୨୭ ଫେବୃୟାରୀ ୨୦୨୦ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଗ୍ରହର ବଦଳୁଥିବା ଚାଲିରୁ ଏହି ୭ ଟି ରାଶିର ହେବ ଡବଲ୍ ଫାଇଦା , ଓ ମିଳିବ ଉନ୍ନତି
ମେଷ ରାଶି : ନିଜକୁ ସଠିକ୍ ପ୍ରମାଣିତ କରିବାର ଆଜି ଭଲ ଦିନ ଅହି , ନିଜ ବ୍ୟକ୍ତିଗତ ଓ ବ୍ୟବସାୟିକ ଦାୟିତ୍ୱ ପ୍ରତି ଇମାନଦାର୍ ରହିବେ , ଆପଣଙ୍କ ଜୀବନରେ ଚିନ୍ତା ବଢିବାକୁ ଲାଗିଛି , ତାହାକୁ ଶେଷ କରିବାକୁ ଚେଷ୍ଟା କରିବା ଦରକାର , ଅସୁବିଧାର କାରଣରୁ ଦିନଚର୍ଚ୍ଚା ଟିକିଏ ପରିବର୍ତ୍ତନ ହୋଇପାରେ , ଚିନ୍ତାର କାରଣ ଦିନଚର୍ଚ୍ଚା ଟିକିଏ ପରିବର୍ତ୍ତିତ ହେବ , ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ନିଜ ସଂମ୍ପର୍କୀୟ ତଥା ପାରିବାରିକ ସଦସ୍ୟଙ୍କ ସହ ଘରେ ଉତ୍ସବର ମାହୋଲ୍ ରହିବ , ଆଜି ଲୁଚି ରହିଥିବା ଶତ୍ରୁଙ୍କ ଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ ।
ବୃଷ ରାଶି : ଆଜି ପ୍ରତିଯୋଗୀ ପରୀକ୍ଷାରେ ସଫଲତା ହାସିଲ୍ କରିବେ , ଏକ ନୁଆ ବ୍ୟବସାୟ ଆରମ୍ଭ କରିବା ବିବେକପୁର୍ଣ୍ଣ ନିବେଶ କରିବାର ଏକ ଭଲ ଅବଧି ଅଛି, ଆପଣ ନିଜ ପୁରୁଣା ମିତ୍ରଙ୍କର ମିଳନ ହୋଇପାରେ , ଲେଣଦେଣରେ ବ୍ୟସ୍ତତା କରନ୍ତୁ ନାହିଁ , ବାଣିରେ ନିୟନ୍ତ୍ରଣ ରଖନ୍ତୁ , ବୈଚାରିକ ମତଭେଦ କାରଣରୁ ନିଜ ବ୍ୟକ୍ତିଙ୍କ ସହ ପାଟିତୁଣ୍ତ ହୋଇପାରେ , ଏହି ରାଶିର ମହିଳାମାନେ ଆଜି କେଉଁ ପାର୍ଟିରେ ଯିବେ , ଭାଗ୍ୟ ତାଙ୍କର ସାଥ୍ ଦେବ ।
ମିଥୁନ ରାଶି : ଆଜି ଆପଣଙ୍କୁ ସକାଳୁ ସକାଳୁ ଖୁସିଖବର ମିଳିବ , ସଂମ୍ପର୍କୀୟଙ୍କ ସହ ଆପଣଙ୍କ ସଂବନ୍ଧ ଭଲ ହେବ , ବେପାର କ୍ଷେତ୍ରରେ ଅପାର ଉନ୍ନତି ମିଳିବ , ଆପଣଙ୍କ ଘରେ ଖୁସି ଆସିବ , ଚାକିରିରେ ଅଧିକାରୀ ବର୍ଗ ସନ୍ତୁଷ୍ଟ ରହିବେ , ପ୍ରେମ ପ୍ରସଙ୍ଗରେ ଅନୁକୁଳତା ରହିବ , ବନ୍ଧୁ କିମ୍ବା ଭାଇଙ୍କ ସହ କେଉଁ ଜରୁରି କାମ ଅଧୁରା ହୋଇପାରେ , ଯେଉଁ ଲୋକ କଳା କ୍ଷେତ୍ରରେ ଯୋଡି ହୋଇଛନ୍ତି , ତାଙ୍କର ମାନ ସମ୍ମାନ ବଢିବ ।
