ନୀତା ଅମ୍ବାନୀଙ୍କ ଗୋଟେ ଦିନର ଖର୍ଚ୍ଚ ହୋଇଥାଏ ୧ କୋଟି ଟଙ୍କାରୁ ଆରମ୍ଭ , ଜାଣନ୍ତୁ କିପରି ଅଟେ ତାଙ୍କର ଜୀବନଶୈଳୀ…
ଦେଶର ସବୁଠାରୁ ଧନୀଶାଳୀ ବ୍ୟକ୍ତିଙ୍କ ସ୍ତ୍ରୀ ନିତା ଅମ୍ବାନୀଙ୍କୁ କିଏ ବା ନଜାଣେ , ଯେତେ ବଡ୍ ନାଁ ସେତେ ଖର୍ଚ୍ଚ ବି ଅଧିକା ହୋଇଥାଏ , ବହୁତ ଲୋକଙ୍କର ମନରେ ଏହା ପ୍ରଶ୍ନ ଆସୁଥିବ କି ନୀତା ଅମ୍ବାନୀଙ୍କ ଜୀବନଶୈଳୀ କିପରି ହୋଇଥିବ, ସେ କେତେ ପଇସା ନିଜେ ଖର୍ଚ୍ଚ କରୁଥିବେ , ତେବେ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଆସିଛୁ , ଆସନ୍ତୁ ଜାଣିବା । ଏମିତି ତ ଆପଣ ସମସ୍ତେ ଜାଣିଥିବେ କି ନୀତ୍ ଅମ୍ବାନୀ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ହେବା ସହ ଏକ ଭାରତ ମହିଳା ଉଦ୍ଧମୀ ଅଟନ୍ତି, ନୀତା ଅମ୍ବାନୀ ଧିରୁ ଭାଇ ଅମ୍ବାନୀ ଇଣ୍ଟରନ୍ୟାଶାନାଲ୍ ସ୍କୁଲ୍ ର୍ ସଂସ୍ଥାପକ ଓ ଚେୟାର୍ ପର୍ସନ ଅଛନ୍ତି , ଯେପରି ଆପଣଙ୍କୁ କହିଦେବୁ କି ନୀତା ଅମ୍ବାନୀ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀ ବିଶ୍ୱ ବିଦ୍ୟାଳୟ କାଞ୍ଚିପୁରମ୍ ରୁ ଡକ୍ଟରେଟ୍ ଉପାଧି ମିଳିଛି ।
ଏହି ଉପାଧି ତାଙ୍କୁ ଶିକ୍ଷା , ସମାଜ ସେବା ଓ ମାନବ ପ୍ରେମ ପାଇଁ ମିଳିଛି , ଏତିକି ନୁହେଁ ମୁମ୍ବାଇ ଇଣ୍ତିଆନ୍ କ୍ରିକେଟ୍ ଟୀମ୍ ର ସେ ମାଲିକାଣୀ ଅଛନ୍ତି , ସେ ସମାଜ ସେବା ସଂସ୍ଥା ସହ ଯୋଡି ହୋଇଛନ୍ତି , ଆଜି ଆମେ ନିତା ଅମ୍ବାନୀଙ୍କ ସହ ଯୋଡି ହୋଇଥିବା କିଛି ବ୍ୟକ୍ତିଗତ କଥା କହିବାକୁ ଯାଊଛୁ , ଭାରତର ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ହେବା ସହ୍ ସେ ଦିନରେ କେତେ ଖର୍ଚ୍ଚ କରନ୍ତି ତାହା ଜାଣିଲେ ଆପଣଙ୍କ ଦିମାଗ ଘୁମାଇଦେବ । ନୀତା ଅମ୍ବାନୀ ଏକ ମହାରାଣୀ ଭଳୀ ଜୀବନଶୈଳୀ କାଟୁଛନ୍ତି , ନୀତା ଅମ୍ବାନୀଙ୍କ ଦିନର ଆରମ୍ଭ ଚାହାରୁ ହୋଇଥାଏ , ତାହା କେଉଁ ସାଧାରଣ ଚାହା ନୁହେଁ ବରଂ ସ୍ୱାସ୍ଥକର ଚାହା ଅଟେ ,ଯାହାର ଦାମ୍ ୩ ଲକ୍ଷର ହୋଇଥାଏ
ନୀତାଅମ୍ବାନୀ ବ୍ରାଣ୍ତେଡ୍ ୱାଚ୍ ଓ ବ୍ୟାଗ୍ସ ସଉକିନ୍ ଅଟନ୍ତି , ତାଙ୍କର ଘଡି ଓ ବ୍ୟାଗସ କଲେକ୍ସନ୍ ରେ ବୁଲଗାରି< କର୍ଟୀଆର୍ , ରୋଡୋ , ଗୁଚି, ଓ ହ୍ୟାଣ୍ତବ୍ୟାଗ୍ ରେ ଚନେଲ୍ , ଗୋୟାର୍ଡ୍ , ଓ ଜିମ୍ମି ଚୁ କେଇ କେଲଭିନ୍ ପରି ବ୍ରାଣ୍ତ୍ ଅଛି , କହିଦେବୁ କି ନୀତା ଅମ୍ବାନୀ ଗହଣା ତ ଅଛି ତାହା ପୂଣି ହୀରାର , ତାଙ୍କ ବ୍ୟାଗ୍ ବି ହୀରାରେ ଯଡିତ , ଏହି ୫ ଲକ୍ଷରୁ କମ୍ ନୁହେଁ, ନୀତା ଅମ୍ବାନୀ ଷ୍ଟାଇଲିଷ୍ଟ୍ ଜୋତା ବହୁତ ସଉକ ରଖନ୍ତି , ଏଥିପାଇଁ ଯେତେ ବି କପଡା ତାଙ୍କର ଅଛି ସେ ତାହାକୁ ରିପିଟ୍ କରନ୍ତି ନାହିଁ ନୀତା ଅମ୍ବାନୀ ଡିଜାଇନର୍ ଶାଢି ପିନ୍ଧିଥାନ୍ତି , ଯାହାର ଦାମ୍ ୪୦ ଲକ୍ଷରୁ କମ୍ ହୋଇନଥାଏ ।