November 20, 2024

Odia Express

Here, There and Everywhere

ମଜାଦାର ଜୋକ୍ସ ପଢିଲେ ହସି ହସି ଗଡିବେ – ଜଣେ ସ୍ତ୍ରୀଲୋକ ନିଜର ପଡୋଶିନୀଙ୍କୁ କହିଲେ – ତୁ ଜାଣିଛୁ ୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ସନ୍ତାନ ହୋଇନଥିଲେ – ପଡୋଶିନୀ ଆଶ୍ଚର୍ଯ୍ୟରେ : ତାପରେ ତୁ କଣ କଲୁ..

1 min read

ଆଜିକାଲି ଦେଖାଯାଉଛି ଯେ ଲୋକ ହସିବା ପାଇଁ ଟଙ୍କା ଦେଇ ଉପଚାର କରୁଛନ୍ତି । ଏତିକି ନୁହେଁ , ଲୋକେ ନିଜକୁ ନିଜେ ସ୍ଵସ୍ଥ ରଖିବା ପାଇଁ ଓ ହସିବା ପାଇଁ କମେଡି ଫିଲ୍ମ ଓ କମେଡି ଶୋ ନିମନ୍ତେ ନିଜର ସମୟ ଦେଉଛନ୍ତି । ହସକଥାର ପ୍ରଭାବ କୌଣସି ଔଷଧ ଠାରୁ କମ ହୋଇନଥାଏ । ଜୋକ୍ସ କିମ୍ବା ହସକଥାର ନାମ ଶୁଣିବା ମାତ୍ରେ କାହାର ବି ଚେହେରାରେ ହସ ଆସିଯାଏ ଓ ଆସିବା ମଧ୍ୟ ଉଚିତ, କାରଣ ହସକଥା ଆମକୁ ହସେଇବା ଓ ଆମର ସମସ୍ତ ଚିନ୍ତା ଦୂର କରିବା ପାଇଁ ହୋଇଥାଏ । ହସକଥା ଉପରେ ହସ ଆସିବା ବିଲକୁଲ ସ୍ଵାଭାବିକ ହୋଇଥାଏ ।

ଜଣେ ବ୍ୟକ୍ତି ଏକ କଲେଜର ଟଏଲେଟ କୁ ଗଲେ…

ଭିତରେ ଟଏଲେଟ ସିଟ ଉପରେ ବସିଲେ ତ ସାମ୍ନାରେ ଲେଖା ହୋଇଥିବା ଦେଖିଲେ… “ ଏତିକି ପରିଶ୍ରମ ଯଦି ପାଠ ପଢିବାରେ ଲଗେଇଥାନ୍ତ ତେବେ ତୁମେ ଆଜି କୌଣସି ଭଲ ସିଟଉପରେ ବସିଥାନ୍ତ”

ଏବେ ପ୍ରତ୍ୟେକେ କିଛି ନା କିଛି ଟେନସନରେ ଜିଉଛନ୍ତି ଏହି ବେଳାରେ ଜୋକ୍ସ ତାଙ୍କର ଟେନସନ କିଛି ସମୟ ନିମନ୍ତେ ଦୂରକରିଦିଏ ।

ମମ୍ମି: ତୁ ଚୁଟି କଟୋଉ ନାହୁଁ କାହିଁକି . ପୁଅ: ଓଃ ମମ୍ମି!!! ଇଟ୍ସ ଫେସନ!!!  ମମ୍ମି: ନାଲାୟକ … ତୋ ବଡ ଭଉଣୀକୁ ଦେଖିବାକୁ ଆସିଥିଲେ… ସେମାନେ ତୋତେ ପସନ୍ଦ କରି ଚାଲିଗଲେ…

ବିବାହରେ 2ପ୍ଳେଟ ପନୀର ଚିଲ୍ଲି, 3ପ୍ଳେଟ ପଲାଉ, 5ଗ୍ଳାସ ଖିରୀ, 10-12ଗୋଲାପଜାମୁ | ଗେଫିବା ପରେ ପୁଅ ଘରକୁ ଆସି “ମମ୍ମି, ପେଟ କାଟୁଛି”। ମମ୍ମି: ଦୃଷ୍ଟିଆ ହେଲା ଭଳିଆ ଲାଗୁଛି….

