November 22, 2024

Odia Express

Here, There and Everywhere

ଚାହା ସହ ଯେଉଁ ଲୋକ ଏହି ଜିନିଷର ସେବନ କରିଥାନ୍ତି, ତାଙ୍କୁ ଜଲଦି ହିଁ ହୋଇଥାଏ କ୍ୟାନ୍ସର୍ – ଏବେ ଦେଖିନିୟନ୍ତୁ ଓ ସାବଧାନ ହେଇଯାନ୍ତୁ…

ଆମ ଭାରତରେ ଦେଖାଗଲେ ବହୁତ୍ ଲୋକ ସକାଳର ଆରମ୍ଭ ଚାହାରୁ କରିଥାନ୍ତି , ଓ ଆମେ ମାନେ ଚାହା ପିଇବାକୁ ଅଧିକା ପସନ୍ଦ କରିଥାଉ , ଆଜି ଆମେ ଆପଣଙ୍କୁ ଚାହା ସଂବନ୍ଧିତ ଏକ ସୁଚନା ଦେବାକୁ ଯାଉଛୁ , ଯାହା ବିଷୟରେ ଜାଣିବା ବହୁତ ଜରୁରୀ ଅଟେ , ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଏକ ଜିନିଷ ବିଷୟରେ କହିବାକୁ ଯାଉଚୁ , ଯାହାର ସେବନ କେବେ ବି ଚାହାର ସହ କରିବା ଉଚିତ୍ ନୁହେଁ । ଏହି ଦୁନିଆଁରେ ଯେବେ ବି ଧନୀ କିମ୍ବା ଗରିବ ଲୋକ ଥାନ୍ତୁ ନା କାହିଁକି ସମସ୍ତଙ୍କ ଜୀବନରେ ନାନାପ୍ରକାରର ଚିନ୍ତା ଲାଗିରହିଥାଏ , ଓ ନିଜ ଏହି ଟେନସନ୍ କୁ ନେଇ ଲୋକେ ନାନାଦି ନିଶାଯୁକ୍ତ ପଦାର୍ଥର ସେବନ କରିବାରେ ଲାଗିପଡନ୍ତି , ଯାହା ତାଙ୍କ ଅଭ୍ୟାସରେ ରହିଯାଏ , ଏଥିରୁ ଅଧିକା ଲୋକପ୍ରିୟ ଅଟେ ଚାହାର ସେବନ କରିବା , ଲୋକଙ୍କ ମୁତାବିକ ଯଦି କେଉଁ ବ୍ୟକ୍ତି ଟେନସନରେ ଅଛି ତେବେ ଚାହା ପିଇଲେ ତାହା ଦୂର ହୋଇଯାଏ । ଏହା ଲୋକଙ୍କର ନିଜ ନିଜର୍ ମାନସିକତା ଅଟେ,  ଆପଣ ଭଲ ଭାବରେ ଜାଣିଛନ୍ତି କି ଯେବେ ବି ଆପଣ ଚାହା ପିଅନ୍ତି ତେବେ ଆପଣ ନିଜକୁ ସତେଜ ଅନୁଭବ କରନ୍ତି ।

ସେମିତି ଦେଖିବାକୁ ଗଲେ ନିଶା ଛୋଟେ ହେଉ କିମ୍ବା ବଡ ଆମର ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ , ସେମିତି ଚାହା ନିଶା ହେଉ କିମ୍ବା ଧୁମ୍ରପାନର ନିଶା , ବହୁତ ଲୋକଙ୍କୁ ସିଗାରେଟ୍ ପିଇବାର ଅଭ୍ୟାସ ହୋଇଥାଏ , ଓ ଯଦି ଆପଣ ସବୁଦିନ ସିଗାରେଟ୍ ସେବନ କରୁଛନ୍ତି ତେବେ ଆପଣ ସାବଧାନ ହୋଇଯାଆନ୍ତୁ , କାରଣ ଏହା ଆପଣଙ୍କ ଶରୀରକୁ ବହୁତ ହାନିକାରକ ହୋଇପାରେ । କିନ୍ତୁ ବହୁତ ଲୋକ ଅଛନ୍ତି ଯିଏକି ବହୁତ ଲୋକ ଅଜଣା ଅଛନ୍ତି , ତାଙ୍କର ଏହି ଅଭ୍ୟାସ ଦିନେ ନା ଦିନେ ତାଙ୍କର ମୃତ୍ୟୁର କାରଣ ହୋଈଯାଏ , ଲମ୍ବା ସମୟରୁ ଏହି ଜିନିଷର ଅଭ୍ୟାସ୍ ରହିଲେ କ୍ୟାନ୍ସର ପରି ରୋଗ ହୋଇପାରେ , ଏଥିପାଇଁ ଆପଣ ଚାହାର ସହ ସିଗାରେଟ୍ ସେବନ କରନ୍ତୁ ନାହିଁ ।

ସୁଚେଇ ଦେବୁ କି ଯେଉଁ ବ୍ୟକ୍ତି ଚାହାର ସହ ସିଗାରେଟ୍ ର ସେବନ କରନ୍ତି ତାଙ୍କ ଗଳା ଓ ପେଟରେ ନାନାପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ , ଓ ଏହା ବହୁତ କ୍ଷତିକାରକ ବି ହୋଇଥାଏ , ଏବେ ଏକ ଶୋଧରୁ ଜଣାପଡିଛି କି ଯଦି କେଉଁ ବ୍ୟକ୍ତି ଚାହା ପିଇବା ସମୟରେ ସିଗାରେଟ୍ ର ସେବନ କରୁଛି ତେବେ ଏହା ବ୍ୟକ୍ତିର ଏସୋଫେଗଲ୍ କ୍ୟାନ୍ସର ପରି ଘାତକ ରୋଗ ହେବାର ସଂମ୍ଭାବନା ହୋଇଯାଏ , ଯାହା ଶରୀର ପାଇଁ ବିପଦଜନକ ହୋଇଥାଏ , ଚାହା ଆମର ଶରୀରରେ ଏସୋଫେଗସ୍ ନାମକ ଏକ ଟିସୁ କୁ ନିକାଫି କସାନ୍ ପହଞ୍ଚାଇଥାଏ , ଓ ଏମିତିରେ ଚାହା ଓ ସିଗାରେଟ୍ ଏକା ସାଙ୍ଗେ ନେଲେ ଏସୋଫେଗସ୍ ଟିସୁ ଛୋଟ ହୋଇଯାଏ , ଏଥିପାଇଁ ଚାହା ପିଇବା ସମୟରେ ଏହି ଜିନିଷକୁ ଟିକିଏ ଧ୍ୟାନ ଦେବେ ତ ଭଲ ହେବ ।

Leave a Reply

Your email address will not be published. Required fields are marked *