November 21, 2024

Odia Express

Here, There and Everywhere

ଚୁପ୍ ଚାପ୍ ଆଲମୀରାରେ ରଖିଦିଅନ୍ତୁ ଏହି ଗଛର ପତ୍ର, ତାପରେ ଦେଖନ୍ତୁ ହେବ ପଇସାର ବର୍ଷା….

ବେଦ ଓ ଉପନିଷେଧରେ ଅଶ୍ୱତଥ ଗଛକୁ ଭଗବାନ ବିଷ୍ଣୁଙ୍କର ସ୍ୱରୁପ ବୋଲି ଜଣାଯାଏ , ଅଶ୍ୱତଥ ଗଛକୁ ନା କେବଳ ହିନ୍ଦୁ ଧର୍ମରେ ମହତ୍ତ୍ୱପୁର୍ଣ୍ଣ ମାନାଯାଇଛି , ବରଂ ଆଧୁନିକ ବିଜ୍ଞାନରେ ବି ଏହି ବୃକ୍ଷକୁ ମହତ୍ତ୍ୱପୁର୍ଣ୍ଣ କହିଥାଏ , ହିନ୍ଦୁ ଧର୍ମ ଗ୍ରନ୍ଥରେ ଲେଖାଯାଇଛି କି ଏହି ଅଶ୍ୱତଥ ସବୁ ପତ୍ର , ଶାଖାରେ ୬୪ କୋଟି ଦେବି ଦେବତା ବାସ କରନ୍ତି । ଯଦି କିଏ ଏହାକୁ ନିୟମିତ ରୁପରେ ଏହି ଅଶ୍ୱତଥ ଗଛର ଏହି ଉପାୟ ଗୁଡିକ ମାନିଥାଏ ତେବେ ତାର ଭାଗ୍ୟ ଖୋଲିଯାଏ ।

ପ୍ରଥମ ଉପାୟ : ଅଶ୍ୱତଥ ଗଛର ଏହି ଉପାୟ ଆପଣାଇବାପରେ ଆପଣଙ୍କ ଭାଗ୍ୟ ବଦଳିଯିବ , ଅଶ୍ୱତଥ ଗଛର ପତ୍ରକୁ ଶନିବାର ଦିନ ଭାଙ୍ଗିକରି ଗଙ୍ଗାଜଳରେ ଧୋଇନିଅନ୍ତୁ , ଓ ତାପରେ ହଲଦୀ କିମ୍ବା ଦହି ଘୋଲ ବନାଇଦିଅନ୍ତୁ , ଯାହାପରେ ତାହାର ଉପରେ ଡାହାଣ ହାତରେ ଅନାମିକ ଆଙ୍ଗୁଠିରେ ଲେଖନ୍ତୁ , ଏମିତି କରିଲେ ଏହି ପତ୍ରକୁ ପୁଜା ସ୍ଥାନରେ ଧୁପ ଅଗରବତୀ ଦେଇ ନିଜ ପକେଟ୍ କିମ୍ବା ଆଲମୀରାରେ ରଖିଦିଅନ୍ତୁ , ସବୁ ଶନିବାର କୁ ଯଦି ଆପଣ ଏହି ପତ୍ରକୁ ପୁଜା କରିବା ସହ ବଦଳୁଥାନ୍ତି ତେବେ ପ୍ରାୟ କିଛି ଦିନ ମଧ୍ୟରେ ଆପଣଙ୍କୁ ଅନୁଭବ ହେବ କି ଆପଣଙ୍କ ପାଖରେ ଧନର ଆଗମନ ଧୀରେ ଧୀରେ ହେବାକୁ ଲାଗିଛି , ସବୁଠାରୁ ମହତ୍ତ୍ୱପୁର୍ଣ୍ଣ କଥା କି ପୁରୁଣା ପତ୍ରକୁ ବଦଳିଲେ ଏହାକୁ କେଉଁ ପବିତ୍ର ସ୍ଥାନରେ ରଖିଦିଅନ୍ତୁ ।

ଦ୍ୱିତୀୟ ଉପାୟ : ସବୁ ସପ୍ତାହର ମଙ୍ଗଲାବାର ଓ ଶନିବାରକୁ ବ୍ରହ୍ମ ମୁହୁର୍ତ୍ତ ରେ ଉଠିକରି ସବୁଠାରୁ ପ୍ରଥମେ ଅଶ୍ୱତଥ ଗଛର ୧୧ ଟି ପତ୍ରକୁ ଭାଙ୍ଗିଆଣନ୍ତୁ , ଏହାସହ ଧ୍ୟାନ ଦେବେ କି ଏହି ପତ୍ରଗୁଡିକ କେଉଁଠୁ ଛିଡିନଥିବ କିମ୍ବା କଣା ହୋଇନଥିବ , ଏହି ସବୁ ପତ୍ରକୁ ସଫା ପାଣିରେ ଧୋ କୁମକୁମ୍ କିମ୍ବା ଅଷ୍ଟଗନ୍ଧ କିମ୍ବା ଚନ୍ଦନର ମିଶ୍ରଣରେ ଶ୍ରୀରାମ ଙ୍କ ନାଁ ଲେଖନ୍ତୁ , ଏମିତି କରିଲେ ହନୁମାନ ଚାଳିଶା ପାଠ କରନ୍ତୁ , ପୁଜା ଶେଷ ହୋଇଗଲେ ଏହି ପତ୍ରକୁ ମାଳା ବନାଇକରି ହନୁମାନ ମନ୍ଦିରରେ ଯାଈକରି ଅର୍ପଣ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *