ଅସଲରେ ଏହି ବଲିଉଡ୍ ହିରୋଇନ ଙ୍କୁ ବିବାହ କରିବାକୁ ଚାହୁଁଥିଲେ ବଲିଉଡ୍ ସୁପରଷ୍ଟାର୍ ଗୋବିନ୍ଦା , ନାଁ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ..
1 min readହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିରେ ଗୋବିନ୍ଦା ଏପରି ଜଣେ ଅଭିନେତା ଅଟନ୍ତି ଯିଏକି ନିଜ ଅଭିନୟ ସହ ଡ୍ୟାନ୍ସିଙ୍ଗ୍ ପାଇଁ ବି ଜଣାଯାଆନ୍ତି ୯୦ ଦଶକରେ ଫିଲ୍ମ ଇଣ୍ତଷ୍ଟ୍ରିର ଗୋବିନ୍ଦାଙ୍କ ଦାଓ ଚାଲୁଥିଲା , ଗୋବିନ୍ଦା ସେମିତି ସୁନିତାଙ୍କୁ ବିବାହ କରିଥିଲେ କିନ୍ତୁ ଗୋଟେ ଜମାନା ଥିଲା ଯେବେ ଗୋବିନ୍ଦା ନିଜ ସହ ଅଭିନେତ୍ରୀଙ୍କ ସହ ବିବାହ କରିବାକୁ ଚାହୁଁଥିଲେ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ଅଭିନେତ୍ରୀଙ୍କ ସହ ଗୋବିନ୍ଦା ବିବାହ କରିବାକୁ ଇଚ୍ଛା କରିଥିଲେ , କହିଦେବୁ କି ହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିରେ ୯୦ ଦଶକରେ ଗୋବିନ୍ଦାଙ୍କ ସହ ଯେଉଁ ଅଭିନେତ୍ରୀଙ୍କର ନାଁ ନିଆ ହେଉଥିଲା ସେ ହେଲେ କରିସ୍ମା କାପୁର୍ , କରିସ୍ମା ଗୋବିନ୍ଦାଙ୍କ ସହ ଏତେ ଫିଲ୍ମରେ ଅଭିନୟ କରିଥିଲେ କି ସେମାନଙ୍କୁ ବଲିଉଡ୍ ର ସବୁଠାରୁ ସୁପରହିଟ୍ ଯୋଡି ବୋଲି ଜଣାଯାଉଥିଲା, କରିସ୍ମା ଗୋବିନ୍ଦାଙ୍କ ସହ ପ୍ରାୟ ୧୫ ରୁ ଅଧିକା ଫିଲ୍ମରେ କାମ କରିଛନ୍ତି ,
ଗୋବିନ୍ଦା ଓ କରିସ୍ମାଙ୍କ ସହ ଫିଲ୍ମରେ ହିରୋ ନଂ-୧, ସାଜନ ଚଲେ ଶଶୁରାଲ୍, କୁଲି ନଂ୧ ରାଜାବାବୁ, ହସିନା ମାନ୍ ଜାୟେଗି ଆଦି ଫିଲ୍ମ ସୁପରହିଟ୍ ହୋଇଥିଲା । ବଲିଉଡ୍ ରେ ଯଦି କେଉଁ ଅଭିନେତା ଅଭିନେତ୍ରୀଙ୍କ ବିଷୟରେ ଚର୍ଚ୍ଚା ହେଉଥିଲା ତେବେ ତାଙ୍କ ଯୋଡି ବହୁତ ସୁପରହିଟ୍ ଯୋଡି ହିସାବରେ ଜଣାଯାଉଥିଲା , ସବୁ ଡାଇରେକ୍ଟର ଓ ପ୍ରଡୁସର୍ ତାଙ୍କୁ ଫିଲ୍ମରେ ନେବାକୁ ଚାହୁଁଥିଲେ , ସୁତ୍ରରୁ ଜଣାଯାଏ କି କରିସ୍ମାକାପୁର