June 22, 2025

Odia Express

Here, There and Everywhere

ଯଦି ସାହିଦ୍ କାପୁର ଏହି ଭୁଲ୍ କରିନଥାନ୍ତେ, ତେବେ ଆଜି ମୀରା ନୁହେଁ ବରଂ ଏହି ବଡ ହିରୋଇନ୍ ହୋଇଥାନ୍ତେ ତାଙ୍କର ସ୍ତ୍ରୀ…

ଯଦି ଆମେ ବଲିଉଡ୍ ସୁନ୍ଦର ଯୋଡିଙ୍କର କଥା କହିବା ତେବେ ଗୋଟେ ସମୟ ଏପରି ଥିଲା କି ଯେବେ ସାହିଦ୍ କାପୁର୍ ଓ କରିନା କାପୁର୍ ଖାନ୍ ଙ୍କ ଯୋଡି ବଲିଉଡ୍ ରେ ସବୁଠାରୁ ଭଲ ଯୋଡି ରୁ ଜଣାଯାଉଥିଲା , କିନ୍ତୁ ଏହି ଦୁହେଁ ମଧ୍ୟରେ ଏମିତି ଅଚାନକ କିଛି ଏପରି ହୋଇଗଲା କି ଯାହା ପାଇଁ ତାଙ୍କର ସଂମ୍ପର୍କ ଭାଙ୍ଗିଗଲା , କହନ୍ତି ନା ଯୋଡିଗୁଡିକ ସ୍ୱର୍ଗରୁ ହୋଇ ଆସେ , ମାନେ କରିନା ସୈଫଙ୍କ ଯୋଡି ଓ ସାହିଦ୍ ମୀରାଙ୍କ ଯୋଡି ଉପରୁ ହୋଇ ଆସିଥିଲା , ଏହି କାରଣରୁ ଏତେ ପ୍ରେମ ଥାଇ ମଧ୍ୟ କରିନା ଓ ସାହିଦ୍ ଅଲଗା ହୋଇଗଲେ , ଯେବେ ସାହିଦ୍ କରିନାଙ୍କ ସଂମ୍ପର୍କ ଭାଙ୍ଗିଗଲା ତେବେ ତାଙ୍କର ଫ୍ୟାନ୍ସଙ୍କୁ ବହୁତ ଖରାପ ଲାଗିଲା , ଏମିତିରେ ସମସ୍ତେ ଜାଣିବାକୁ ଚାହୁଁଥିଲେ କି ଏହି ଦୁହେଁଙ୍କର ମଧ୍ୟରେ ଏମିତି କଣ ଥିଲା ଯାହା ଏତେ ପ୍ରେମ ଭରା ସଂମ୍ପର୍କ ଭାଙ୍ଗିଗଲା

କହିଦେବୁ କି କରିନା ଓ ସାହିଦ୍ ବହୁତ ବର୍ଷ ହେଲା ପରସ୍ପରଙ୍କୁ ଡେଟ୍ କରୁଥିଲେ,  ଓ ସେମାନେ ବହୁତ ଜଲଦି ବିବାହ ବି କରିନେଇଥାନ୍ତେ , କିନ୍ତୁ ଦୁଃଖର କଥା ସାହିଦ୍ ଙ୍କ ଗୋଟେ ଭୁଲ୍ ହୋଇଗଲା , ଓ ସେ ସେହି ଭୁଲ୍ ପାଇଁ ତାଙ୍କ ସଂମ୍ପର୍କରେ ଫାଟ ଆସିଗଲା , ଆପଣ ଜାଣିବାକୁ ଚାହୁଁଥିବେ କି ଶାହିଦ୍ ଏମିତି କଣ କରିଥିଲେ କି ଯାହା ପାଇଁ ସେ ଅଲଗା ହୋଇଗଲେ  ।

