ମୋଟି ଝିଅଙ୍କୁ ବିବାହ କରିଲେ ହୋଇଥାଏ ବହୁତ ଫାଇଦା , ପତଳି ଝିଅଙ୍କୁ ବୁଲିକରି ଦେଖିବେ ନାହିଁ ଆପଣ…
ଏଥିରେ କୌଣସି ଦ୍ୱିତୀୟ ରାୟ ନାହିଁ କି ବିବାହ କୁ ନେଇକରି ମଣିଷର ମନରେ ନାନାପ୍ରକାରର ସ୍ୱପ୍ନଥାଏ , ଖାସ୍ କରି ପୁଅମାନେ ଏହା ସବୁବେଳେ ଭାବିଥାନ୍ତି କି ତାଙ୍କର ସ୍ତ୍ରୀ ଭଲ ପାଠ ପଢିଥିବ , ଓ ସମସ୍ତଙ୍କଠାରୁ ଅଲଗା ହୋଇଥିବ , ସେମିତି ଆପଣ ଦେଖିଥିବେ କି ପୁଅମାନେ ନିଜ ଲାଇଫ୍ ପାର୍ଟନର ରୁପରେ ମୋଟି ଝିଅଙ୍କ ପରିବର୍ତ୍ତେ ପତଳି ଝିଅମାନେ ବାଛନ୍ତି , ବୋଧେ ତାଙ୍କୁ ଏମିତି ଲାଗିଥାଏ କି ଯଦି ସେ କେଉଁ ମୋଟି ଝିଅଙ୍କୁ ବିବାହ କରିବେ ତେବେ ସମାଜରେ ତାଙ୍କର ଅଲଗା ନଜରିଆ ହୋଇଯିବ , ପତଳି ଝିଅମାନେ ଅଧିକା ଆକର୍ଷିତ ହୋଇଥାନ୍ତି ।ଆଜି ଆମେ ଆପଣଙ୍କୁ ଏମିତି ସତ୍ୟତା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଜାଣିବାପରେ ଆପଣ କେବେ ବି ମୋଟି ଝିଅଙ୍କୁ ବିବାହ କରିବାରେ ମନା କରିବେ , ହଁ ଆଜ୍ଞା କହିଦେବୁ କି ମୋଟି ଝିଅଙ୍କୁ ବିବାହ କରିଲେ ବହୁତ୍ ଫାଇଦା ହୋଇଥାଏ , ଯାହାକି ଆପଣ କେବେ ସ୍ୱପ୍ନରେ ଭାବିନଥିବେ ,
ଏହା ଛଡା ଏକ ରିସର୍ଚ୍ଚ ବିଷୟରେ ଏହି କଥା ପ୍ରମାଣିତ ହୋଇସାରିଛି , କି ମୋଟି ଝିଅଙ୍କୁ ବିବାହ କରିଲେ ବହୁତ ସାରା ଫାଇଦା ଅଛି ।ଏହାର ସବୁଠାରୁ ବଡ ଫାଇଦା ହେଲା କି ସେମାନେ ସପିଙ୍ଗ୍ ଗଲେ ଅଧିକା ପଇସା ଖର୍ଚ୍ଚ କରାନ୍ତି ନାହିଁ , କାରଣ ମୋଟି ଝିଅମାନେ କପଡା ବାଛିବାକୁ ନେଇ ଟିକେ ସିଲେକ୍ଟିଭ୍ ହୋଇଥାନ୍ତି , ଓ କେବେ ବି ନିଜ ସ୍ୱାମୀଙ୍କୁ ଡିମାଣ୍ତ କରନ୍ତି ନାହିଁ, ମୋଟି ଝିଅମାନେ ପତଳି ଝିଅଙ୍କ ଅପେକ୍ଷା ସଫା ହୃଦୟର ହୋଇଥାନ୍ତି , ଏମିତିରେ ଦିମାଗରେ ଭାବିବାପରିବର୍ତ୍ତେ ସେମାନେ ହୃଦୟରେ ଭାବିଥାନ୍ତି , ଏହା ଛଡା ତାଙ୍କ ମନରେ କାହାର ପ୍ରତି ଘୃଣା ଭାବନା ନଥାଏ , ଓ ତାହା ସହ ସେମାନେ ନିଜ ଶଶୁରଘର ଲୋକଙ୍କୁ ବହୁତ ଧ୍ୟାନ ଦିଅନ୍ତି ,
