October 17, 2024

Odia Express

Here, There and Everywhere

୭ ଫେବୃୟାରୀ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ -ଆଜି ଶୁକ୍ରବାର ଦିନ ମା ସନ୍ତୋଷୀ ୫ ଟି ରାଶିଗୁଡିକର ଜୀବନରୁ ଦୂର କରିଦେବ ସବୁ ଅସୁବିଧା ଦୂର

୧)ମେଷ ରାଶି : ସ୍ୱାମୀ ଓ ସ୍ତ୍ରୀଙ୍କ ଭଲ ସାମଞ୍ଜସ୍ୟ ରହିବ । ସନ୍ତାନ ଆପଣଙ୍କ ଆଜ୍ଞା ରହିବ । କିଛି ବିତ୍ତିୟ ବାଧାଗୁଡିକ ହୋଇପାରେ , ଯାହାକି ଆପଣଙ୍କୁ ଦେବାରେ କଠିନତା ଆସିପାରେ , ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ , ଥକାପଣ ଓ ଦୁର୍ବଳତା ରହିପାରେ , ରଚନାତ୍ମକ କାର୍ଯ୍ୟରେ ନାଁ କମାଇବେ , ଆପଣଙ୍କ ପ୍ରେମୀଙ୍କ ମଧ୍ୟରେ କିଛି ବିବାଦ ଚାଲୁଛି , ତାହାକୁ ବୁଝାଇବାରେ ସଠିକ୍ ସମୟ୍ ଆସିଛି , ମନ୍ଦିରରେ ଚଣାର ଡାଲି ଦାନ କରନ୍ତୁ । ମାନ ସମ୍ମାନର ବୃଦ୍ଧି ହେବ ।

୨)ବୃଷ ରାଶି : ଆଜି ଆପଣଙ୍କ ମିତ୍ରଙ୍କର ସହଯୋଗ ରୁ ପ୍ରଗତି ହେବ , ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ ଗତିବିଧିଉପରେ ଆକର୍ଷିତ ହେବେ , ପାରିବାରିକ ଜୀବନ ସୁଖମୟ ରହିବ , କାର୍ଯ୍ୟକ୍ଷେତ୍ରରେ ବିପରୀତ ପରିସ୍ଥିତିର ସାମ୍ନା କରିପାରନ୍ତି । ଅନ୍ୟମାନଙ୍କୁ ଉକସାଇବାକୁ ଆସନ୍ତୁ ନାହିଁ , ଘର ଓ ଫ୍ଲାଟ୍ ସଂବନ୍ଧିତ କାମ ପୁରା ହେବାର ଅସୁବିଧା ଦେଖାଦେଇପାରେ , ବନ୍ଧୁଙ୍କ ସହ୍ କେଉଁ ଆଡେ ବୁଲିବାର ପ୍ଲାନ୍ କରିପାରନ୍ତି ।

୩)ମିଥୁନ ରାଶି : ବେପାରୀଙ୍କର ଧନ ଲାଭ ହେବାର ଯୋଗ ହେଉଛି , ପରୀକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ପରିଣାମ ଦେବ , ଶଶୁରଘରେ ମାନ ସମ୍ମାନ ମିଳିବ , ବିର୍ଦାର୍ଥୀ ବର୍ଗ ଓ ଶୈକ୍ଷାଣିକ କାର୍ଯ୍ୟରେ ସଫଳତା ପାଇବେ , ପାର୍ଟି ପିକନିକ୍ ର କାର୍ଯ୍ୟକ୍ରମ ହୋଇପାରେ,  ଜୋସ୍ ରେ ଆସି କିଛି ଏପରି କାମ କରନ୍ତୁ ନାହିଁ ଯାହା ଆପଣଙ୍କୁ ବିପଦମୁହଁକୁ ଠେଲି ଦେବ , ନିଜ କାମ ପାଇଁ ଯାହା ବି ପ୍ଲାନିଙ୍ଗ୍ କରୁଛନ୍ତି , ତାହାକୁ ବାରମ୍ଭାର ବଦଳାନ୍ତୁ ନାହିଁ , ଗାଇକୁ ରୁଟି ଖାଇବାକୁ ଦିଅନ୍ତୁ , ଆପଣଙ୍କ ସ୍ଥିତି ସୁଧୁରିବ ।

୪)କର୍କଟ ରାଶି : ଆପଣଙ୍କ ଶୈକ୍ଷଣିକ କାର୍ଯ୍ୟରେ ରୁଚି ବଢିବ , ସଂମ୍ପତ୍ତି କିମ୍ବା ବାହାନ ବିକ୍ରି କିମ୍ବା ଖରିଦ ଉପରେ ଲାଭବାନ ହେବେ , ଅନାଥଳାୟରେ ଯାଇକରି କିଛି ଦାନ କରନ୍ତୁ , କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାର୍ ଆବଶ୍ୟକତା ପଡୀପାରେ , ପଇସା ମାମଲାରେ କେବଳ ତାହା କରନ୍ତୁ ଯାହା ଆପଣଙ୍କ ମନ କହିବ , ସବୁଦିନର କାମ ନିପଟାଇବାପାଇଁ ଆପଣଙ୍କ ବିଳମ୍ବ ହୋଇପାରେ , ନିଜ ଅଧିକା ସମୟ ପରିବାର ଲୋକଙ୍କ ସହ ବିତାଇବେ ।

୫) ସିଂହ ରାଶି : ଆଜି ଆପଣଙ୍କ ପରିଶ୍ରମରୁ ଆର୍ଥିକ ସଙ୍କଟ ପାର୍ କରିବାରେ ସକ୍ଷମ ହେବେ , କେଉଁ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାରେ ପୂର୍ବରୁ ଭାବିନିଅନ୍ତୁ , ପାରିବାରିକ ଜୀବନ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ମଉଜ ଓ ସଉକ ତଥା ମନୋରଞ୍ଜନ ପଛରେ ଖର୍ଚ୍ଚ ହେବ , ଘରୋଇ ଆବଶ୍ୟକତା ଉପରେ ବ୍ୟୟ ହେବ , ସ୍ଥାୟୀ ସଂମ୍ପତ୍ତି କାର୍ଯ୍ୟ ବଡ ଲାଭ ଦେଇପାରିବ , ନିଜ ଲୋକଙ୍କ ଆଜି ଆପଣ ଲାଗିପାରନ୍ତି , ବିବାହିତ ଲୋକଙ୍କ ପାଇଁ ଆଜିର ଦିନ ଠିକ୍ ଠାକ୍ ରହିବ ।

୬) କନ୍ୟା ରାଶି : ଆଜି ଆପଣଙ୍କୁ ସମ୍ଭାଳିକରି ଚଳିବାକୁ ହେବ । କିଛି କାମରେ ଫାଲତୁ ଖର୍ଚ୍ଚ ହୋଇପାରେ,  ଆପଣ ନୁଆ ସଂମ୍ପର୍କ ସ୍ଥାପନ କରିବେ , ବନ୍ଧୁ ସହଯୋଗ କରିବେ , ଓ ଆପଣଙ୍କ ପାରିବାରିକ ଜୀବନ ଉତ୍ସାହପୁର୍ଣ୍ଣ ରହିବ , ଆପଣ ନିଜ କାରୋବାରରେ କେଉଁ ନିଜ ସଂମ୍ପର୍କୀୟ ସହ ଭାଗ ନିଅନ୍ତୁ ନାହିଁ , କେଉଁ ବ୍ୟକ୍ତି ସହ ବିନା କାରଣରେ ବିବାଦ ହୋଇପାରେ , ବେପାର ବ୍ୟବସାୟରେ ଭଲ ଚାଲିବ , କେଉଁ ଧର୍ମ ସଂବନ୍ଧି କଥା କିମ୍ବା ମାମଲା କୁ ନେଇକରି ଯୁକ୍ତି ହୋଇପାରେ ।

