ଏହି ଅକ୍ଷର ର ନାମ ଥିବା ଲୋକମାନେ ହୋଇଥାନ୍ତି ଲକ୍ଷରେ ଗୋଟିଏ, ଜାଣନ୍ତୁ କଣ ଆପଣଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି…
1 min readବୈଦିକ ଜ୍ୟୋତିଷଙ୍କ ଅନୁଯାୟୀ ବ୍ୟକ୍ତିଙ୍କର ନାମକରଣ ଶୁଭ ମୂହୁର୍ତ୍ତ ଓ ଯେଉଁ ନକ୍ଷତ୍ରରେ ବ୍ୟକ୍ତିଙ୍କର ଜନ୍ମ ହୋଇଛି ସେହି ନକ୍ଷତ୍ର ଦ୍ଵାରା ପ୍ରଭାବିତ ନକ୍ଷତ୍ରରେ ବ୍ୟକ୍ତିଙ୍କର ନାମ ରଖାଯାଏ ତ ବ୍ୟକ୍ତି ଜୀବନରେ ସଦୈବ ଉନ୍ନତି କରିଥାନ୍ତି । ବ୍ୟକ୍ତି ପ୍ରସିଦ୍ଧ ହୁଅନ୍ତି ଓ ଯଶ ପ୍ରାପ୍ତି ହୋଇଥାଏ । ବୈଦିକ ଜ୍ୟୋତିଷଙ୍କ ଭଳି ଅଙ୍କ ଜ୍ୟୋତିଷରେ ମଧ୍ୟ ବ୍ୟକ୍ତିଙ୍କ ନାମର ଅକ୍ଷରର ମହତ୍ଵ କୁହାଯାଇଛି । ଅଙ୍କ ଜ୍ୟୋତିଷ ଅନୁଯାୟୀ ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତିତ୍ଵକୁ ପ୍ରଭାବିତ କରିଥାଏ । ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ସ୍ଵଭାବଓ ଗୁଣର ସହଜ ଅନୁମାନ କରାଯାଇପାରେ ।
ଆଜି ଆମେ ଆପଣଙ୍କୁ ଏହିଭଳି ତିନୋଟି ଅକ୍ଷର କହିବାକୁ ଯାଉଛୁ ଯେଉଁଥିରୁ ଯଦି କୌଣସି ବ୍ୟକ୍ତିଙ୍କର ନାମ ଆରମ୍ଭ ହୋଇଥାଏ ତ ସେ ବହୁତ ଉନ୍ନତି ହାସିଲ କରନ୍ତି ଓ ଏହି ନାମ ଥିବା ଲୋକ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ନିର୍ମାଣ କରନ୍ତି ଯେଉଁ କାରଣରୁ ସେ ଲକ୍ଷରେ ଗୋଟିଏ କୁହାଯାଇଥାନ୍ତି…. ତେବେ ଆସନ୍ତୁ ଜାଣିବା ସେହି ତିନୋଟି ନାମ କଣ
W ଅକ୍ଷରର ନାମ ଥିବା ଲୋକ: ଏହି ଅକ୍ଷରର ନାମ ଥିବା ବ୍ୟକ୍ତି ସ୍ଫୁର୍ତ୍ତିବାନ ହୋଇଥାନ୍ତି । ସାଧାରଣତଃ ଏମାନେ କୌଣସି ଜିନିଷ ପ୍ରଥମେ କରନ୍ତି ନାହିଁ କିନ୍ତୁ ଯଦି କୌଣସି ଲକ୍ଷ୍ୟକୁ ପାଇବାର ନିଷ୍ପତ୍ତି ନିଅନ୍ତି ତେବେ ତାକୁ ହାସଲ କରି ବିଶ୍ରାମ ନିଅନ୍ତି । ଯେଉଁ ବ୍ୟକ୍ତିଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପରିସ୍ଥିତି ହିସାବରେ ନିଜକୁ ଖାପ ଖୁଆଇ ନିଅନ୍ତି ଓ ସୁଯୋଗର ସମ୍ଭାବନାକୁ ଦେଖି ନିଷ୍ପତ୍ତି ନିଅନ୍ତି । ଏହି ନାମର ଲୋକେ ବହୁତ ଉନ୍ନତି କରନ୍ତି, ନାମ, ପଇସା, ଓ ପ୍ରତିଷ୍ଠା ଏମାନଙ୍କ ପାଦ ଚୁମେ କିନ୍ତୁ ଏକଥାର ଏମାନଙ୍କୁ ବହୁତ ଅଭିମାନ ରହେ ।
W ଅକ୍ଷର ବାଲା ଲୋକଙ୍କୁ ନିଜର ବଡିମା ଦେଖାଇବାର ଅଭ୍ୟାସ ଥାଏ, ଅନ୍ୟମାନଙ୍କର ଶୁଣନ୍ତି ନାହିଁ । ପ୍ରାୟତଃ ଏହି ନାମର ଲୋକ ରାଜନୀତି, ସିଭିଲ ସର୍ଭିସେସ ଓ ପୋଲିସ ବିଭାଗରେ ଦେଖାଯାନ୍ତି । ଏମାନେ ଧୋକାବାଜ ବିଲକୁଲ ନୁହନ୍ତି ଓ ନା ଏମାନେ ଧୋକାବାଜି ପସନ୍ଦ କରନ୍ତି । ଏମାନେ ସୁଯୋଗର ସୂକ୍ଷ୍ମତାକୁ ବୁଝୁଥିବା ଲୋକ ଓ ପରିସ୍ଥିତି ହିସାବରେ ନିଷ୍ପତ୍ତି ନେବା କାରଣରୁ ଏମାନେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି ।
