ଭୁଲ୍ ରେ ବି ଶନିବାର ଦିନ କିଣନ୍ତୁ ନାହିଁ ଏହି ଜିନିଷ , ନହେଲେ ଆପଣଙ୍କ ଘରେ ଦାରିଦ୍ରତାର ବାସ ହେଇଯିବ…
ଶନିଦେବଙ୍କ ମହିମା ବିଷୟରେ ବିଭିନ୍ନ ଗ୍ରନ୍ଥରେ ଅନେକ କଥା ପ୍ରଚଳିତ ଅଛି , ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ମାନାଯାଏ । ଶନିଦେବ ସବୁ ପ୍ରାଣୀଙ୍କର ନ୍ୟାୟ କରନ୍ତି , ଓ ଯାହାଙ୍କ ଉପରେ କୃପା କରନ୍ତି ତାଙ୍କ ଜୀବନରେ କେବେ ବି କଷ୍ଟ ଆସେ ନାହିଁ, ଯେଉଁ ଲୋକଙ୍କର ଉପରେ ଶନିଦେବ କୋପ କରନ୍ତି , ତାଙ୍କର ବିନାଶ ହେବା ନିଶ୍ଚିତ ଅଟେ, ଏଥିପାଇଁ ଆମର ଶାସ୍ତ୍ରରେ ଶନିଦେବଙ୍କୁ କୃପା ପାଇବାପାଇଁ ବହୁତ ସାରା ଉପାୟ କୁହାଯାଇଛି , ଯାହାର ଯଦି ଆମେ ପାଳନ କରିଥାଉ ତେବେ ଆମର ଉପରେ ସଦୈବ ଶନିଙ୍କର କୃପା ରହିଥାଏ । ହିନ୍ଦୁ ଧର୍ମର ଶାସ୍ତ୍ରରେ ସୁଖିମୟ ଓ ଦୁଃଖର ନିବାରଣର ଉପାୟ କୁହାଯାଇଛି ,
ସେହି ପରି ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଇଛି କି ଯଦି ଶନିବାର ଦିନ କିଣାକିଣି କରୁଛନ୍ତି ତେବେ ସେହି ଜିନିଷ କିଣନ୍ତୁ ନାହିଁ ଯାହା ଦ୍ୱାରା ଅନିଷ୍ଟ ହେଉଥିବ , ଶନିଦେବ କୋପ ହୋଇପାରନ୍ତି , ଶନିବାର କିବା ରବିବାର ଦିନ ବହୁତ ଲୋକଙ୍କର ଛୁଟି ହୋଇଥାଏ । ଓ ଏହି କାରଣରୁ ଲୋକେ କିଣାକିଣି ଉପରେ ବାହାରିଯାଆନ୍ତି , ଏହି ସବୁ କଥାକୁ ସେମାନେ ଅଜଣା ରୁହନ୍ତି କି ଶନିବାର ଦିନ କେଉଁ କେଉଂ ଜିନିଷ କିଣିବା ଉଚିତ୍ ନୁହେଁ । ଶନିବାର ଦିନ ଭଗବାନ ଶନିଙ୍କ ଦିନ ମାନାଯାଏ , ଏଥିପାଇଁ ଆଜିର ଦିନ ସହ ଯୋଡି ହୋଇଥିବା ଜିନିଷ କିଣାକିଣି କରିବା ଉଚିତ୍ ନୁହେଁ ତେବେ ଶନିଙ୍କ ସହ ରାହୁ କେତୁଙ୍କ ଦୋଷ ଲାଗିଥାଏ ।
ଜ୍ୟୋତିଷ୍ୟ ଶାସ୍ତ୍ରନୁସାରେ ମାନାଯାଏ କି ଦିନର୍ ହିସାବରେ ଏମିତି ଜିନିଷ ହୋଇଥାଏ ଯାହାର ସିଧା ସଂବନ୍ଧ ଭଗବାନ ଓ ଆମର ଜୀବନରେ ହୋଇଥାଏ , କିଛି ଜିନିଷ ଆମର ଜୀବନରେ ଖୁସିନେଇକରି ଆସେ ତେବେ ଆଉ କିଛି ଦୁଃଖର କାରଣ ହୋଇଥାଏ , ବହୁତଥର ଏପରି ହୁଏ କି ଆମେ ଅଜଣାରେ କାମ କରିଦେଇଥାଉ ଯାହା ଦ୍ୱାରା ଘରେ କଳହ ଓ ଦୁଃଖ ଲଢେଇ ଆଦି ସମସ୍ୟା ଉତ୍ପନ୍ନ ହୋଇଯାଏ । ଓ ତାହା ସହ ଧନର ହାନି ହେବା ସହ ଘରେ ଦାରିଦ୍ରତା ବାସ କରେ ।
ତେବେ ନିମ୍ନୋକ୍ତ ଜିନିଷଗୁଡିକ କେବେ ବି ଶନିବାର ଦିନ ଘରକୁ ଆଣିବାକୁ ବାରଣ କରାଯାଇଛି , ଏହିଦିନ ଏହାକୁ ବି କିଣାକିଣି କରିବେ ନାହିଁ ।
୧) ଧାନ ପେଷିବାର ଚକି : ଶନିବାର ଦିନ ଧାନ ପେଷିବା ଚକି କିଣିବାରେ ଘରେ ଅମଙ୍ଗଳ ହୋଇଥାଏ , ଓ ତାହା ଭୋଜନ ପାଇଁ ରୋଗକାରୀ ହୋଇଥାଏ ।
୨) କଳା ରାଶି : ଶନିବାର ଦିନ କଳା ରାଶି କିଣିବାରେ ବଞ୍ଚନ୍ତୁ କାରଣ ଏମିତି କରିଲେ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ।
୩) ଲୁହା : ଏହି ଦିନ ଲୁହା କିଣିବାରୁ ଶନିଦେବ କୋପ କରନ୍ତି , ଓ ଘରେ ଶନିଙ୍କ ଦୋଷ ଜଣାଯାଏ ।
୪) କଇଁଛି : ଏମିତି ମାନ୍ୟତା ଅଛି କି ଏହି ଦିନ କିଣାଯାଇଥିବା କଇଁଚି ସଂମ୍ପର୍କରେ ଫାଟ ସୃଷ୍ଟି କରେ ।
୫) ଲୁଣ : ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଉପରେ କରଜ ର ଛାଇ ନ ପଡୁ ତେବେ ଆଜିର ଦିନରେ ଖାଦ୍ୟରେ ପ୍ରୟୋଗ କରାଯାଉଥିବା ଲୁଣକୁ କିଣନ୍ତୁ ନାହିଁ ।
୬)ସ୍ୟାହି : ଏହି ଦିନ ସ୍ୟାହି କିଣିଲେ ଶନିଦେବ କୁପିତ ହୋଇଯାଆନ୍ତି ।
୭) ଝାଡୁ : ଏହି ଦିନରେ ଯଦି ଝାଡୁ କିଣୁଛନ୍ତି ତେବେ ଆପଣଙ୍କ ଘରେ ଦାରିଦ୍ରତା ନେଇକରି ଆସେ
୮) ତେଲ : ଶନିବାର ଦିନ ଆପଣଙ୍କୁ ସୋରିଷ କିମ୍ବା ଅନ୍ୟ କେଉଁ ପଦାର୍ଥର ତେଲ କିଣିବାକୁ ବାରଣ ଅଛି ।