November 15, 2024

Odia Express

Here, There and Everywhere

୨୧ ଫେବୃୟାରୀ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଅଟେ ମହାଶିବରାତ୍ରୀର ଦିନ , ଏହି ୬ ଟି ରାଶିର ଲୋକଙ୍କୁ ମିଳିବ ଭଗବାନ ଶିବଙ୍କର ଆଶିର୍ବାଦ

ମେଷ ରାଶି : ଆପଣଙ୍କୁ ମହାଶିବରାତ୍ରୀ ପର୍ବ ବହୁତ ହିଁ ଖୁସିନେଇକରି ଆସିଛି , ରୁଟିନ୍ କୁ ନେଇ ଆପଣ ମାନସିକ ଶାନ୍ତି ସହ କାମ କରିପାରିବେ , ଓ ସ୍ୱାସ୍ଥ୍ୟ ବି ଭଲ ରହିବ , ଅନାବଶ୍ୟକ ଖର୍ଚ୍ଚର ସାମ୍ନା କରିପାରିବେ , ନିଜ ଉପରେ ନିୟନ୍ତ୍ରଣ କରିପାରିବେ , ଆପଣଙ୍କ ଧର୍ମ ସମାଜ ସହ ଯୋଡି ହେବେ , ଖର୍ଚ୍ଚରେ ଉପରେ ଅଙ୍କୁଶ ଲଗାଇବା ଜରୁରୀ ହେବ , ମନରେ ନିରାଶା ଓ ଅସନ୍ତୋଷ ଭାବ ରହିବ , ପାରିବାରିକ ସଦସ୍ୟଙ୍କ ସହ ମନୋରଞ୍ଜନ ପାଇଁ ବୁଲିବାକୁ ଯାଇପାରନ୍ତି ।

ବୃଷ ରାଶି : ଭଗବାନ ଶିବଙ୍କର କୃପାରୁ ଆଜି ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର କଷ୍ଟର ନିବାରଣ ହେବ , ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ , ମନ ପ୍ରସନ୍ନ ହେବ , ଜୀବନସାଥୀଙ୍କ ସହ ପ୍ରେମ ପାତ୍ର ଉପରେ କ୍ରୋଧ କରିବା ଉଚିତ୍ ହେବ ନାହିଁ , ଆପଣ ଭୁଲ୍ ସଂଗତିରୁ ରକ୍ଷା ପାଇବା ଉଚିତ୍ , ଆତ୍ମବିଶ୍ୱାସର ବୃଦ୍ଧି ହେବ , ବାପାଙ୍କ ସ୍ୱାସ୍ଥ୍ୟ ବିକାର ହୋଇପାରେ , ମାତାଙ୍କ ଧନ ପ୍ରାପ୍ତି ହୋଇପାରେ,  ପରିବାରର ସବୁ ସମସ୍ୟା ଦୁର ହୋଇଯିବ ।

ମିଥୁନ ରାଶି : ଆଜି ଆପଣ ଯାତ୍ରାରେ ଯାଇପାରନ୍ତି , ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ , ଲଭ୍ ଲାଇଫ୍ ଆନନ୍ଦମୟ ରହିବ , ଆଜି ନିଜ କାର୍ଯ୍ୟରେ ଉଚ୍ଚ ଅଧିକାରୀଙ୍କର ପ୍ରସନତା ରହିବ , ଆର୍ଥିକ ରୁପରେ କିଛି ଉତ୍ ଥାନପତନ ହୋଇପାରେ,  ଚାକିରି ପେଶା ଜାତକରେ କାର୍ଯ୍ୟସ୍ଥଳରେ ସଫଳତା ମିଳିପାରିବ । ବହୁତ ସମୟରୁ ଚାଲିଆସୁଥିବା ଅସୁବିଧା ଅଚାନକ ଶେଷ ହୋଇଯିବ , ଭଗବାନ ଶିବଙ୍କୁ ଜଳ ଅଭିଷେକ କରନ୍ତୁ , ଭାଙ୍ଗ, ଦୁଦୁରା, ବେଲପତ୍ର ସମେତ ପୁଜା ସାମଗ୍ରୀ ଅର୍ପଣ କରନ୍ତୁ ।

କର୍କଟ ରାଶି : ଆଜି ନକରତ୍ମକ ବିଚାରରୁ ଆପଣଙ୍କ ମନ ବିଚଳିତ ହୋଇପାରେ , ନିଜର କିମ୍ବା ନିଜ ସନ୍ତାନର ଶିକ୍ଷାକୁ ନେଇକରି କିଛି ପରିମାଣରେ ଚିନ୍ତିତ ହୋଇପାରନ୍ତି , ଆଜି ସ୍ୱାସ୍ଥ୍ୟ କିଛି ନରମ ଗରମ ହୋଇପାରେ , କ୍ୟାରିୟରରେ ନିଜ ପରିଶ୍ରମ ଓ ପ୍ରୟାସ ଦ୍ୱାରା ପ୍ରଗତି କରିପାରିବେ , ଆପଣ ନିଜ ଆଖପାଖ ସଂମ୍ପର୍କ ଓ ଜିନିଷର ବହୁତ ଅଧିକା ଯୋଡି ହୋଇଥିବା ଅନୁଭବ କରିବେ , ଆପଣଙ୍କ ଘର ଆଖପାଖ ଯେଉଁ ଶିବମନ୍ଦିର ଅଛି , ସେଠାରେ ଆଜି ଜଳଅଭିଷେକ କରନ୍ତୁ ।

ସିଂହ ରାଶି : ଆଜି ଆପଣ ନିଜ ପରିବାର ଓ ବନ୍ଧୁଙ୍କଠାରୁ ଦୁରେଇ ଆଜି ନିଜ ପାର୍ଟନର ସହ କିଛି ଭଲ ସମୟ ଅତିବାହିତ କରିବେ , ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା କରିବେ , ସମାଜସେବା କରିବାର ଅବସର ପ୍ରାପ୍ତି ହେବ , ଆପଣଙ୍କ ଦିମାଗରେ ଆର୍ଥିକ କ୍ରିୟା କଳାପ ଏବଂ ଜୀବନ ସଂବନ୍ଧ ଉଚ୍ଚ ଦର୍ଶନ ଓ ଆହୁରି ଆକୃଷ୍ଟ୍ ହେବ , ଆଇ ଟି ଓ ମିଡୀଆର ଜାତକ ସଫଳ ହେବେ , ସିଂହ ରାଶିର ଲୋକେ ଆଜି ବେଲପତ୍ର ଓଲଟାଇ ଶିବଙ୍କର ଉପରେ ଚଢାନ୍ତୁ , ଓ ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରନ୍ତୁ ।

କନ୍ୟା ରାଶି : ସନ୍ତାନର ସମସ୍ୟା ଚିନ୍ତାରେ ପକାଇବ , ସ୍ୱାସ୍ଥ୍ୟ ସଂବନ୍ଧି ଅଭିଯୋଗ ମାନ ରହିବ , କ୍ରୋଧରେ ଆସିକରି ସଂବନ୍ଧକୁ ଖରାପ କରନ୍ତୁ ନାହିଁ , ବାପାଙ୍କ ସଂବନ୍ଧି ଯଦି କିଛି କାରଣରୁ ବିଗିଡିଛି ତେବେ ତାହାକୁ ସୁଧାରନ୍ତୁ , ମନରେ ଉଚାଟ ଅନୁଭବ କରିବେ , କାର୍ଯ୍ୟାଳୟରେ ସବୁ ଜାଗାରେ ପ୍ରଭାବ ନିୟନ୍ତ୍ରଣକାରୀ ହେବ , ଆପଣ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ , କଥାବାର୍ତ୍ତାରେ ସାବଧାନତା ରଖନ୍ତୁ , ଶିବରାତ୍ରୀରେ ୧ କ୍ୱିଇଣ୍ଟାଲ୍ ଚାଉଳ ଦାନ କରନ୍ତୁ , ଛାତ୍ରମାନେ ଶିକ୍ଷାରେ ଉନ୍ନତି କରିବେ , ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା ରାଶି : ଖରାପ୍ ଅଭ୍ୟାସକୁ ଛାଡିବାର ଆଜି ଉତ୍ତମ ଦିନ ଅଛି , ଅବିବାହିତ ଲୋକଙ୍କର ବିବାହ ପ୍ରସ୍ତାବ ମିଳିପାରେ , ଆଖିରେ ଆଘାତ ଓ ରୋଗରୁ ବଞ୍ଚନ୍ତୁ , ଭାଗିଦାରୀରେ ଆଜି ଲାଭର ସ୍ରୋତ ଅଛି , ଅତଃ ମନକୁ ନିୟନ୍ତ୍ରଣ କରି ଆଗକୁ ବଢିବାରେ ପ୍ରୟାସ କରନ୍ତୁ , ଚାକିରି ପେଶା ଲୋକଙ୍କ ପାଇଁ ଯଥା ସ୍ଥିତି ରହିବ , ଆର୍ଥିକ ବିଷୟରେ ସାବଧାନୀ ରଖନ୍ତୁ , କ୍ରୋଧ ବୃଦ୍ଧି ହେବ , ବୁଝିବିଚାରି କାମ କରନ୍ତୁ , ବିବାଦରୁ ବଞ୍ଚନ୍ତୁ , ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରନ୍ତୁ ।

ବିଛା ରାଶି : ଘରର ସାଜସଜ୍ଜା ଓ ଅନ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ କରି ଘରର୍ ବାତାବରଣ ସକରାତ୍ମକ ପରିବର୍ତ୍ତନ କରିବାରେ ପ୍ରୟାସ୍ କରିବେ , ସନ୍ତାନର ସୁଖ ଅନୁଭୁତି ହେବ , ଓ ସବୁ କାର୍ଯ୍ୟରେ ମନ ପ୍ରସନ୍ନ ରହିବ , କେଉଁ ଅନହୋନି ହେବାର ଶଙ୍କା ରହିବ,  ଘରେ ଅତିଥିଙ୍କ ଆଗମନ ହୋଇପାରେ,  ଶୁଭ ସମାଚାର ପ୍ରାପ୍ତି ହେବ , ମହାଶିବରାତ୍ରୀ ଦିନ ବିଛା ରାଶିର ଲୋକଙ୍କୁ ବ୍ରତ ରଖିବା ଉଚିତ୍ , ଓ ସଂନ୍ଧ୍ୟାସମୟରେ ଶିବଙ୍କର ସ୍ମୃତି କରନ୍ତୁ , ବହୁତ ଲାଭ ହେବ ।

ଧନୁ ରାଶି ; ଆଜି ଆପଣଙ୍କୁ ସାବଧାନୀରେ କାମ କରିବାର ଦରକାର ଅଛି , ସ୍ତ୍ରୀଙ୍କ ଜାତକରେ ସହଯୋଗ ମିଳିବ , ତାଙ୍କୁ ଉପଦେଶ ନେଇ କେଉଁ କାର୍ଯ୍ୟକୁ କରିବା ଲାଭକାରୀ ହେବ , ଆପଣଙ୍କୁ ସମାଜରେ ଓ କାର୍ଯ୍ୟକ୍ଷେତ୍ରରେ ବଡ ଲୋକଙ୍କର ସମ୍ମାନ ମିଳିପାରିବ , ବାହାନ କିମ୍ବା ମେସିନାରୀ ଜିନିଷର ଉପଯୋଗ କରିବାରେ ଧ୍ୟାନ ରଖନ୍ତୁ , ଶାରରୀକ ହାନି ହୋଇପାରେ,  ମନମୁତାବିକ ପରିବର୍ତ୍ତନ ହେବାର ଦ୍ୱାରା ସବୁ ଶେଷ ହୋଇଯିବ , ଆପଣଙ୍କ ଭାଗ୍ୟ ଆଜମାନ୍ତୁ ନାହିଁ