ଯେଉଁ ଲୋକମାନେ ବ୍ୟସ୍ତ କିମ୍ବା ରୋଗରେ ପଡିଥାନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ ମେଡ଼ିସିନ ଭଳି କାମ କରିଥାଏ । ଏହା ସେମାନଙ୍କ ପାଇଁ ଏକ ଷ୍ଟ୍ରେସ ବୁଷ୍ଟର ଭଳି କାମ କରିଥାଏ ।

କାଲି ମୁଁ ରୋଡ ଉପରେ ପଡିଥିବା ଅଳିଆ ଉଠେଇ ଡଷ୍ଟବିନରେ ପକେଇଲି, ତ ଦୁଇଜଣ ଲୋକ ତାଳି ମାରୁଥିଲେ… ମନକୁ ବହୁତ ଭଲ ଲାଗିଲା… ପରେ ଜଣାପଡିଲା ଯେ, ଶଳେ ତମ୍ବାଖୁ ରଗଡୁଥିଲେ…

କିଛି ଲୋକ ତ ଏହି ଜୋକ୍ସରେ ନିଜର ନିକଟତର ବନ୍ଧୁ ମାନଙ୍କୁ ଟ୍ୟାଗ କରିଦିଅନ୍ତି । ଆଜି ଆମେ ଆପଣଙ୍କୁ କିଛି ଏପରି ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ସେୟାର କରାଯାଉଛି ।

ଯଦି କାମ ହିସାବରେ ଭାରତୀୟଙ୍କ ନାମ ରଖାଯାଏ… ତେବେ 90%ଲୋକଙ୍କ ନାମ ହେବ ରାୟଚନ୍ଦ,

ଓ… ବାକି 10%ଲୋକଙ୍କ ନାମ ହୁକୁମଚନ୍ଦ॥!!

ମାନୁଛୁ ଯେ ଆମର ଜୀବନରେ ବହୁତ ଦୁଃଖ ରହିଛି, କିନ୍ତୁ ହସିବାର ସୁଯୋଗ ମଧ୍ୟ କମ କେଉଁଠି। ଆଜିକାଲିର ଏହି ସମୟରେ କାହାକୁ ହସେଇବା ସବୁଠାରୁ କଷ୍ଟର କାମ କୁହାଯାଏ । କାହାର ମନ ଦୁଖେଇବା ତ ସହଜ ହୋଇଥାଏ କିନ୍ତୁ ତାକୁ ଖୁସି ଦେବା ମୁସ୍କିଲ ଅଟେ। ସୋସିଆଲ ମିଡିଆରେ ଅନେକ ଜୋକ୍ସ ଏପରି ମଧ୍ୟ ହୋଇଥାଏ ଯାହା ଆମକୁ ହସିବା ନିମନ୍ତେ ବାଧ୍ୟ କରିଦିଏ ।

ପତ୍ନୀ: ଦେଖ ବାହାରେ ବର୍ଷା ହେଉଛି । ପରିବେଶ କେତେ ସୁନ୍ଦର ଲାଗୁଛି। ତୁମର କଣ ପ୍ଳାନ ଅଛି…??? ସ୍ଵାମୀ: ମୋର ତ ସେୟା ଅଟେ 178ରେ 1ଜିବି 28ଦିନ ପାଇଁ। ପତ୍ନୀ: ମରିଯାଅ ଏହି ମୋବାଇଲରେ ପଶିକି …

ପ୍ରତ୍ୟେକ ଲୋକ ଏହା ଚାହାନ୍ତି ଯେ ସେ ସବୁବେଳେ ଖୁସିରେ ରହିବେ ଓ ହସୁଥିବେ କେବେ ମଧ୍ୟ କାନ୍ଦିବେ ନାହିନ କିନ୍ତୁ କେବେକେବେ ଏପରି କିଛି କଥା ହୋଇଯାଏ ଯାହାଦ୍ଵାରା କାନ୍ଦିବାକୁ ହୁଏ କିନ୍ତୁ ଆପଣଙ୍କୁ ଜଣା ଯେ ଆପଣ ଯଦି ଆପଣଙ୍କ ଜୀବନରେ ହସ ଚାଲୁରଖିବେ ତେବେ ଏହା ନା କେବଳ ଆପଣଙ୍କ ନିମନ୍ତେ ଭଲ ତାସହ ଆପଣଙ୍କ ଶରୀରପାଇଁ ମଧ୍ୟ ଉତ୍ତମ ଅଟେ ।

ପତ୍ନୀ: ମୁଁ ଘର ଛାଡି ଯାଉଛି .ସ୍ଵାମୀ: ମୁଁ ମଧ୍ୟ ନିର୍ମଳବାବାଙ୍କ ପାଖକୁ ଯାଉଛି  , ପତ୍ନୀ: ମୋତେ ମାଗିବା ପାଇଁ , ସ୍ଵାମୀ: ନାହିଁ, କହିବାକୁ ଯେ କୃପା ଆସିବା ଆରମ୍ଭ ହୋଇଗଲାଣି

ଆଜିର ଧାଁଦଉଡର ଜୀବନ, ତାଉପରେ କାମ ର ପ୍ରେସର ଆମ ମାନଙ୍କ ମଧ୍ୟରୁ ଅନେକଙ୍କର ତ ସ୍ମରଣ ନଥିବ ଯେ ପୂର୍ବ ଥର କେବେ ହାଃ ହାଃ ହୋଇ ଖୋଲା ହସ ହସିଥିଲୁ। ଯଦିଓ ହସିବା ଆମ ସମସ୍ତଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ। କିନ୍ତୁ ଆମେ ତାହା ନଜରଅନ୍ଦାଜ କରିଦେଉ । ହସିବା ଦ୍ଵାରା ଆମର ଜୀବନ ସ୍ଵସ୍ଥ ଓ ଆନନ୍ଦଦାୟକ ହୋଇଥାଏ ।

ଏମିତି ଯୋଡି ହୋଇ ସେଲଫି ନ ନେ ବାୟାଣୀ…

ବ୍ରେକଅପ ହେଇଯିବ ଯଦି କ୍ରପ ମଧ୍ୟ କରିପାରିବୁ ନାହିଁ

ହସିବାର ନାମ ଜୀବନ… ହସୁଥାଅ ‘ସକାଳ ସନ୍ଧ୍ୟା’ ଯଦି ଏକଥାକୁ ଆପଣ ନିଜର ଜୀବନରେ ଉତାରିବେ ତେବେ କୌଣସି ରୋଗ ପଛକେ ସେ ମାନସିକ କିମ୍ବା ଶାରୀରିକ ଆପଣଙ୍କ ନିକଟକୁ ଆସିପାରିବ ନାହିଁ । ହସକୁ ଶ୍ରେଷ୍ଠ ମେଡ଼ିସିନର ମାନ୍ୟତା ମିଳିଛି ।

ଜଣେ ସ୍ତ୍ରୀଲୋକ ନିଜର ପଡୋଶିନୀଙ୍କୁ କହୁଥିଲେ – ସ୍ତ୍ରୀଲୋକ: ତୁ ଜାଣିଛୁ 20ବର୍ଷ ପର୍ଯ୍ୟନ୍ତ ମୋର କୌଣସି ସନ୍ତାନ ହୋଇନଥିଲେପଡୋଶିନୀ ଆଶ୍ଚର୍ଯ୍ୟରେ : ତାପରେ ତୁ କଣ କଲୁ? ସ୍ତ୍ରୀଲୋକ: ତାପରେ ମୁଁ 21ବର୍ଷର ହେଲି ତ ମୋର ପାପା ମୋର ବିବାହ କରିଦେଲେ… ତାପରେ ଯାଇ ମୁନ୍ନାର ଜନ୍ମ | ପଡୋଶିନୀ ଠିଆ ଠିଆ ବେହୋଶ ହୋଇଗଲା

ଯାହା ପାଖରେ ମଧ୍ୟ ଅନ୍ୟମାନଙ୍କୁ ହସେଇବା ଗୁଣ ଥାଏ ସେ କୌଣସି ଡାକ୍ତରଙ୍କ ଠାରୁ କମ ନୁହେଁ।

ଯଦି କୌଣସି ବ୍ୟକ୍ତି ଅନ୍ୟକୁ ହସେଇବାରେ ମାହିର ସେ ହସିପାରେ ତ ଏହା ତାଙ୍କର ଗୁଣ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସେ ଓ ସମସ୍ତେ ତାଙ୍କ ଆଡକୁ ଟାଣି ହୋଇ ଚାଲିଆସନ୍ତି ।

Leave a Reply

Your email address will not be published. Required fields are marked *