ଏହି ୩ ଟି ଲୋକଙ୍କ ପାଇଁ ବିଷରୁ କମ୍ ନୁହେଁ ରସୁଣ , ଆପଣ ଏଥିରେ ସାମିଲ୍ ନାହାନ୍ତି ତ ? ନିଶ୍ଚୟ ଜାଣିରଖନ୍ତୁ ନଚେତ..
ଆଜି ଆମେ ସ୍ୱାସ୍ଥ୍ୟ ସଂବନ୍ଧିତ କିଛି ଖାସ୍ କଥା କହିବାକୁ ଯାଉଛୁ , ଯାହା ବୋଧେ ଆପଣ ଲୋକ ଅବଗତ ହୋଇଥିବେ , ସେମିତି ଆମର ରୋଷେଇ ଘରରେ ବହୁତ ପ୍ରକାରର ମସଲା ମିଳିଥାଏ , ଯାହା ସ୍ୱାସ୍ଥ୍ୟ ପାଈଂ ଲାଭଦାୟକ ହୋଇଥାଏ, ସେଥିରୁ ରସୁଣ ଗୋଟେ ଅଟେ , ଯାହାର ଫାଇଦା ସଂବନ୍ଧରେ ଆପଣଙ୍କୁ ପୁର୍ବରୁ କୁହାଯାଉଛି ଆପଣଙ୍କୁ କହିଦେବୁ କି ଯେଉଁଠି ରସୁଣ ଲାଭକାରି ପରିପୂର୍ଣ୍ଣ ଅଟେ, ସେମିତି କିଛି ଲୋକଙ୍କର୍ ରସୁଣର ସେବନ କରିଲେ ଘାତକ୍ ସିଦ୍ଧ ହୋଇଥାଏ ।ଏଥିରେ କୌଣସି ରାୟ ନାହିଁ କି ରସୁଣ ଫାଈଦାଦାୟକ ହେବା ସହ ଖାଇବାର ସ୍ୱାଦକୁ ବଢାଇଥାଏ, ସୁଚେଇଦେବୁ କି ରସୁଣ ଖାଈଲେ ଆମର ଶରୀରରୁ ରୋଗ ପ୍ରତିରୋଧକ ହୋଇଥାଏ, ଏହା ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ଏହା ଆମ ସ୍ୱାସ୍ଥ୍ୟକୁ ଯତ୍ନ କରେ ,
ରସୁଣର ସେବନରେ ନାନାପ୍ରକାରର ରୋଗରୁ ମୁକ୍ତି ମିଳିଥାଏ, ଯେପରିକି ପାଇଲ୍ସମ୍ କବଜ, କାନରେ ପିଡା , ବ୍ଲଡ୍ ପ୍ରେସର୍, ଭୋକ ବଢାଇବା, ଆଦିରୁ ମୁକ୍ତି ଦେଇଥାଏ, କିଛି ଲୋକଙ୍କପାଇଁ ଏହି ରସୁଣ ଏକ ବିଷାକ୍ତ ପଦାର୍ଥ ହୋଇଯାଏ । କହିଦେବୁ କି ରସୁଣ ଏକ ମହତ୍ତ୍ୱପୁର୍ଣ୍ଣ ପ୍ରାକୃତିକଆଣ୍ଟୀ ବାୟୋଟିକ୍ କାର୍ଯ୍ୟ କରିଥାଏ, କିଛି ରୋଗ ଏପରି ହୋଇଥାଏ, ଯାହା ରସୁଣର ସେବନ କରିବା ଦ୍ୱାର୍ ମୃତ୍ୟୁ ହୋଈଯାଏ , ଆଜି ଆମେ କିଛି ଏପରି ରୋଗ ବିଷୟରେ କହିବାକୁ ଯାଉଛୁ , ଯାହା ରସୁଣର ସେବନଦ୍ୱାରା ହୋଇଛି, ଯେଉଁ ରୋଗଗୁଡିକ ବିଷୟରେ କହୁଛୁ , ତାହା କିଛି ଏପରି ଅଟେ,
ପ୍ରଥମ ସଚେତନ ଅଧିକା ରସୁଣ ସେବନ କରିଲେ ଶରୀରରେ ବ୍ଲିଡିଙ୍ଗ୍ ସମସ୍ୟା ବଢିଯାଏ, ଯାହାର କାରଣରୁ ବହୁତ କ୍ଷତି ହୋଇଥାଏ, ଏଥିପାଇଂ ଆପଣଙ୍କୁ ରସୁଣ ସେବନ କରିବାରେ କାମକରିବା ଉଚିତ୍ ।
ଦ୍ୱିତୀୟ ସଚେତନ ଯେଉଁ ଲୋକଙ୍କର ଲିଭର୍ ସ୍ଂବନ୍ଧି ଅସୁବିଧା ଅହି, ରସୁଣର କଞ୍ଚା ପାଖୁଡା ସେବନକରିବା ଉଚିତ୍ ନୁହେଁ , ଯଦି ଆପାଣ ପରିବାରେ ରସୁଣ ପକାଉଛନ୍ତି, ତେବେ ଏହାର ସେବନ ବନ୍ଦ କରିଦେବା ଉଚିତ୍ ।
ତୃତୀୟ ସଚେତନ ରସୁଣର ସେବନ କରିବା ମନୁଷ୍ୟ ଶରୀରର ନର୍ଭସ୍ ସିଷ୍ଟମ୍ ଯାଏଁ ବ୍ୟାପିଯାଏ , ଯାହା ଦ୍ୱାରା ବ୍ଲଡ୍ ପ୍ରେସର୍ କମ୍ ହୋଈଯାଏ ,ଏଥିପାଇଁ କମ୍ ବ୍ଲଡ୍ ପ୍ରେସର୍ ବାଲା ଲୋକ କେବେ ବି ରସୁଣ ସେବନ କରିବା ନିଷେଧ ।