October 17, 2024

Odia Express

Here, There and Everywhere

ମଧୁମେହ ରୋଗୀଙ୍କ ପାଇଁ ଅମୃତ ସମାନ ଅଟେ ଜାମୁ କୋଳି, ଜାଣନ୍ତୁ କିପରି…

1 min read

ଏସିଆରେ ମହୁମେହ ରୋଗୀଙ୍କ ସଂଖ୍ୟା ଅଧିକା ତ ଅଛି , ତାହା ସହ ଦେଶ ବିଶ୍ୱରେ ଏହି ରୋଗ ବହୁତ ବଢିବାରେ ଲାଗିଛି ଏମିତି କହିବାକୁ ଗଲେ ଏହି ସମସ୍ୟା ସାଧାରଣ ହୋଇଯାଇଛି , କିନ୍ତୁ ଏହି ରୋଗରେ ବଞ୍ଚିବା ବହୁତ ସହଜ ଅଟେ, ହଁ ଆଜ୍ଞା ଜାମୁକୋଳି ଖାଇକରି ହୋଇପାରେ ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ସତ ଏହା କି ଭାରତରେ ସ୍ୱଦେଶୀ ଗଛ ଜାମୁ ଡାଇବେଟିଜ୍ ରୋଗର ଉପଚାର କରିବାର ଶକ୍ତି ରଖିଥାଏ ।ସେମିତି ଡାଇଭେଟିଜ୍ କିମ୍ବା ମଧୁମେହ ଘରୋଇ ପ୍ରକିୟା ହିସାବରେ ଜାମୁ ବର୍ଷ ବର୍ଷରୁ ଭାରତୀୟ ପରିବାର ମଧ୍ୟରେ ଜଣାଯାଏ , କିନ୍ତୁ ଆଧୁନିକ ସମୟରେ ହୋଇଥିବା ଶୋଧ ଏହି ଫଳର ମହତ୍ତ୍ୱ ବଢିଯାଇଛି

ଏବେ ଏହା ପ୍ରମାଣିତ ହୋଇଯାଇଛି କି ଡାଇବେଟିଜ୍ ଉପଚାର ରେ ଜାମୁ ଫଳ, ବିଜ ଓ ଗଛର ଛାଲ ବହୁତ ମହତ୍ତ୍ୱ ରଖିଥାଏ , ଫଳରେ ମଣ୍ତିଆ ରେ ଆମ ସହ ଆଜି ବହୁତ କଳା ଜାମୁ ଏହାର ଔଷଧୀୟ ଗୁଣ ବହୁତ ଉପକାରୀ ହେଉଛି , କାରଣ ଏହା ମହାମାରି ରୁପରେ ମଧୁମେହ ସମେତ ବହୁତ ରୋଗ ଉପଚାରରେ ରାମବାଣ କାମ କରିଥାଏ , ଜାମୁ କୋଳିରେ ବହୁତ ଗୁଣରେ ଭରପୁର୍ ହୋଇଥାଏ , ଏଥିରେ ଭିଟାମିନ୍ ବି ଓ ଆଇରନ୍ ପର୍ଯ୍ୟପ୍ତ ମାତ୍ରା ମିଳିଥାଏ , ଏନିମିଆ ଯାହାକି ରକ୍ତର ଅଭାବ ଦୁର କରିବାରେ ରକ୍ତରେ ହିମୋଗ୍ଲୋବିନ୍ ବଢାଇବାପାଇଁ ଜାମୁକୋଳି ସେବନ ଲାଭପ୍ରଦ ହୋଇଥାଏ , ଏହି ଜାମୁ ସେବନରେ ତ୍ୱଚାର ରଙ୍ଗ୍ ପରିବର୍ତ୍ତନ ହୋଇଥାଏ ,

