October 17, 2024

Odia Express

Here, There and Everywhere

୧୫୦ ବର୍ଷ ପୁରୁଣା ପେଣ୍ଟିଙ୍ଗ୍ ରେ ଦେଖାଗଲା ଏପରି ଜିନିଷ ଯାହାକୁ ଦେଖିଲେ ଉଡିଯିବ ହୋସ୍ , ବିଶ୍ୱାସ ନ ହେଉଥିଲେ ଜୁମ୍ କରି ଦେଖିନିଅନ୍ତୁ…

ସୋସିଆଲ୍ ମିଡିଆରେ ବହୁତ ଗୁଡିଏ ଫଟୋ ଏମିତି ଭାଇରାଲ୍ ହେଉଛି ଯାହା ପ୍ରଥମ ନଜର ବିଲକୁଲ୍ ସାଧାରଣ ନଜର ଆସିଥାଏ , କିନ୍ତୁ ସେହି ଫଟୋକୁ ଜୁମ୍ କରି ଦେଖିଲେ ଏକ ଅଲଗା ପ୍ରକାରର ଲାଗେ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପେଣ୍ଟିଙ୍ଗ୍ ଦେଖାଇବାକୁ ଯାଉଛୁ , ଯାହା ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଲ୍ ହେଇଛି , ସେମିତି ଏହି ଫଟୋ ବିଲକୁଲ୍ ସାଧାରଣ ନଜର ଆସିବ , କିନ୍ତୁ ଯେବେ ଆପଣ ଏହାକୁ ଜୁମ୍ କରିଦେଖିବେ ତେବେ ଏହା ଏକ ଅଲଗା ସତ୍ୟତା ସାମ୍ନାକୁ ଆସିବ ।କହିଦେବୁ କି ଭାଇରାଲ୍ ହେଇଥିବା ଏହି ୧୫୦ ବର୍ଷ ପୁରୁଣା ଫଟୋ ଅଟେ,  ଏହି ଫଟୋକୁ ଜୁମ୍ କରିଦେଖିଲେ ତେବେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟଜନକ ସତ୍ୟତା ଦେଖିବାକୁ ମିଳିବ ,

ଏହି ପେଣ୍ଟୀଙ୍ଗ୍ ଏକ ମହିଳାଙ୍କ ଅଟେ , ଜୁମ୍ କରିଦେଖିଲେ ଏହି ମହିଳାଙ୍କ ହାତରେ ଏକ ଆଇଫୋନ୍ ନଜର ଆସିଲା , ଏହି ସୁନ୍ଦର ପେଣ୍ଟିଙ୍ଗ୍ ରେ ପେଣ୍ଟର୍ ଜର୍ଜ ବ୍ଲାଡ୍ ମୁଲର୍ ବନାଇଥିଲେ,  ମହିଳାଙ୍କ ହାତରେ ଆଇଫୋନ୍ ଅଛି , ଏହି କଥା ପ୍ରଥମଥର ସରକାରୀ ଅଧିକାରୀ ପିଟର ରସେଲ୍ ନୋଟିସ୍ କରିଥିଲେ , ମ୍ୟୁନିଖ ର ନ୍ୟୁ ପିନାକୋଟେକ୍ ମ୍ୟୁଜିୟମ୍ ଏହି ଫଟୋ ଲାଗିଛି ।

ରସେଲ୍  କହିଲେ କି ଏହି ପେଣ୍ଟିଙ୍ଗ୍ କୁ ୧୮୫୦ ର ଆଖପାଖ କିମ୍ବା ସେହି ସମୟରେ ଦେଖିଲେ କେଉଁ ବି ଆଇଫୋନ୍ କୁ ବୁଝିନଥିଲେ  ଲୋକେ ଏହାକୁ ବହି କିମ୍ବା ଅନ୍ୟ କେଉଁ ଜିନିଷ ବୋଲି ଭାବିଥିଲେ, କିନ୍ତୁ ଆଜିର ସମୟରେ ସ୍ମାର୍ଟଫୋନ୍ ଆମର ଜୀବନରେ ଏହି ଭଳି ସାମିଲ୍ ହୋଈଯାଈଛି  ଯାହା ପ୍ରଥମ ଥର ଦେଖିଲେ ଫୋନ୍ ହିଁ ଭାବିଥାନ୍ତି , ଆମେ ଏହି ଅଜବ ଧରଣର ଫଟୋ ନେଇକରି ଆସିଛୁ , ଆପଣ କୁହନ୍ତୁ ଏହି ମହିଳାଙ୍କ ହାତରେ କଣ ହୋଇଥିବ , ୧୫୦ ବର୍ଷ ପୁର୍ବରୁ ସ୍ମାର୍ଟଫୋନ୍ ହେବା ଅସମ୍ଭବ ଥିଲା<  ତାପର ସୁଦ୍ଧା ବି ନିଜ ହାତରେ ସେ କଣ ଧରିଥିଲେ, କିଛି ଲୋକେ ଏହାକୁ ଭୁତିଆ ପେଣ୍ଟିଙ୍ଗ୍ ବୋଲି କହୁଥିଲେ,  ସେମିତି କିଛି ଲୋକ ଏହାକୁ କେଉଁ ଯାଦୁ ରୁ କମ୍ କହୁନଥିଲେ ।

Leave a Reply

Your email address will not be published. Required fields are marked *