୭) ତୁଳା ରାଶି : ଆଜି କେଉଁ ଛୋଟ ମୋଟ ପରିବର୍ତ୍ତନ ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ । ଛୋଟ ଯାତ୍ରା ପାଇଁ ଏହା ଏକ ଭଲ ଦିନ ଅଛି । ପରିବାର ସହ କଟାଇଥିବା ସମୟ ଭଲ ରହିବ , କେଉଁ କଠିନ ପାରିବାରିକ ମାମଲାରେ ସାବଧନତା ରଖନ୍ତୁ , କାରୋବାରରେ ସନ୍ତୁଷ୍ଟି ରହିବ , କିଛି ନୁଆ କରିବାର ଚେଷ୍ଟା ନକରିବା ଭଲ , ଚାକିରିରେ ଅଧିକାରୀଙ୍କ ପ୍ରସନ୍ନତା ରହିବ , ଦରକାରରୁ ଅଧିକା ବାହାରେ ଖାଇବା ଦ୍ୱାରା ପେଟ ସଂବନ୍ଧି ଅସୁବିଧା ଦେଖାଦେଇପାରେ ।

୮)ବିଛା ରାଶି : ସେୟାର୍ ମାର୍କେଟ୍ ରେ ନିବେଶ କରିବା ଭଲ ହେବ , ନିଜର ଅତିରିକ୍ତ ସମୟ ନିସ୍ୱାର୍ଥ ସେବାରେ ଲଗାନ୍ତୁ , ଏହା ଆପଣଙ୍କୁ ନିଜ ପରିବାରର ଖୁସି ଓ ହୃଦୟକୁ ଆଶ୍ୱସନା ଦେବ , ନିଜ ସଉକକୁ ବିକଶିତ କରିବାପାଇଁ ଏହା ଏକ ଭଲ ସମୟ ଅଟେ, ମନପସନ୍ଦର କମ୍ପାନୀ ଇଣ୍ଟରଭ୍ୟୁ ପାଇଁ ଡକାଯାଇପାରେ , ସେୟାର୍ ମାର୍କେଟ୍ ରେ ମ୍ୟୁଚୁଆଲ୍ ଫଣ୍ତ ଇତ୍ୟାଦିରୁ ଲାଭ ହେବ , ମିତ୍ରଙ୍କ ସହ ଭଲ ସମୟ କଟିବ , କେଉଁ ଫଇସଲା କେବଳ ନିଜ କଳ୍ପନା ଆଧାରରେ କରନ୍ତୁ ନାହିଁ , ଅବିବାହିତ ଲୋକଙ୍କର ପାଖକୁ ଲଭ୍ ପ୍ରପୋଜାଲ୍ ଆସିପାରେ ।

୯) ଧନୁ ରାଶି : ଆଜି ବିନା କାରଣରେ ବିବାଦରୁ ବଞ୍ଚନ୍ତୁ , ବୈଚାରିକ ପରିବର୍ତ୍ତନ ହେବାରୁ ହାଲକାପଣ ଅନୁଭବ କରିବେ , ଯଦି ପୈତୃକ ସଂମ୍ପତ୍ତି ସଂବନ୍ଧିତ କିଛି ସମସ୍ୟା ଚାଲୁଛି , ତେବେ ତାହାର ସୌହାର୍ଦପୁର୍ଣ୍ଣ ଆଶା ପକ୍ଷରେ ସମ୍ଭବ ହୋଇପାରିବ , ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାରେ ବ୍ୟସ୍ତତା ରଖନ୍ତୁ ନାହିଁ , ବ୍ୟୟବୃଦ୍ଧି ହେବ , ଅନ୍ୟଙ୍କ ଉପେକ୍ଷା କରନ୍ତୁ ନାହିଁ , ପାର୍ଟନର ସହ କିଛି କମ୍ ସୁଖ ମିଳିବ , କିଛି ପୁରୁଣା ବିବାଦ ବି ଚାଲୁଥିବ ।

