October 17, 2024

Odia Express

Here, There and Everywhere

ରିକି ପଣ୍ଟିଙ୍ଗ୍ କହିଲେ ଦୁନିଆଁର ସବୁଠାରୁ ଭଲ ଟପ୍ -୩ ଫିଲଡର୍ସ , ଜାଣନ୍ତୁ କିଏ କିଏ ଅଛନ୍ତି ସାମିଲ୍…

ପୂର୍ବ ଅଷ୍ଟ୍ରେଲିଆର ଅଧିନାୟକ ରିକି ପଣ୍ଟିଙ୍ଗ୍ ନିଜ ସମୟରେ ବହୁତ ଭଲ ଖେଳାଳୀ ଭାବେ ଜଣାଯାଉଥିଲେ , ପଣ୍ଟୀଙ୍ଗ୍ ଏବେ ସେହି ୩ ଜଣ ଫିଲଡର୍ସଙ୍କ ନାଁ କହିଛନ୍ତି , ଯିଏ ଦୁନିଆଁରେ ଭଲ ଫିଲଡର୍ ଅଟନ୍ତି , ପଣ୍ଟିଙ୍ଗ୍ ଏହି ଟ୍ୱିଟର୍ ରେ ଏହାର ଉତ୍ତର ଦେଇଥିଲେ , କ୍ରିକେଟିୟର କମେଣ୍ଟେଟର୍ ହୋଇଥିବା ପଣ୍ଟୀଙ୍ଗ୍ ନିଜ ଟୀମ୍ ମେଟ୍ ଆଣ୍ତ୍ରୁ ସାଇମଣ୍ତସ୍ ଙ୍କ ନାଁ ନେଲେ ଏହାପରେ ଏହି ଲିଷ୍ଟରେ ଦକ୍ଷିଣ ଆଫ୍ରିକାର ଫିଲଡର୍ସ ସାମିଲ୍ ଅଛନ୍ତି , ଯିଏକି ଏବି ଡେଭିଲିୟର୍ସ ଅଛନ୍ତି ଓ ଜଣ୍ଟି ରୋଡସ୍ ସାମିଲ୍ ଅଛନ୍ତି । ଅବସର ନେବାପରେ ପଣ୍ଟିଙ୍ଗ୍ କମେଣ୍ଟ୍ରି ଓ କୋଚିଙ୍ଗ୍ ସହ କରୁଛନ୍ତି ଏକାସାଙ୍ଗେ , ଏବେ ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡି ହୋଇଛନ୍ତି , ରିଷଭ ପନ୍ଥ ସହ ବହୁତ ପାଖରେ କାମ କରୁଛନ୍ତି

ତାଙ୍କର ମାନିବା କଥା କି ସେ ଜଣେ ଭଲ ୱିକେଟ୍ କିପର୍ ଅଟନ୍ତି , ଯଦି ସେ ଭଲ ଟ୍ୟାଲେଣ୍ଟ ଦେଖାଇବେ ତେବେ ଟୀମ୍ ଈଣ୍ତିଆକୁ ଫେରି ପାରନ୍ତି , ପଣ୍ଟିଙ୍ଗ୍ କହିଲେ କି ଏହି ଯୁବା ଖେଳାଳୀ ବହୁତ ଦକ୍ଷତାଶାଳି ଅଟନ୍ତି , ମୁଁ ଆଇପିଏଲ୍ ରେ ତାଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛି , ଓ ଅପେକ୍ଷା କରୁଛି କି ସେ ଖେଳାଳୀ ଜଲଦି ହିଁ ଟୀମ୍ ରେ ସାମିଲ୍ ହେବେ । ପନ୍ଥଙ୍କ ଜାଗାରେ ୱିକେଟ୍ କିପର୍ ରହିଥିବା କେ ଏଲ୍ ରାହୁଲ୍ ଟୀମ୍ ପାଇଁ ଭଲ ପ୍ରଦର୍ଶନ୍ କରୁଛନ୍ତି , ରାହୁଲ୍ ନିଜ ଭଲ ପାରି ଖେଳି ମ୍ୟାଚ୍ ପରେ କହିଲେ କି ହାଲାତ୍ ଅଲଗା ଥିଲା , ଲକ୍ଷ୍ୟ ଅଲଗା ଥିଲା, କିଛି ଦିନ ପୂର୍ବରୁ ଆମେ ଯେଉଁ ପିଚ୍ ରେ ଖେଳୁଥିଲୁ , ତାହା ତୁଳନାରେ ଅଲଗା ହିଁ ଥିଲା ,

ସେ କହିଲେ କି ମୋତେ ଜଣା ଥିଲା କି ସେହି ପରି କେହି ଖେଳିପାରିବେ ନାହିଁ , ଯେପରି କିଛି ଦିନ ପୁର୍ବରୁ ଖେଳିଥିଲି , ମୋର ଦାୟିତ୍ୱ୍ ଅଲଗା ଥିଲା,  ଆମେ ରୋହିତ୍ ଓ କୋହଲିଙ୍କ ୱିକେଟ୍ ଜଲଦି ହରାଇଦେଲୁ , ଏଥିପାଇଁ ମୋତେ ଅଟକିଥିବାର ଥିଲା,  ଓ ସୁନିଶ୍ଚିତ କରିବାର ଥିଲା କି ମ୍ୟାଚ୍ ମୁଁ ଶେଷ କରିବି , ରାହୁଲ୍ କହିଲେ କି ସେ ନିଜ ସର୍ଟର ଚୟନ ଓ ଖେଳିବାରଦକ୍ଷତାରେ ସୁଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *