October 17, 2024

Odia Express

Here, There and Everywhere

ଭାରତ ବନାମ୍ ନ୍ୟୁଜିଲାଣ୍ତ – ପଞ୍ଚମ ଟି T20 ରେ ହେଲା ୮ ଟି ରେକର୍ଡ, ରୋହିତ୍ ଶର୍ମା ଏମିତି ରେକର୍ଡ କରିବାରେ ହୋଇଗଲେ ଦୁନିଆଁର ପ୍ରଥମ ଖେଳାଳୀ…

1 min read

ଭାରତୀୟ ଟିମ୍ ନିଜର ଶାନଦାର୍ ପ୍ରଦର୍ଶନ ଦମରେ ମାଉଣ୍ଟ ମାଙ୍ଗୁଲୁଇ ରେ ଖେଳାଯାଇଥିବା ପଞ୍ଚମ ଓ ଅନ୍ତିମ ଟି ଟ୍ୱେଣ୍ଟି ମ୍ୟାଚରେ ନ୍ୟୁଜିଲାଣ୍ତ ଟିମ୍ କୁ ୭ ରନରେ ହରାଇଦେଲା , ଓ ତାହା ସହ ଭାରତ ୫ ଟି ମ୍ୟାଚରୁ ଟି ଟ୍ୱେଣ୍ଟି ସିରିଜ୍ କୁ ୫-୦ ରେ ଜିତିପାରିଲା , ଏହି ପଞ୍ଚମ ଟି ଟ୍ୱେଣ୍ଟି ସମୟରେ ଦୁହେଁ ଟିମ୍ ବହୁତ ଶାନଦାର୍ ଓ ମଜାଦାର୍ ରେକର୍ଡ କରିଥିଲେ,  ଆମେ ଆପଣଙ୍କୁ ଏହି ଖାସ୍ ଲେଖରେ ଆଜିର ମ୍ୟାଚରେ ହୋଇଥିବା ଶାନଦାର୍ ଓ ମଜାଦାର୍ ରେକର୍ଡ ବିଷୟରେ କହିବୁ ।

୧) ଭାରତ ନ୍ୟୁଜିଲାଣ୍ତ ବିପକ୍ଷରେ ଏହା ୮ମ ଜିତ୍ ଥିଲା, ଏହାପୁର୍ବରୁ ଦୁହେଁ ଟିମ୍ ମଧ୍ୟରେ ପ୍ରାୟ ୧୫ ଟି ମ୍ୟାଚ୍ ହୋଇଥିଲା,  ସେମିତି ୭ ଟି ମ୍ୟାଚରୁ ଭାରତୀୟ ଟିମ୍ ଜିତିଛନ୍ତି ।

୨) ଭାରତ ଓ ନ୍ୟୁଜିଲାଣ୍ତ ବିପକ୍ଷରେ ତାଙ୍କର ମାଟିରେ ଛଅଟି ଟିଟ୍ୱେଣ୍ଟି ଜିତିଛି , ଏହା ପୂର୍ବରୁ ଦୁହେଁ ଟିମ୍ ମଧ୍ୟରେ ନ୍ୟୁଜିଲାଣ୍ତ ଟିମ୍ ମାଟିରେ ୧୦ ଟି ମ୍ୟାଚ୍ ଖେଳାଯାଈଥିଲା,  ଯେଉଁଥିରେ ୫ ଟି ମ୍ୟାଚ୍ ନ୍ୟୁଜିଲାଣ୍ତ ଟିମ୍ ଜିତିଛନ୍ତି , ସେମିତି ୫ ଟି ମ୍ୟାଚ୍ ଇଣ୍ତିଆନ୍ ଟିମ୍ ଜିତିଛି  ।

୩) ରୋହିତ୍ ଶର୍ମା ଆଜି ନିଜ ଟିଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟ କ୍ୟାରିୟରର ୨୧ ତମ ଅର୍ଦ୍ଧଶତକ କରିଲେ,  ସେ ୪ ଟି ଶତକରେ ଟି ଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ବନାଇସାରିଛନ୍ତି ।

୪) ରୋହିତ୍ ଶର୍ମା ୫୦ ରୁ ଅଧିକା ସ୍କୋର୍ କରିଥିବା ବିରାଟ କୋହଲିଙ୍କୁ ପଛରେ ପକାଇଦେଇଛନ୍ତି , ରୋହିତ୍ ଯେଉଁଠି ୨୫ ତି ଅର୍ଦ୍ଧଶତକୀୟ ପାରି ଖେଳିଛନ୍ତି , ସେମିତି ବିରାଟଙ୍କ ନାଁ ୫୦ ସ୍କୋର୍ ଥିଲା,  ଏମିତିରେ ଦୁନିଆଁର ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଯାଇଛନ୍ତି , ସେ ଟି ଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟରେ ୫୦ ରୁ ଉର୍ଦ୍ଦ୍ୱ୍ ସ୍କୋର୍ କରିଛନ୍ତି ।

୫) କେଏଲ୍ ରାହୁଲ୍ ଏହି ଟି ଟ୍ୱେଣ୍ଟିରେ ପ୍ରାୟ ୨୨୪ ରନ୍ କରିଛନ୍ତି , ସେ କେଉଁ ଦ୍ୱିପାକ୍ଷିକ ଟି ଟ୍ୱେଣ୍ଟିରେ ଅଧିକା ରନ୍ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଯାଇଛନ୍ତି ।

୬) ଏହି ମ୍ୟାଚରରେ ମନୀଷ ପାଣ୍ତେ ଗତ ୪ ଟି ଅନ୍ତରାଷ୍ଟ୍ରିୟ ପାରିରେ ଆଉଟ୍ ହୋଇନାହାନ୍ତି , ଆଜି ସେ ନିଜ ପାରିରେ ନାବାଦ୍ ରହିକରି ୫ ଥର କରିସାରିଛନ୍ତି ।

୭)  ନ୍ୟୁଜିଲାଣ୍ତ ୱିକେଟ୍ କିପର୍ ଟିମ୍ ସାଇଫର୍ଟ ଆଜି ନିଜ ଟି ଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟରୁ ତୃତୀୟ ଅର୍ଦ୍ଧଶତକ ବନାଇଥିଲେ,  ତାଙ୍କ ଏହି ତିନୋଟି ଅର୍ଦ୍ଧଶତକ ଭାରତ ବିପକ୍ଷରେ ହୋଇଛି ।

୮)  କେଏଲ୍ ରାହୁଲ୍ ଅନ୍ତିମ ଟି ଟ୍ୱେଣ୍ଟି ପାରି । ୫୨ ରନ୍, ୬୨ ରନ୍ , ୧୧ ରନ୍ , ୯୧ରନ୍ , ୪୫, ୫୪ ରନ୍ , ୫୬ ରନ୍ , ୫୭ ନାବାଦ୍ , ୨୭ ,୩୯ ରନ୍ ୪୫ ରନ୍ ଆଜି କରିଛନ୍ତି ।

Leave a Reply

Your email address will not be published. Required fields are marked *