October 17, 2024

Odia Express

Here, There and Everywhere

ICC ଜାରି କରିଲା T20 ରାଙ୍କିଙ୍ଗ୍ , ରୋହିତ୍ ଶର୍ମା ଓ କେ ଏଲ୍ ରାହୁଲ୍ ଙ୍କୁ ମିଳିଲା ବଡ ଫାଇଦା – ଦେଖନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି..

1 min read

ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଟି ଟ୍ୱେଣ୍ଟି ସିରିଜ୍ ଶେଷ ହୋଇଯାଇଛି , ଯାହାକୁ ଭାରତ ୫-୦ ରେ ନିଜ ନାଁରେ କରିନେଇଛି , ଯାହାକୁ ଜିତିବାପରେ କେଏଲ୍ ରାହୁଲ୍ ଓ ରୋହିତ୍ ଶର୍ମା ବହୁତ ଅହମ ଭୁମିକା ନିଭାଈଥିଲେ,  ଏବେ ଆଇସିସି ଟି ଟ୍ୱେଣ୍ଟିରେ ବ୍ୟାଟିଙ୍ଗ୍ ରାଙ୍କିଙ୍ଗ୍ ଜାରିକରିଛନ୍ତି , ଯାହା ଦ୍ୱାରା ରୋହିତ୍ ଶର୍ମା ଓ କେଏଲ୍ ରାହୁଲ୍ ଙ୍କୁ ବଡ ଫାଇଦା ପହଞ୍ଚିଛି ।ନ୍ୟୁଜିଲାଣ୍ତ ଓ ଭାରତ ମଧ୍ୟରେ ଟି ଟ୍ୱେଣ୍ଟି ଶେଷ ହେବାପରେ ଆଇସିସି ବ୍ୟାଟ୍ସମ୍ୟାନଙ୍କ ଟି ଟ୍ୱେଣ୍ଟି ରାଙ୍କିଙ୍ଗ୍ ଜାରି କରିଛନ୍ତି , ଯେଉଁଥିରେ କେଏଲ୍ ରାହୁଲ୍ ଙ୍କୁ ବଡ ଫାଈଦା ମିଳିଛି , ଏବେ ୪ ସ୍ଥାନରେ ସୁଧାର ଆଣିବାରେ ସେ ନମ୍ବର ଦୁଇରେ ପହଞ୍ଚିସାରିଛ୍ନତି , କେଏଲ୍ ରାହୁଲ୍ ଏହି ସିରିଜ୍ ରେ ୫୬ ର ଶାନଦାର୍ ଓସତ୍ ରୁ ୨୨୪ ରନ୍ କରିଛନ୍ତି , ରୋହିତ୍ ଶର୍ମାଙ୍କ କଥା କହିଲେ ସେ ୪ ଟି ମ୍ୟାଚରୁ ୪୬,୬୭ ଓସତରୁ ୧୪୦ ରନ୍ କରିଥିଲେ ,

ଯାହାର ଫାଇଦା ରାଙ୍କିଙ୍ଗ୍ ରେ ଦେଖିବାକୁ ମିଳିଲା , ଏବେ ରୋହିତ୍ ଶର୍ମା ଟି ଟ୍ୱେଣ୍ଟି ରାଙ୍କିଙ୍ଗ୍ ରେ ଟପ୍ ୧୦ ରେ ପ୍ରବେଶ କରିସାରିଛନ୍ତି , ଯେଉଁଠି ୧୦ତମ ସ୍ଥାନରେ ତାଙ୍କୁ ୩ ସ୍ଥାନ ମିଳିଛି , ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ରାଙ୍କିଙ୍ଗ୍ ରେ ନମ୍ବର ୯ ରେ ମହଜୁତ୍ ଅଛନ୍ତି , ନ୍ୟୁଜିଲାଣ୍ତର କଲିନ୍ ମୁନରୋ ଏହି ରାଙ୍କିଙ୍ଗ୍ ରେ ନମ୍ବର ୪ ରେ ଅଛନ୍ତି  । ଏହି ସିରିଜ୍ ଖେଳିନଥିବା ଶିଖର ଧବନ ଏବେ ୨୪ତମ ସ୍ଥାନରେ ଅଛନ୍ତି , ଯେବେ କି ଶ୍ରେୟସ୍ ଅୟର୍ ଙ୍କୁ ବି ଭଲ ପ୍ରଦର୍ଶନ ପୁରସ୍କାର୍ ମିଳିଛି,  ଏବେ ଏହି ରାଙ୍କିଙ୍ଗ୍ ରେ ୫୫ ସ୍ଥାନରେ ଅଛନ୍ତି ,

ମନୀଷ ପାଣ୍ତେ ଟି ଟ୍ୱେଣ୍ଟି ରାଙ୍କିଙ୍ଗ୍ ରେ ୫୮ତମ ସ୍ଥାନରେ ଅଛନ୍ତି , ନ୍ୟୁଜିଲାଣ୍ତ ପାଇଁ ମାର୍ଟିନ୍ ଗଫଟିଲ୍ ଙ୍କୁ ଏବେ କ୍ଷତି ସହିବାକୁ ପଡିଲା , ଯାହାର କାରଣରୁ ସେ ଏବେ ନମ୍ବର ୧୪ ପହଞ୍ଚିଯାଇଛନ୍ତି , ସେମିତି ଟିମ୍ ଅଧିନାୟକ କେନ୍ ୱିଲିଙ୍ଗସନ୍ ୧୬ ତମ ସ୍ଥାନରେ ଅଛନ୍ତି , ନ୍ୟୁଜିଲାଣ୍ତ ୱିକେଟ୍ କିପର୍ ଟିମ୍ ସିଫେଟ୍ ଭାରତୀୟ ଟିମ୍ ବିପକ୍ଷରେ ବହୁତ ଭଲ ପ୍ରଦଶନ କରିଥିଲେ,  ଯାହାର କାରଣରୁ ଏବେ ସେ ରଙ୍କିଙ୍ଗ୍ ୩୪ ତମ ସ୍ଥାନରେ ପହଞ୍ଚିଯାଇଛନ୍ତି , ବାବର୍ ଆଜମ ଏବେ ପ୍ରଥମ ସ୍ଥାନରେ ଅଛନ୍ତି ।

ଅଷ୍ଟ୍ରେଲିଆ ଏହି ବର୍ଷ ଟି ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ୍ କରୁଛି , ଯାହାର କାରଣାରୁ ବହୁତ ଟିମ୍ ମ୍ୟାଚ୍ ହେବାର ଅଛି,  ଯାହାକୁ ଧ୍ୟାନ ରଖି ଦେଖିଲେ ଏହି ବର୍ଷ ଆଇସିସିର ଟି ଟ୍ୱେଣ୍ଟି ରାଙ୍କିଙ୍ଗ୍ ରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି , କେଏଲ୍ ରାହୁଲ୍ ପାଖରେ ମଉକା ଥିବ ସେ ବାବର୍ ଆଜମ୍ କୁ ପଛରେ ପକାଇ ପ୍ରଥମ ସ୍ଥାନର୍ ନିଜ ନାଁ କରିଦେବେ , ତାଙ୍କର୍ ମହଜୁଦା ଫର୍ମକୁ ଦେଖିକରି ଏହା କୁହାଯାଈପାରିବ କି ସେ ଏହି କାରନାମା ଜଲଦି କରିବେ ।

Leave a Reply

Your email address will not be published. Required fields are marked *