October 17, 2024

Odia Express

Here, There and Everywhere

ବିରାଟ କୋହଲିଙ୍କ ପରେ ଏହି ୫ ଜଣ ଖେଳାଳୀ ଟିମ୍ ଇଣ୍ତିଆର ନୁଆ ଅଧିନାୟକ ହେବାର ଅଛନ୍ତି ଦାବିଦାର୍ – ଦେଖନ୍ତୁ କିଏ ସେହି ଖେଳାଳି..

1 min read

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ଏହିଦିନରେ ଭଲ ପ୍ରଦର୍ଶନ୍ କରୁଛି , ବିରାଟ ନିରନ୍ତର ବିଶ୍ୱକ୍ରିକେଟ୍ ରେ ତାଙ୍କର ଅଲଗା ଅଛନ୍ତି , ୨୦୧୪ ରେ ବିରାଟ କୋହଲି ଟେଷ୍ଟ କ୍ରିକେଟ୍ ଆଇସିସି ଟେଷ୍ଟ ରାଙ୍କିଙ୍ଗ୍ ରେ ୨ ବର୍ଷରରୁ  ଟିମ୍ ଇଣ୍ତିଆ ନମ୍ବର ୧ ରେ କବଜା କରିଚି  ,ସେମିତି ସିମିତ ଓଭର ମ୍ୟାଚରେ ଟୀମ୍ ଇଣ୍ତିଆ ନିଜର ଜଲୱା ଦେଖାଇଛି , କିନ୍ତୁ ବିରାଟ କୋହଲି ଅଧିନାୟକତ୍ୱରେ ସେ ଟିମ୍ ଆଇସିସି ରେ କିଛି ବିଜୟ ହାସିଲ୍ କରିନାହିଁ , ଏବେ ଜଦି ଟୀମ୍ ମ୍ୟାନେଜ୍ ମେଣ୍ଟ ବିରାଟ କୋହଲି ପରେ କିଏ ଅଧିନାୟକତ୍ୱ କରନ୍ତି , ତେବେ ସେ ରୋହିତ୍ ଶର୍ମା ହିଁ ଜଣାଯିବେ , ସେମିତି ରୋହିତ୍ ଶର୍ମା ଙ୍କ ବୟସ ୩୨ ବର୍ଷ ଅଟେ, ଭାରତିୟ ମ୍ୟାନେଜମେଣ୍ଟ ଏବେ ଯୁବା ଖେଳାଳୀ ଙ୍କୁ ଟିମ୍ ଅଧିନାୟକ ଭାର ଦେବ ,

୧) ଶ୍ରେୟସ୍ ଅୟର୍ : ଭାରତୀୟ କ୍ରିକେଟ ଟିମ୍ ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଅୟର୍ ଏହି ଦିନ ଭଲ ଫର୍ମରେ ଅଛନ୍ତି , ସେ ଲଗାତାର ଅର୍ଦ୍ଧଶତକୀୟ ପାରି ଖେଲିବାପରେ ଏବେ ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳାଯାଈଥିବା ପ୍ରଥମ ଏକଦିବସିୟ ମ୍ୟାଚ୍ ରେ ସେ ପ୍ରଥମୱାନ୍ ଡେ ଶତକ ମାରିଥିଲେ , ଅୟର୍ ଙ୍କ ଏହି ବିସ୍ପୋରକ ବ୍ୟାଟିଙ୍ଗ୍ ଦେଖି ଟୀମ୍ ରେ ଜାଗା ଅଛି , ବରଂ ଟିମ୍ ମ୍ୟାନେଜମେଣ୍ଟ ନମ୍ବର ୪ ରେ ପହେଲିକୁ ବୁଲାଇଦେଇଛନ୍ତି , ଗତ ୨ ବର୍ଷରୁ ଅଧିକା ସମୟ ଟିମ୍ ଇଣ୍ତିଆ ପାଈଁ ନମ୍ବର ୪ ରେ ବ୍ୟାଟୀଙ୍ଗ୍ କରିଥିବାକୁ ଖୋଜୁଥିବା ଅୟର୍ ରୁପରେ ପାଇଲେ , ଶ୍ରେୟର୍ସ ଅୟର ଭିତରେ ଅଧିନାୟକତ୍ୱର ଗୁଣ ଅଛି  ସେ ଆଇପିଏଲ୍ ରେ ଫ୍ରାଞ୍ଚାଇଜି ଦିଲୀ କ୍ୟାପିଟାଲ୍ସ ଅଧିନାୟକତ୍ୱ କରି ପ୍ରମାଣିତ କରିଦେଲେ କି ୨୦୧୮ ରେ ଦିଲ୍ଳୀର ଅଧିନାୟକତ୍ୱ ସଂମ୍ଭାଳୀଲେ , ଓ ଏହାପରେ ସେ ୨୦୧୯ ରେ ସାତ ବର୍ଷ ସେହି ଟୀମ୍ ପ୍ଲେ ଅଫ୍ ରେ କ୍ୟାଲିଫାଇ କଲା ,