ଏକ ରିସର୍ଚ୍ଚରୁ ଜଣାପଡିଛି କି ଯେଉଁ ପୁଅ ମୋଟି ଝିଅଙ୍କୁ ବିବାହ କରନ୍ତି ତଙ୍କୁ ବହୁତ ଅଧିକା ଖୁସିରେ ରଖନ୍ତି , ସେମିତି ଯଦି ଆପଣ ଖାଇବା ପିଇବାରେ ସଉକିନ୍ ଅଛନ୍ତି , ତେବେ ମୋଟି ଝିଅଙ୍କୁ ହିଁ ବାଛନ୍ତୁ , କାରଣ ମୋଟି ଝିଅ ଖାଇବାରେ ବହୁତ ସଉକିନ୍ ଅଟନ୍ତି , ଏମିତିରେ ସେମାନେ ସବୁବେଳେ ବଢିଆ ଖାଇବା ବନାଇକରି ଖୁଆଇବେ , କହିଦେବୁ କି ମୋଟି ଝିଅ ମାନେ ନିଜ ସ୍ୱାମୀଙ୍କୁ ବହୁତ ଦାୟିତ୍ୱ ନିଅନ୍ତି । ତାଙ୍କ ପାଇଁ ତାଙ୍କ ସ୍ୱାମୀ ହିଁ ସବୁ କିଛି ହୋଇଥାନ୍ତି , ସେ ନିଜ ସ୍ୱାମୀଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଦାୟିତ୍ୱବାନ ହୋଇଥାନ୍ତି ।
ଏକ ସର୍ଭେରୁ ଜଣାଯାଏ କି ମୋଟି ଝିଅମାନଙ୍କୁ ବିବାହ କରିଲେ ଅସୁବିଧା ସମୟରେ ବହୁତ ସହଜ ହୋଇଥାନ୍ତି , ସେମାନେ ବିପଦ ବେଳେ କେବେ ଭୟଭୀତ ହୁଅନ୍ତି ନାହି, ଏମିତିରେ ପତଳି ଝିଅଙ୍କର ଆଇନା ହିଁ ତାଙ୍କର ସବୁଠାରୁ ଭଲ ବନ୍ଧୁ ହୋଇଥାଏ , ଏମିତିରେ ସେ ନିଜ ସ୍ୱମୀଙ୍କ ଅପେକ୍ଷା ଆଇନାକୁ ବେଶୀ ସମୟ ଦିଅନ୍ତି କିନ୍ତୁ ମୋଟି ଝିଅ ଏମିତି କେବେ କରନ୍ତି ନାହିଁ , ସେମାନେ ନିଜ ସ୍ୱାମୀଙ୍କ ସବୁବେଳେ ସମୟ ଦିଅନ୍ତି । ଏହା ଛଡା ମୋଟିଝିଅମାନେ ଆଜ୍ଞାକାରୀ ହୋଇଥାନ୍ତି , ଯାହାକୁ ନେଇ ସେମାନେ କେବେ ଉଚ୍ଚା ଆବାଜ୍ ରେ କଥାବାର୍ତ୍ତା କରନ୍ତି ନାହିଁ , ଓ ଏହା ସହ ସେମାନେ ନିଜକୁ ସାଜସଜ୍ଜା କରିବା ଅପେକ୍ଷା ସେମାନେ ନିଜ ସ୍ୱାମୀଙ୍କୁ ଅଧିକା ଦାୟିତ୍ୱ ନିଅନ୍ତି , ସେମାନେ ନିଜ ସ୍ୱାମୀଙ୍କ ପାଇଁ ଏକ ରକ୍ଷକ ବା ବଡିଗାର୍ଡ ଭାବେ ରହିଥାନ୍ତି ।