October 17, 2024

Odia Express

Here, There and Everywhere

IAS ଇଣ୍ଟରଭିୟୁରେ ପ୍ରାର୍ଥୀଙ୍କୁ ପଚରାଗଲା ଜଣେ ୯୫ ବର୍ଷର ସ୍ତ୍ରୀଲୋକ ୧୯୧୦ ରେ ଜନ୍ମ ହୋଇ ୧୯୧୦ ରେ ମରିଗଲେ, କିପରି? କେବଳ ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ…

ଆଇଏଏସର ପରୀକ୍ଷା ପାସ କରିବା ନିମନ୍ତେ ଅନେକ ଲୋକ ବର୍ଷାଧିକ ପରିଶ୍ରମ କରନ୍ତି। କିପରି ମଧ୍ୟ ହେଉ ସେମାନେ ପରୀକ୍ଷା ପାସ କରିନିଅନ୍ତି । ଆଇଏଏସ ପରୀକ୍ଷା ପାସ କରିବା ପରେ କିଛି ବିଶେଷଜ୍ଞ ତାଙ୍କର ଇଣ୍ଟରଭିୟୁ ନିଅନ୍ତି । ଯେଉଁ ପ୍ରାର୍ଥୀ ବିଶେଷଜ୍ଞଙ୍କ ପ୍ରଶ୍ନର ସଠିକ ଉତ୍ତର ଦିଅନ୍ତି ସେ ଆଇଏଏସ ଇଣ୍ଟରଭିୟୁରେ ପାସ ହୁଅନ୍ତି । ଆଇଏଏସର ଇଣ୍ଟରଭିୟୁକୁ ପାସ କରିବା ସହଜ କାର୍ଯ୍ୟ ନୁହେଁ । ଇଣ୍ଟରଭିୟୁ ସମୟରେ ପ୍ରଶ୍ନକର୍ତ୍ତା ପ୍ରାର୍ଥୀଙ୍କୁ ପ୍ରକାର ପ୍ରକାର ଅଦ୍ଭୁତ ପ୍ରଶ୍ନର ଉତ୍ତର ପଚାରନ୍ତି ଯାହାକୁ ଶୁଣିବା ମାତ୍ରେ 99ପ୍ରତିଶତରୁ ଅଧିକ ଲୋକଙ୍କର ମଥା ଘୂରିଯାଏ । ଆଜି ମଧ୍ୟ ଆମେ ଆଇଏଏସ ଇଣ୍ଟରଭିୟୁରେ କରାଯାଇଥିବା କିଛି ପ୍ରଶ୍ନ ବିଷୟରେ ଜଣେଇବୁ ।

ପ୍ରଶ୍ନ: ଜଣେ ସ୍ତ୍ରୀଲୋକ 1910ରେ ଜନ୍ମ ହେଲେ ଓ 1910ରେ ତାଙ୍କର ମୃତ୍ୟୁ ହୋଇଗଲା କିନ୍ତୁ ଯେବେ ସେ ମଲେ ତ ତାଙ୍କର ବୟସ 95ବର୍ଷ ହୋଇଥିଲା , କିପରି?

ଉତ୍ତର: ଆପଣଙ୍କୁ ଜଣେଇଦେବୁ, ଏହି ପ୍ରଶ୍ନ ବହୁତ ଦ୍ଵନ୍ଦାତ୍ମକ ଅଟେ । ପ୍ରଶ୍ନରେ କୁହାଯାଇଛି ଯେ ଜଣେ ସ୍ତ୍ରୀଲୋକ 1910ରେ ଜନ୍ମ ନେଲେ ଓ 1910ରେ ତାଙ୍କର ମୃତ୍ୟୁ ହୋଇଗଲା ଓ ମୃତ୍ୟୁ ସମୟରେ ତାଙ୍କର ବୟସ95ଥିଲା ।ଏହାର ଉତ୍ତର ହେବ ଯେ ସେହି ସ୍ତ୍ରୀଲୋକ ଯେଉଁ ଡାକ୍ତରଖାନାର ରୁମରେ ଜନ୍ମ ହୋଇଥିଲେ ସେହି ରୁମ ନମ୍ବର 1910ଥିଲା ।ଅର୍ଥ ଏହି ରୁମ ଡାକ୍ତରଖାନାର 19ତମ ମହଲର 05ନମ୍ବର ରୁମ ଥିଲା ଯାହାର ନମ୍ବର ଥିଲା 1910 ଓ ତାପରେ 95ବର୍ଷର ହେବାପରେ ସେହି ହସ୍ପିଟାଲର ରୁମରେ ତାଙ୍କର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା । (ଯିଏ ବୁଝିପାରିଲେ ନାହିଁ ନିଜର ମୁଣ୍ଡକୁ କୁଣ୍ଡାନ୍ତୁ, ହୁଏତ କିଛି ବୁଝିହେବ )

ପ୍ରଶ୍ନ: ଶରୀରର କେଉଁ ଅଙ୍ଗ ସବୁଠାରୁ ଅଧିକ ଗରମ ହୋଇଥାଏ, ଯାହାର ତାପମାନ ଶରୀରର ଅନ୍ୟ ଅଙ୍ଗ ଗୁଡିକ ତୁଳନାରେ ଅଧିକ ହୋଇଥାଏ?

ଉତ୍ତର: ଶରୀରର ଯେଉଁ ଅଙ୍ଗ ଗୁଡିକୁ ରକ୍ତ ସଂଚାଳନ ଅଧିକ ହୋଇଥାଏ ସେହି ଅଙ୍ଗର ତାପମାତ୍ରା ଅନ୍ୟ ଅଙ୍ଗ ତୁଳନାରେ ଅଧିକ ହୋଇଥାଏ ।

ପ୍ରଶ୍ନ: ଆପଣଙ୍କ ଅନୁଯାୟୀ ଯଦି ଧନୀ ବ୍ୟକ୍ତି ଉପରେ ଟ୍ୟାକ୍ସ ବୃଦ୍ଧି କରାଯିବ ଓ ଗରିବ ଲୋକଙ୍କ ପରେ ଟ୍ୟାକ୍ସ କମେଇ ଦିଆଯାଏ ତ କିପରି ହେବ?

ଉତ୍ତର: ଟ୍ୟାକ୍ସ ରାଜସ୍ୱର ବହୁତ ବଡ ସ୍ରୋତ ଅଟେ , ଏଥିପାଇଁ ଦୁହିଁଙ୍କ ଉପରେ ତାଙ୍କର ଆୟ ଆଧାରରେ ହିଁ ଟ୍ୟାକ୍ସ ଲଗେଇବା ଉଚିତ ହେବ ।

ଯଦି ଆପଣଙ୍କୁ ଆଇଏଏସର ଇଣ୍ଟରଭିୟୁରେ କରାଯାଇଥିବା ପ୍ରଶ୍ନ ଭଲ ଲାଗିଲା ତେବେ ଲାଇକ ଓ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *