October 17, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : ସ୍ତ୍ରୀ ଭୟଭୀତରେ ସ୍ୱାମୀର ଅଫିସ୍ କୁ ଫୋନ୍ କରି ପଚାରେ କି ଆରେ ତୁମେ କେଉଁଠି ଅଛ ? ତାପରେ ଯାହା କହିଲେ ହସି ହସି ଆପଣ ଗଡ଼ିଯିବେ…

1 min read

ଯେବେ ଆମେ ହସିବା ବିଷୟରେ ଭାବିଥାଉ ତେବେ ଆମର ଦିମାଗରେ ପ୍ରଥମେ ଚୁଟକୁଲା ଆସିଥାଏ , ଚୁଟକୁଲା ହସିବା ଓ ହସେଇବାର ଏକ ମାଧ୍ୟମ ଅଟେ,  ଯାହା ସହଜରେ ଇଣ୍ଟରନେଟ୍ ରେ ଓ ସୋସିଆଲ୍ ମିଡିଆରେ ଉପଲ୍ଲବ୍ଧ ହୋଇଥାଏ , ମୁଡ୍ ଅଫ୍ ହେବାପରେ କିମ୍ବା ଚିନ୍ତାରେ ବୁଡି ରହିଥିଲେ  ଏହି ଚୁଟକୁଲାକୁ ପଢିନେଲେ ଆପଣଙ୍କ ଦିମାଗ ଫ୍ରେସ୍ ହୋଈଯାଏ , ଆଜି କାଲି ହ୍ୱାଟ୍ସ ଆପ୍ ରେ ଲୋକେ ଜଣେ ଅନ୍ୟ ଜଣଙ୍କୁ ଚୁଟକୁଲା ପଠାଉଛନ୍ତି , ଯଦି ଆପଣ ଦିନ ସାରା କାମରେ ଥକା ହୋଇଯାଇଛନ୍ତି ତେବେ କିଛି ସମୟ ଖୋଲିକରି ହସିବାକୁ ଚାହୁଁଛନ୍ତି , ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ଆଣିଛୁ , ଏହି ଜୋକ୍ସ ପଢିକରି ଆପଣଙ୍କୁ ବିଶ୍ୱାସ ଅଛି କି ମୁଡ୍ ଠିକ୍ ହୋଇଯିବ , ଓ ହସିବାର ପାଇଁ ବାଧ୍ୟ ହେଇଯିବେ , ତେବେ ଆସନ୍ତୁ ଜାଣିବା ସେହି ମଜାଦାର୍ ଚୁଟକୁଲା ବିଷୟରେ ।

୧) ବାହାଘରର ପ୍ରଥମ ରାତିରେ ଯେବେ ପପୁ ସ୍ତ୍ରୀର ଓଢଣା କାଢିଦେଖିଲା ଓ କହିଲା , ଆରେ ବାଃ ତୁମର ଚେହେରା ତ ଜହ୍ନ ପରି ଚମକୁଛି  ମୁଁ କେଉଁ ଭଳି ଭାବେ ଏହାକୁ ଧନ୍ୟବାଦ କରିବି , ସ୍ତ୍ରୀ କହିଲା : ମେକ୍ ଅଫ୍ ବାଲିକୁ କହିଦିଅ ।

୩) ଖାଇବାକୁ ବସିଥିବା ସ୍ୱାମୀ ଆବାଜ୍ ଲଗାଇଲା , ଶୁଣୁଛ ଭାଗ୍ୟବତୀ , ଏହା ଯେଉଁ ତରକାରୀ କରିଛ । ଏହାକୁ କଣ କହନ୍ତି , କାଇଁ କଣ ପାଇଁ ପଚାରୁଛ ? ସ୍ୱାମୀ : ଆରେ ମୋତେ ସ୍ୱର୍ଗରୁ ପଚାରାଯିବ , କଣ ଖାଇକରି ମରିଥିଲ ।

୪) ପ୍ରଥମ ସାଙ୍ଗ: ଦୁନିଆଁର ସବୁଠାରୁ ବଡ ଉତ୍ସବ କେଉଁଟା ଅଟେ ? ଦ୍ୱିତୀୟ ସାଙ୍ଗ : ଘରବାଲି , ପ୍ରଥମ ସାଙ୍ଗ୍ : କିପରି ? ଦ୍ୱିତୀୟ ସାଙ୍ଗ୍ : କାରଣ ଏହା ସପ୍ତାହରେ ୩-୪ ଥର ପାଳିବାକୁ ପଡିଥାଏ ।

୫) ଏକ ଛୋଟ ଛୁଆ ରାସ୍ତାରେ ଏକ ଗର୍ଭବତୀ ମହିଳାକୁ ଦେଖିଲା , ଛୁଆ : ଏହି ପେଟରେ କଣ ହୋଇଛି , ମହିଳା : ଏଥିରେ ମୋର ଗୋଲୁ ସା କ୍ୟୁଟ୍ ସା ବେବି ଅଛି । ଛୁଆ : ଏତେ ପ୍ୟାରା ଥିଲା ତ ଖାଇଲ ନାହିଁ ମୋଟି ।

୬) ଜଣେ ବ୍ୟକ୍ତି ଇଞ୍ଜିନିୟରଙ୍କୁ ପଚାରିଲା , ସାର୍ ଏଠାରେ ରହୁଛ ନା କଣ  ? ଇଞ୍ଜିନିୟର୍ ସ୍ତ୍ରୀ ବଡ ମାର୍ମିକ୍ ଜବାବ୍ ଦେଲା , ରହନ୍ତି ତ ସାଇଟ୍ ରେ କିନ୍ତୁ ଆଡ୍ରେସ୍ ପ୍ରୁଫ୍ ପାଇଁ ଏହି ଘର ନେଇଛନ୍ତି ।

୭) ଚମ୍ପୁ ଅଟୋ ଡ୍ରାଇଭର୍ କୁ ଗୁରୁଦ୍ୱାରା ଯିବ । ଡ୍ରାଇଭର୍ : ହଁ ବିଲକୁଲ୍ ଯିବି , ଚମ୍ପୁ ପକେଟ୍ ରୁ ପଲିଥିନ୍ ବାହାର କଲା , ଓ କହିଲା ଯେବେ ଫେରିବ ତେବେ ମୋର ପାଇଁ ଗୁରୁଦ୍ୱାରାରୁ ପ୍ରସାଦ ନେଇକରି ଆସିବ ।

୮)ରାମୁ ମନ୍ଦିର ଯାଈକରି କହିଲା ହେ ଭଗବାନ ମୋର ଚାକିରି କରାଈଦିଅ । ଭଗବାନ : ନଡିଆ, କଦଳି ଓ ସେଓ ଆଣିନ କି ଆଜି ? ରାମୁ କହିଲା : ପ୍ରଭୁ ଆପଣ ଖାଲି କର୍ମ କର , ଓ ଫଳର ଚିନ୍ତା କରନ୍ତୁ ନାହିଁ ।

୯) ମଧୁଆ ସ୍ୱାମୀ ପିଇକରି ଘରକୁ ଆସିଲା ତ ସ୍ତ୍ରୀର ଗାଳିରୁ ବଞ୍ଚିବାପାଇଂ ଏକ ବହି ଖୋଲି ପଢିବାଉ ଲାଗିଲା , ସ୍ତ୍ରୀ : ଆଜି ପୁଣି ପିଇକରି ଆସିଛ ନା? ସ୍ୱାମୀ : ନାଇଁ ତ  ସ୍ତ୍ରୀ : ତେବେ ସୁଟକେଶ୍ ଖୋଲିକରି କଣ କରୁଛ ତାହେଲେ ।

୧୦) ସ୍ତ୍ରି ନିଜ ସ୍ୱାମୀକୁ ଆରେ ଶୁଣୁଛ ଉପରୁ ଏଇ ବ୍ୟାଗ୍ ବାହାର କରିଦେବ , ମୋର ହାତ ଛୋଟ ହେଉଛି , ସ୍ୱାମୀ : ହାତ ଛୋଟ ହେଇଗଲେ ତ କଣ ହେଲା , ନିଜ ଜିଭ ଏକ ଥର ଟ୍ରାଇ କରିନିଅ , ବାହାରିଯିବ , ଏତିକି କହିବାପରେ ଏବେ ସ୍ୱାମୀ ଆଇସିୟୁରେ ଅଛି ।

Leave a Reply

Your email address will not be published. Required fields are marked *