୧୦) ମକର ରାଶି : ଆଜି ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କର ଶାନିଦ୍ଦ୍ୟ ପ୍ରାପ୍ତି ହେବ , ଦିନ ସାରା ଥକାପଣ ରହିବ , ଆପଣ ନିବେଶରେ ଯୋଜନା ଲାଗୁ କରିପାରିବେ , କିଛି ଅତିରିକ୍ତ ପ୍ରୟାସ ଦ୍ୱାରା ପୁରୁଣା ରୁଣ ପ୍ରାପ୍ତ କରିପାରିବେ , ଆଜି ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ସ୍ଥିତି ଲାଗିବ , ଲେଣଦେଣରେ ବ୍ୟସ୍ତତା କରନ୍ତୁ ନାହିଁ , ଛୋଟ ମୋଟ ଯାତ୍ରାରେ ଯାଇପାରିବେ , କାମ କାର୍ଯ୍ୟରେ ଆପଣଙ୍କ ମନ କମ୍ ଲାଗିବ , ନିଜ ଗୁରୁଙ୍କର ଆଶିର୍ବାଦ ନିଅନ୍ତୁ , କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ହେବ ।

୧୧) କୁମ୍ଭ ରାଶି : ସଂମ୍ପତ୍ତି କିମ୍ବା ବାହାନ ଆଦି ବିକ୍ରି ଓ କିଣାରେ ଲାଭପ୍ରାପ୍ତ ହେବ , ଆପଣଙ୍କ ଜୀବନସାଥୀ ମୁଡ୍ ଆଜି ଉଦାସ ରହିବ , ଏଥିପାଈଁ ନିଜ କଥା ଉପରେ ଲଗାମ ଲଗାନ୍ତୁ , ନହେଲେ ସଂମ୍ପର୍କରେ ଫାଟ ଆସିପାରେ , ଆଜି ଭୁଲି ଯାଇଥିବା ସାଙ୍ଗଙ୍କ ସହ ସାକ୍ଷାତ ହେବ , ସଂବନ୍ଧ ସୃଦୃତ ହେବ , ଧନ ପ୍ରାପ୍ତି ରାସ୍ତା ସୁଗମ ହେବ , ଆପଣଙ୍କ ଆୟର ଏକ ଅତିରିକ୍ତ ସ୍ରୋତ ପ୍ରାପ୍ତ କରିପାରିବେ , କେଉଁ ପ୍ରକାରର ପ୍ରେସରରେ ଆଜି ଆପଣଙ୍କୁ ଅନୁଭବ ଦେଇପାରେ , ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ , ସମାଜରେ ମାନସମ୍ମାନ ବୃଦ୍ଧି ହେବ ।

୧୨)ମୀନ ରାଶି : ଆଜି ମୀନ ରାଶିର ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟି କୋଣରୁ ମହତ୍ତ୍ୱପୁର୍ଣ୍ଣ ଅଛି , ବହୁତ ଯାତ୍ରା ହୋଇପାରେ , ଯାହା ଫାଈଦାଦାୟକ ରହିବ , ବିତ୍ତିୟ ମାମଲାରେ ଆପଣଙ୍କୁ ଅସୁବିଧା ଆସିପାରେ,  ଏବେ ତାହା ସମାପ୍ତ ହୋଇଯିବ , ନିଜ ଉପରେ ବିଶ୍ୱାସ ରଖିକରି କାର୍ଯ୍ୟ କରିଲେ ଧନ ଲାଭ ହେବ , ଆତ୍ମବିଶ୍ୱାସ ଭରପୁର୍ ରହିବେ , କାର୍ଯ୍ୟସିଦ୍ଧିରୁ ପ୍ରସନ୍ନତା ବଢିବ , ଆୟର ନୁଆ ସ୍ରୋତ ମିଳିବ , ଜରୁରୀ ମାମଲାରେ ବଡ ଫଇସଲା ପାଇବାର ଚିନ୍ତା ଆସିପାରେ ।

Leave a Reply

Your email address will not be published. Required fields are marked *