୨୦ ଫେବୃୟାରୀ ୨୦୨୦ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୩ଟି ରାଶିଙ୍କ ପାଇଁ ମିଶ୍ରିତ ଫଳଦାୟୀ ରହିବ ଦିନ , କିଛି ଗୁପ୍ତ ଶତ୍ରୁ ପହଞ୍ଚାଇପାରନ୍ତି କ୍ଷତି
ମେଷ ରାଶି : ଆଜି ଆପଣଙ୍କ ମୁଡ୍ ରେ ପରିବର୍ତ୍ତନ ଅନୁଭବ କରିବେ , ଏହି କାରଣରୁ କାମରେ ମନ ଲାଗିବ ନାହିଁ , ଶିକ୍ଷା ପ୍ରତିଯୋଗିତାରେ ପାଇଁ ସମୟ ଅନୁକୁଳ ନାହିଁ , ଲୋକଙ୍କର୍ ବିଷୟରେ ଆପଣଙ୍କୁ କିଛି ରୋଚକ କଥା ଜଣାପଡିପାରେ , ଚାକିରି ସ୍ଥାନରେ ପରିବର୍ତ୍ତନର ଯୋଗ ହେଉଛି , ମାତାଙ୍କର ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ସୁଖର ସାଧନରେ ଲାଗିପଡିବେ , ସନ୍ତାନର ସୁଖ ପ୍ରାପ୍ତ ହେବ , ଗାଇକୁ ରୁଟି ଖାଇବାକୁ ଦିଅନ୍ତୁ , ବିଜନେସ୍ ରେ ଆପଣଙ୍କ ବଡ ଲାଭ ହେବ ।
ବୃଷ ରାଶି : ଦିନର ଆରମ୍ଭରୁ ଆପଣଙ୍କୁ ବହୁତ ପ୍ରତିକୁଳତା ସାମ୍ନା କରିବାକୁ ପଡିପାରେ , ପାରିବାରିକ ଜୀବନରେ ସମୟ ଅନୁକୁଳ ରହିବ , କିତୁ କିଛି ବି ନିର୍ଣ୍ଣୟ ଆବେଶରେ ନିଅନ୍ତୁ ନାହିଁ , ସାବଧାନତା ସହ ପାଦ ଦେବାର ଅଛି , ଉତ୍ତମ ଦାମ୍ପତ୍ୟ ଜୀବନ ମିଳିବ , ସମସ୍ୟା ଶେଷ କରିବାକୁ ଟିକିଏ ସମୟ ଲାଗିପାରେ , ପରିବାରର ଛୋଟ ସଦସ୍ୟଙ୍କ ଚିନ୍ତା ରହିବ , ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ଟା ଅସୁବିଧା ଦେଖାଦେଇପାରେ , ଆପଣଙ୍କ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବାର ଦରକାର ଅଛି ।
ମିଥୁନ ରାଶି : ପରିବାରରେ କେଉଁ ବି ବ୍ୟକ୍ତିଙ୍କ ସହ ମତଭେଦ ହୋଇପାରେ ,ଆପଣଙ୍କ ମନ ବିଚଳିତ ହୋଇପାରେ , ଆଜି ଆପଣ ଉଚ୍ଚ ଅଧିକାରୀଙ୍କ ସମାଜରେ ଉଚ୍ଚ ବ୍ୟକ୍ତିଙ୍କ ସଂମ୍ପର୍କରେ ଆସିପାରନ୍ତି , ଆସିବା ତିନି ଦିନରୁ ଆପଣଙ୍କୁ କିଛି ଶୁଭ ପରିଣାମ ପ୍ରାପ୍ତି ହେବ , କାରୋବାର