ହିଁ ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଯାହାକି ପ୍ରଫେସନାଲ୍ ଲେବୁଲ୍ ଦୁହେଁଙ୍କ ଯୋଡି ଏକ ଦମ୍ ଫିଟ୍ ବସୁଥିଲା, ଓ ଫିଲ୍ମର ସୁଟିଙ୍ଗ୍ ସମୟରେ ସେମାନେ ବହୁତ ଘନିଷ୍ଠ ବି ହୋଇଯାଇଥିଲେ । କହିଦେବୁ କି ଗୋବିନ୍ଦା ପୁର୍ବରୁ ସୁନିତାଙ୍କୁ ବିବାହ କରିସାରିଥିଲେ,
ଏଥିପାଇଁ କରିସ୍ମାଙ୍କ ଘର ଲୋକେ ଖାସ୍ କରି ତାଙ୍କ ମା ଏହି ବିବାହ ପ୍ରସ୍ତାବକୁ ନା ପସନ୍ଦ କରିଥିଲେ, ଏହି କାରଣରୁ ଗୋବିନ୍ଦା ଓ କରିସ୍ମାଙ୍କ ଆଫେୟାର୍ ବେଶୀ ଦିନ ଆଉ ରହିଲା ନାହିଁ ଓ ଦୁହେଁ ଅଲଗା ହୋଇଗଲେ , ଓ ସେମାନେ ପରବର୍ତ୍ତୀ ସମୟରେ ପ୍ରଫେସନାଲ୍ ରିଲେସନସିପ୍ ଛଡା ଆଉ କିଛି ସଂମ୍ପର୍କ ଯୋଡିଲେ ନାହିଁ , କିନ୍ତୁ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡୀ ବହୁତ ଧମାକାଦାର୍ ଥିଲା, ଓ ସବୁ ଫିଲ୍ମ ତାଙ୍କର ବକ୍ସ ଅଫିସ୍ ରେ ହିଟ୍ ସାବିତ୍ ହୋଇଥିଲା ।
କହିଦେବୁ କି ଗୋବିନ୍ଦାଙ୍କ ଆଫେୟାର୍ ଖବର ପରେ କରିସ୍ମା ତାଙ୍କ ମାଙ୍କୁ ବିବାହ ଜଲଦି କରାଇବାକୁ ଚାହୁଁଥିଲେ , ଏଥିପାଇଁ କରିସ୍ମାଙ୍କ ସଂମ୍ପର୍କ ପୁର୍ବରୁ ଅଭିଷେକ ବଚ୍ଚନଙ୍କ ସହ ସଂମ୍ପର୍କ ଯୋଡା ହେଲା , କିନ୍ତୁ ନିର୍ବନ୍ଧ ହେବାପରେ ଦୁହେଁଙ୍କ ରିଲେସନସିପ୍ ଭାଙ୍ଗିଯାଇଥିଲା , ଏହାପରେ କରିସ୍ମା କାପୁର୍ ତାଙ୍କ ଛୁଆ ବେଳର ସାଙ୍ଗ ସଞ୍ଜୟ କାପୁରଙ୍କ ସହ ଫିକ୍ସ ହୋଇଥିଲା , ଓ ସେହି ବିବାହ ବି ବେଶୀ ଦିନ ଚାଲିପାରିଲା ନାହିଁ , ଓ ଦୁହେଁ ଅଲଗା ହୋଇଗଲେ, କରିସ୍ମା ଓ ସଞ୍ଜୟଙ୍କ ଦୁଇଟି ଛୁଆ ଅଛନ୍ତି , ଯିଏକି ଛାଡପତ୍ର ପରେ ନିଜ ମା କରିସ୍ମାଙ୍କ ସହ ରହୁଛନ୍ତି , ଏବେ ସୁତ୍ରରୁ ଯାହା ଜଣାଯାଉଛି କି କରିସ୍ମା ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦିପଙ୍କ ସହ ଆଉଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ।