ଏହି ରାଶିଗୁଡିକର ଦୁରକୁ ଚାଲିଯିବେ ମା ଲକ୍ଷ୍ମୀ, ହେବ ବଡ ଧନ ହାନୀ , ବଞ୍ଚିବାପାଇଁ କରନ୍ତୁ ଏହି ଉପାୟ….
ଯେମିତି ସୁଖ ଦୁଃଖ ମଣିଷର ଜୀବନରେ ଆସିଥାଏ ଯାଇଥାଏ ଠିକ୍ ସେହି ପରି ପଇସା ଆମର ଜୀବନରେ ଆସିଥାଏ ଯାଇଥାଏ , କିନ୍ତୁ ଯେବେ ଘରେ କେଉଁ ଏକ୍ସଟ୍ରା ପଇସା ନଥାଏ ତେବେ ଆମେ କାମ ଚଳାଇନେଇଥାଉ , ଓ ମନକୁ ବୁଝାଇନିଅନ୍ତି , ଏହାର ବିପରିତ ଯେବେ ଘରେ ରଖାହୋଇଥିବା ପଇସା କେଉଁ ଦାମିକା ଜିନିଷ ଗାୟବ ହୋଇଯାଏ କିମ୍ବା ଖର୍ଚ୍ଚ ହୋଇଯାଏ ତେବେ ଆମକୁ ବହୁତ ଦୁଃଖ ଲାଗିଥାଏ , ଏହାର କାରଣରୁ ଆମର ସବୁ ପରିଶ୍ରମରୁ କମାଇଥିବା ପଇସା ହାତରୁ ପଳାଏ , ଜାହିର୍ କଥା ଦୁଃଖ ତ ହେବ , ଏମିତି କିଛି ଜଲଦି କିଛି ବିଶେଷ ରାଶିଙ୍କ ସହ ହେବାକୁ ଯାଉଛି । ଏହି ରାଶିର ସହ ଯୋଡି ହୋଇଥିବା ଗ୍ରହ ନକ୍ଷତ୍ର ଆସୁଥିବା ସମୟରେ କିଛି ଖାସ୍ ପୋଜିସନ୍ ହେବ , ଯାହାର କାରଣରୁ ଏହି ରାଶିରେ ନକରାତ୍ମକ ପ୍ରଭାବ ପଡିବ , ଏହି କାରଣରୁ ଏମାନଙ୍କ ଭାଗ୍ୟରେ କଙ୍ଗାଳ ହେବାର ଯୋଗ ଅଛି , ଏଥିପାଇଁ ଏହି ବିଶେଷ ରାଶିଙ୍କର ନିଜ ପଇସା ଓ ଦାମିକା ଜିଇଷ ସଂମ୍ଭାଳିକରି ରଖନ୍ତୁ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଦୁଃର୍ଭାଗ୍ୟପୁର୍ଣ୍ଣ ରାଶିଗୁଡିକ ।
୧)ବୃଷ ରାଶି : ଏହି ରାଶିର ଲୋକଙ୍କ ପାଖରେ ଯେତେ ବି ଜମା ଧନ ରାଶି ଅଛି ତାହା ଏବେ ବିପଦରେ ପଡିବାର ଲାଗୁଛି , ଆପଣଙ୍କ ସଂମ୍ପର୍କୀୟ କେହି ଧୋକା ଦେବାର ଅଛି , ଏହି ଧୋକାର କାରଣରୁ ଆପଣଙ୍କ ପଇସା ବଡ କ୍ଷତି ହୋଇପାରେ , ଏଥିପାଇଁ ଆପଣ କିଛି ମାସ ମଧ୍ୟରେ କାହାକୁ ଭରସା କରନ୍ତୁ ନାହିଁ । ଯଦି ଆପଣ ଏହି ଧୋକାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସବୁ ଶୁକ୍ରବାର ମାତା ଲକ୍ଷ୍ମୀ ପାଖରେ ଦୁଇଟି ଦୀପକ ଲଗାଇଦିଅନ୍ତୁ , ଯଦି ସମ୍ଭବ ହେଉଛି ତେବେ ଏହି ଦିନ ତାଙ୍କ ନାଁର ବ୍ରତ ରଖିବା ଉଚିତ୍ । ଏହା ଦ୍ୱାରା ପଇସାର ସୁରକ୍ଷା ହୋଇପାରିବ ନାହିଁ ।
୨) ସିଂହ ରାଶି : ଏହି ରାଶିର ଲୋକଙ୍କ ପାଖରେ ଜଲଦି ହିଁ ଲକ୍ଷ୍ମୀ ଦୂର ଯିବାର ଯୋଗ ଅଛି । ଏହାର କାରଣରୁ ଆପଣଙ୍କ ଘରେ କେଉଁ ଲୋକଙ୍କର ଖରାପ ନଜର ପଡିବାର ଅଛି । ଏମିତିରେ ଆପଣଙ୍କ ବହୁତ ଶତ୍ରୁ ବି ଆପଣଙ୍କୁ ଖରାପ ଭାବୁଛନ୍ତି କିଛି ତ ଆପଣଙ୍କ ବିପକ୍ଷରେ ଷଡଯନ୍ତ୍ର ରଚାଇବେ । ଏଥିପାଇଁ ଆପଣଙ୍କୁ ନିଜ ଦାମିକା ଜିନିଷ ଓ ପଇସାର ଶତ୍ରୁ ବଞ୍ଚାଇକରି ରଖିବା ଉଚିତ୍ । ନିଜ ଶତ୍ରୁଙ୍କ ସବୁ ଚାଲ୍ ଫେଲ୍ ମାରିବ । ଆପଣ ମା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ପଇସା ରଖନ୍ତୁ , ଓ ତାହା ଉପରେ ସୁପାରି ରଖିଦିଅନ୍ତି । ଏବେ ମାତା ଲକ୍ଷ୍ମୀ ଆରତୀ କରନ୍ତୁ , ଏହା ପରେ ଏହି ପଇସା ଓ ସୁପାରୀ ଘରର୍ ଆଲମୀରା ରଖିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ସବୁ ପଇସା ସୁରକ୍ଷିତ ରହିବ , ଓ ଶତ୍ରୁଙ୍କ ଖରାପ ନଜର ତାହା ଉପରେ ପଡିବ ନାହିଁ
୩) ତୁଳା ରାଶି : ଏହି ରାଶିର ଲୋକେ ତାଙ୍କର କେଉଁ ଦାମିକା ଜିନିଷ ହରାଇପାରନ୍ତି । ଏମିତିରେ ତାଙ୍କ ଭଲ ସେ ରକ୍ଷା କରିବେ , ଓ ତାକୁ ସମ୍ଭାଳିକରି ରଖିଦିଅନ୍ତୁ , ତାହା ସହ ଘରେ ଚୋତି ହେବାର ଆସାର ବି ହେଇପାରିବ , ସବୁ ମିଶାଇକରି ଆପଣଙ୍କ ପଇସା ପଳାଇବ , ଏଥିପାଇଁ ଏହି ଆସୁଥିବା ବିପଦ୍ ପୂର୍ବରୁ ପ୍ରଥମ ପ୍ରସ୍ତୁତ ରହିବାକୁ ହେବ । ଯଦି ଆପଣଙ୍କ ଶୁକ୍ରବାର ଦିନ ଗାଇକୁ ଗୁଡର ରୁଟି ଖୁଆଇବେ , ଓ ମନ୍ଦିରରେ କିଛି ଦାନ କରିଥାନ୍ତି , ତେବେ ଆପଣଙ୍କୁ ବିପଦ ପଳେଇବ ।