କ୍ଷେତ୍ରରେ ଉନ୍ନତି ହେବ , ଘର ବାହାର ପ୍ରସନ୍ନତା ରହିବ , କିଛି ବିପଦପୁର୍ଣ୍ଣ ପଦକ୍ଷେପ ଉଠାନ୍ତୁ ନାହିଁ , କେଉଁ କାମକୁ ପୁରା କରିବାକୁ ଯାଇ ଅଧିକା ପରିଶ୍ରମ କରିପାରନ୍ତି , ଆପଣଙ୍କ ଖର୍ଚ୍ଚକୁ ନେଇକରି ବୁଝିବିଚାରି ରହିପାରନ୍ତି ।
କର୍କଟ ରାଶି : ଗୋପନୀୟ କଥା ନିଜ ପ୍ରିୟଙ୍କ ସହ ବାଣ୍ଟିବାର୍ ସଠିକ୍ ସମୟ ଅଟେ , ପ୍ରେମ ସଂବନ୍ଧ ପାଇଁ ଭଲ ସମୟ ଅଛି , ବ୍ୟସ୍ତତା ରହିପାରେ , ବିବାହିତ ଲୋକଙ୍କର ଜୀବନସାଥୀ ସହ୍ ଉଚିତ୍ ବ୍ୟବହାର କରନ୍ତୁ , ଓ ସଂବାଦହୀନତା କୁ ଉଠିବାକୁ ଦିଅନ୍ତୁ ନାହିଁ, ନହେଲେ ବୈଚାରିକ ମତଭେଦ ହୋଇପାରେ , ଆଜି ଆପଣଙ୍କ ସଠିକ୍ ମୌକା ଦେଖିକରି ନିଜ ପ୍ରେମର ନିବେଦନ କରିଦେବେ , ଆପଣ କିଛି ଜରୁରୀ କାମ ଅଧୁରା ହୋଇପାରେ , ନିଜ ଗୁରୁଙ୍କୁ କିଛି ବି ଉପହାର ଦିଅନ୍ତୁ , ଆପଣଙ୍କ ସବୁ ଚିନ୍ତା ଦୁର ହୋଇଯିବ ।
ସିଂହ ରାଶି : ଆଜି ନୁଆ ମିତ୍ର ହେବେ କିନ୍ତୁ ଟିକିଏ ସାବଧାନ ରୁହନ୍ତୁ , କାରଣ ଏଥିରୁ ଅଧିକାଂଶ ସ୍ୱାର୍ଥୀ ହୋଇପାରନ୍ତି , ଯଦି ଆପଣ କେଉଁ ଜିନିଷକୁ ହାସିଲ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ତାହା ହାସିଲ୍ କରିପାରିବେ , ଯାତ୍ରାରେ ଟିକିଏ ସାବଧନତା ରଖନ୍ତୁ , ପ୍ରେମ ସଂବନ୍ଧରେ ସଫଳତା ମିଳିବାର ସଂମ୍ଭାବନା ଅଛି , କାମରେ ମନ ଲାଗିବ ନାହିଁ , ଆଜି କିଛି ମାମଲାରେ ଅଧିକା ଖୁସି ହୋଇପାରନ୍ତି । ପାରିବାରିକ ସଂମ୍ପର୍କିୟ ମିତ୍ର ଇତ୍ୟାଦି ଘରେ ଅତିଥି ରୁପରେ ଆସିପାରନ୍ତି ।
କନ୍ୟା ରାଶି : ଆଜି କାହାଠାରୁ ଧନ ଉଧାର ନିଅନ୍ତୁ ନାହିଁ । ଅନ୍ୟଥା ଆପଣଙ୍କୁ ହାନି ହୋଇପାରେ , ଅନ୍ୟଙ୍କ ଉପରେ ଆପଣଙ୍କ ପ୍ରଭାବରେ ବୃଦ୍ଧି ହୋଇପାରେ , ପ୍ରେମ ସଂବନ୍ଧରେ ପାଇଁ ଦିନ ମିଶାମିଶି ହୋଇପାରେ , କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଭା ପରିଚୟ ଦେବାପାଇଁ ସଫଳ ହେବେ , ଆପଣଙ୍କ ଆକର୍ଷଣ ବଢିପାରେ , କେଉଁ ନୁଆ କାର୍ଯ୍ୟ ଉପକ୍ରମକୁ ପ୍ରାରମ୍ଭ କରିପାରିବେ , ଆୟରେ ବୃଦ୍ଧି ହେବ , ଆପଣ କେଉଁ ବନ୍ଧୁଙ୍କ ବାର୍ଥ ଡେ ପାର୍ଟିରେ ଯାଇପାରନ୍ତି ।
ତୁଳା ରାଶି : କାରୋବାରରେ ପ୍ରଗତି ଓ ଆୟରେ ବୃଦ୍ଧି ହେବ , ଖର୍ଚ୍ଚରେ ବୃଦ୍ଧି ହେବ । ଖର୍ଚ୍ଚରେ ବୃଦ୍ଧି ହେବ କିନ୍ତୁ ଆପଣ ଅଯଥା ଖର୍ଚ୍ଚରୁ ବଞ୍ଚିବେ , ପ୍ରେମ ସଂବନ୍ଧରେ କିଛି ଭୁଲ୍ ହୋଇପାରେ , ଅହଂକାରରୁ ବଞ୍ଚନ୍ତୁ , ଭାଗ୍ୟବୃଦ୍ଧି ହେବାର ସଙ୍କେତ ଅଛି , ବକାୟା ରାଶିର ଦେଣ କରିବେ , କେଉଁ ଖରାପ ଖବର ମିଲିବାର ଅଛି , କୋର୍ଟ କଚେରିର ବିବାଦରେ ଆପଣଙ୍କୁ ଜିତ୍ ମିଳିପାରିବ , ଅଫିସ୍ ରେ କାମରେ ବହୁତ ଚୁନୋତି ଆସିପାରେ ।
ବିଛା ରାଶି : ପରିବାରରେ ଖୁସି ଓ ସୌଭାଗ୍ୟ ଆସିବ , ଆପଣଙ୍କ ଘରେ ଧନ ସହ ଯୋଡି ହୋଇଥିବା ସବୁପ୍ରକାରର ସମସ୍ୟାରୁ ମୁକ୍ତି ମିଳିବ , ପ୍ରେମ ସଂବନ୍ଧିତ ମର୍ଯ୍ୟାଦିତ ରହିବେ , କାରଣ ଏମିତି ନ କରିଲେ ସଂମ୍ପର୍କରେ ବିବାଦ ଆସିପାରେ , ଜୀବନସାଥୀଙ୍କ ସହ ଉପଦେଶ ପାଇଁ ଭଲ ରହିବ , ପଠ ପାଠନ ଓ ଲେଖନ ଇତ୍ୟାଦି କାର୍ଯ୍ୟରେ ଉତ୍ସାହ ଦେଖାଦେବ , କିଛି ମହତ୍ତ୍ୱପୁର୍ଣ୍ନ ବ୍ୟକ୍ତି ଖାସିୟତର ଚିହ୍ନା ହେବେ , ଦୈନିକ କାର୍ଜ୍ୟରେ ଆପଣଙ୍କୁ ପୁର୍ଣ୍ଣ ରୁପରେ ସଫଳତା ମିଳିବ ।
ଧନୁ ରାଶି : ବ୍ୟବସାୟିକ ଦୃଷ୍ଟିକୋଣରୁ ଦୂର ଯାତ୍ରାକରିପାରନ୍ତି , କ୍ରୋଧ ଆବେଶରେ ଆସି ପ୍ରେମର ମଧ୍ୟରେ ଫାଟ ଆଣିବାକୁ ଦିଅନ୍ତୁ ନାହିଁ , ଭୁଲ୍ ଧାରଣା ହେବାର ଆସାର ଅଛି , ଏଥିପାଇଁ ନିଜ ମାମଲାକୁ ସ୍ୱୟ୍ଂ ବୁଝାମଣା କରିବାର ଦରକାର ଅଛି , କାହା ଉପରେ ଅଧିକା ଭରସା କରନ୍ତୁ ନାହିଁ , ସରକାରୀ କାର୍ଯ୍ୟାଳୟରେ ଅଟକିଥିବା କାର୍ଯ୍ୟ କେଉଁ ବାହାର ବ୍ୟକ୍ତିର ସହାୟତାରେ ପୁରା ହେବ , ଯେତେ ଅଧିକା କହିବେ , ସେତେ ଅସୁବିଧାରେ ପଡୀପାରନ୍ତି ।
