ମଜାଦାର ଜୋକ୍ସ – ମହିଳା ଚାକରାଣୀ କୁ – ମୋତେ ତୋ ମାଲିକ ଙ୍କ ଉପରେ ସନ୍ଦେହ ହୋଉଛି କାରଣ ସେ ସବୁଦିନ ଡେରିରେ ଫେରୁଛନ୍ତି ,ଚାକରାଣୀ – ନା ମାଲିକ କେବେ ଏମିତି କରିପାରିବେନି କାରଣ…

ଏହି ଦୁନିଆଁରେ ବୋଧେ କେଉଁ ବ୍ୟକ୍ତି ଥିବ ଯାହାକୁ ଜୋକ୍ସ କେବେ ପସନ୍ଦ ଲାଗୁନଥିବ , ଜୋକ୍ସ ଏପରି ଏକ ଜିନିଷ ଅଟେ ଯାହା ସମସ୍ତଙ୍କ ଚେହେରାରେ ସ୍ମାଇଲ୍ ଆଣିବା ପାଇଁ କାମ କରିଥାଏ , ଏହି କାରଣରୁ ଏହି ପୁରା ଦୁନିଆଁରେ ବହୁତ ଲୋକେ ଏହାକୁ ପସନ୍ଦ କରନ୍ତି , ଆଜି ସୋସିଆଲ୍ ମିଡିଆରେ କିଛି ଏହା ପପୁଲାର୍ ହୋଇଯାଇଛି , ଯେଉଁଠି ହ୍ୱାର୍ଟସଆପ୍ ରେ ସାଙ୍ଗମାନେ ଜୋକ୍ସ ପଠାଇଥାନ୍ତି , ଏକ ଗବେଷଣାରୁ ଏହା କୁହାଯାଈଛି ଯେଉଁ ବ୍ୟକ୍ତି ସବୁ ଦିନ ଚାରିରୁ ପାଞ୍ଚଟି ଜୋକ୍ସ ପଢିଥାଏ ତେବେ ସେ ସବୁ ବେଳେ ନିଜ ମାଇଣ୍ତକୁ ଫ୍ରେସ୍ ଅନୁଭବ କରେ , ଯେବେ ଆମେ ଉଦାସ ହୋଇଥାଉ ତେବେ ଆମେ ଏହି ମଜାଦାର୍ ଜୋକ୍ସ ଶୁଣିଥାଉ , ଯାହା ଆମ ଚେହେରାରେ ହସ ଆଣିଦେଇଥାଏ ।
୧) ଜଣେ ଜାଠ ରେଲୱେ ଷ୍ଟେସନରେ ଏକ ଖବରକାଗଜ ବିକାଳୀକୁ କହେ କି ଗୋଟେ ନ୍ୟୁଜ୍ ପେପର୍ ଦେବ , ଖବରକାଗଜ ବିକାଳୀ କହିଲେ ହିନ୍ଦୀ ନା ଇଂଗ୍ରାଜୀ , ଜାଠ ଭାଇ ଯାହା ହେଉ ଦେଇ ଦେ , ମୋତେ ରୁଟି ଗୁଡାଇବାର ଅଛି ।
୨) ଗୋଟେ ଝିଅ ୫ ଷ୍ଟାର୍ ହୋଟେଲ୍ ରେ ବସି ଚକଲେଟ୍ ଖାଉଥିଲା , ଝିଅ : ଏମିତି କଣ ବୁଲି ବୁଲି ଅନାଉଛ , ପୁଅ : କଣ ଆପଣ ମୋତେ ଟିକିଏ ସେଥିରୁ ଚକଲେଟ୍ ଦେବେ । ଝିଅ : କଣ ପାଇଁ ମୁଁ ତୁମକୁ ଜାଣିନି ତୁମକୁ କାହିଁକି ଦେବି , ପୁଅ : ଆରେ ଭଉଣୀ ମୋମୋ ଖାଇକି ଆସିଛି ରାଗ ଲାଗୁଛି ଟିକିଏ ତ ଦେଇଦେ ।
୩) ଝିଅ : ଆଜି ପ୍ରପୋଜ ଡେ ଅଟେ, ତୁମେ ମୋତେ ଏପର୍ଯ୍ୟନ୍ତ ପ୍ରପୋଜ ବି କରିନ , ପୁଅ : ମୁଁ କଣ ପାଇଁ କରିବି ଭୁତୁଣୀ , ଝିଅ : କଣ ମୁଁ ଭୁତୁଣି କି ? କାଲି ତ ପରି କହୁଥିଲ । ପୁଅ : କାଲି ତ ମୁଁ ମଦ ପିଇଦେଇଥିଲି , ଝିଅ : ତାହାଲେ ଆଜି ପିଇକି ଆସିଛ ? ପୁଅ : ନା ସ୍ପ୍ରାଇଟ୍ ସିଧା କଥା ନୁହେଁ ବକବାସ୍ ।
୪) ଝିଅ : ନୁଆ ଡ୍ରେସ୍ ପିନ୍ଧିକରି ଗୋଧୋଇ ସାରି ବାହାରିଲା , ତେବେ ଗୋଟେ ପୁଅ ତା ପଛରେ ଆସିଲା , ପୁଅ : ଟିକିଏ ତ ବୁଲିକି ତ ଦେଖ , ଝିଅ : କଣ ହେଲା ? ପୁଅ : ଆଜି ପ୍ରପୋଜ ଡେ ଅଛି , ଆଇ ଲଭ୍ ୟୁ ଝିଅ : ମୋର ତ ନିର୍ବନ୍ଧ ହୋଇସାରିଛି , ପୁଅ କାନ୍ଧିକରି କହିଲା , ଚାଲ୍ କିଛି କଥା ନାହିଂ ଭଉଣୀ ନିଜ କେଉଁ ସାଙ୍ଗକୁ ନମ୍ବର ଦେଇଦେବ ।
୫) ବୟଫ୍ରେଣ୍ତ ଗାର୍ଲଫ୍ରେଣ୍ତକୁ ଆଉ ଏକ ପୁଅ ସହ ରୋମାନ୍ସ କଲା ବେଳେ ଧରି ପକାଇଲା , ବୟଫ୍ରେଣ୍ତ : ତୁମେ ମୁଁ ଥାଉ ଥାଉ ଆଉ ଗୋଟେ ବୟଫ୍ରେଣ୍ତ କଣ ପାଇଁ କଲ ? ଗାର୍ଲଫ୍ରେଣ୍ତ : ତୁମର ଫାଇଦା ପାଇଁ ବୟଫ୍ରେଣ୍ତ : ଏଥିରେ ମୋର କଣ ଫାଇଦା ହେବ ? ଗାର୍ଲଫ୍ରେଣ୍ତ : ମୋର ଦୁଇଟି ବୟଫ୍ରେଣ୍ତ ହେବେ ତେବେ ତୁମ ଉପରେ ଖର୍ଚ୍ଚର ଲୋଡ୍ କମ୍ ହେବ ।
୬) ପୁଅ ବାପା ଭୁମିକମ୍ପ ଆସିଲା , ବାପା : ଆରେ କେଉଁଠି ଆସିଲା ? ପୁଅ : ଆମର ଘର ପୁରା ବେଡ୍ ଦୋହଲିଗଲା , ବାପା : କେତେ ତିବ୍ରତା ଥିଲା , ପୁଅ : ୫,୩ ର , ବାପା : ପୁଅ କିଛି ପଢିନେ , ଏବେ ତ ଭୁମିକମ୍ପ ତ ତୋ ନମ୍ବର ଠାରୁ ଅଧିକା ଆସିବାର ଅଛି ।
ମହିଳା ଚାକରାଣୀ କୁ – ମୋତେ ତୋ ମାଲିକ ଙ୍କ ଉପରେ ସନ୍ଦେହ ହୋଉଛି କାରଣ ସେ ସବୁଦିନ ଡେରିରେ ଫେରୁଛନ୍ତି ,ଚାକରାଣୀ – ନା ମାଲିକ କେବେ ଏମିତି କରିପାରିବେନି | ମହିଳା – ତୁ କେମିତି ଜାଣିଲୁ ? ଚାକରାଣୀ – ସେ କେବେ ମୋ ସହ ଧୋକା କରି ପାରିବେ ନାହିଁ