October 17, 2024

Odia Express

Here, There and Everywhere

ଦିନିକିଆ ସିରିଜ୍ ପୂର୍ବରୁ ଇରଫାନ୍ ପଠାନ୍ କହିଲେ ରିଷଭ ପନ୍ଥ ଓ କେଏଲ୍ ରାହୁଲ୍ ଙ୍କ ମଧ୍ୟରୁ କିଏ ଭଲ ୱିକେଟ୍ କିପର୍ ? ଦେଖନ୍ତୁ କଣ କହିଲେ ସେ..

1 min read

ନ୍ୟୁଜିଲାଣ୍ତ ଓ ଭାରତ ମଧ୍ୟରେ ୱାନ୍ ଡେ ସିରିଜ୍ ଆରମ୍ଭ ୫ ଜାନୁୟାରୀରୁ ଆରମ୍ଭ ହୋଇଥିଲା , ସିରିଜ୍ ର ପ୍ରଥମ ମ୍ୟାଚ୍ ହେମିଲିଟନ୍ ରେ ଖେଳାଯାଈଥିଲା,  ୨ ଫେବୃୟାରୀକୁ ଦୁହେଁ ଟିମ୍ ମଧ୍ୟରେ ୫ ଟି ମ୍ୟାଚର୍ ଟି ଟ୍ୱେଣ୍ଟି ସିରିଜ୍ ସମାପ୍ତ ହୋଇଛି , ଭାରତ ସେହି ସିରିଜ୍ ରେ ୫-୦ ରୁ ନିଜ ନାଁରେ କରିଥିଲା , ସେହି ସିରିଜ୍ ରେ ଭାରତ ପାଇଁ ବ୍ୟାଟିଙ୍ଗ୍ କରୁଥିବା ବ୍ୟାଟ୍ସମ୍ୟାନ୍ ଓ ବୋଲର୍ ଭଲ ପ୍ରଦର୍ଶନ କରିଥିଲେ,  ସିରିଜ୍ ପରେ ଦୁଇଟି ମ୍ୟାଚ୍ ଟାଈଥିଲା,  କିନ୍ତୁ ଭାରତ ସୁପର ଓଭରରେ ନିଜ ଜିତ୍ ଦର୍ଜ କଲା , ଟି ଟ୍ୱେଣ୍ଟିର ସବୁ ମ୍ୟାଚରେ ରିଷଭ ପନ୍ଥ ବିଶ୍ରାମ ନେଇଥିଲେ, ଅଷ୍ଟ୍ରେଲିଆ ବିପକ୍ଷରେ ୱାନ୍ ଡେ ସିରିଜ୍ ର ପୁର୍ବରୁ ପ୍ରମୁଖ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଥିଲେ,

ସେ ପ୍ରଥମ ମ୍ୟାଚରେ ଆଘାତପ୍ରାପ୍ତ ହେବାରୁ କେଏଲ୍ ରାହୁଲ୍ ଙ୍କୁ ତାଙ୍କ ଜାଗାରେ ୱିକେଟ୍ କିପିଙ୍ଗ୍ ପାଇଁ ମଉକା ମିଳିଲା , ୱିକେଟ୍ ପଛରେ ଭଲ ପ୍ରଦର୍ଶନ ଦେଖାଇ ରାହୁଲ୍ ରାଜକୋଟ ୱାନ୍ ଡେ ରେ ୫୨ ଟି ବଲରୁ ୮୦ ରନ୍ ପାରି ଖେଳିଥିଲେ , ଯାହାର ପରେ ବାଙ୍ଗାଲୋରରେ ଫିଟ୍ ହେବାପରେ ପନ୍ଥ ପ୍ଲେଇଙ୍ଗ୍ ଇଲେଭେନ୍ ରେ ମଉକା ପାଇନଥିଲେ । ନ୍ୟୁଜିଲାଣ୍ତ ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ରେ ପନ୍ଥ ବେଞ୍ଚରେ ରହିଯାଇଥିଲେ,  ଅନ୍ତିମ ଦୁଇଟି ଟିଟ୍ୱେଣ୍ଟି ରେ ସଞ୍ଜୁ ସାମସନଙ୍କୁ ଓପନିଙ୍ଗ୍ କରିବାର ମଉକା ମିଳିଥିଲା । ଭାରତୀୟ ଟିମ୍ ର ପୁର୍ବତନ ଅଲରାଉଣ୍ତର ଇରଫାନ୍ ପଠାନ୍ ଙ୍କ ମାନିବା କଥା କି କେଏଲ୍ ରାହୁଲ୍ ପନ୍ଥଙ୍କ ଠାରୁ ଭଲ ୱିକେଟ୍ କିପିଙ୍ଗ୍ କରନ୍ତି ,

ସେ ଷ୍ଟାର୍ ସ୍ପୋର୍ଟ୍ସ୍ ରେ ଏହି ଗେମ୍ ପ୍ଲାନ୍ ବିଷୟରେ କହିଲେ , ତାଙ୍କ ସହ ଭିଭିଏସ୍ ଲକ୍ଷ୍ମଣ ବି ମହଜୁତ୍ ଥିଲେ,  ଇରଫାନ୍ କହିଲେ କି ଯେବେ ବ୍ୟାଟିଙ୍ଗ୍ କଥା ଆସେ ତେବେ ମୋତେ ଲାଗେ କି ପନ୍ଥ ଭବିଷ୍ୟ ଶାନଦାର୍ ଅଟେ , କେଏଲ୍ ରାହୁଲ୍ ଏହି ସମୟରେ ଭଲ ୱିକେଟ୍ କିପିଙ୍ଗ୍ କରୁଛନ୍ତି , କିନ୍ତୁ ୫,୬,୭ ରେ ଆମର ପାଖରେ ଗୋଟିଏ ବ୍ୟାଟ୍ସମ୍ୟାନ୍ ଅଛି , ଯିଏ ହୃଦୟ ଜିତିପାରୁଛି , ସେ ହେଲେ ହାର୍ଦ୍ଧିକ ପାଣ୍ତିଆ , ସେ ଟିମ୍ ବାହାରେ ଅଛନ୍ତି , ଏମ୍ ଏସ୍ ଧୋନୀ ବହୁତ ବର୍ଷ ପର୍ଯ୍ୟନ୍ତ ଏଠାରେ ଖେଳିଛନ୍ତି , ଟିମ୍ ରେ ତାଙ୍କୁ ଫେରିବା ଉଚିତ୍ , ଓ କହିବା ଦରକାର ଆପଣଙ୍କ ଭବିଷ୍ୟ ଅଛି କିନ୍ତୁ ଅପେକ୍ଷା କରିବାକୁ ହେବ ।

ରିଷଭ ପନ୍ଥ ୱାନ୍ ଡେ ସିରିଜ୍ ରେ ଖେଳିବାର ମୁସକିଲ୍ ଲାଗୁଛି , ସେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ବ୍ୟାଟିଙ୍ଗ୍ ଭଲ କରିଥିଲେ,  କିନ୍ତୁ କିପିଙ୍ଗ୍ ରେ ଲଗାତାର ପ୍ରଶ୍ନବାଚୀ ହୋଇଥିଲା,  ଇରଫାନ୍ ପଠାନ୍ ଙ୍କୁ ବି ଲାଗୁଛି କି ୱାନ୍ ଡେ ସିରିଜ୍ ରେ ଆରମ୍ଭର ମ୍ୟାଚରୁ ତାଙ୍କୁ ମଉକା ମିଳିବା ମୁସକିଲ୍ ଦେଖାଯାଇଛି । ବିରାଟ କୋହଲି ପୁର୍ବରୁ ହିଁ କେଏଲ୍ ରାହୁଲ୍ ଙ୍କ ମଧ୍ୟକ୍ରମରେ ଖେଳିବାର କଥା କହିସାରିଛନ୍ତି , ପନ୍ଥନିଜ ମଇଦାନୀ ଫିଲଡର୍ ବି ନୁହନ୍ତି , ଏହି କାରଣରୁ ବ୍ୟାଟିଙ୍ଗ୍ ରୁପରେ ପ୍ଲେଇଙ୍ଗ୍ ଇଲେଭେନ୍ ରେ ମଉକା ମିଳିବା ମୁସକିଲ୍ ଲାଗୁଛି ।

Leave a Reply

Your email address will not be published. Required fields are marked *