ମକର ରାଶି : ଆଜି ଆପଣଙ୍କ ଛୁଆଙ୍କ ପଟୁ ଶୁଭ ସମାଚାର ମିଳିବାର ଆଶା ଅଛି , ପାରିବାରିକ ଜୀବନରେ ଅସୁବିଧା ଆସିପାରେ , କିନ୍ତୁ ଅନ୍ତରେ ସବୁ ପୁରୁଣା ଝଗଡା ଶେଷ ହୋଇଯିବ , ଆର୍ଥିକ ସ୍ଥିତିରେ ସୁଧାର ଆସିବ , ନିଜ ପସନ୍ଦର ଜିନିଷ କିଛିକିଣିପାରନ୍ତି , ସେୟାର ମାର୍କେଟ୍ ରେ ଲାଭ ହେବ , ଅନ୍ୟଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ , ସବୁଦିନର କାମ ପୁରା କରିବାରେ ଚିନ୍ତା ଆସିପାରେ , ସ୍ୱସ୍ଥ୍ୟର ମାମଲାରେ ଆପଣ ନିଜକୁ ସତେଜ ଅନୁଭବ କରିବେ ।
କୁମ୍ଭ ରାଶି : ଆଜି ପାରିବାରିକ ଜୀବନ ସୁଖମୟ ହେବ , ବସ୍ତ୍ରଗୁଡିକ ପ୍ରତି ମନ ବଳାଇବେ , ସେୟାର ମାର୍କେଟ୍ ରେ ନିବେଶ କରିଲେ ପ୍ରଥମେ ଶାନ୍ତିର୍ରେ ଭାବନ୍ତୁ , ଆପଣଙ୍କ ମନରେ ଉର୍ଜାର ସଂଚାର ହେବ , ତାହାର ସଠିକ୍ ଦିଗରେ ଉପଯୋଗ କରନ୍ତୁ , ଜୀବନସାଥୀଙ୍କ ସହ ଭାବନାତ୍ମକ ସଂବେଦନଶୀଲତା ସହ ପ୍ରେମରେ ମଧୁରତା ବଢିବ , କିଛି ମାମଲାରେ ଆପଣ ରହିଯାଇପାରନ୍ତି , ନିଜକୁ ଶାନ୍ତ୍ ରଖିପାରିବେ ନାହିଁ , ଗୃହିଣୀଙ୍କ ଦ୍ୱାରା କିଛି ଅସୁବିଧା ହୋଇପାରେ ,ଆବଶ୍ୟକ ବସ୍ତୁ ହଜିଯାଇପାରେ ।
ମୀନ ରାଶି : ଆଜି କେଉଁ ପ୍ରକାରର ନିବେଶ କରୁଥିଲେ ଫାଇଦା ପାଇବେ , ଯଦି କେଉଁ ପ୍ରତିଯୋଗୀ ପରୀକ୍ଷାରେ ପ୍ରସ୍ତୁତି କରୁଛନ୍ତି ତେବେ ଅଧିକା ପରିଶ୍ରମ କରିବାର ଦରକାର ଅଛି , ନହେଲେ ପରିଣାମ ଆପଣଙ୍କ ପକ୍ଷରେ ଆସିବ ନାହିଁ , ଏଥିପାଇଁ ପ୍ରେମର ଭଲ ଦିନ ଅଛି ,ଆଜି ବିନା କଥାରେ ଭଡକି ପାରନ୍ତି , ଏହା ଦ୍ୱାରା ଆପଣଙ୍କ ଛବି ଉପରେ ଖରାପ ପ୍ରଭାବ ପକାଇବ , ଇର୍ଶାଳୁ ବ୍ୟକ୍ତିଙ୍କୁ ହାନି ପହଞ୍ଚାଇବ , ଚାକିରିରେ ଉଚ୍ଚ ଅଧିକାରୀ ପ୍ରସନ୍ନ ହେବେ ।