ସବୁ ଠାରୁ ମଜାଦାର୍ କଥା କି କରିନା କାପୁର୍ ନିଜେ ସାହିଦ୍ ଙ୍କୁ ସଂମ୍ପର୍କ ବାନ୍ଧିବା ପାଇଁ ଆରମ୍ଭ କରିଥିଲେ,  ସେ ନିଜେ ଚାହୁଁଥିଲେ କି ତାଙ୍କର ଓ ସାହିଦ୍ ଙ୍କ ପ୍ରେମ ସଂମ୍ପର୍କ ସମସ୍ତଙ୍କ ସାମ୍ନାରେ ଆସୁ , ଏହି କାରଣରୁ ସାହିଦ୍ ମେସେଜ୍ କଲ୍ କରୁଥିଲେ , ଓ ଏହା ସହ ସେମାନଙ୍କ ପ୍ରେମ କଥା ବି ମିଡିଆ ଆଗରେ ପ୍ରକାଶ କରିନେଇଥିଲେ,  କି ସେ ସାହିଦ୍ ଙ୍କୁ ବହୁତ ଭଲ ପାଉଛନ୍ତି ।

ଯେବେ ଲୋକଙ୍କୁ ଜଣା ପଡିଲା କି କରିନା କାପୁର୍ ଓ ସାହିଦ୍ ଙ୍କ ମଧ୍ୟରେ ସଂମ୍ପର୍କରେ ଫାଟ ହୋଇଯାଈଛି , ତେବେ ଲୋକଙ୍କୁ ଏକ ଶକ୍ତ ଧକ୍କା ଲାଗିଲା , ସେମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ କି ଯିଏ ସାହିଦ୍ ଙ୍କ ପ୍ରେମରେ ଏତେ ପାଗଳ ହୋଇଥିଲେ ଆଜି ସେ କିପରି ଅଲଗା ହୋଇଗଲେ , ଆପଣଙ୍କୁ ଜଣେଇଦେବୁ କି ଏଥିରେ ଭୁଲ୍ କରିନାଙ୍କ ନଥିଲା ବରଂ ସାହିଦ୍ ଙ୍କ ଥିଲା , କାରଣ କରିନା ତାଙ୍କୁ ଧୋକା ଦେଇକରି ନିଜ ଷ୍ଟାର୍ ଅମୃତା ରାଓଙ୍କ ସହ ପ୍ରେମ୍ କରିବା ଆରମ୍ଭ କରିଦେଲେ ,

ଏମିତି ବି ଯିଏ ଭଲ ପାଉଥିବ ସିଏ ଅନ୍ୟ କାହାକୁ ପ୍ରେମ କରିବସିଲେ ନିଆଁରେ ଜଳି ଉଠିବ , କରିନା ଙ୍କୁ ବି ସାହିଦ୍ ଙ୍କ ଉପରେ ସେପରି ରାଗ ଆସିଯାଈଥିଲା  ଯାହାର କାରାଣାରୁ  ସେ ସାହିଦ୍ ଙ୍କ ସହ  ନିଜ ସଂମ୍ପର୍କ ଭାଙ୍ଗିଦେଲେ , ଓ  ସୈଫ୍ ଙ୍କୁ ବିବାହ କରିନେଲେ , ସେମିତି କହିଦେବୁ କି ସାହିଦ୍ କାପୁର୍ ଅମୃତା ରାଓ ବିବାହର ସୁଟିଙ୍ଗ୍ କରୁଥିଲେ  ଯେବେ କରିନା ନିଜ ସଂମ୍ପର୍କ ଭାଙ୍ଗିଦେଲେ । ସେମିତି ଏହିଦୁହେଁ ଆଜି ଅଲଗା ଅଲଗା ରାସ୍ତାରେ ଅଛନ୍ତି କିନ୍ତୁ ଆଜି ବି ଦୁହେଁଙ୍କ ଯୋଡି ବଡ ପର୍ଦାରେ ଏକାସାଙ୍ଗେ ଦେଖିବାକୁ ଫାନ୍ସ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *