November 17, 2024

Odia Express

Here, There and Everywhere

ଯେଉଁ ପୁରୁଷଙ୍କ ହୋଇଥାଏ ଏହି ୫ ଟି ଅଭ୍ୟାସ , ସେମାନେ ହୋଇଥାନ୍ତି ଏକ ଆଦର୍ଶ ସ୍ୱାମୀ , କଣ ଆପଣଙ୍କ ସ୍ୱାମୀଙ୍କ ମଧ୍ୟରେ ଅଛି କି ଏହି ସବୁ ଆଦର୍ଶ…

ଆମ ମାନେ ସବୁବେଳେ ଏକ ଆଦର୍ଶ ସ୍ୱାମୀ ଓ ଆଦର୍ଶ ବୋହୁଙ୍କ ବିଷୟରେ କଥା ହେଇଥାଉ , ସବୁବେଳେ ମହିଳାଙ୍କୁ ଏକ ଭଲ ଓପରଫେକ୍ଟ ସ୍ତ୍ରୀ ହେବା ପାଇଁ ପ୍ରେସର୍ ଦିଆଯାଏ , କିନ୍ତୁ ଏହି ବିଷୟରେ କେହି କଥା ହୁଅନ୍ତି ନାହିଁ କି ଏକ ପୁଅ ଆଦର୍ଶ ସ୍ୱାମୀ ହେବା ସହ କେଉଁ କେଉଁ ଗୁଣ ହେବା ଜରୁରୀ , ଏଇ ମୁଦ୍ଧାକୁ ଉଠାଈକରି ଆଜି ଆମେ ଆପଣଙ୍କୁ କିଛି ଏପରି ଅଭ୍ୟାସଗୁଡିକ ବିଷୟରେ କହିବାକୁ ଯାଉଛୁ , ଯାହା ପ୍ରତ୍ୟେକ ସ୍ୱାମୀଙ୍କ ମଧ୍ୟରେ ହେବା ଜରୁରୀ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଅଭ୍ୟାସଗୁଡିକ ।

ଏକ ଆଦର୍ଶ ସ୍ୱାମୀର ହୋଇଥାଏ ଏହି ସବୁ ଆଦର୍ଶଗୁଡିକ ।

୧) ସ୍ତ୍ରୀର ବିଚାରର ମାନ ସମ୍ମାନ କରିବା : ଏକ ଭଲ ସ୍ୱାମୀ ନିଜ ସ୍ତ୍ରୀର ସବୁ କଥାକୁ ସହଜତା ସହ ଶୁଣିବା ଜରୁରି , ସେ ତାର ବିଚାରକୁ କେବେ ଦାବି କରିବା ଉଚିତ୍ ନୁହେଁ , ତାହାର ମଜାକ୍ ଉଡାଇଥାଏ , କେଉଁ କାମ କରିବା ପାଇଁ ସେ ଏକ ଭଲ ସ୍ତ୍ରୀର ଉପଦେଶ ନେଇଥାଏ , ଏକ ଭଲ ସ୍ୱାମୀ କେବେ ନିଜ ସ୍ତ୍ରିକୁ ନିଜ ତଳେ ରଖିବା ଉଚିତ୍ ନୁହେଁ ।

୨) ସ୍ତ୍ରୀଙ୍କ ଇଜ୍ଜତ : ଏକ ପରଫେକ୍ଟ ସ୍ୱାମୀ ସବୁବେଲେ ନିଜ ସ୍ତ୍ରୀକୁ ସମ୍ମାନ କରିଥାଏ , ଘରର ବୋହୁ ଲକ୍ଷ୍ମୀଙ୍କର ସ୍ୱରୁପ ବୋଲି ଜଣାଯାଏ , ଓ ତାର ଲାଇଫ୍ ରେ ରୋମାନ୍ସ ଗାୟବ ହୋଈଯାଏ ,ସେଥିପାଇଁ ନିଜ ସ୍ତ୍ରୀକୁ ସବୁବେଳେ ସମ୍ମାନ କରିବା ଉଚିତ୍ , କେବେ ବି ନିଜ ସ୍ତ୍ରୀକୁ କେଉଁ ଅପଶବ୍ଦ କହିବା ଅନୁଚିତ୍ , ଏହା ପାପର ଶ୍ରେଣିରେ ଆସେ , ଏମିତି କରିଲେ ସେହି ସ୍ୱାମୀ ଜୀବନରେ କେବେ ଉନ୍ନତି କରିପାରେ ନାହିଂମ୍ ।

୩) ପ୍ରେମ  ଓ ସମୟ ଦେବା : ବହୁତଥର ଦେଖାଯାଏ କି ବିବାହର କିଛି ବର୍ଷ ପରେ ସ୍ୱାମୀ ନିଜ ସ୍ତ୍ରୀର ଇନଟ୍ରେଷ୍ଟ କମିଯାଏ , ତାହାର ଲାଇଫ୍ ରେ ରୋମାନ୍ସ କମିଯାଏ , ଏହି ପରି ଏକ ଭଲ ସ୍ୱାମୀ ନିଜ କାମକୁ ଅଧିକା ବ୍ୟସ୍ତ ରହିଥାଏ,  ସ୍ୱାମୀ ସ୍ତ୍ରୀ ପରସ୍ପର ଅଧିକା ସମୟ କଟାଇପାରନ୍ତି ନାହିଁ , ଏହାର ନକରାତ୍ମକ ପ୍ରଭାବ ସଂମ୍ପର୍କ ଉପରେ ବି ପଡିଥାଏ , ଏମିତିରେ ଏକ ଆଦର୍ଶ ସ୍ୱାମୀ ସେ ହୋଇଥାଏ , ଯିଏ ବିବାହର ପରେ ବହୁତ ବର୍ଷରୁ ସ୍ତ୍ରୀ କୁ ପ୍ରେମ କରିବ , ଓ ତାର ସବୁ କାମ ବେଳେ ନିଜର ସମୟ ଦେଉ ।

୪) ସ୍ତ୍ରୀର ସ୍ୱପ୍ନକୁ ପୁରା କରିବା : ବହୁତ ମହିଳା ବିବାହର୍ ପରେ ନିଜ ଲାଇଫ୍ ରେ ବହୁତ କିଛି କରିବାକୁ ଆଗ୍ରହୀ ରୁହନ୍ତି , ତାଙ୍କର କିଛି ସ୍ୱପ୍ନ ଥାଏ,  ସେମାନେ ଜୀବନରେ କିଛି ହେବାକୁ ଇଚ୍ଛା କରନ୍ତି , ଏମିତିରେ ଏକ ଭଲ ସ୍ୱାମୀ ସିଏ ହୋଇଥାଏ , ଯିଏ ନିଜ ସ୍ୱାମୀର ସ୍ୱପ୍ନକୁ ପୁରା କରିପାରୁ , ଏମିତିରେ ଏକ ସ୍ୱାମୀର ଦାୟିତ୍ୱ ରହିଥାଏ କି ସେ ନିଜ ସ୍ତ୍ରୀ ସହ ଜୀବନର ସବୁ ମୋଡରେ ତା ସହ ଠିଆ ହୋଇରହୁ,  ତାପରେ ଦେଖିବେ ନିଜ ସ୍ତ୍ରୀର ନଜରରେ ଆପଣଙ୍କୁ କେତେ ଇଜ୍ଜତ ମିଳିବ ,

୫) ସ୍ୱାଧୀନତା ଦେବ ଓ ସନ୍ଦେହ ନ କରିବା : ଏକ ପରଫେକ୍ଟ ସ୍ୱାମୀ ସିଏ ହୋଇଥାଏ , ଯିଏ ନିଜ ସ୍ତ୍ରୀକୁ କେଉଁ ପ୍ରକାରର ପ୍ରତିବନ୍ଧକ ରଖେ ନାହିଁ , ଓ ତାଉ ପୁର୍ଣ୍ଣ ରୁପରେ ସ୍ୱାଧୀନତା ଦେଇଥାଏ,  ଯାହାର ସେ ହକଦାର୍ ଅଛି , ତାହା ସହ ଏକ ଭଲ ସ୍ୱାମୀ ନିଜ ସ୍ତ୍ରୀ ଉପରେ କେବେ ସନ୍ଦେହ କରିବା ଉଚିତ୍ ନୁହେଁ , ଓ କାହା ସହ ବୁଲିବାରେ ସ୍ୱାଧିନତା ଦେଇଥାଏ ।

Leave a Reply

Your email address will not be published. Required fields are marked *