ଆଜି ରାତିରେ ଶୋଇବା ପୂର୍ବରୁ ଜଳାଇଦିଅନ୍ତୁ ଗୋଟେ ତେଜପତ୍ର, ମିଳିବ ଗଜବର ଫାଈଦା..
ଥରେ ଯେବେ ଖାଇବା ପ୍ରସ୍ତୁତ ହୋଇଯାଏ ତେବେ ପରଷିବା ପୁର୍ବରୁ ପ୍ରଥମେ ତେଜପତ୍ର ବାହାର କରିଦିଆଯାଏ , ଆପଣଙ୍କୁ କହିଦେବୁ କି ତେଜପତ୍ରରୁ ଆସୁଥିବା ସୁଗନ୍ଦ ସ୍ୱାଦକୁ ଆହୁରି ବଢାଇଦେଇଥାଏ, ତେଜପତ୍ରରେ ବହୁତ ସ୍ୱାସ୍ଥ୍ୟ ସଂବନ୍ଧି ଲାଭ ମିଳିଥାଏ , ପ୍ରାଚିନ କାଳରେ ଏହାର ପ୍ରୟୋଗ ଲିଭର୍ ଓ ଅନ୍ତ ଓ କିଡନୀ ପାଇଁ କରାଯାଇଥିଲା< ବହୁତଥର ଏହାର ପ୍ରୟୋଗ ମହୁମାଛିଙ୍କ କାମୁଡିବାପରେ ଆଘାତ ପାଇଥିବା ସ୍ଥାନରେ କରାଯାଇଥିଲା< ଏହାର ବ୍ୟବହାର ବହୁତ ଛୋଟ ବଡ ରୋଗ ନିବାରାଣ ପାଇଁ କରାଯାଈଥିଲା , ଆପଣଙ୍କୁ ଆଯି ଆମେ କହିବୁ ଏହାର ପ୍ରୟୋଗ କରିଲେ କଣ ଆୟୁର୍ବ୍ଦେଦିକ ବ୍ୟବହାର ହୋଇଥାଏ । ଏକ ସର୍ଭେ ଅନୁସାରେ ଏହି କଥା ଜଣାପଡିଛି କି ତେଜ ପତ୍ରର ପ୍ରୟୋଗ ଚିନ୍ତା ଦୂର କରିବାପାଇଁ କରାଯାଇପାରିବ , ତେଜପତ୍ର ଏକ ଏରୋମେଟୀକ୍ ହୋଇଥାଏ , ଯେଉଁଭଳି ଭାବେ ମଣିଷ ରିଲାକ୍ସ ହେବାପାଇଁ ତେଜପତ୍ରର ବ୍ୟବହାର କରନ୍ତି , ତେବେ ଆପଣ ଏହି ଜରିଆରେ ତାହାର ଆନଦ୍ଦ ଓ ଫାଇଦା ଘରେ ରୁମ୍ କରିପାରିବେ ।
ଏହା ଛଡା ଏହା ବି କହିଦେବୁ କି ତେଜ ପତ୍ର କୁ ଏକ ବାସନରେ ପକାଇ ଜଳାଇଦିଅନ୍ତୁ , ଓ ଏବେ ଏହାକୁ ରୁମ୍ ରେ ରଖିଦିଅନ୍ତୁ , ଏମିତି କରିଲେ ପ୍ରାୟ ୧୫ ମିନିଟ୍ ପରେ ରୁମ୍ ବାହାର ପଟୁ ବନ୍ଦ କରିଦିଅନ୍ତୁ , କିଛି ସମୟ ପରେ ଯେବେ ରୁମ୍ ଖୋଲିବେ , ତେବେ ରୁମ୍ ରେ ନିଜକୁ ସତେଜ ଅନୁଭବ କରିବେ , ଆପଣଙ୍କୁ କହିଦେବୁ କି ତେଜପତ୍ରର ବ୍ୟବହାର ଦିମାଗ ତେଜ୍ କରିବାପାଈଁ ହୋଇଥାଏ, ଏହା ଦ୍ୱାରା ସ୍ମୃତିଶକ୍ତି ବୃଦ୍ଧି କରିଥାଏ, ଏହାକୁ ଖାଉଥିବା ବ୍ୟକ୍ତି ଅଲଜାଇମର୍ ପରି ମସ୍ତିଷ୍କ ଜନିତ ରୋଗରୁ ଦୁରେଇ ରୁହେ , ବୃଦ୍ଧା ଅବସ୍ଥାରେ ସ୍ମୃତିଶକ୍ତିକୁ ନେଇକରି କିଛି ବି ସମସ୍ୟା ରୁହେ ନାହିଁ , ଏହା ଛଡା ତେଜପତ୍ର ମହିଳାଙ୍କ ପାଇଁ ବହୁତ ଉପଯୋଗୀ ଅଟେ ।
ଏତିକି ନୁହେଁ ଏହା ବି କହିଦେବୁ କି ତେଜପତ୍ର ଖାସ୍ କରି ପ୍ରୟୋଗ ମେଡିସିନ୍ ବନାଇବାର ପାଇଁ କରାଯାଏ , ଖାସ୍ କରି ଭାରତୀୟ ମେଡିସିନ୍ , ତେଜପତ୍ର ଗରମ ମସଲାର ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ଅଟେ, ଏହାର ପ୍ରୟୋଗ ସବୁବେଳେ ଆୟୁର୍ବେଦ ଚିକିତ୍ସାରେ କରାଯାଉଚି , ବହୁତ ପ୍ରକାରର ରୋଗରେ ତେଜ ପତ୍ର ଫାଇଦାଦାୟକ ହୋଇଥାଏ, ସେମିତି ଯଦି ଆପଣ ତେଜପତ୍ରର ପାଉଡର୍ ସକାଳ ସମୟରେ ନେଉଛନ୍ତି ତେବେ ଡାଇବେଟୀଜ୍ଜ୍ ରୁ ଦୁର କରିଥାଏ , ଦିନରେ ତିନିଥର ଏହାକୁ ନେବା ଉଚିତ୍ ।