ମଜାଦାର୍ କମେଡି – ଜଣେ ମହିଳା ଆଉ ଏକ ମହିଳାକୁ କହିଲା : ଯେବେ ତୋର ଛାଡପତ୍ର ହେଲା ତେବେ ତୋର ଗୋଟିଏ ଛୁଆ ଥିଲା ଏବେ ତିନୋଟି କିପରି – ମହିଳା ଦେଲେ ଏପରି ଜବାବ ଶୁଣିଲେ ହସି ହସି ଗାଡିବେ ଆପଣ…
ଆଜିର ଦୁନିଆଁରେ ଟେନସନ୍ ଭରା ଲାଇଫ୍ ରେ ସମସ୍ତେ ଚିନ୍ତିତ ରୁହନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଏହି ଟେନସନ୍ ଭରା ଲାଇଫ୍ ଦୁର କରିବାପାଇଁ ସବୁଠାରୁ ଭଲ ସାଧନ ସୋସିଆଲ୍ ମିଡିଆ ଜରିଆରେ ଆମେ ମନୋରଞ୍ଜନ ବହୁତ ମଜା ଉଠାଈଥାନ୍ତି , ଏହି କଥା ସତ କି ଆସିବା ଦିନରୁ ବହୁତ ସାରା ଚୁଟକୁଲା ଆମକୁ ଦେଖିବାକୁ ମିଳିଯାଏ , ଯାହା ଆପଣଙ୍କୁ ଚିନ୍ତା ଭରା ଜୀବନରେ ଆଶ୍ୱସ୍ତି ଦେଇଥାଏ , ଏହି କଥା ସତ କି ସମସ୍ତେ ନିଜ ଚିନ୍ତା ପାଇଁ କିଛି ସମୟ ବାହାରକୁ ବାହାରିକରି ନିଜ ମୁଡ୍ କୁ ଫ୍ରେସ୍ କରନ୍ତି , କିନ୍ତୁ ଏମିତି କରିଲେ ବହୁତ ଥର କେହି ସାଥି ନଥାନ୍ତି ଯିଏ ତାଙ୍କୁ ଉତ୍ସାହ ଯୋଗାଇବ , ଯଦି ବି କିଏ ଥିବ ସିଏ ୨୪ ଘଣ୍ଟା ରହିନଥିବ । ଆସନ୍ତୁ କିଛି ମଜାଦାର ଚୁଟକୁଲା ବିଷୟରେ ଜାଣିବା ।
୧) ସାନ୍ତା : ଆଜି କାଲି ମୋର ଦିମାଗ ବହୁତ ଅଧିକା ଚାଲୁଛି । ବାନ୍ତା : କେମିତି ପାଜି, ସାନ୍ତା : ମୁଁ ଯେବେ ଥଣ୍ତା ଦିନରେ ଏସି ଲଗାଇନେଇଛି , ବାନ୍ତା : ଏବେ ଏତେ ଶୀତରେ ଏସି , ସାନ୍ତା : ଭାଇ ମୁଂ ଏସି ଓଲଟା ଲଗାଇଛି , ସେ ଗରମ ପବନ ଦେବ , ଥଣ୍ତା ପବନ ବାହାରକୁ ।
୨) ସ୍ୱାମୀ : ଏଇଟା କେମିତି ଡାଲି ତିଆରି କରିଛ , ନା ଲୁଣ ଅଛି ନା ଲଙ୍କା , ବିଲକୁଲ୍ ଫିକା ଲାଗୁଛି , ତୁମର ସବୁଦିନ ଯାକ ମୋବାଇଲ୍ ରେ ଲାଗିଛ , କିଛି ଜଣା ନାହିଁ କଣ ପକାଇଛ କଣ ନାହିଁ ।
ସ୍ତ୍ରୀ : ବେଲେଣ ଦେଖାଇକରି ପ୍ରଥମ ତୁମ ମୋବାଇଲ୍ ସାଇଡ୍ ରେ ରଖିକରି ଖାଅ , କେତେ ବେଳୁ ଦେଖୁଛି , ପାଣିରେ ବୁଡାଇ ବୁଡାଇ ରୁଟି ଖାଉଛ ।
୩) ତିନି ସର୍ଦାର କବାଟ ଲକ୍ ହେବା କାରଣରୁ କାର୍ ରେ ଫସି ରହିଥିଲେ , ପ୍ରଥମେ ଗୋଟେ କାମ କରିବା , ଇଞ୍ଜିନ୍ ର୍ ରାସ୍ତାରୁ ବାହାରକୁ ବାହାରିଯିବା । ଦ୍ୱିତୀୟ ସର୍ଦାର୍ : ନା ଡିକିର ରାସ୍ତାରୁ ଅଧିକା ଭଲ ହେବ , ତୃତୀୟ : ଯାହା କରୁଛ ଜଲଦି କର , ବର୍ଷ ହେବାର ଅଛି ଓ କାର୍ ଉପରେ ଛାତ ନାହିଁ ।
୪)ଖବର କାଗଜରେ ବିଜ୍ଞାପନ ଛପା ହେଲା ପୁରୁଣା ମୋବାଇଲ୍ ଦିଅ ଓ ନୁଆ ନେଇଯା ସାନ୍ତା : ତାହାର କୁହାଯାଇଥିବା ଆଡ୍ରେସ୍ ରେ କୌଣସି ଦୋକାନ ନାହିଁ , ସେଠାରେ ଠିଆ ହୋଇଥିବା ଦୁଇଟି ପୁଅଙ୍କୁ ଆଡ ବିଷୟରେ ପଚାରିଲି , ସେହି ପୁଅମାନେ ବନ୍ଧୁକ ଦେଖାଇ କରି କହିଲେ, ବାହାର କର ପୁରୁଣା ମୋବାଈଲ୍ , ଓ ଯାଇକରି ନୁଆ ନେଇଯା ।
୫) ଗୋଟେ ଝିଅ କ୍ଲାସ୍ ରେ ନିଜ ନାକକୁ ବାରମ୍ବାର ନାକ ପୋଛୁଥିଲା , ଶିକ୍ଷକ : କଣ ହେଲା ଝିଅ : ସାର୍ ଥଣ୍ତା ହେଉଛି , ଶିକ୍ଷକ : ସଂନ୍ଧ୍ୟାରେ ଯାଇ ଟୀକିଏ ବ୍ରାଣ୍ତି ପିଇନେବ , ଝିଅ : ସେଥିରେ କଣ ଭଲ ହୋଇଯିବ , ଶିକ୍ଷକ : ଏବେ ତାହାର ଚକ୍କରରେ ରାଜ୍ୟର ରାଜା ବୁଡିଗଲେ , ତୋର କାଶ କଣ ଗୋଟିଏ ଜିନିଷ ଅଟେ ।
୬) ଗୋଟେ ମହିଲା ମହଙ୍ଗା ଗାଡିରେ ବସିଥିଲା, ତେବେ ଗୋଟିଏ ଭିକାରୀ ସେଠାରୁ ଆସିଲା , କହିଲା : ମ୍ୟାଡାମ୍ ୧୦ ଟଙ୍କା ଦେଇଦିଅ , ମହିଳା ଜଣଙ୍କ ତାଙ୍କୁ ପଇସା ଦେଲେ , ଯେବେ ଭିକାରୀ ଭିକମାଗିଯିବାକୁ ଲାଗିଲା , ସେ ଅଟକାଇଲେ , କହିଲେ ବାବା କିଛି ଆଶିର୍ବାଦ ଦେଇକରି ଯାଅ , ଭିକାରୀ ମୋଟି ବିଏମ୍ ଡବଲୁରେ ବସିଛ ଏବେ କଣ ରକେଟ୍ ରେ ବସିବ ।
୭) ଗୋଟେ ମହିଳା ଆଉ ଏକ ମହିଳାକୁ କହିଲା : ଜଣେ ମହିଳା ଆଉ ଏକ ମହିଳାକୁ କହିଲା : ଯେବେ ତୋର ଛାଡପତ୍ର ହେଲା ତେବେ ତୋର ଗୋଟିଏ ଛୁଆ ଥିଲା ଏବେ ତିନୋଟି କିପରି , ଦ୍ୱିତୀୟ ମହିଳା କହିଲେ : ସେ କେବେ କେବେ କ୍ଷମା ମାଗିବା ପାଇଁ ମଧ୍ୟ ଆସନ୍ତି ଭାରି
୮) ଝିଅ : ଶୁଣ ନା , ପୁଅ : କୁହ ନା , ଝିଅ : ନା କିଛି ଜରୁରି କଥା କହିବାର ଥିଲା, ପୁଅ : କୁହ ପ୍ରିୟତମା , ଝିଅ : ମୋତେ ସମସ୍ତଙ୍କ ସାମ୍ନାରେ କହିବାକୁ ଲାଜ ଲାଗୁଛି , ପୁଅ : ଏମିତି କଣ୍ ଲାଜ କହିଦିଅ , ଝିଅ : କାନ ପାଖକୁ ଆଣ , କାନରେ କହିବି , ପୁଅ : ହଉ , ଝିଅ : ତୁମର ପ୍ୟାଣ୍ଟ ପଛକଡୁ ଫାଟିଛି ,