ଘରେ ରହିବ ନାହିଁ ଗୋଟେ ହେଲେ ବି ଜନ୍ଦା, ପିମ୍ପୁଡି, ମାଛି ଓ ମୁଷା , କରିଦିଅନ୍ତୁ ଏହି ଅଦ୍ଭୁତ ଉପାୟ…..

ସାଧାରଣତଃ ଘରେ ଦେଖାଯାଏ କି ଘରେ ବହୁତ କୋଣରେ ପିମ୍ପୁଡି ଓ ଜନ୍ଦା ନିଜର ଘର ବନାଇଦିଅନ୍ତି , ଏହା ଛଡା ଘରେ ମୁଷା ଆସିବାର ଏକ ସାଧାରଣ କଥା ଅଟେ , ଏମିତିରେ ଯଦି ମୁଷା , ମାଛି କିମ୍ବା ପିମ୍ପୁଡି ଯୋଗୁଁ ଚିନ୍ତିତ ଅଛନ୍ତି , ତେବେ ଏହି ଘରୋଇ ପ୍ରକିୟା ନିଶ୍ଚିତ ଆପଣାନ୍ତୁ , ଏହି ଉପାୟ ଦ୍ୱାରା ନା କେବଳ ଜୀବ ଜନ୍ତୁ ଘରୁ ବାହାରିଯିବେ , ବରଂ ଆପଣଙ୍କ ଘରେ ବହୁତସାରା ରୋଗ ସୁରକ୍ଷିତ ରହିବ , ତେବେ ଆସନ୍ତୁ ଜାଣିବା ସେହି ଘରୋଇ ପ୍ରକିୟା ସଂବନ୍ଧିତ ଖବର ବିଷୟରେ ଜାଣିବା ଆପଣମାନେ ବହୁତଥର ଦେଖିଥିବେ କି ରୋଷେଇ ଘରେ ଅଧିକା ପିମ୍ପୁଡୀ ହୋଇଯାଏ , ସେଠାରେ ପାଦ ପକାଇବା ବି ମୁସକିଲ୍ ହୋଈଯାଏ ,
ଏଥିପାଇଁ ଯଦି ଆପଣଙ୍କ ରୋଷେଇ ଘରେ ପିମ୍ପୁଡିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ତାଙ୍କର ଗାତଅ ଆଗରେ ଏକ କାକୁଡିକୁ ଛୋଟ ଛୋଟ ଖଣ୍ତକରି ରଖିଦିଅନ୍ତୁ , ଏହି ପ୍ରକିୟା କରିବାପରେ ପିମ୍ପୁଡି ବିଲକୁଲ୍ ଗାୟବ ହୋଇଯିବେ । ଏହାପରେ ଆଉ ଏକ ବଡ ସମସ୍ୟା ଅଛି ମୁଷାଙ୍କର , ହଁ ଆଜ୍ଞା ଏହା ଏଥିପଇଁ କାରଣ ଏତେ ସ୍ପିଡ୍ ରେ ସେମାନେ ଦୌଡିଥାନ୍ତି , ଯାହାଙ୍କୁ ଧରିବା ମୁସକିଲ୍ ହୋଇଥାଏ, ଏଥିପାଇଁ ମୁଷାଙ୍କୁ ଘରୁ ଭଗାଇବାପ୍ପାଇଁ ଘରେ କଳା ଲଙ୍କର ବଡ ଦାନା ପକାଇଦିଅନ୍ତୁ ,
ଏହି ପ୍ରକିୟା ୨୪ ଘଣ୍ଟା ମଧ୍ୟରେ ମୁଷାଙ୍କୁ ଘରୁ ବାହାର କରିଦେବ , ଏହା ଛଡା ଯଦି ଘରେ ସବୁଠାରୁ ଅଧିକା ମାଛି ହେଉଛନ୍ତି , ତେବେ ସେଠାରେ ସିଝା ଚାହାପତି ଭଲ ଭାବରେ ରଗଡିଦିଅନ୍ତୁ , ଓ ସେହି ସ୍ଥାନକୁ ଚାହାପତ୍ତିର ସିଝପାଣୀ ବି ବ୍ୟବହାର କରିପାରିବେଏ, ଏହି କଥାର ଖାସ୍ ମନେ କରନ୍ତୁ , କି ରୋଷେଇ ଘରେ ମିଠ ଓ କେଉଁ ଖାଇବା ଜିନିଷ ଖୋଲା ରଖନ୍ତୁ ନାହିଁ , କାରଣ ଏଥିରେ ପିମ୍ପୁଡି , ମାଛି , ମଶା , ଜନ୍ଦା ଆଦି ଆସିବାର ବିପଦ ଅଧିକା ବଢିଯାଏ ।