ଏବେ ଶ୍ରେୟର୍ସ ଅୟର୍ସଙ୍କୁ ୨୪ ବର୍ଷ ହୋଇଛି , ଏବେ ବିରାଟ କୋହଲିଙ୍କ ପରେ ତାଙ୍କୁ ଅଧିନାୟକତ୍ୱ ଦିଆଯାଈପାରେ ।

୨) କେ ଏଲ୍ ରାହୁଲ୍ : ଟିମ୍ ଇଣ୍ତିଆର ବିସ୍ପୋରକ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ୍ ଗତ କିଛି ଦିନ ହେଲା ଶାନଦାର୍ ଫର୍ମରେ ଅଛନ୍ତି । କିଛି ସମୟ ପୁର୍ବରୁ ଟିମ୍ ମ୍ୟାନେଜମେଣ୍ଟ କେଏଲ୍ ରାହୁଲ୍ ଙ୍କୁ କ୍ୟାପଅଫ୍ ସଲାମୀ ବ୍ୟାଟ୍ସମ୍ୟାନ୍ ଭାବେ ବ୍ୟବହାର କରିଥିଲେ , କିନ୍ତୁ ଏବେ ସେ ଟିମ୍ ଦରକାର ଅନୁସାରେ କେଉଁ କ୍ରମରେ ବ୍ୟାଟିଙ୍ଗ୍ କରିବାର ସକ୍ଷମ ଅଛନ୍ତି । ପରିଣାମସ୍ୱରୁପ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଓପନିଙ୍ଗ୍ ବି କରାଉଛନ୍ତି , ଓ ମଧ୍ୟକ୍ରମରେ ବି ବ୍ୟାଟିଙ୍ଗ୍ କରୁଛନ୍ତି , ତାହା ସହ ୱିକେଟ୍ କିପିଙ୍ଗ୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ ରେ ବାହାର କରି ୱିକେଟ୍ କିପିଙ୍ଗ୍ ଦାୟିତ୍ୱ ଦେଇଛନ୍ତି , ଏବେ ଏମିତିରେ ଯଦି ଟିମ୍ ମ୍ୟାନେଜମେଣ୍ଟ ଅଧିନାୟକ ବିରାଟ କୋହଲି ପରେ କେଉଁ ଖେଳାଳୀ ଅଧିନାୟକ ହୁଅନ୍ତି ତେବେ ତାଙ୍କ ପାଖରେ କେଏଲ୍ ରାହୁଲ୍ ରୂପରେ ଏକ ଭଲ ବିକଳ୍ପ ରହିବେ ।

କେଏଲ୍ ରାହୁଲ୍ ଙ୍କ କ୍ଷମତାକୁ ଦେଖିକରି ଆଇପିଏଲ୍ ଫ୍ରାଞ୍ଚାଇଜି କିଙ୍ଗ୍ ଇଲେଭେନ୍ ପଞ୍ଜାବ ଆଇପିଏଲ୍ ୨୦୨୦ ତାଙ୍କୁ ଅଧିନାୟକ ନିଯୁକ୍ତକରିଛନ୍ତି , ଏମିତିରେ ଯେବେ ବିରାଟ ଅଧିନାୟକ ଅଲଗା ହେବେ ତେବେ କେଏଲ୍ ପାଖରେ ଭଲ ଅଧିନାୟକତ୍ୱର ଅନୁଭବ ଆସିଯିବ । ଆପଣଙ୍କୁ କହିଦେବୁ କି କେଏଲ୍ ରାହୁଲ୍ ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳିଥିବା ପଞ୍ଚମ ଟି ଟ୍ୱେଣ୍ଟି ମ୍ୟାଚରେ ରୋହିତ୍ ଶର୍ମା ଆଘାତ ହେବା ପରେ କେଏଲ୍ ରାହୁଲ୍ ଅଧିନାୟକତ୍ୱ ସମ୍ଭାଳିଥିଲେ , ଓ ମୁସକିଲ୍ ପରିସ୍ଥିତିରେ ଟୀମ୍ କୁ ଜିତ୍ ଦେଇଥିଲେ ।

