November 19, 2024

Odia Express

Here, There and Everywhere

ଏହି ରାଜା ଅଟନ୍ତି ସମ୍ରାଟ ଅକବରଙ୍କ ବଂଶଜ, ଯିଏ ବି ଆଜି ବି ଚଳନ୍ତି ଶାହି ଜୀବନଶୈଳୀରେ – ତାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ…

ଏମିତି ଦେଖିବାକୁ ଗଲେ ଭାରତୀୟ ଇତିହାସରେ କେତେ ରାଜା ଆସିଲେ ଓ ଗଲେ କିନ୍ତୁ ଯେଉଁ ରାଜାଙ୍କ ବିଷୟରେ କଥା ହେବାକୁ ଯାଊଛୁ , ତାଙ୍କର ବିଷୟରେ ଆଲୋଚନା ଆମେ ବହୁତ ସିରିଆଲ୍ସ ଓ ଫିଲ୍ମରେ ଦେଖିଥିବା । ହଁ ଆଜ୍ଞା କହିଦେବୁ କି ଏଠାରେ ଆମେ କେଉଁ ଅନ୍ୟ ରାଜାଙ୍କ ବିଷୟରେ ନୁହେଁ ବରଂ ଅକବରଙ୍କ ବିଷୟରେ ଆଲୋଚନା କରୁଛୁ , ଅକବର ଏପରି ଜଣେ ରାଜା ଥିଲେ ଯିଏକି ଭାରତରେ ବହୁ ବର୍ଷ ଧରି ରାଜୁତି କରିଥିଲେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅକବରଙ୍କ ଜନ୍ମ ଭାରତରେ ହିଁ ହୋଇଥିଲା , କିନ୍ତୁ ସେ ପୁର୍ଣ୍ଣ ରୁପରେ ଜଣେ ବିଦେଶୀ ଥିଲେ,  ଅକବରଙ୍କ ଚରିତ୍ର ବିଷୟରେ ବହୁତ କଥା ଜାଣିବାଅରେ ଏହା ତୟ କରିବା ମୁସକିଲ୍ ହେବ କି ସେ ଏକ ଭଲ ରାଜା ଥିଲେ , କି ଖରାପ ରାଜା ଥିଲେ ।

ସେ ଏମିତି ଏକ ରାଜା ଥିଲେ ଯିଏକି ମୁସଲିମ୍ ଲୋକଙ୍କର ପ୍ରତି ସବୁ ନଜରିଆ ବଦଳାଇଦେଲେ , କିନ୍ତୁ ଯେମିତି ସମୟ୍ ଅତିବାହିତ ହେବାକୁ ଲାଗିଲା , ସେମିତି ମୋଗଲଙ୍କ ରାଜୁତି ଶେଷ ହେବାକୁ ଲାଗିଲା , ଓ ରାଜଗଦ୍ଦି ପ୍ରଥା ଶେଷ ହୋଇଗଲା , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅକବରଙ୍କ ବଂଶଜ ଆଜି ବି ଜୀବିତ ଅଛନ୍ତି , ଏହି କଥା ଶୁଣିଲା ବେଳେ ଟିକିଏ ଅଜବ ଲାଗୁଥିବ , କିନ୍ତୁ ଏହା ସତ ଅଟେ , ହଁ ଆଜ୍ଞା ଆପଣ ଭାବୁଥିବେ କି ଅକବରଙ୍କ ନାଁ କେବଳ ଇତିହାରର ପୃଷ୍ଠାରେ ଦର୍ଜ ଅଛି , ତେବେ ତାଙ୍କର ବଂଶଜ କିପରି ଆଜିର ସମୟରେ ଆସିଗଲେ , ଅକବରଙ୍କ ବଂଶଜ ବିଷୟରେ ଜାଣିବାକୁ ଆପଣଙ୍କୁ ଏହି ଖବର ପୁରା ପଢିବାକୁ ହେବ । ଅକବର ୧୨ତମ ପିଢି ମାନେ ୧୮୫୭ ର୍ ରାଜା ବାହାହୁର ସାହଜଫର୍ ତୃତୀୟ ପୀଢି ଙ୍କ ନାତି ଯାହାଙ୍କ ପୁରା ନାଁ ରାଜକୁମାର ୟାକୁବ ଜିୟାଉଦ୍ଧିନ୍ ଅଟେ,

ସେ ଭାରତ ସରକାରଙ୍କଦ୍ୱାରା ଇ ଔପଚାରିକ ରୁପରେ ପ୍ରମାଣପତ୍ର ପାଇସାରିଛନ୍ତି , ଏହି ପ୍ରମାଣପତ୍ରରେ ପ୍ରମାଣିତ୍ ହୋଇସାରିଛି କି ମୁଗଲ ବଂଶର ଆଗାମୀ ପୀଢି କେଉଁ ରାଜା ଅଛନ୍ତି , ସେମିତି ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ସିକ୍ୟୁରିଟି ଦିଆଯାଉଛି , ମୁଗଲ ବଂଶଙ୍କର ସେ ରାଜା ଅଟନ୍ତି ଏହି କଥାରେ କେତେ ସତ୍ୟତା ଅଛି ଏହା କେହି ଜାଣନ୍ତି ନାହିଁ , ସେ ଆଲିଶାନ ମହଲରେ ରହୁଛନ୍ତି , ଏହା ସହ ବହୁତ ଫାର୍ମ ହାଉସ୍ ଜାଗା ଅଛି , ଏବେ ଏମିତି ପୁର୍ବରୁ ଫାର୍ମ ହାଉସ୍ ରହୁନଥିଲା,  ଆଜିର ସମୟରେ ଫାର୍ମ ହାଉସ୍ ହେବା କେଉଁ ବଡ କଥା ନୁହେଁ , ସେମିତି ତାଙ୍କ ବଂଶଜ ସେମିତି ପୁରୁଣା ହୋଇପାରନ୍ତି , କିନ୍ତୁ ତାଙ୍କ ପୀଢି ଆଜି ବି ରାଜା ଅଛନ୍ତି , ଆଜି ତାଙ୍କ ପାଖରେ ରାଜଗଦ୍ଧି ନାହିଁ କିନ୍ତୁ ସେ କେଉଁ ରାଜାର ଜୀବନରୁ କମ୍ ରେ ଚଳୁନାହାନ୍ତି ।

ସେ ନିଜ ଜୀବନ ରାଜାଙ୍କ ଭଳି ବଞ୍ଚିଛନ୍ତି , ଏହା ଛଡା ବହୁତ ବେପାର ବି କରନ୍ତି , ଓ ତାଙ୍କର ବେପାର ବହୁତ ଦେଶରେ ବ୍ୟାପିଛି , ଏହା ସହ ସେ ଲୋକ ଭାରତ ସରକାରଙ୍କ ଉପରେ କେସ୍ କରି ନିଜ ପୁର୍ବଜଙ୍କ କିଲ୍ଲା ସବୁ କିଛି ଫେରାଈ ଆଣିପାରିବେ , କିନ୍ତୁ ତାଙ୍କର୍ କହିବା କଥାକି ଭାରତ ସରକାର ତାଙ୍କ ପୂର୍ବଜଙ୍କ ସ୍ଂମ୍ପତ୍ତି ଭଲରେ ଧ୍ୟାନରେ ରଖୁଛନ୍ତି ,

 

Leave a Reply

Your email address will not be published. Required fields are marked *