November 20, 2024

Odia Express

Here, There and Everywhere

ଆଜିର ମଜାଦାର ଜୋକ୍ସ: ମେଡିକାଲ ଷ୍ଟୋରବାଲାଙ୍କୁ ମହିଳା ପାଖକୁ ଆସି ତାଙ୍କ କାନରେ କହିଲେ – ମୋ ସ୍ଵାମୀ ଆଜି ବାହାରକୁ ଯାଇଛନ୍ତି ଆପଣ ମୋତେ…

1 min read

ଆଜିକାଲିର ଏହି ଚାପପୂର୍ଣ୍ଣ ଜୀବନରେ ମନୁଷ୍ୟ ଯେପରି ହସିବା ଭୁଲି ଯାଇଛି । ସେ କାମ ରେ ଏତେ ବ୍ୟସ୍ତ ହୋଇଯାଇଛି ଯେ ନିଜ ନିମନ୍ତେ ସମୟ ବାହାର କରିପାରୁ ନାହିଁ। କିନ୍ତୁ ନିଜ ଉପରେ ଏପରି ଅତ୍ୟାଚାର କରିବା ମଧ୍ୟ ଭୁଲ ଅଟେ । ଯଦି ଆପଣ ନିଜ ସହିତ ଏପରି କରିବେ ତେବେ ସେହି ଦିନ ଦୂର ନୁହେଁ ଯେବେ ପ୍ରକାର ପ୍ରକାରର ରୋଗ ଆପଣଙ୍କୁ ଆକ୍ରମଣ କରିବେ। ଏଥିପାଇଁ ସ୍ଵସ୍ଥ ରହିବା ପ୍ରଥମ ମନ୍ତ୍ର ଏହା ଯେ ନିଜ ନିମନ୍ତେ କିଛି ସମୟ ବାହାର କରନ୍ତୁ ଓ ମନକୁ ପ୍ରସନ୍ନ ରଖନ୍ତୁ । ଯଦି ଆପଣଙ୍କ ମନ ପ୍ରସନ୍ନ ରହିବ ତେବେ ଆପଣ ସ୍ଵସ୍ଥ ରହିବେ ।

1 – ଦୁନିଆର ସବୁଠାରୁ କଷ୍ଟ କାମ ଦୁଇଟି: ନିଜ କଥା ଅନ୍ୟ କାହା ମୁଣ୍ଡରେ ଫିଟ କରିବା… ଅନ୍ୟ କାହାର ପଇସା ନିଜ ପକେଟକୁ ସିଫ୍ଟ କରିବା… ଯିଏ ପ୍ରଥମେ ସଫଳତା ପାଏ ତାକୁ ‘Teacher’ କୁହନ୍ତି, ଯିଏ ଦ୍ଵିତୀୟରେ ସଫଳତା ପାଏ ତାକୁ ‘BussinessMan’ କୁହନ୍ତି, ଓ ଯିଏ ଦୁଇଟ୍ରେ ସଫଳ ହୁଏ ତାକୁ ‘Biwi’ କୁହନ୍ତି …

ଆଜି ସମସ୍ତେ ସଫଳତା ପାଇବା ନିମନ୍ତେ ଦୁଃଖ ସହିବାକୁ ପ୍ରସ୍ତୁତ ଅଟନ୍ତି କାରଣ ପ୍ରତି ମଣିଷ ଆଜିକାଲି ନିଜ ଜୀବନକୁ ଉନ୍ନତ କରିବାରେ ଲାଗିଛନ୍ତି କିନ୍ତୁ ସଫଳତାର ଏହି ଦୌଡରେ କେବେ ଆମେ ଚାପ କବଳକୁ ଆସିଯାଉଛେ ଜଣା ପଡେ ନାହିଁ। କିଏ ଜଣେ କହିଛନ୍ତି ଯେ ପରସ୍ପର ସମ୍ପର୍କ ଏବଂ ଖୁସିପୂର୍ଣ୍ଣ ଜୀବନ ନିମନ୍ତେ ହସିବ ବହୁତ ଜରୁରୀ  ହୋଇଥାଏ । ହସରେ ଚେହେରାରେ ଚମକ ଓ ମନରେ ଖୁସି ରହେ ଓ କେବେ ସମ୍ପର୍କରେ ଝଗଡା ହୁଏନାହିଁ।

3 –  ସ୍ତ୍ରୀ ସକାଳେ ଉଠିବା ମାତ୍ରେ ନିଜ ସ୍ଵାମୀଙ୍କୁ ପଙ୍ଖାରେ ରାଶି ବାନ୍ଧିବାର ଦେଖିଲା, ସ୍ତ୍ରୀ (ବିଚଳିତ ହୋଇ)- ଆପଣ ଏ କଣ କରୁଛନ୍ତି? ସ୍ଵାମୀ: (ଦୁଃଖୀ ସ୍ଵରରେ )- ମୁଁ ତୋର ପ୍ରତିଦିନ ନୂଆ ପୋଷାକ ଦିଏଇବାର ଫରମାଇଶରେ ବିରକ୍ତ ହୋଇଗଲିଣି, ଏଥିପାଇଁ ଆତ୍ମହତ୍ୟା କରିବାକୁ ଯାଉଛି ସ୍ତ୍ରୀ ଚିତ୍କାର କରି କରି କାନ୍ଦିବା ଆରମ୍ଭ କରିଦେଲା ଓ କହିଲା…. ସ୍ତ୍ରୀ- ଗୋଟିଏ ଧଳା ଲୁଗା ତ କିଣେଇଦିଅ ନହେଲେ ସୁଧଘର ଦିନ କଣ ପିନ୍ଧିବି?

4 –  ଜୀବନରେ ହସିବା ବହୁତ ଜରୁରୀ ଅଟେ । ଉତ୍ତମ ଶାରୀରିକ ସ୍ୱାସ୍ଥ୍ୟ ନିମନ୍ତେ ଓ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ମଧ୍ୟ ହସୁଥିବା ଚେହେରା ହିଁ ଲୋକଙ୍କର ପସନ୍ଦ ଆସନ୍ତି ନା କି ଉଦାସ ଓ ଦୁଃଖୀ ଚେହେରା। ଏବେ ପ୍ରଶ୍ନ ଏହା ଯେ ମନକୁ ଖୁସି କରିବା ନିମନ୍ତେ କଣ କରାଯିବ। କଣ କରାଯିବ ଯାହା ଦିନସାରାର କ୍ଳାନ୍ତ ଅବଶ ଦୂର ହୋଇଯିବ ଓ ଚେହେରା ଉପରେ ସ୍ମିତହସ ଆସିଯିବ । ଏହା ଶୁଣିବାରେ ଆପଣଙ୍କୁ ବହୁତ କଷ୍ଟ ଲାଗୁଥିବା କିନ୍ତୁ ବହୁତ ସହଜ ଅଟେ । ଯଦି ଆପଣ ଶରଦିନର ବ୍ୟସ୍ତ କାର୍ଯ୍ୟକ୍ରମ ରୁ 15ମିନିଟ ବାହାର କରି ଇଣ୍ଟରନେଟରେ ଭାଇରାଲ ଜୋକସ ପଧିବେ ତ ଆପଣଙ୍କ ସାରା ଦିନର କଷ୍ଟ ଦୂର ହୋଇଯିବ ଓ ମନ ପ୍ରସନ୍ନ ରହିବ । ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଏଭଳି କିଛି ମଜାଦାର ଜୋକସ ନେଇ ଆସିଛୁ, ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେଣୁ ବିଳମ୍ବ କାହିଁକି, ଆସନ୍ତୁ ଆରମ୍ଭ କରିବା ହସିହସେଇବାର ଏହି ସୁନ୍ଦର କ୍ରମ ।

5 – ଝିଅ-ତୁମେ ଚାଲିକରି କାହିଁକି ଆସୁଛ autoରେ ଆସିବାର ଥିଲା ନା… ପୁଅ- ତୁମେ ତ କହିଥିଲା ଧୀରେଧିରେ ସେ ମେରି ଜିନ୍ଦେଗୀ ମେ ଆନା… ଗାର୍ଲଫ୍ରେଣ୍ଡ: ମୋ ବାପା ମୋତେ ନୂଆ ମୋବାଇଲ କିଣି ଦେଇଛନ୍ତି | ବୟଫ୍ରେଣ୍ଡ: ଆରେ ୱାଃ, କେଉଁ କମ୍ପାନୀର ?? ଗାର୍ଲଫ୍ରେଣ୍ଡ: ଲୱାରିସ…. ବୟଫ୍ରେଣ୍ଡ: ଆରେ ମୂର୍ଖ ସେଇଟା ଲାୱାରିସ ନୁହେଁ LAVAIRIS ଅଟେ ।

5 – ପ୍ରେମିକା- ହାଲୋ! କୌଠି ଅଛ? ପ୍ରେମୀ- ମୋଟିୱେଟ କରୁଛି। ପ୍ରେମିକା- କାହାକୁ? ପ୍ରେମୀ- କାହାକୁର ଅର୍ଥ କଣ? ତୋର ୱେଟ କରୁଛି ଏକ ଘଣ୍ଟା ହେବ… ମୋଟି!