୩) ପୃଥବୀ ଶୋ : ଭାରତୀୟ କ୍ରିକେଟ୍ ରେ ଉଦିୟମାନ ଖେଳାଳୀ ପୃଥବୀ ଶୋ ସେହି ଖେଳାଳୀଙ୍କ ଲିଷ୍ଟରେ ଜଣାଯାଆନ୍ତି , ଯିଏକି ବିରାଟ କୋହଲିଙ୍କ ପରେ ଟୀମ୍ ର୍ ଅଧିନାୟକତ୍ୱ ଦିଆଯାଈପାରେ , ଅସଲରେ ପୃଥିବୀ ଶୋ ନିଜ ଅଣ୍ତର-୧୯ ଟିମ୍ କୁ ୨୦୧୮ ରେ ଅଷ୍ଟ୍ରେଲିଆ ବିପକ୍ଷର ବିଶ୍ୱକପ୍ ରେ ୭ ୱିକେଟ୍ ରେ ଜିତ୍ ଦେଇଥିଲେ , ଏହାପରେ ଲଗାତାର ପୃଥିବି ଶୋ ଘରୋଇ କ୍ରିକେଟ୍ ରେ ଶାନଦାର୍ ପ୍ରଦର୍ଶନ୍ କରିଥିଲେ , ୨୦୧୮ ରେ ଡେବ୍ୟୁ କରିବାପରେ ସେ ଶାନଦାର୍ ଶତକୀୟ ପାରି ଖେଳୀଲେ , ଓ ମ୍ୟାନ୍ ଅଫ ଦି ମ୍ୟାଚ୍ ହେଇଥିଲେ । ଏହାପରେ ନ୍ୟୁଜିଲାଣ୍ତ ବିପକ୍ଷରେ ଏକଦିବସୀୟ ମ୍ୟାଚରେ ଓପନିଙ୍ଗ୍ କରି ୨୦ ରନ୍ ର୍ ପାରି ଖେଳିଲେ , କିନ୍ତୁ ପୃଥିବୀ ଶୋଙ୍କ ବିଷୟରେ କହିବା ଭୁଲ୍ ହେବ ନାହିଁ କି ସେ ଭାରତ ପାଇଁ ମ୍ୟାଚ୍ ୱିନର୍ ଖେଳାଳୀ ପ୍ରମାଣିତ ହେବେ ।

୪) ଜଶପ୍ରିତ୍ ବୁମରାହ୍ : ଭାରତୀୟ କ୍ରିକେଟ୍ ଟିମ୍ ର ଦ୍ରୁତ ବୋଲର୍ ଜଶପ୍ରିତ ବୁମରାହ୍ ସେହି ଖେଳାଳୀଙ୍କ ସୁଚିରେ ଅଛନ୍ତି , ଯିଏ କୋହଲିଙ୍କ ପରେ ଟୀମ୍ ଅଧିନାୟକ ଭାର ନେଇପାରନ୍ତି , ଦେଖାଯାଇଛି କି ଭାରତୀୟ କ୍ରିକେଟ୍ ଟିମ୍ ରେ ଅଧିନାୟକତ୍ୱ ପାଇଁ ବ୍ୟାଟିଙ୍ଗ୍ କୁ ପ୍ରାଥମିକତା ଦିଆଯାଏ , ଅନିଲ୍ କୁମ୍ବଲେ ପରେ କେଉଁ ବୋଲର୍ ଙ୍କ ହାତରେ ଅଧିନାୟକତ୍ୱ ଦିଆଯାଇନଥିଲା,  କିନ୍ତୁ ଜଶପ୍ରିତ୍ ବୁମରାହ୍ ଅଧିନାୟକତ୍ୱ ହକଦାର୍ ଅଛନ୍ତି , ଏମିତିରେ ତାଙ୍କର ଭଲ ଫର୍ମ ବି ଚାଲୁଛି , ସେମିତି ବୁମରାହଙ୍କ ପାଖରେ ଅଧିନାୟକତ୍ୱ କରିବାର ଅନୁଭବ ନାହିଁ , ଯଦି ସେ ଅଧିନାୟକ ହୁଅନ୍ତି ତେବେ ଭାରତ ପାଇଁ ଏକ ଭଲ ବିଜେତା ଟିମ୍ ଭାବେ ଜଣାଯିବ ।

ମନିଷ ପାଣ୍ତେ : ଭାରତୀୟ କ୍ରିକେଟ୍ ଟିମ୍ ରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ତେ  ସବୁବେଳେ ସେହି ଖେଳାଳୀଙ୍କ ମଧ୍ୟରୁ ଅଟନ୍ତି ଯାହାକୁ ଟୀମ୍ ରେ କମ୍ ଖେଳିବାକୁ ମିଳିଥାଏ , ଯେବେ ତାଙ୍କୁ ମଉକା ମିଳିଥାଏ ସେ ନିଜର କୌଶଳ ଦେଖାଇଥାନ୍ତି । ମନୀଷ ପାଣ୍ତେ କୋହଲିଙ୍କ ପରେ ଏକ ଭଲ ବିକଳ୍ପ ହୋଇପାରନ୍ତି । ମନୀଷ ପାଣ୍ତେ ଘରୋଇ କର୍ଣ୍ଣାଟକ ଟିମ୍ ପାଇଁ ଅଧିନାୟକତ୍ୱ କରନ୍ତି , ୨୦୧୯ ରେ ସେ କର୍ଣ୍ଣାଟକ ଅଧିନାୟକତ୍ୱ କରି ସେ ଟିମ୍ କୁ ଫାଇନାଲ୍ ମୁକାବଲାରେ ତାମିଲନାଡୁକୁ ହରାଇ ବିଜୟ ହଜାରେ ଓ ଅଲ୍ଲୀ ମୁଶ୍ତାକ୍ ଟ୍ରଫି ନିଜ ନାଁରେ କଲେ , ତାଙ୍କ ଅନୁଭବକୁ ଦେଖି ଏପରି ମନେ ହୁଏ କି ବିରାଟ କୋହଲିଙ୍କ ପରେ ଯଦି କିଏ ଭଲ ଅଧିନାୟକ ହେବେ ତେବେ ସେ ମନୀଷ ପାଣ୍ତେ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *