October 17, 2024

Odia Express

Here, There and Everywhere

ସୁନ୍ଦରୀ ମାମଲାରେ ମାଆଙ୍କୁ ମଧ୍ୟ ଟକ୍କର ଦେଉଛି କରିସ୍ମା ଙ୍କ ଝିଅ ସମାୟରା, ଦେଖିକି ବିଶ୍ବାସ ହେବ ନାହିଁ,ଏବେ ଦେଖିନିୟନ୍ତୁ..

ଏହା ତ ଆପଣମାନେ ଶୁଣିଥିବେ ଯେ ଝିଅ ମାଆ ର ଛାଇ ହୋଇଥାଏ ଓ ଗୋଟିଏ ଝିଅ ଠାରେ ମଧ୍ୟ ସେହି ସବୁ ଗୁଣ ରହିଥାଏ ଯାହା ତାର ମାଆ ଠାରେ ଥାଏ । ଏବେ 90ଦଶକର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ କରିସ୍ମା କପୁରଙ୍କ ଉଦାହରଣ ନିଅନ୍ତୁ ଯାହାଙ୍କ ନାମ 90ଦଶକର ସବୁଠାରୁ ସୁନ୍ଦର ଓ କୁଶଳୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ଅଟେ । 1991ରେ ଆସିଥିବା ଫିଲ୍ମ ‘ପ୍ରେମ କଏଦୀ’ ରୁ କରିସ୍ମା ନିଜର ଫିଲ୍ମ ପେଶା ଆରମ୍ଭ କରିଥିଲେ ଯଦିଓ କରିସ୍ମାଙ୍କ ପିତା ରଣଧୀର କପୁର ଏହା କେବେ ମଧ୍ୟ ଚାହୁଁନଥିଲେ ଯେ କରିସ୍ମା ଫିଲ୍ମରେ କାମ କରନ୍ତୁ କିନ୍ତୁ କରିସ୍ମା ତାହା କଲେ ଯାହା ତାଙ୍କୁ ଠିକ ଲାଗିଲା ଓ ବିଲକୁଲ ନିଜର ମାଆଙ୍କ ପଦଚିହ୍ନ ଉପରେ ଯାଇ କରିସ୍ମା ମଧ୍ୟ ଫିଲମି ଦୁନିଆରେ ପାଦ ରଖିଲେ ଓ ଦେଖୁଦେଖୁ ସେ ଏକ ସଫଳ ଅଭିନେତ୍ରୀର ମାନ୍ୟତା ପାଇଲେ ଓ ଆଜି ସବୁଠାରୁ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ଆଜି ଯେଉଁଭଳି କରିସ୍ମା କପୁରଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ କାରଣ ସେ ମଧ୍ୟ ନିଜର ମାଆ ବବିତାଙ୍କ ଭଳି ଏହା ପ୍ରମାଣିତ କରିଦେଇଛନ୍ତି ଯେ ସେ ଏକ ସୁପରଷ୍ଟାର ଅଟନ୍ତି ଓ ଏବେ ତାଙ୍କର ଝିଅ ମଧ୍ୟ ବୋଧହୁଏ ଏଥିନିମନ୍ତେ ପ୍ରସ୍ତୁତ ହେଉଛି। ଯାହା କି ଆମେ ସମସ୍ତେ ଜାଣୁ ଯେ କପୁର ବଂଶ ଦୀର୍ଘ ସମଯରୁ ବଲିଉଡରେ ନିଜର ଏକ ପରିଚୟ ବନେଇ ରଖିଛନ୍ତି ଓ ଏବେ ଏହି ବଂଶର ପଞ୍ଚମ ପିଢୀ ମଧ୍ୟ ବଲିଉଡରେ ନିଜର ପାଦ ଜମେଇବା ପାଇଁ ଚିନ୍ତା କରୁଛି ।

ଯାହାକି ଆମେ ଜଣା ଅଛି ଯେ କରିସ୍ମା କପୁରଙ୍କ ବିବାହ ବ୍ୟବସାୟୀ ସଞ୍ଜ କପୁରଙ୍କ ସହିତ ହୋଇଥିଲା , କିନ୍ତୁ ବିବାହର କିଛି ଦିନ ପରେ ଦୁଇଜଣଙ୍କ ମଧ୍ୟରେ ଛାଡପତ୍ର ହୋଇଗଲା । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଗୋଟିଏ ପୁଅ ଓ ଗୋଟିଏ ଝିଅ ଓ ଆଜି ଆମେ କହିବୁ ଯେ କରିସ୍ମାଙ୍କ ଝିଅ ସମାୟରା ବିଷୟରେ ଯିଏ ବଲିଉଡରେ ଏଣ୍ଟ୍ରି ନିମନ୍ତେ ପ୍ରସ୍ତୁତ ହେଉଛି ।

ଆପଣଙ୍କୁ ଜଣେଇ ଦେବୁ ଯେ କରିସ୍ମା ଓ ସଞ୍ଜୟ ଆଜି ପଛକେ ଛାଡପତ୍ର ପରେ ପରସ୍ପର ଠାରୁ ଅଲଗା ଅଛନ୍ତି କିନ୍ତୁ ତଥାପି ଏମାନଙ୍କ ସନ୍ତାନ ସବୁବେଳେ ତାଙ୍କ ସହିତ ଭେଟ ହେଉଛନ୍ତି ।

ଆପଣଙ୍କୁ ଜଣେଇଦେବୁ ଯେ କରିସ୍ମାଙ୍କ ଝିଅ ସମାୟରା ଏବେ କେବଳ 12ବର୍ଷର ଅଟେ । କିନ୍ତୁ ସେ ବର୍ତ୍ତମାନ ଠାରୁ ଫିଲ୍ମରେ ରୁଚି ନେବାରେ ଲାଗିଛି ଓ ସମାୟରା ମଧ୍ୟ ବିଲକୁଲ ନିଜର ମାଆଙ୍କର ଭଳି ଷ୍ଟାଇଲିସ ଓ ସୁନ୍ଦର ଦିଶୁଚି ।

ଆପଣଙ୍କୁ ଜଣେଇଦେବୁ ଯେ ସମାୟରା ଫିଲ୍ମରେ ଅଭିନୟ ବ୍ୟତୀତ ସିନେମାଟୋଗ୍ରାଫି ମଧ୍ୟ କରିଛନ୍ତି । ଯେବେ ସମାୟରାଙ୍କୁ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ପଚରାଗଲା ତ ସେ କହିଲେ ଯେ ସେମାନେ ନିଜର ପଥ ବାଛିଛନ୍ତି ଓ ଏବେ ସେ ନିଜ ଇଚ୍ଛାରେ ଜୀବନ ବଞ୍ଚିବେ ଯାହା ତାଙ୍କୁ ଠିକ ଲାଗିବ ସେ ତାହା ହିଁ କରିବେ ।

ସମାୟରାଙ୍କୁ ନିଜର ଛୋଟ ଭାଇ କିୟାନ ଓ ମାଆ କରିସ୍ମାଙ୍କ ସହିତ ଏୟାରପୋର୍ଟ ବା ପାର୍ଟିରେ ପ୍ରାୟତଃ ଦେଖାଯାଇଥାଏ। ପାର୍ଟିରେ ସେ ବହୁତ ଗ୍ଲାମରସ ଲୁକରେ ଦେଖାଯାଇଥାନ୍ତି ।

କରିସ୍ମାଙ୍କର ସୌନ୍ଦର୍ଜ୍ୟର ଆଜି ମଧ୍ୟ ଲକ୍ଷାଧିକ ପ୍ରଶଂସକ ଅଛନ୍ତି , ଆଜି ମଧ୍ୟ ସୁନ୍ଦରତାରେ ଯେକୌଣସି ବଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦେଇପାରିବେ । ଓ ଆଗକୁ ଆସୁଥିବା ସମୟରେ ଏବେ ଏହାଙ୍କର ଝିଅ ସମାୟରା ଅମଧ୍ୟ ନିଜର ସୁନ୍ଦରତା ଦ୍ଵାରା ଦୁନିଆ ଉପରରେ ରାଜୁତି କରିବାର ଅଛି । ସମାୟରାଙ୍କର ଏହି ଆକର୍ଷକ ଫଟୋକୁ ଦେଖି ଆପଣ ମଧ୍ୟ ଏହା କହିବେ ଯେ ସେ ନିଜର ମମି ପାପାଙ୍କର ମିଳିତରୂପ ଅଟେ ।

ଶେଷରେ ସମାୟରା ବିଷୟରେ ଆପଣାକୁ ଜଣେଇଦେବୁ କି 2015ରେ ସମାୟରା ଏକ ସର୍ଟ ଫିଲ୍ମ ‘ବି ହାପି’ କରିଥିଲେ ଯାହାର ସ୍କ୍ରିନିଙ୍ଗ 19ତମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ସମାରୋହରେ ମଧ୍ୟ ହୋଇଥିଲା ଓ ଆପଣଙ୍କୁ ଜଣେଇଦେବୁ ଯେ ଏହି ଉନ୍ନତ ସମୟରେ କରିସ୍ମାଙ୍କ ସାନ ଭଉଣୀ ଓ ସମାୟରା

ତାଙ୍କ ର ମାଉସୀ କରୀନା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଜାହିର ଅଟେ ଯେ ସମାୟରାଙ୍କର ଆଗ୍ରହ ମଧ୍ୟ ଫିଲ୍ମ ପ୍ରତି ରହିଛି ।

Leave a Reply

Your email address will not be published. Required fields are marked *