କର୍କଟ ରାଶି : କାର୍ଯ୍ୟସ୍ଥଳ ଓ ଘରେ ବ୍ୟସ୍ତ ରହିବେ , ଆପଣ ଅନ୍ୟଙ୍କ ସାହାଯ୍ୟକାରୀ ସିଦ୍ଧ ହେବେ , ଓ ଲୋକଙ୍କ ପାଇଁ ଆପଣଙ୍କ ବହୁତ ସମ୍ମାନ ମିଳିବ , ବ୍ୟସ୍ତତା କାରଣରୁ ପ୍ରେମୀ ଜୀବନରେ ନିରାଶା ହେବ , ନବିନ କାର୍ଯ୍ୟ ସିଲସିଲାରେ ଯାତ୍ରା ଲାଭଦାୟକ ହେବ , ଆର୍ଥିକ ସ୍ଥିତି ମଜବୁତ୍ ହେବ , ଶେୟାର୍ ମାର୍କେଟ୍ ରେ ମ୍ୟୁଚୁଆଲ୍ ଫଣ୍ତ ଆଦି ଲାଭଦାୟକ ହେବ , ଆଜି କେଉଁ ଚାକିରି କ୍ଷେତ୍ରରେ ରାସ୍ତା ଆସିବାର ସଂମ୍ଭାବନା ହେଉଛି ।
ସିଂହ ରାଶି : ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠାର ବୃଦ୍ଧି ହେବ , ଆପଣଙ୍କ ପାଖରେ କିଛି ମହଙ୍ଗା ଅଧିଗ୍ରହଣ ହେଇପାରେ ଯାହା ଜୀବନଶୈଳୀ ଭଲ ବନାଇବ , ଯେଉଁ ବାଧା କାର୍ଯ୍ୟକ୍ଷେତ୍ରରେ ଆସୁଛି ତାହା ଦୁର ହୋଇଯିବ , ପରିଣାମ ଅନୁକୁଳ ରହିବ , କାର୍ଯ୍ୟକୁଶଳତା ବିକାଶ ହେବ , ଆୟରେ ବୃଦ୍ଧି ଘଟିବ, କୋର୍ଟକଚେରି ମାମଲାରେ ପଡିପାରେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଭୁଲ୍ କୁ ଇଗ୍ନୋର୍ କରନ୍ତୁ , ନହେଲେ ପାଟିତୁଣ୍ତ ହୋଇପାରେ ।
କନ୍ୟା ରାଶି : ଆଜି ନିଜ ଲକ୍ଷ୍ୟ ସ୍ଥଳର ପାଖାପଖି ଅଛନ୍ତି , ଆଜି ଆପଣଙ୍କୁ କମିଶନ୍ , ଲାଭାଂଶ କିମ୍ବା ଲୋୟାଲଟି ଜରିଆରେ ଫାଇଦା ହେବ , ଆପଣଙ୍କ ଧୈର୍ଯ୍ୟ ବନାଇ ରଖିବାର ଅଛି , ଅନ୍ୟଥା ଆପଣଙ୍କ ବ୍ୟବସାୟିକ ସଂନ୍ଧର୍ଭରେ କ୍ଷତି ହୋଇପାର୍, ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ , ଚାକିରି ପୁର୍ବରୁ ସାମାନ୍ୟ ରୁପରେ ଚାଲିବ , ଆଘାତ କିମ୍ବା ଦୁର୍ଘଟଣାରୁ ଶାରରୀକ ହାନି ହେବ , ଆପଣ କେଉଁ ବଡ ଫଇସଲା ପାର୍ଟନରଙ୍କ ସହମତିରେ ନିଅନ୍ତୁ ।
ତୁଳା ରାଶି :ଚାକିରି ପେଶା ଜାତକରେ କଠିନ ପରିଶ୍ରମରୁ ବରିଷ୍ଠଙ୍କୁ ସନ୍ତୁଷ୍ଟ କରିପାରିବେ , କେଉଁ ବିବାଦରେ ବିଜୟ ଲାଭ ପ୍ରାପ୍ତ ହେବ , ସମୟ କଟିବାରେ ଅବସର ସାମ୍ନାକୁ ଆସିବ , ଏହି ଦିନରେ ଆପଣଙ୍କୁ ମିଶ୍ରିତ ଫଳ ମିଳୀବ , କେଉଁ ତୀର୍ଥସ୍ଥାନ ଦର୍ଶନର ଲାଭ ଅବସର ପାଇବେ , ଯେଉଁ ଲୋକ ପ୍ରପଟି ଡିଲର୍ ଅଛନ୍ତି , ଆଜି ତାଙ୍କୁ ଲାଭ ମିଳିବ ।
ବିଛା ରଶି : ଅପଣଙ୍କ ଯୋଜନା ସଫଳ ହୋଇପାରେ , ବ୍ୟବସାୟିକ ରୁପରେ ଆପଣ ସକ୍ରିୟ ଓ ସତର୍କ ରହିବେ , ବେପାରରେ ଭାଗିଦାରୀ ବିନା ଦୁରେଇ ରୁହନ୍ତୁ , ଘରେ ସୁଖ ଶାନ୍ତିର ମାହୋଲ୍ ଓ ପ୍ରସନ୍ନତା ଅନୁଭବ କରିବେ , ସ୍ୱାସ୍ଥ୍ୟରେ ଟିକିଏ ହାନି ହୋଇପାରେ , ଆର୍ଥିକ ଲାଭ ଓ କାମରେ ସଫଳତ ମିଳିବ, କିଛି ପୁରୁଣା କଥା ଯୋଗୁଁ ଚିନ୍ତା ବଢିପାରେ ।
ଧନୁ ରାଶି : ପରିବାରରେ ବାଦବିବାଦ ହୋଇପାରେ , ବେପାରର ସିଲସିଲାରେ ଦୁର ଯାତ୍ରା ପାଇଁ ଆଜିର ଦିନ ଅନୁକୁଳ ଅଛି , ଚାକିରିରେ ଅଫିସରଙ୍କ ସହଯୋଗ ମିଳିବ, କିନ୍ତୁ ସ୍ଥାନ ପରିବର୍ତ୍ତନର ସଂମ୍ଭାବନା ଅଛି , ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ରୋମାଞ୍ଜକର ରହିବ ,ଯେଉଁ ଲୋକ ଅବିବାହିତ ଅଛନ୍ତି , ତାଙ୍କୁ ବିବାହର ସୁଯୋଗ୍ୟ ପ୍ରସ୍ତାବ ମିଳିବ ।
ମକର ରାଶି : ଆଜି ସମୟ ସମୟରେ ନିଜ ଜୀବନରେ ପରିବର୍ତ୍ତନ ଦେଖିବେ , ଆପଣଙ୍କ ସାମାଜିକ ଲୋକପ୍ରିୟତା ବଢିବ , ଓ ଲୋକେ ମହତ୍ତ୍ୱପୁର୍ଣ୍ଣ ମାମଲାରେ ଆପଣଙ୍କ ଉପଦେଶ ନେବେ , ପାରିବାରିକ ମାମଲାରେ ଅଚାନକ ଯାତ୍ରା କରିବେ , ସକ୍ରିୟ ହୋଇକରି କାର୍ଯ୍ୟ କରନ୍ତୁ , ଲାଭ ଅବଶ୍ୟ ମିଳିବ , ଚାକିରିରେ ଅଧିକାରୀ ଖୁସି ହେବେ , ଦାୟିତ୍ୱ ନିଭାଇବାକୁ ଅଧିକା ପରିଶ୍ରମ କରିବାକୁ ପଡିପାରେ ।
କୁମ୍ଭ ରାଶି : ଆଜି ଲେଣଦେଣରେ କାର୍ଯ୍ୟରୁ ବିଶେଷ ସାବଧନତା ରଖିବେ , ଆପଣଙ୍କୁ କିଛି ସାର୍ଥକ ଜିନିଷ ନଜର ଆସିବ , ଆପଣଙ୍କ ଦୟାଳୁ ପ୍ରବୃତ୍ତି ଆପଣଙ୍କୁ ସମ୍ମାନ ଦେବ , ଆପଣଙ୍କ ପେଶାବର କ୍ଷେତ୍ରରେ ପ୍ରସନ୍ନତା ମିଳିବ , ସାମାଜିକ ରୁପରେ ଆପଣ ଅଧିକା ଲୋକପ୍ରିୟତା ପାଇବେ , ଆପଣଙ୍କ ଇମାନଦାରୀ ଗୁଣ ସବୁବେଲେ ରହିବ , ଆପଣଙ୍କୁ ସମ୍ମାନ ବଢାଇବ , ଅବିବାହିତ ଲୋକଙ୍କ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି , ଭବିଷ୍ୟରେ ଫାଇଦା ପାଇବା ନିବେଶ କରିବା ଯୋଜନା ହୋଇପାରେ ।
ମୀନ ରାଶି : ଆଜି ଅନ୍ୟଙ୍କ ଖୁସି ଦେଇକରି ଆପଣଙ୍କ ଜୀବନ ସାର୍ଥକ କରିବେ , କାମ କାର୍ଯ୍ୟ ମାମଲାରେ ଆଜି ଆପଣଙ୍କ ଦିନ ଆବାଜ୍ ଶୁଣିବେ, ଆପଣଙ୍କୁ ଟିକିଏ କଷ୍ଟ ଉଠାଇବକୁ ପଡିପାରେ , ପରିବାରରେ ଉତ୍ସବ ହୋଇପାରେ, ଅପଣଙ୍କୁ ଛୁଆଙ୍କ ପ୍ରଦର୍ଶନ ଆପଣଙ୍କ ମନରେ ଗର୍ବ ଓ ଖୁସିର ଭାବନା ଆଣିପାରେ, ଆପଣଙ୍କ ମାନସିକ ଚିନ୍ତା କମ୍ ହେବ , ଧର୍ମକର୍ମରେ ରୁଚି ବଢିବ, ନୁଆ ଟେକନିକ୍ ସୁଚନା ପ୍ରାପ୍ତିରେ ରୁଜ୍ଞାନ ବଢିବ , ଫାଲତୁ ଖର୍ଚ୍ଚ ଓ କ୍ଷତି ହେବାର ସଂମ୍ଭାବନା ଅଛି ।