Z ଅକ୍ଷରର ଲୋକ: ଅଙ୍କ ଶାସ୍ତ୍ର ଅନୁଯାୟୀ ଦୁନିଆରେ କିଛି ଲୋକ ଅଟନ୍ତି ଯେଉଁମାନେ ଏହି ନାମର ହୋଇଥାନ୍ତି । ଅଙ୍କ ଶାସ୍ତ୍ରରେ ଏହି ନାମର ଲୋକଙ୍କୁ ଲକ୍ଷରେ ଗୋଟିଏ କୁହାଯାଏ କରଣ ଏମାନଙ୍କ କୁଣ୍ଡଳୀ ଭଗବାନଙ୍କ ହାତରେ ଲେଖାଯାଇଛି । Z ଅକ୍ଷରରୁ ଆରମ୍ଭ ହୋଇଥାଏ ତ ସେହି ବ୍ୟକ୍ତି ବହୁତ ପରିଶ୍ରମୀ, ଚାଲାକ, ଚତୁର ହୋଇଥାନ୍ତି। ଏହି ଅକ୍ଷର ବାଲା ବ୍ୟକ୍ତି ନିଜର ଖୁସି ଓ ଦୁଃଖ ଶୀଘ୍ର କାହାକୁ କୁହନ୍ତି ନାହିଁ କିନ୍ତୁ ଅନ୍ୟମାନଙ୍କର ସବୁବେଳେ ଦୁଃଖ ଦୂର କରିବାର ଚେଷ୍ଟା କରନ୍ତି ।
ଲୋକମାନେ ୟାଙ୍କର ଏହି ଗୁଣ କାରଣରୁ ଏମାନଙ୍କୁ ବହୁତ ପସନ୍ଦ କରନ୍ତି। ଏମାନଙ୍କୁ ନିଜ ଉପରେ ବହୁତ ବିଶ୍ଵାସ ଥାଏ । ନିଜ ଦମରେ ଏମାନେ ବଡ ରୁ ବଡ ମୁସ୍କିଲକୁ ମଧ୍ୟ ସମାଧାନ କରିନିଅନ୍ତି । ନିଜର ପରିଶ୍ରମ ବଳରେ ଏମାନେ ଦୁନିଆ ଜିତିବାର ଦୁଃସାହସ ରଖନ୍ତି । ଏମାନଙ୍କ ବ୍ୟକ୍ତିତ୍ଵକୁ ଲୋକେ ପସନ୍ଦ କରନ୍ତି ଓ ଦରନ୍ତି ମଧ୍ୟ । ଏହି ନାମର ଲୋକେ ଆକର୍ଷକ ଛବିର ମାଲିକ ଅଟନ୍ତି । ଏମାନଙ୍କ ପାଇଁ ଏମାନଙ୍କ ନିଜର ଭିନ୍ନ ନିୟମ ଥାଏ ଯାହା ଏମାନେ କାହା ପାଇଁ ମଧ୍ୟ ବଦଳେଇ ଦିଅନ୍ତି ନାହିଁ ।
Q ନାମର ଲୋକମାନେ: ଏହି ଅକ୍ଷରର ନାମ ଥିବା ଲୋକେ ଏକ ଉଚ୍ଚ ବ୍ୟକ୍ତିତ୍ଵର ଅଧିକାରୀ ହୋଇଥାନ୍ତି ଏହି ଲୋକମାନେ ଲକ୍ଷରେ ଗୋଟିଏ ହୋଇଥାନ୍ତି ଏମାନଙ୍କ କ୍ୟାରିଅର ଦୁନିଆରେ ସବୁଠାରୁ ଉଚ୍ଚ ହୋଇଥାଏ ତଥା ଏମାନେ ବହୁତ କମ ବୟସରେ ଏକ ସଫଳ ମଣିଷ ହୋଇଥାନ୍ତି । ଏମାନକ ଭିତରେ ଏକ ଈଶ୍ଵରୀୟ ଶକ୍ତି ଥାଏ ଯାହା ଏମାନଙ୍କୁ ଲକ୍ଷରେ ଗୋଟିଏ ବନେଇଦିଏ। ଜ୍ଞାନର ଅଥଳ ସାଗର କୁହାଯାଉଥିବା ଏହି ବ୍ୟକ୍ତିମାନେ ସମାଜ ପାଇଁ ଏକ ଭିନ୍ନ ଉଦାହରଣ ହୋଇଥାନ୍ତି ।
ନିଜର ପରିଶ୍ରମ ଉପରେ ବିଶ୍ଵାସ କରୁଥିବା ଏହି ବ୍ୟକ୍ତି ଜୀବନକୁ ଏକ ସଂଘର୍ଷ ଭାବି ଚାଲନ୍ତି ଏଥିପାଇଁ ଏମାନେ ନିଜର ଅସୁବିଧାରେ ଅଧିକ ହଇରାଣ ହୁଅନ୍ତି ନାହିଁ । ଏମାନଙ୍କ ଜୀବନରେ ସବୁ ଜିନିଷ ବିଳମ୍ବରେ ହାସିଲ ହୋଇଥାଏ । କିନ୍ତୁ ଯେବେ ମଧ୍ୟ ସଫଳତା ମିଳେ ତ ସେହି ସଫଳତାର ଚରମ ସୀମା ହୋଇଥାଏ। ସଂଘର୍ଷ ପୂର୍ଣ୍ଣ ହୋଇଥାଏ କିନ୍ତୁ ଏମାନେ ଲକ୍ଷ ପ୍ରାପ୍ତ କରିନିଅନ୍ତି ।