ଭିଭିଏସ୍ ଲକ୍ଷ୍ମଣ ଖୋଜି ବାହାର କଲେ ରୋହିତ୍ ଶର୍ମାଙ୍କ ଯୋଡିଦାର୍ ଙ୍କୁ , କହିଲେ ତିନୋଟି ଫର୍ମାଟ ରେ ଓପନିଙ୍ଗ୍ କରିବେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ….
1 min readଭାରତ ବନାମ ନ୍ୟୁଜିଲାଣ୍ତ ମଧ୍ୟରେ ପ୍ରଥମ ମ୍ୟାଚ୍ ୱାଲିଙ୍ଗଟନ୍ ର ବେସିନ୍ ରିଜର୍ଭ କ୍ରିକେଟ୍ ଷ୍ଟାଡିୟମ୍ ରେ ଖେଳାଯିବ , ଏହି ମ୍ୟାଚରେ ଟିମ୍ ଇଣ୍ତିଆ ଖରାପ ପ୍ରଦର୍ଶନ କରି ପ୍ରଥମ ପାରିରେ ୧୬୫ ରନ୍ କରିଥିଲେ, ଏହି ମ୍ୟାଚରେ ଭାରତର ସଲାମୀ ବ୍ୟାଟ୍ସମ୍ୟାନ୍ ଟିମ୍ କୁ ମଜବୁତ୍ ସ୍ଥିତିରେ ଆଣିପାରିଲେ ନାହିଁ , ଏହି ପରିସ୍ଥିତିକୁ ଦେଖିକରି ଏବେ ତୃତୀୟ ଦିନ ମ୍ୟାଚ୍ ସମୟରେ କମେଣ୍ଟ୍ରି କରୁଥିବା ଖେଳାଳୀ ଭିଭିଏସ୍ ଲକ୍ଷ୍ମଣ କେ ଏଲ୍ ରାହୁଲ୍ ଙ୍କୁ ସଲାମୀ ବ୍ୟାଟ୍ସମ୍ୟାନ୍ ଭାବେ ତିନୋଟି ଫର୍ମାଟ୍ ରେ ସାମିଲ୍ କରିବାର କଥା ଉପସ୍ଥାପନ କରିଥିଲେ ।ଭାରତୀୟ କ୍ରିକେଟ୍ ଟିମ୍ ର ସଲାମୀ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ୍ ସିମିତ ଓଭର କ୍ରିକେଟ୍ ରେ ବ୍ୟାଟିଙ୍ଗ୍ ଭଲ କରନ୍ତି , ସେ ଗତ କିଛି ସମୟରୁ ଶାନଦାର୍ ପ୍ରଦର୍ଶନ କରୁଛନ୍ତି , ରୋହିତ୍ ଶର୍ମା ଆଘାତପ୍ରାପ୍ତ ହେବା କାରଣରୁ ବି କେଏଲ୍ ରାହୁଲ୍ ଟେଷ୍ଟରେ ଫେରିନଥିଲେ ଏହିଥିରେ କ୍ରିକେଟ୍ ପ୍ରେମୀଙ୍କ ବହୁତ ନିରାଶା ହୋଇଥିଲା
ଏବେ କମେଣ୍ଟ୍ରି କରୁଥିବା ଭିଭିଏସ୍ ଲକ୍ଷ୍ମଣ କହିଲେ କି ମୁଁ ଚାହୁଁଛି କି ତିନୋଟି ଫର୍ମାଟରେ କେଏଲ୍ ରାହୁଲ୍ ଓପନିଙ୍ଗ୍ କରନ୍ତୁ , ଓ ଦେଖିବାକୁ ଚାହିଁବି କି ଟି ଟ୍ୱେଣ୍ଟି ବିଶକପ୍ ରେ ରାହୁଲ୍ ଓପନିଙ୍ଗ୍ କରିବେ । ଭାରତୀୟ କ୍ରିକେଟ୍ ଟିମ୍ ର କେଏଲ୍ ରାହୁଲ୍ ଗତ କିଛି ସମୟ ପାଇଁ ଟିମ୍ ପାଇଁ ରନ୍ କରିଛନ୍ତି , ସଲାମି ବ୍ୟାଟ୍ସମ୍ୟାନ୍ ଭାବେ ଜଣାଯାଉଥିବା ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଲାଯାଇଥିବା ଏକଦିବସୀୟ ସିରିଜ୍ ରେ ତିନୋଟି ମ୍ୟାଚରେ ଅଲଗା ଅଲଗା ବ୍ୟାଟିଙ୍କ୍ କ୍ରମରେ ବ୍ୟାଟିଙ୍ଗ୍ କଲେ ,
ଯେଉଁଥିରେ ତିନୋଟି ବ୍ୟାଟିଙ୍ଗ୍ କ୍ରମରେ ଶାନଦାର୍ ପ୍ରଦର୍ଶନ କରିଥିଲେ ରାଜକୋଟ୍ ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜଣେ ଭଲ ଫିନିସର୍ ଭାବେ କେଏଲ୍ ରାହୁଲ୍ ୮୦ ରନ୍ ପାରି ଖେଳିଥିଲେ, ଏହି ସିରିଜ୍ ରେ ରାହୁଲ୍ ପ୍ଲେୟାର୍ ଅଫ୍ ଦି ସିରିଜ୍ ପାଇଥିଲେ, ନ୍ୟୁଜିଲ୍ୟାଣ୍ତ୍ ବିପକ୍ଷରେ ଖେଳିଥିବା ସିମିତ ଓଭର ସିରିଜ୍ ରେ ସେ ନମ୍ବର ୫ ରେ ଖେଳିଥିଲେ, ଯେଉଁଠି ସେ ଭଲ ରନ୍ କରିଥିଲେ, ଏବେ ଟି ଟ୍ୱେଣ୍ଟି ସିରିଜ୍ ରେ ବିପକ୍ଷୀ ଟୀମ୍ କ୍ଲିନ୍ ସ୍ପିପ୍ କରିବାର ଜଣାଯାଉଛି , ଭାରତ ଏହି ଏକଦିବସୀୟ ସିରିଜ୍ ୩-୦ ରେ ହାରିଗଲେ ।
କେଏଲ୍ ରାହୁଲ୍ ସାଉଥ୍ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ ସମ୍ୟରେ ଡ୍ରପ୍ କରାଯାଇଥିଲା , ଏହାପରେ ରୋହିତ୍ ଶର୍ମା ମୟଙ୍କ ଅଗ୍ରୱାଲ୍ ଙ୍କ ସହ ଓପନିଙ୍ଗ୍ ଦାୟିତ୍ୱ ଦିଆଯାଈଥିଲା, କିନ୍ତୁ ବିପକ୍ଷୀ ଟୀମ୍ ପଞ୍ଚମ ଟି ଟ୍ୱେଣ୍ଟି ରେ ଆଘାତ ହେବାର୍ ରୋହିତ୍ ଶର୍ମାଙ୍କୁ ପୁରା ଗ୍ରସ୍ତରେ ରୁଲଡ୍ ଆଉଟ୍ ହୋଇଗଲେ, ଏହାପରେ କେଉଁ ଆଶା ନଥିଲା କି ଶାନଦର୍ ଫର୍ମର୍ ଚାଲୁଥିବା କେଏଲ୍ ରାହୁଲ୍ ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ପୃଥିବୀ ଶୋ ଙ୍କୁ ମୟଙ୍କ ଅଗ୍ରୱାଲ୍ ଙ୍କ ସହ ଓପନିଙ୍ଗ୍ କରିବେ , କିନ୍ତୁ ଯୁବା ଖେଳାଳୀ ଶୋ ଟେଷ୍ଟ ସିର୍ଜି ର ଦୁଇଟି ପାରିରେ ରନ୍ ବନାଇବାରେ ସଫଳ ହୋଇପାରିଲେ ନାହିଁ ।