ଏ ହେଉଛନ୍ତି ଲୋକପ୍ରିୟ ହିରୋଇନ ମାଧୁରୀ ଦୀକ୍ଷିତଙ୍କ ଭଉଣୀ , ଯିଏ ଦେଖିବାକୁ ଲାଗନ୍ତି ତାଙ୍କ ପରି ସୁନ୍ଦର ଓ ଆକର୍ଷକ – ଏବେବି ଦେଖିନିୟନ୍ତୁ…

ବଲିଉଡ୍ ରେ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି , ମାଧୁରୀ ଦୀକ୍ଷିତ ଯାହାକୁ କିଏ ବା ନଜାଣେ , ତାଙ୍କର ଅଭିନୟ ଓ ସୁନ୍ଦରତାର ସମସ୍ତେ ଦିୱାନା ଅଟନ୍ତି , କହିଦେବୁ କି ମାଧୁରୀ ଦୀକ୍ଷିତ ଭାରତୀୟ ଫିଲ୍ମରେ ଏପରି ସଫଳତା ହାସିଲ୍ କରିଛନ୍ତି , ଯିଏ ଆଜି ସମସ୍ତେ ତାଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି , ୭୦ ରୁ ୮୦ ଦଶକରେ ସ୍ୱୟଂ ସେ ନିଜେ ହିନ୍ଧୀ ସିନେମାର ପ୍ରମୁଖ ଅଭିନେତ୍ରୀ ସୁପ୍ରସିଦ୍ଧ ନୃତ୍ୟାଙ୍ଗନା ରୁପରେ ନିଜକୁ ସ୍ଥାପିତ କଲେ , ତାଙ୍କର ବଢିଆ ନୃତ୍ୟ ଓ ସ୍ୱାଭାବିକ ଅଭିନୟର ଜାଦୁ ଏପରି ହେଲା କି ସମସ୍ତଙ୍କ ହୃଦୟରେ ସେ ରାଜ୍ କଲେ । ମାଧୁରୀ ତାଙ୍କ କ୍ୟାରିୟରର ଆରମ୍ଭ ୧୯୮୫ ରେ ରାଜଶ୍ରୀ ପ୍ରଡକ୍ସନ୍ ଶୋ ପେଇଙ୍ଗ୍ ଗେଷ୍ଟରୁ କରିଥିଲେ, ସେ ଏହି ଶୋରେ ଅତିଥି ଭୁମିକାରେ ନଜର ଆସିଥିଲେ, ଏହାପରେ ସେ ୨୦୦୧ ରେ ସୋନୀର ଶୋ କୋନ୍ ବନେଗା କରୋଡପତିରେ ନଜର ଆସିଥିଲେ,
ତାଙ୍କର କ୍ୟାରିୟରରେ ସବୁଠାରୁ ବଡ ସଫଳତା ତେବେ ମିଳିଲା ଯେବେ ରାଜଶ୍ରୀ ପ୍ରଡକ୍ସନ୍ ଫିଲ୍ମ ହମ୍ ଆପକେ ହେଁ କୌନ୍ ହିଟ୍ ହୋଇଥିଲା, ଏହି ଫିଲ୍ମରେ ସେ ନିଶା ଭୁମିକାରେ ଅଭିନୟ କରିଥିଲେ, ଏହି ହିନ୍ଦୀ ସିନେମା ପ୍ରଥମ ଫିଲ୍ମ ଥିଲା ଯାହା କି ସାରା ବିଶ୍ୱସ୍ତରରେ ଭଲ ଆୟ କରିଥିଲା, ଏହି ଫିଲ୍ମ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ଦର୍ଜ ଅଛି ଏହି ଫିଲ୍ମରେ ଆଲୋଚକ ଭଲ ଓ ସକରାତ୍ମକ ପ୍ରତିକ୍ରିୟା ଦେଇଥିଲେ , ସୁଚନା ପାଇଁ କହିଦେବୁ କି ୧୫ ମେ ୧୯୬୭ କୁ ମରାଠି ପରିବାରରେ ମାଧୁରୀଙ୍କ ଜନ୍ମ ହୋଇଥିଲା, ପିତା ଶଙ୍କରଦୀକ୍ଷିତ ଓ ମାତା ସ୍ନେହ ଲତା ଦିକ୍ଷିତ ଙ୍କ ଝିଅ ମାଧୁରି ଙ୍କୁ ଛୁଆବେଳରୁ ଡାକ୍ତର ହେବାର ଇଚ୍ଛା ରହିଥିଲା ଓ ବୋଧେ ଏହି କାରଣରୁ ସେ ତାଙ୍କ ଜୀବନସାଥୀ ଶ୍ରୀରାମନେନେଙ୍କ ସହ ବିବାହ କରିଥିଲେ,
ଶ୍ରୀରାମନେନେ ଜଣେ ସର୍ଜନ ଅଟନ୍ତି , କହିଦେବୁ କି ସନ୍ ୧୯୮୪ ରେ ମାଧୁରୀ ଦିକ୍ଷିତ ଅବୋଧ ଫିଲ୍ମରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ଏହି ଫିଲ୍ମ ସେତେ ସଫଳ ହୋଇପାରିଲା ନାହିଁ, କିନ୍ତୁ ୧୯୮୮ ରେ ତାଙ୍କ ଫିଲ୍ମ ତେଜାବ୍ ବକ୍ସ ଅଫିସ୍ ରେ ରେକର୍ଡ ଭାଙ୍ଗିଥିଲା , ଏହାପରେ ସେ ପଛକୁ ବୁଲି ଦେଖିନାହାନ୍ତି , ଓ ଲଗାତାର ବଲିଉଡ୍ ରେ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଯେପରି ବେଟା, ରାମ ଲଖନ୍, ପରିନ୍ଦା, ତ୍ରୀଦେବ, ସାଜନ୍, କିଶନ୍ କୈହ୍ନେୟା, ଦିଲ୍, ଖଳନାୟକ, ହମ୍ ଆପକେ ହୈ କୌନ୍ , ରାଜା, ୟାରାନା, ଦିଲ୍ ତୋ ପାଗଲ୍ ହୈ, ପୁକାର ଦେବଦାସ୍ ,
ଫିଲ୍ମ ତେଜାବରୁ ତାଙ୍କୁ ପରିଚୟ ମିଳିଲା , କିନ୍ତୁ ଆଜି ଆଂଏ ଆପଣଙ୍କୁ ମାଧୁରି ଦୀକ୍ଷିତଙ୍କ ବିଷୟରେ ନୁହେଁ , ବରଂ ତାଙ୍କ ଭଉଣୀଙ୍କ ବିଷୟରେ କହିବୁ ଯିଏକି ତାଙ୍କ ପରି ଠିକ୍ ଅବିକଳ ଦେଖିବାକୁ , କହିଦେବୁ କି ତାଙ୍କର ଭଉଣୀ ରୁପା ଓ ଭାରତୀ ଦୁହେଁ ଭଉଣୀ ଏବେ ସେଟଲ୍ ହୋଈଯାଇଛନ୍ତି , ଯାହାଙ୍କ ବିଷୟରେ ଅଧିକା ସୁଚନା ନାହିଁ, କିନ୍ତୁ ଏବେ ତିନି ଭଉଣୀ ଓ ପରିବାର ବହୁତ ଫଟୋ ଅଛି , ଯାହାକୁ ବହୁତ ମଧୁର ସଂମ୍ପର୍କରେ ଅଛି , ସାଧାରଣତଃ ମାଧୁରି ନିଜ ସ୍ୱାମୀ ଓ ଛୁଆଙ୍କ ସହ ଆମେରିକାରେ ରୁହନ୍ତି , ସେଠାରେ ସେ ଡ୍ୟାନ୍ସ କ୍ଲାସେସ୍ ଚଲାଉଛନ୍ତି ।