6 – ଡାକ୍ତର “ତୁମେ ପାଗଳ କିପରି ହେଲ?” ପାଗଳ “ମୁଁ ଏକ ବିଧବାକୁ ବିବାହ କରିକି, ତାହାର ଯୁବତୀ ଝିଅକୁ ମୋର ବାପା ବିବାହ କରିଲେ! ଏହି ପ୍ରକାର ମୋର ବାପା ମୋର ଜ୍ଵାଇଁ ହେଲେ ଓ ମୋର ଝିଅ ମୋର ମାଆ ହୋଇଗଲା ତାଙ୍କ ଘରେ ଝିଅ ହେଲା ତ ସେ ମୋର ଭଉଣୀ ହେଲା, କିନ୍ତୁ ମୁଁ ତାର ଆଇର ସ୍ଵାମୀ ଥିଲି, ଏଥିପାଇଁ ସେ ମୋର ନାତୁଣୀ ମଧ୍ୟ ହେଲା…ଏହି ପ୍ରକାର ମୋର ପୁଅ ନିଜର ଜେଜେମାର ଭାଇ ହୋଇଗଲା, ଓ ମୁଁ ନିଜର ପୁଅର ଭଣଜା ଓ ମୋ ପୁଅ ନିଜ ଜେଜେର ଶଳା ହୋଇଗଲା ଓ….” ଡାକ୍ତର “ ଚୁପ କର ବେ ଶଳା…ତୁ ତ ମୋତେ ବି ପାଗଳ କରିଦେବୁ

7 – ଝିଅର ଫୋନ ଆସିଲା ପୁଅକୁ | ପୁଅ: ହଁ! କେତେ ର ରିଚାର୍ଜ କରେଇବି? ଝିଅ: ତୁମକୁ କଣ ଲାଗୁଛି ମୁଁ ପ୍ରତିଥର ରିଚାର୍ଜ କରିବାପାଇଁ ତୁମକୁ ଫୋନ କରୁଛି? ପୁଅ: ତାହେଲେ? ଝିଅ: 2ଟା ଡ୍ରେସ କିଣିଦିଅ

8 – ଝିଅ: ମୋ ଧନ ଶୋଇଗଲ? ପୁଅ: ହଁ | ଝିଅ: ତାହେଲେ ଉତ୍ତର ଦେଲ କେମିତି ମୋର ଧନ? ପୁଅ: ମୁଁ ଧନର ବାପା କହୁଛି… ବୋହୁରାଣୀ ସୋଇଯାଅ ଏବେ Exam ଅଛି କାଲି ତୋ ଧନର…  ଯଦି ଫେଲ ହୋଇଯାଏ ତୋର ଧନ ତାହେଲେ ମୁଁ ତୋର ଧନକୁ ଏତେ ବାଡେଇବି ଯେ ଶୋଇବା ଅବସ୍ଥା ରହିବ ନାହିଁ… ବୁଝିଲୁ

9 –  ଗୋଟିଏ ପିଲା କ୍ଳାସରେ ଝିଅକୁ ସବୁଦିନ ଲୁଚିଲୁଚି ଦେଖୁଥିଲା, ଦିନେ ପୁଅ କହିଲା- ILoveU, | ଝିଅ- ଯଦି ମୁଁ ମଧ୍ୟ ILoveU କହିବି, ତୁମକୁ କିପରି ଲାଗିବ? ପୁଅ- ଡାର୍ଲିଂ, ମୁଁ ତ ଖୁସିରେ ମରିଯିବି | ଝିଅ ବହୁତ ଚାଲାକ ଥିଲା, ବକ୍ର ଚାହାଣିରେ କହିଲା- ଯା କହିବିନି, ନିଜ ଜୀବନ ବଞ୍ଚିଯା

10 – ଗୋଟିଏ ସୁନ୍ଦର ଝିଅ ଔଷଧ ଦୋକାନ ଆଗରେ ବହୁତ ସମୟ ହେବ ଛିଡା ହୋଇଥିଲା ଯେପରି ଭିଡ କମିଲା ଝିଅ ଦୋକାନୀର ପୁରା ପାଖକୁ ଯାଇ ତାହାର କାନରେ କହିଲା- ମୋର ବିବାହ ଜଣେ ଡାକ୍ତରଙ୍କ ସହିତ ହୋଇଛି, ଯିଏ କି ବାହାରକୁ ଯାଇଛନ୍ତି ଚିଠି ଆସିଛି, ଟିକେ ପଢି ଶୁଣେଇଦେବେ, କାରଣ ତାଙ୍କ ଲେଖା ମୁଁ ପଡ଼ିପାରୁ ନାହିଁ ।

Leave a Reply

Your email address will not be published. Required fields are marked *