ଯଦି ମେହେନ୍ଦୀର ରଙ୍ଗ ଅଧିକା ଗାଢା କରିବାର ଅଛି ତେବେ ଆପଣାନ୍ତୁ ଏହି ସହଜ ଘରୋଇ ତରିକା – ଝିଅମାନେ ନିଶ୍ଚୟ ଜାଣିବା ଦରକାର…
1 min readଏଥିରେ କୌଣସି ଦ୍ୱିତୀୟ ରାୟ ନାହିଁ କି ବାକି ଦେଶର ମୁକାବଲାରେ ଭାରତ ଏକ ସଭ୍ୟ ଦେଶ ଅଟେ । ଏଠାରେ ସବୁ ଧର୍ମର ଲୋକଙ୍କ ପାଇଁ ଅଲଗା ହିଁ ରୀତିନୀତି ଅଛି , ଯାହାକି ଲୋକେ ପୀଢି ପୀଢି ଥରି ଆପଣାଇ ଆସୁଛନ୍ତି , ଏମିତିରେ ନାରୀର ସୃଙ୍ଗାର ତା ପାଇଁ ବହୁତ ମାଇନା ରଖେ । କହନ୍ତି କି ଏକ ମହିଳାର ଯଦି ଷୋଳଟି ଶୃଙ୍ଗାର କରିଲେ ସେ ତାର ସୁନ୍ଦରତା ଦ୍ୱାରା କାହାକୁ ବି ମାତ୍ ଦେଇପାରିବ , ଏମିତିରେ ଯଦି ହାତରେ ମେହେନ୍ଦୀ ଲାଗିବ ତେବେ ଆଉ କିଛି ଅଟେ , କେବଳ ଏହା ହିଁ ନୁହେଁ ବରଂ ଯେଉଁ ଝିଅର ବିବାହ ହୋଇଛି ତାର ହାତରେ ମେହେନ୍ଦୀ ଲାଗିବା ପାଦରେ ମେହେନ୍ଦୀର ଶୃଙ୍ଗାର କରାଯାଏ , ଯଦି ସୁନ୍ଦର ଡିଜାଇନ୍ ଓ ଭଲ ରଙ୍ଗ ଥିବ ତେବେ ମେହେନ୍ଦୀ ବହୁତ ଭଲ ଲାଗେ , ଏମିତିରେ ଆଜି ଆମେ ଆପଣଙ୍କୁ ମେହେନ୍ଦୀ ପାଇଁ କିଛି ଘରୋଇ ଉପାୟ କହିବାକୁ ଯାଉଛୁ , ଯାହାକୁ ଆପଣାଇକରି ଆପଣଙ୍କ ହାତରେ ମେହେନ୍ଦୀକୁ ଆହୁରି ସୁନ୍ଦର କରିପାରିବେ , ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ।
ସେମିତି ମେହେନ୍ଦୀ ଯାହା ହାତରେ ବି ଲାଗୁ ତାହା ହାତରେ ସୁନ୍ଦର ଲାଗେ । କିନ୍ତୁ ମେହେନ୍ଦୀ ଯଦି ଭଲ ଡିଜାଇନ୍ ହୋଇଥିବାସହ ରଙ୍ଗ ବି ଗାଢ ହୋଇଥିବ ତେବେ ତାହା ଆହୁରି ଆକର୍ଷଣ ଲାଗେ , ଯେବେ କରବାଚୌଥ କିମ୍ବା ବିବାହର କେଉଁ ଅନ୍ୟ ଉତ୍ସବରେ ଘରର ମହିଳା ଓ ଝିଅମାନେ ମେହେନ୍ଦୀ ଲଗାନ୍ତି , ତେବେ ମନରେ ଏକ ଖାସ୍ ଉତ୍ସାହ ଦେଖିବାକୁ ମିଳେ , କହନ୍ତି କି ଯଦି ଝିଅର ହାତରେ ମେହେନ୍ଦୀ ଗାଢ ରଙ୍ଗର ହୋଇଥିବ ତେବେ ତାହା ଆହୁରି ଚମକ ଆଣିଥାଏ । ଆଜି ଆମେ କିଛି ସହଜ ଉପାୟମାନ କହିବୁ , ଯାହାକୁ ଆପଣାଇ ଆପଣଙ୍କ ମେହେନ୍ଦୀର ରଙ୍ଗ ଲାଲ୍ ଓ ଗାଢା କରିପାରିବେ ।
