October 17, 2024

Odia Express

Here, There and Everywhere

ଘରେ ଚୁପ୍ ଚାପ୍ ଏଠାରେ ରଖିଦିଅନ୍ତୁ ଏହି ଲବଙ୍ଗ , ଦେଖନ୍ତୁ କିପରି ବରଷିବ ଲକ୍ଷ୍ମୀଙ୍କର ଅପାର କୃପା , କେବେ ରହିବ ନାହିଁ ଧନର ଅଭାବ….

ଆଜିର ସମୟରେ ସମସ୍ତେ ନିଜ ଜୀବନରେ ଖୁସି ରହିବାକୁ ଚାହଁନ୍ତି । ଓ ଏହି ସମୟରେ ଖୁସି ରହିବାପାଇଁ ସବୁଠାରୁ ଦରକାର ହୋଇଥାଏ ପଇସା , କିଛି ଲୋକ ଯିଏ ପରିଶ୍ରମ କରି ପଇସା କମାଇନିଅନ୍ତି କିନ୍ତୁ ପଇସା ତାହା ହାତରେ ଅଧିକା ରହିପାରେ ନାହିଁ , କିଛି ଲୋକ ଏପରିଥାନ୍ତି ଯିଏକି ଅଧିକା ପରିଶ୍ରମ କରିଥାନ୍ତି , ଏତେ ପଇସା କମାଇପାରନ୍ତି ନାହିଁ ଯାହା ଦ୍ୱାରା ତାଙ୍କ ପରିବାର ସୁଖି ଓ ସୁସ୍ଥ୍ୟ ଜୀବନ କଟାଇପାରିବେ , କିଛି ଲୋକଙ୍କର ମନ ରେ ଏହା ବି ଚାଲେ କି ବିନା ପରିଶ୍ରମ କରି ପଇସା କମାଇପାରନ୍ତୁ , କିନ୍ତୁ ଏହା ସମ୍ଭବପର ହୋଇନଥାଏ । କାରଣ ତାହା କୁହାଯାଇଛି କି ଯେବେ ପର୍ଯ୍ୟନ୍ତ କର୍ମ କରିବେ ନାହିଁ ତେବେ ପର୍ଯ୍ୟନ୍ତ ଫଳ ମିଳିବ ନାହିଁ , ଆଜି ଆମେ ଆପଣଙ୍କୁ କିଛି ଧାର୍ମିକ ଉପାୟ କହିବାକୁ ଯାଉଛୁ , ଯାହାକୁ ଆପଣାଇ ଆପଣଙ୍କ ସବୁ ମନୋକାମନା ଜଲଦି ପୁରା ହୋଇଯିବ ,

ଏହି ଉପାୟ ପାଇଁ ଆପଣଙ୍କୁ ଅଧିକା କିଛି କରିବାକୁ ପଡୀବ ନାହିଁ, ଖାଲି ଆପଣଙ୍କୁ ଏକ ଲବଙ୍ଗର ବ୍ୟବହାର କରିବାର ଅଛି , ଏହା ସେହି ଲୋକଙ୍କର ପାଇଁ ଅଟେ ଯାହାଙ୍କୁ ଚାକିରି କିମ୍ବା ପଦୋନ୍ନତି ମିଳିବା ପାଇଁ ଚିନ୍ତାରେ ଅଛନ୍ତି , କିମ୍ବା ବିଜନେସ୍ ହେଉନଥିବ କ୍ଷତିରେ ଚାଲୁଥିବେ , ଏହି ଉପାୟ କରିବାକୁ ହେଲେ ନିଜ ଉପରେ ସଠିକ୍ ଆସ୍ଥା ରଖିବାକୁ ହେବ , ବିଶ୍ୱାସ କରନ୍ତୁ ଏହି ଉପାୟ କୁ କଲେ ଫଳ ନିଶ୍ଚିତ ମିଳିପାରିବ ,

ଗୋଟେ କଥାକୁ ଧ୍ୟାନ ରଖିବେ କି ଏହି ଉପାୟ କରିବା ପୁର୍ବରୁ କାହାକୁ ଏହି ବିଷୟରେ ଆଲୋଚନା କରିବେ ନାହିଁ , ଯଦି ଦମ୍ପତି ହୋଇଥିବେ ତେବେ କେହି କାହାକୁ ଏହି ବିଷୟରେ କେବେ ବି କହିବେ ନାହିଁ । ସବୁଠାରୁ ପ୍ରଥମେ ଏକ ଲବଙ୍ଗ ଓ ଲାଲ କପଡା ନେଇକରି ଲବଙ୍ଗକୁ ବାନ୍ଧି ଦିଅନ୍ତୁ , ଓ ତାକୁ ଆଲମୀରାରେ ରଖିଦିଅନ୍ତୁ , ଓ ଏହାପରେ ସେଠାରେ ଏକ ଦୀପ ଲଗାଇପାରିବେ , କିମ୍ବା ଅଗରବତୀ ଦେଇ ପୁଜା କରିପାରିବେ । ଏହି କାର୍ଯ୍ୟ କରୁଥିବା ସମୟରେ ସ୍ମରଣରେ ମାତା ଲକ୍ଷ୍ମୀଙ୍କର ଶ୍ରଦ୍ଧା ଆସିବାର ଅଛି , ଏହାପରେ ଦେଖିବେ ଆପଣଙ୍କ ଧନ ସଂବନ୍ଧି ସବୁ ଅସୁବିଧା ଗୁଡୀକ ସମାଧାନ ହୋଇଯିବ , ଓ ଆଲମୀରାରେ ପଇସା ଆସିବା ଆରମ୍ଭ ହୋଇଯିବ ।

Leave a Reply

Your email address will not be published. Required fields are marked *