IAS ପରୀକ୍ଷାରେ ଝିଅକୁ ପଚାରାଗଲା କି ୧ ରୁ ୧୦୦୦ ପର୍ଯ୍ୟନ୍ତ ସଂଖ୍ୟାରେ ୧ କେତେ ଥର ଆସିଥାଏ , ଜାଣିଛନ୍ତି କି ଏହାର ଉତ୍ତର ? କେବଳ ବୁଦ୍ଧିମାନ ଲୋକ ଏହାର ସଠିକ ଉତ୍ତର ଦେଇପାରିବେ…
1 min readଆଇଏଏସ୍ ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷାରୁ ଗୋଟେ ବୋଲି ଜଣାଯାଏ , ଭାରତ ପରି ବଡ ଦେଶରେ ଆଇଏଏସ୍ ପରୀକ୍ଷା ପ୍ରସ୍ତୁତ କରିବା ବହୁତ ମୁସକିଲ୍ ହୋଇଥାଏ , ଆଇଏଏସ୍ ପରୀକ୍ଷା ପାସ୍ କରିବାପାଇଁ ବହୁତ ପରିଶ୍ରମ କରିବାକୁ ପଡେ , ଆଇଏଏସ୍ ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ କୁ ବହୁତ୍ ଅଲଗା ପ୍ରକାରର୍ ପ୍ରଶ୍ନ ପଚାରାଯାଏ , ଆପଣଙ୍କୁ କହିଦେବୁ କି ଆଇଏଏସ୍ ପରୀକ୍ଷାରେ ଆପଣ କେବେ ଏକା ଥରକରେ ପାସ୍ କରିପାରିବେ ନାହିଁ , ଆଇଏଏସ୍ ହେବା ପାଇଁ ଆପଣଙ୍କୁ ନିଜ ଦିମାଗରେ କିଛି ଅସଜଡା ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ ।
ଏମିତିରେ ଇଣ୍ଟରଭ୍ୟୁ ସମୟରେ ଏକ୍ସପର୍ଟ୍ସ ମାନେ ଗୋଟେ ଝିଅକୁ ସେମିତି ଏକ ଅଜବ ପ୍ରଶ୍ନ ପଚାରିଦେଇଥିଲେ, ଯାହାର ଜବାବ୍ ଶୁଣିଲେ ସମସ୍ତେ ଚକିତ ହୋଇଯିବେ । ତାଙ୍କୁ ପଚାରା ଗଲା କି ଯଦି ଆପଣ ରୋଡରେ ଯାଉଛନ୍ତି , ତେବେ ଆପଣଙ୍କୁ କେଉଁ ଯୁବକ ଆସିକରି ଆପଣଙ୍କୁ ଦୂବ୍ୟବହାର୍ କରେ ତେବେ କଣ କରିବେ ।
ଉତ୍ତର : ଝିଅର ଏହି ପ୍ରଶ୍ନ ବିଷୟରେ ଜବାବ୍ ଦେଇକରି ସେ କହିଲେ କି ରାଗ କରିବା ପରିବର୍ତ୍ତେ ଥଣ୍ତା ଦିମାଗରେ କାମ କରିବି , ମୁଁ ଜାଣିବାକୁ ଚାହିଁବି କି ସେ ପୁଅ ଜାଣିଶୁଣି କରିଛି କି ଭୁଲ୍ ରେ, ସେମିତି ଆଇଏଏସ୍ ଅଫିସର୍ ଙ୍କୁ ଦୁବ୍ୟବହାର ଭୁଲ୍ କରିବ ନାହିଁ , ସେ , ଝିଅର ଏହି ପ୍ରଶ୍ନ ଶୂଣି ଇଣ୍ଟରଭ୍ୟୁଅର୍ ଖୁସି ହୋଇଯାଏ , ଓ କହିଥାଏ ଆଇଏଏସ୍ ଇଣ୍ଟରଭ୍ୟୁରେ ଏହି ପ୍ରଶ୍ନ ତୁମର ଧୈର୍ଯ୍ୟ ଯାଞ୍ଚ କରିବାପାଇଁ ପଚାରାଯାଈଥିଲା, ଯାହା ତୁମର ଉତ୍ତରରେ ଆମେ ଖୁସି ଓ ସନ୍ତୁଷ୍ଟି ହୋଇଛୁ
ପ୍ରଶ୍ନ : ଆଇଏଏସ୍ ଇଣ୍ଟରଭ୍ୟୁରେ ଗୋଟେ ଝିଅକୁ ପଚାରାଗଲା କି ୧ ରୁ ୧୦୦୦ ମଧ୍ୟରେ ୧ କେତେଥର ଆସେ,
ଉତ୍ତର : ଏହି ପ୍ରଶ୍ନରେ ପରିକ୍ଷାର୍ଥୀ ଭାବିବାକୁ ବସିଯାଏ , ଏଇ ପ୍ରଶ୍ନର ସଠିକ୍ ଜବାବ୍ ୩୦୧ ହେବ , କାରଣ ୧ ରୁ ୧୦୦୦ ମଧ୍ୟରେ ୧ ସଂଖ୍ୟା ୩୦୧ ଥର ଆସେ ।
ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହା ଏକ Minute ରେ ଥରେ ଆସିଥାଏ , every moment ଦୁଇଥର ଆସେ , କିନ୍ତୁ One Year ରେ ଥରେ ବି ଆସେ ନାହିଁ ,
ଏହି ପ୍ରଶ୍ନର ଉତ୍ତର M ହେବ ।