାଇଁ ସ୍ୱାସ୍ଥ୍ୟ ବର୍ଦ୍ଧକ ହେବ , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ , ଓ ଏହି ତରିକା ଆପଣଙ୍କୁ ବାସ୍ତବରେ ଲାଭକାରୀ ହେବ ,
ଏହାପାଇଁ ଆପଣଙ୍କୁ ଏତିକି କରିବାର ଅଛି , କି ଏକ ଗାତ ଖୋଳିକରି ସବୁଠାରୁ ପ୍ରଥମେ ଏକ କଦଳୀ ଓ ଏକ ଅଣ୍ତା ପକାଇଦିଅନ୍ତୁ , ଓ ସେଥିରେ ଏକ ଗଛ ଲଗାଇଦିଅନ୍ତୁ , ଅଣ୍ତାରେ ଥିବା କ୍ୟାଲସିୟମ୍ ଓ ପ୍ରୋଟିନ୍ ତଥା କଦଳିରେ ପୋଟାସିୟମ୍ ଭଲ ଭାବରେ ବଢିବାର ଓ ସୁସ୍ଥ୍ୟ ରଖିବାର ସାହାଯ୍ୟ କରିବ , ଏମିତିରେ ଯେବେ ବି ଗଛଟୀ ବଡ ହେବ , ତେବେ ଏହାର ପ୍ରଭାବ ଦେଖିବାକୁ ପାଇବେ , ଏହାର ମତଲବ ଏହା କି ଆପଣ ବିନା କେଉଁ କେମିକାଲ୍ ର ନିଜ ଘରେ ନ୍ୟାଚୁରାଲ୍ ତରିକାରେ ଗଛ ଲଗାଇପାରିବେ , ଓ ନିଜ ବାତାବରଣକୁ ସ୍ୱଚ୍ଛରଖିପାରିବେ , ତେବେ ବିନା ଡେରିକରି ଏହି ତରିକା ଆପଣାଇନିଅନ୍ତୁ , ଓ ଛାଇ ଯୁକ୍ତ ଗଛ ଲଗାନ୍ତୁ ।