ମକର ରାଶି : କିଛି ଛୋଟ ବିବାଦକୁ ଛାଡିଦିଅନ୍ତୁ , ଆଜିର ଦିନ ଭଲ ରହିବ , ଧର୍ମର ପ୍ରତି କିଛି ଅରୁଚି ଉତ୍ପନ୍ନ ହୋଇପାରେ, ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ବିକାର୍ ହୋଇପାରେ,  ଯାତ୍ରାର ଯୋଗ ହେଉଛି , ଯାହା ଶୁଭ ହେବ , ବିଦେଶ ଯିବାରେ କେଉଁ ନୁଆ କାର୍ଯ୍ୟ କରିବାରେ ପ୍ରାରମ୍ଭିକ ଶୁଭଫଳ ଦେବ , ଭୁମି ଭବନ ଆଦି କିଣା ଦ୍ୱାରା ଲାଭବାନ ହେବେ , ରୋଜଗାର ପ୍ରତି ସହଜ ହେବେ , କ୍ଷୀର ମିଶ୍ରିତ ଜଳ ଶିବଲିଙ୍ଗ ଉପରେ ଅଭିଷେକ କରନ୍ତୁ ।

କୁମ୍ଭ ରାଶି : ଶିକ୍ଷା ଓ ଚାକିରି କ୍ଷେତ୍ରରେ ବଡ ସଫଳତା ହାସିଲ୍ କରିବେ , ଭୌତିକତା ଓ ରୁଜ୍ଞାନ ବଢିବ , ଯାହାପରେ ମାନସିକ ଚିନ୍ତା ଅନୁଭବ କରିବେ , ଆଳସ୍ୟରେ ବୃଦ୍ଧି ହୋଇପାରେ , ପୁରୁଣା ସଂମ୍ପର୍କ ସୁଧୁରି ପାରେ , ସଂମ୍ପର୍କରେ ସୁଧାର ଆପଣଙ୍କ ଜୀବନରେ ନୁଆ ଖୁସିନେଇକରି ଆସିବ , ଓଁ ନମଃ ଶିବାୟ ଏହି ମନ୍ତ୍ରର ଅଧିକା ଜପ କରନ୍ତୁ , ଶିବଙ୍କର କୃପା ପାଇବେ , କାର୍ଯ୍ୟସିଦ୍ଧି ହେବ ମନ ପ୍ରସନ୍ନତା ରହିବ , କେଉଁ ବିପଦପୁର୍ଣ୍ଣ କାମ କରିବାକୁ ସାହାସ କରିପାରିବେ

ମୀନ ରାଶି : ଆଜିର ଦିନ ଅଧିକା ପରିଶ୍ରମ ଭରା ରହିବାର ଅଛି , ଅନିୟମିତତା ଯୋଗୁଂ କ୍ଷତି ହେବ , ଯେଉଁ ଲୋକ ଚାକିରି ସନ୍ଦାନରେ ଅଛନ୍ତି , ସେମାନେ ଚାକିରି ପାଇପାରିବେ , କାମ କାର୍ଯ୍ୟରେ ଭୁଲ୍ କରିବାରେ ରକ୍ଷା ପାଇବା ଉଚିତ୍ , ଜଲଦି ହିଁ ନୁଆ ଯୋଜନା ପୁରା କରିପାରିବେ , ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଏହି ସମୟ ଅନୁକୁଳ ଅଛି , ଟିମ୍ ୱାର୍କ କରି ଆପଣଙ୍କୁ ଉତ୍ସାହ ଓ ଉର୍ଜା ମିଳିବ , ସାମାଜିକ ପ୍ରତିଷ୍ଠା ପ୍ରାପ୍ତି କରିବେ ।

Leave a Reply

Your email address will not be published. Required fields are marked *