October 17, 2024

Odia Express

Here, There and Everywhere

ଯୁବରାଜ ସିଂ କହିଲେ ସେହି ୩ ଜଣ ବ୍ୟାଟ୍ସମ୍ୟାନ୍ ଙ୍କ ନାଁ ଯିଏ ଟି T20 କ୍ରିକେଟ୍ ରେ ଲଗାଇପାରନ୍ତି ଦ୍ୱିତୀୟ ଶତକ – ଦେଖନ୍ତୁ କିଏ ସେ ମହାନ ଖେଳାଳି..

ଭାରତୀୟ କ୍ରିକେଟ୍ ଟିମ୍ ର ଦିଗଜ୍ ଅଲରାଉଣ୍ତର୍ ଯୁବରାଜ ସିଂ ଟି ଟ୍ୱେଣ୍ଟି କ୍ରିକେଟ୍ ରେ ତମାମ୍ ରେକର୍ଡସ ନିଜ ନାଁରେ କରିଛନ୍ତି , ମାତ୍ର ୧୨ ଟି ବଲ୍ ରେ ଅର୍ଦ୍ଧଶତକ କରିଥିବା ସହ ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ୍ ୨୦୦୭ ରେ ଷ୍ଟୁଆର୍ଟ ବ୍ରଡ୍ ଙ୍କ ଗୋଟେ ଓଭରରେ ୬ ଟି ବଲରୁ ୬ ଟି ଛକା ମାରିବାର ବିଶ୍ୱରେକର୍ଡ ବି ନିଜ ନାଁରେ କରିଛନ୍ତି , ୧୦ ଜୁନ୍ ୨୦୧୯ କୁ ନିଜ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ସନ୍ୟାସ ନେଇଥିବା ଏବେ ଯୁବି ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ର ସେହି ୩ ଜଣ ବ୍ୟାଟ୍ସମ୍ୟାନ୍ ଙ୍କ ନାଁ କହିଛନ୍ତି ଯିଏ ଟି ଟ୍ୱେଣ୍ଟିରେ ଦ୍ୱିତୀୟ ଶତକ ଲଗାଇବାର କ୍ଷମତା ରଖନ୍ତି । ଟି ଟ୍ୱେଣ୍ଟି କ୍ରିକେଟ୍ ରେ ଯେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଦ୍ୱିତୀୟ ଶତକ ଲଗାଇବା ମୁସକିଲ୍ ହୋଇଥାଏ , ଏମିତିରେ ଦ୍ୱିତୀୟ ଶତକ ଲଗାଇବା ମାନିଲେ ଅସମ୍ଭବ ଦେଖାଯାଏ , କିନ୍ତୁ ଯେବେ ଭାରତୀୟ କ୍ରିକେଟ୍ ଟିମ୍ ଦିଗଜ୍ ଅଲରାଊଣ୍ତର୍ ଖେଳାଳୀ ଯୁବରାଜ ସିଂ ପୁରା ବିଶ୍ୱାସର ସହ ବିଶ୍ୱ କ୍ରିକେଟ୍ ର ସେହି ଦିଗଜଙ୍କ ନାଁ କହିଲେ ତେବେ ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ ।

ଯୁବରାଜ ସିଂ ସ୍ପୋଟ୍ସସ୍ ୩୬୦ କୁ ଦେଇଥିବା ଏକ ସାକ୍ଷାତକାରରେ କହିଲେ କି “ ମୋର ମାନିବାକଥା କି ଟି ଟ୍ୱେଣ୍ଟିରେ ଦ୍ୱିତୀୟ ଶତକ ଲଗାଇବା ବହୁତ କଠିନ ହୋଇଥାଏ , କିନ୍ତୁ ମୁଁ କହିପାରିବି କି ଏହା ଅସମ୍ଭବ ବି ନୁହେଁ , ଏହି ଦିନରେ ଯେପରି ଖେଳ ଚାଲିଛି , ତାହାକୁ ଦେଖି ଲାଗୁଛି କି କିଛି ବି ଅସମ୍ଭବ ନୁହେଁ। ଏଥିପାଇଁ ଅପେକ୍ଷା କରିବା ଦରକାର କି କିଏ ଦ୍ୱିତୀୟ ଶତକ ଲଗାଇପାଉଛି , କ୍ରିସ୍ ଗେଲ୍ , ଓ ଏବି ଡେଭିଲିୟର୍ସ, କାମ କରିପାରିବେ , ଏଥିରେ ତୃତୀୟ ନାଁ ରୋହିତ୍ ଶର୍ମାଙ୍କର ଅଛି ଯିଏକି ଟି ଟ୍ୱେଣ୍ଟି ଇଣ୍ଟରନ୍ୟାଶାନାଲ୍ ରେ ଦ୍ୱିତୀୟ ଶତକ ଲଗାଇବାର କ୍ଷମତା ରଖନ୍ତି

ଟି ଟ୍ୱେଣ୍ଟି ଛଡା ଅଲଗା ଲିଗ୍ ଟି ଟ୍ୱେଣ୍ଟି ସିରିଜ୍ ରେ କଥା କହିଲେ ଏବେ କେଉଂ ବି ବ୍ୟାଟ୍ସମ୍ୟାନ୍ ଦ୍ୱିତିୟ ଶତକ ଲଗାଇନାହିଁ , ଯଦି ଆମେ ଏକ ଦିବସୀୟ କଥା କହିବା ତେବେ ଏହିଥିରେ ଦ୍ୱିତୀୟ ଶତକ ଲଗାଇବା ବ୍ୟାଟ୍ସମ୍ୟାନ୍ ବହୁତ ସମୟ ନେଲେ , ପ୍ରାୟ ୪୦ ବର୍ଷ୍ ପରେ ଏକ ଦିବସୀୟ କ୍ରିକେଟ୍ ରେ ଭଗବାନ ଜଣାଯାଉଥିବା ସଚିନ୍ ତେନ୍ଦୁଲକର୍ ୨୦୧୦ ରେ ପ୍ରଥମ ଦ୍ୱିତିୟ ଶତକ ଲଗାଇଥିଲେ,  ତାପରେ ବିରେନ୍ଦ୍ର ସେହ୍ୱାଗ୍ , ରୋହିତ୍ ଶର୍ମା ୩ ଥର ମାର୍ଟିନ୍ ଗଫଟିଲ୍ , କ୍ରିସ୍ ଗେଲ୍ , ଫଖର୍ ଜମା , ଦ୍ୱିତୀୟ ଶତକ ଲଗାଇବାର ରେକର୍ଡ କରିଛନ୍ତି ।

ଭାରତୀୟ କ୍ରିକେଟ୍ ର ସଲାମୀ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିଶ୍ୱ କ୍ରିକେଟ୍ ରେ ହିଟ୍ ମ୍ୟାନ୍ ଭାବେ ଜଣାଯାଆନ୍ତି , ରୋହିତ୍ ଏକ ଦିବସୀୟ ମ୍ୟାଚ୍ ରେ ଏକ ମାତ୍ର ବ୍ୟାଟ୍ସମ୍ୟାନ୍ ଅଟନ୍ତି ଯିଏକି ୩ ଶତକ ମାରିଛନ୍ତି , ହିଟ୍ ମ୍ୟାନଙ୍କ ଟି ଟ୍ୱେଣ୍ଟିରେ ସର୍ବଶ୍ରେଷ୍ଠ ସ୍କୋର୍ ୧୧୮ ଥିଲା , ସେ ଏବେ ପର୍ଯ୍ୟନ୍ତ ଟି ଟ୍ୱେଣ୍ଟିରେ ୪ ଥର ଶତକ ମାରିଛନ୍ତି ,

ୱେଷ୍ଟଇଣ୍ତିଜ୍ ର ବିସ୍ପୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଟୀ ଟ୍ୱେଣ୍ଟିରେ ୨ ଶତକୀୟ ପାରି ଖେଳିଛନ୍ତି , ସେମିତି ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ଅଲବିଦା କହିଥିବା ଏବି ଡେଭିଲିୟର୍ସ ଗୋଟେ ବି ଶତକ ଲଗାଇନାହାନ୍ତି , ଘରୋଇ ଟି ଟ୍ୱେଣ୍ଟି ତାଙ୍କର ସର୍ବାଧିକ ସ୍କୋର୍ ୧୩୩ ଥିଲା,  ଫ୍ରାଞ୍ଚାଇଜି ଲିଗ୍ ରେ ନିଜ ବ୍ୟାଟିଙ୍ଗ୍ ଯାଦୁ ଦେଖାଇଥିବା ଏଭି ଡେଭିଲିୟର୍ସ ଟି ଟ୍ୱେଣ୍ଟିରେ ଦ୍ୱିତୀୟ ଶତକ ଲଗାଇପାରିବେ ।

Leave a Reply

Your email address will not be published. Required fields are marked *