October 17, 2024

Odia Express

Here, There and Everywhere

ମନୀଷ ପାଣ୍ତେ ଆଉଟ ନ ହେଇ ୫୦ ରନର ପାରି ଖେଳିଲେ , ତାପରେ କଣ ପାଇଁ ଶାର୍ଦ୍ଧୁଲ୍ ଠାକୁରଙ୍କୁ ମିଳିଲା ମ୍ୟାନ୍ ଅଫ୍ ଦି ମ୍ୟାଚ୍ , କାରଣ ଶୁଣିଲେ ଆପଣ କହିବେ…

ନ୍ୟୁଜିଲାଣ୍ତ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି ଟ୍ୱେଣ୍ଟି ମୁକାବଲା ବି ସୁପର ଓଭର୍ ଥିଲା , ପ୍ରଥମ ବ୍ୟାଟିଙ୍ଗ୍ କରୁଥିବା ବେଳେ ଭାରତୀୟ ଟିମ୍ ୧୬୫ ରନ୍ କରିଥିଲେ , ଜବାବ୍ ରେ ନ୍ୟୁଜିଲାଣ୍ତର ଟିମ୍ ବି ୧୬୫ ରନ୍ କରିପାରିଥିଲା , ସୁପର୍ ଓଭରରେ ଜଶପ୍ରିତ ବୁମରାହ ୧୩ ରନ୍ ଦେଲେ , କେ ଏଲ୍ ରାହୁଲ୍ ୧୦ ଓ ବିରାଟ କୋହଲି ୬ ରନ୍ କରି ଟିମ୍ କୁ ଜିତ୍ ଦେଇଥିଲେ ।ଭାରତୀୟ ଟିମ୍ ୮୮ ରନ୍ ସ୍କୋର୍ ନିଜ ୬ ୱିକେଟ୍ ହରାଇବସିଲେ , ଏହାପରେ ୧୪୦ ପର୍ଯ୍ୟନ୍ତ ନେବାର୍ ମୁସକିଲ୍ ଦେଖାଯାଉଥିଲା , ସେମିତି ମନୀଷ ପାଣ୍ତେ ଦେଖିକରି ବ୍ୟାଟିଙ୍ଗ୍ କରି ଟିମ୍ କୁ ୧୬୫ ରନ୍ ପର୍ଯ୍ୟନ୍ତ ପହଞ୍ଚାଇଦେଲେ , ଟିମ୍ ଭିତର ବାହାର ହେଉଥିବା ମନୀଷ ପାଣ୍ତେ ବ୍ୟାଟିଙ୍ଗ୍ ର ବହୁତ କମ୍ ମଉକା ମିଳିଥିଲା,

ଏହି ମ୍ୟାଚ୍ ରେ ୯ ଓଭରରେ ହିଁ ବ୍ୟାଟିଙ୍ଗ୍ କରିବାକୁ ଆସିଥିବା ଓ ଶେଷ ପର୍ଯ୍ୟନ୍ତ ନାବାଦ୍ ରହିଲେ , ୫୦ ରନ୍ ପାରିରେ ସେ ୩୮ ରନ୍ ଦୌଡିକରି ବନାଇଲେ , ମନୀଷ ପାଣ୍ତେଙ୍କ ଶାନଦାର୍ ବ୍ୟାଟିଙ୍ଗ୍ ପରେ ଶାର୍ଦ୍ଧୁଲ୍ ଠାକୁର୍ ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ମିଳିଲା , ନ୍ୟୁଜିଲାଣ୍ତ ଟୀମ୍ କୁ ଅନ୍ତିମ ଓଭରରେ ଜିତ୍ ପାଇଁ ୭ ରନ୍ ଦରକାର ଥିଲା , କିନ୍ତୁ ସେ ୬ ରନ୍ କରିପାରିଥିଲେ,  ଏହି ଓଭର୍ ଶାର୍ଦ୍ଧୁଲ୍ ଠାକୁର୍ ପକାଇଥିଲେ , ତାହା ପୁର୍ବରୁ ୩ ଓଭରରେ ସେ ୨୭ ରନ୍ ଦେଇଥିଲେ , ଓ କିଛି ୱିକେଟ୍ ନେଇନଥିଲେ,  ପାୱାର୍ ପ୍ଲେ ର ଅନ୍ତିମ ଓଭରରେ ସେ ୧୬ ରନ୍ ଦେଇକରି ଶାର୍ଦ୍ଧୁଲ୍ ଠାକୁର୍ ପାରିର ଗତି ଦେଇଥିଲେ , କିନ୍ତୁ ଶେଷରେ ଭରପାଈ କରିଦେଲେ

ଅନ୍ତିମ ଓଭରରେ ଶାନଦାର୍ ବ୍ୟାଟିଙ୍ଗ୍ କରି ଶାର୍ଦ୍ଧୁଲ୍ ଠାକୁର୍ ୧୫ ଟି ବଲରୁ ୨୦ ରନ୍ ପାରି ଖେଳିଥିଲେ , ୮୮ ରନ୍ ରେ ୬ ଟି ୱିକେଟ୍ ଖସିବା ପରେ ସେ ମନିଷ ପାଣ୍ତେଙ୍କ ସହ ୪୩ ରନ୍ ଯୋଡି ଟିମ୍ କୁ ଏକ ଅସୁବିଧାର ମ୍ୟାଚରୁ ବାହାର କରିବାରେ ସାହାଯ୍ୟ କଲେ , ଏହି କାରଣରୁ ମନୀଷ ପାଣ୍ତେ ଜାଗାରେ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ମିଳିଲା , ଠାକୁର୍ ତଳ କ୍ରମର ଭଲ ବ୍ୟାଟିଙ୍ଗ୍ କରି ପାରିବେ , ଓ ଏହି କାରଣରୁ ସେ ଟିମ୍ ରେ ଲଗାତାର୍ ମଉକା ଦିଆଯାଇଛି ।

Leave a Reply

Your email address will not be published. Required fields are marked *