October 16, 2024

Odia Express

Here, There and Everywhere

ନମ୍ବର ୬ ରେ ଶାନଦାର୍ ବ୍ୟାଟିଙ୍ଗ୍ କରୁଥିବା ମନୀଷ ପାଣ୍ତେ କହିଲେ କି ଏବେ ନମ୍ବର ୩ ରେ ଖେଳିବାକୁ ସେ ଇଚ୍ଛା କରୁଛନ୍ତି କାରଣ…

ନ୍ୟୁଜିଲାଣ୍ତ ଓ ଭାରତ ମଧ୍ୟରେ ଖେଳାଯାଈଥିବା ଚତୁର୍ଥ ଟି ଟ୍ୱେଣ୍ଟି ମୁକାବଲାରେ ବି ସୁପର ଓଭର୍ ଦେଖାଯାଈଥିଲା,  ପ୍ରଥମ ବ୍ୟାଟିଙ୍ଗ୍ କରିବାକୁ ଆସିଥିବା ଭାରତୀୟ ଟୀମ୍ ୧୬୫ ରନ୍ ହୀଁ କରିପାରିଥିଲେ,  ମନୀଷ ପାଣ୍ତେ ଟୀମ୍ ପାଇଁ ଶାନଦାର୍ ଅର୍ଦ୍ଧଶତକ କରିଥିଲେ,  ସୁପର ଓଭରରେ ନ୍ୟୁଜିଲାଣ୍ତ ଟୀମ୍ ୧୩ ରନ୍ କରିଥିଲେ କିନ୍ତୁ ଭାରତ ଶେଷ ୫ ଟି ବଲରେ ହିଁ ତାର ଲକ୍ଷ୍ୟ ହାସିଲ୍ କରିନେଇଥିଲା,  ଗତ ମ୍ୟାଚରେ ଭାରତ ସୁପର ଓଭରରେ ଜିତ୍ ହାସିଲ୍ କରିଥିଲେ । ମନିଷ ପାଣ୍ତେ ଅଧିକାଂଶ ଉପର କ୍ରମରେ ବ୍ୟାଟିଙ୍ଗ୍ କରିଥାନ୍ତି , କିନ୍ତୁ ଏହି ସିରିଜ୍ ରେ ସେ ନମ୍ବର ୬ ରେ ବ୍ୟାଟିଙ୍ଗ୍ କରିବାର ସୁଯୋଗ ପାଇଥିଲେ,  ଶିବମ୍ ଦୁବେ ବି ତାଙ୍କ ପୁର୍ବରୁ ବ୍ୟାଟିଙ୍ଗ୍ କରିବାକୁ ଆସିଥିଲେ ,

ଏହିଥର ମିଡିଆ ସହ କଥାବାର୍ତ୍ତାରେ ସେ କହିଲେ କି ମୋତେ ଲାଗୁଛି କି ମୋର ପାଖରେ କିଛି ଚୟସ୍ ନାହୀଁ , ନମ୍ବର ୫ କିମ୍ବା ୬ ବ୍ୟାଟିଙ୍ଗ୍ କରିବା କିଛି ବଡ ମୁଦ୍ଧା ନାହିଁ,  ନ୍ୟୁଜିଲାଣ୍ତ ଟୀମ୍ ବୋଲିଙ୍ଗ୍ କୁ ଦେଖି ମୋତେ ଏହି ଦାୟିତ୍ୱ ଦିଆଯାଇଥିଲା,  ପ୍ରଥମର ମ୍ୟାଚ୍ ରୁ ମୋତେ ମଉକା ଦିଆଯାଈନଥିଲା,  କିନ୍ତୁ ଏହି ମ୍ୟାଚରେ ରନ୍ ବନାଇକରି ମୋତେ ଖୁସି ଲାଗୁଛି । ମନୀଷ ପାଣ୍ତେ କହିଲେ କି ସେ ନମ୍ବର ୩ ରେ ବ୍ୟାଟିଙ୍ଗ୍ କରିବାକୁ ଇଚ୍ଛା ରଖନ୍ତି ,

ଆଇପିଏଲ୍ ରେ ଏହି କ୍ରମରେ ବ୍ୟାଟିଙ୍ଗ୍ କରନ୍ତି , ଭାରତୀୟ ଟିମ୍ ର ଅଧିନାୟକ ବିରାଟ୍ କୋହଲି ନମ୍ବର ୩ ରେ ବ୍ୟାଟିଙ୍ଗ୍ କରନ୍ତି , ପାଣ୍ତେ ଆଗକୁ କହିଲେ କି ମୁଁ ୩ୟ ନମ୍ବରରେ ବ୍ୟାଟିଙ୍ଗ୍ କରିବାକୁ ପସନ୍ଦ କରିବି , କାରାଣ ଏହା ଅଧିକା ସମୟ ଦେଇଥାଏ , ପ୍ରତିଯୋଗିତା ବାସ୍ତବରେ କଠିନ ଅଛି , ଆପଣଙ୍କୁ ସେଥିରେ ସଫଳ ହେବାର ଅଛି , ଯଦି ଆପଣ ନମ୍ବର ୬ ରେ ବ୍ୟାଟିଙ୍ଗ୍ କରୁଛନ୍ତି , ତେବେ ଏଥିପାଇଁ ଆପଣ ପ୍ରସ୍ତୁତ ରହିବାକୁ ପଡୀଥାଏ,  ମୋର ଟିମ୍ ପାଇଁ ଯୋଗଦାନ ଦେବାକୁ ଚାହିଁବି , ଯେବେ ମୋ ଦ୍ୱାରା ସମ୍ଭବ ହେବ ।

ମନୀଷ ପାଣ୍ତେ କହିଲେ କି ସେ ନମ୍ବର ୬ ରେ ବ୍ୟାଟିଙ୍ଗ୍ କରିବାକୁ ସବୁବେଳେ ପ୍ରସ୍ତୁତ ରୁହନ୍ତି , ଆଜି ମଉକା ଆସିଲା ତାଙ୍କ ବ୍ୟାଟ୍ ରୁ ୫୦ ରନ୍ ର ନାବାଦ୍ ପାରି ଖେଳିଲେ , ମୋତେ ମୋର ଦିମାଗକୁ ଛଅ ନମ୍ବର ବ୍ୟାଟିଙ୍ଗ୍ ରୁପରେ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି , ଏଥିପାଇଁ ନିଜ ସଂମ୍ଭାବନାକୁ ଅପେକ୍ଷା କରିବାକୁ ହେବ , ଆଜି ମଉକା ଥିଲା , ଆପଣଙ୍କୁ ପ୍ରସ୍ତୁତ କରିବାକୁ ହେବ , ଆପଣ ଟୀମ୍ ପାଇଁ ରୁହନ୍ତୁ କି ନାହିଁ , ଛଅ ନମ୍ବରରେ ଖେଳୁଛନ୍ତି , ସହଜ କାମ ନୁହେଁ ମୋତେ ଲାଗୁଛି କି ମୁଁ ଏହି ମ୍ୟାଚରେ ଭଲ କାମ କରିଛି ।

Leave a Reply

Your email address will not be published. Required fields are marked *