୧) ମେହେନ୍ଦୀ ପ୍ରାରମ୍ଭିକ ସମୟରେ ଓଦା ରହିଥାଏ , ଯାହାକୁ ସୁଖିବାକୁ କିଛି ସମୟ ଲାଗେ , ଭଲ ରଙ୍ଗ ତେବେ ଆସିଥାଏ ଯେବେ ମେହେନ୍ଦୀ ଭଲରେ ସୁଖି ନଯାଉ , ଏମିତିରେ ମେହେନ୍ଦୀ ଲଗାଇକରି ଆପଣଙ୍କୁ ଧୈର୍ଯ୍ୟ ରଖିବାର ଆବଶ୍ୟକତା ଅଛି, ଏଥିପାଇଁ ଯେବେ ବି ମେହେନ୍ଦୀ ଲଗାଇବେ ତେବେ କମ୍ ସେ କମ୍ ତାହାକୁ ୫-୬ ଘଣ୍ଟା ହାତରେ ରଖିବାକୁ ଦିଅନ୍ତୁ , ଏମିତି କଲେ ମେହେନ୍ଦୀର ରଙ୍ଗ ଗାଢା ହୋଇ ରହିବ ।
୨) ଯଦି ଆପଣଙ୍କୁ ଲାଲ ରଙ୍ଗ ଅଛି , ତେବେ ଘରୁ ଲେମ୍ବୁ ନେଇ ଆସନ୍ତୁ , ଏବେ ଦୁଇ ତିନୋଟି ଲେମ୍ବୁ ନିଅନ୍ତୁ , ଓ ସେଥିରେ ରସକୁ ବାହାର କରନ୍ତୁ , ଏବେ ଏହି ରସରେ ଚିନି ପକାଇ ଭଲ ଭାବେ ମିକ୍ସ କରିନିଅନ୍ତୁ , ଓ କଟନ୍ କପଡାରେ ଏହି ରସକୁ ମେହେନ୍ଦୀରେ ହାଲକାଲଗାଇ ଦିଅନ୍ତୁ , ଏମିତି କରିଲେ ମେହେନ୍ଦୀ ହାତରେ ଲାଗିକରି ରହିବ ଓ ଭଲ ରଙ୍ଗ ବି ଫୁଟୀକି ବାହାରିବ ।
୩) ଘରେ ଯଦି ଲବଙ୍ଗ ଅଛି ତେବେ ମେହେନ୍ଦିରେ ରଙ୍ଗ ଚଢାଇବା ଆହୁରି ସହଜ ହୋଇଯିବ , ଏହାପାଇଁ ଘରେ ରଖିଥିବା ଫ୍ରାଇଙ୍ଗ୍ ପ୍ୟାନ୍ ରେ କିଛି ଲବଙ୍ଗ ରଖନ୍ତୁ , ଓ ତାହାର ଧୁଆଁରୁ ନିଜ ହାତକୁ ସେକନ୍ତୁ , ଏଥିରେ ମେହେନ୍ଦୀ ରଙ୍ଗ ଆହୁରି ଗାଢା ହୋଇଯିବ ।
୪) ମେହେନ୍ଦୀ କୁ କେବେ ପାଣିରେ ଧୋଇବେ ନାହିଁ , ଏହାପାଇଁ କେଉଁସାବୁନ୍ କିମ୍ବା ସର୍ଫ ବ୍ୟବହାର ନ କରନ୍ତୁ , ଭଲ ରଙ୍ଗ ପାଇବାର ଯଦି ଅଛି ତେବେ ଆପଣ ୫-୬ ଘଣ୍ଟା ପରେ ସୋରିଷ ତେଲରେ ହାତକୁ ଘସନ୍ତୁ , ଓ ଭଲ ଭାବରେ ଝାଡିକରି ବାହାର କରିଦିଅନ୍ତୁ ।