ଯେଉଁ ଲୋକଙ୍କୁ ଧଳା ଦାଗ ହେଉଛି ସେମାନଙ୍କୁ ଜାମୁକୋଳି ଖାଇବା ଉଚିତ୍ , ଆୟୁର୍ବେଦ ଅନୁସାରେ ମଧୁମେହ ଟାଇପ୍-୨ ନିୟନ୍ତ୍ରଣ କରିବାପାଇଁ ଜାମୁ ସହାୟକ ହୋଇଥାଏ , ଏହାପାଇଁ ଜାମୁ ଗୁଣ୍ଠଲି ଚୁର୍ଣ୍ଣ ୫ ଗ୍ରାମ ମାତ୍ରା ସକାଳ ଜଳଖିଆରେ ଓ ଦ୍ୱିପହର ଭୋଜନ ପରେ କିମ୍ବା ସଂନ୍ଧ୍ୟାର ଜଳଖିଆ ରାତିର ଭୋଜନ ପରେ ସେବନ କରିବା ଉଚିତ୍ , ଏହି ପ୍ରକାର ମଧୁମେହ ରୋଗୀ ଦିନରେ ୧୫ ରୁ ୨୫ ଗ୍ରାମ ମାତ୍ରା ଜାମୁକୋଳିର ଗୁଠଲି ଚୁର୍ଣ୍ଣର ପ୍ରୟୋଗ କରିବା ଉଚିତ୍ । ଜାମୁର ଫଳ ଓ ଏହାର ଗୁଠଲି ଅସାଧାରଣ ରୁପରେ ରକ୍ତ ସର୍କରା ଅଧିକତା ନିୟନ୍ତ୍ରଣ କରିବାର ଅଦ୍ଭୁତ କ୍ଷମତା ରଖିଥାଏ ,

୧୦୦ ଗ୍ରାମ ଜାମୁରେ ୬୨ କିଲୋ କ୍ୟାଲୋରି ଉର୍ଜା , ୧,୨ ମିଲି ଗ୍ରାମ ଲୁହା , ୧୫ ମିଲି ଗ୍ରାମ କ୍ୟାଲସିୟମ୍ , ୧୫ ମିଲିଗ୍ରାମ ଫସଫରସ୍, ୧୮ ମିଲିଗ୍ରାମ ଭିଟାମିନ୍ ସି , ୪୮ ମାଇକ୍ରୋଗ୍ରାମ କ୍ୟାରୋଟିନ୍ , ୫୫ ମିଲିଗ୍ରାମ୍ ପୋଟାସିୟମ୍ , ୩୫ ମିଲିଗ୍ରାମ୍ ମାଗ୍ନେସିୟମ୍ , ୨୫ ମିଲିଗ୍ରାମ ସୋଡିୟମ୍ ମିଲିଥାଏ । ସୁଚନାକାର କହନ୍ତି କି ଜାମୁର ସେବନ କରିବା କଣ କରିବା ଉଚିତ୍ , ଆୟୁର୍ବେଦର ମୁତାବିକ ଜାମୁରେ ଦୋଷକାରକ ହୋଇଥାଏ,  କିନ୍ତୁ ବାତ ରୋଗ ପିଡିତ ବ୍ୟକ୍ତି ବହୁତ ଅଧିକା ଜାମୁ ଖାଇବା ଉଚିତ୍ ନୁହେଁ , ଜାମୁର ସିରକା ପେଟ ପିଡା, ଗ୍ୟାସ୍, ଅତିସାର, ହଇଜା ଆଦି ରୋଗର ଔଷଧୀ ଅଟେ, ଏକ ରିସର୍ଚ୍ଚ ମୁତାବିକ ଜାମୁରେ ରକ୍ତ ସ୍ରାବ ରୋକିବାରେ ଅଦ୍ଭୁତ କ୍ଷମତା ଅଛି , ଏହା ମାଢିରୁ ହେଉଥିବା ରକ୍ତ ସ୍ରାବ ବହୁତ ଉପଯୋଗୀ ଅଟେ, ଜାମୁ ଓ ଅଁଳାର ରସ ସମାନ ମାତ୍ରାରେ ମିଶାଇ ପିଇଲେ ଶରୀରରେ ହିମୋଗ୍ଲୋନିନ୍ ସ୍ତର ବଢିଥାଏ ।

ଏକ ମାନ୍ୟତା ଅନୁସାରେ ଜାମୁର ଫଳ ଗର୍ଭବତୀ ମହିଳାଙ୍କୁ ଖୁଆଇଲେ ତାହା ଦ୍ୱାରା ହେଉଥିବା ଛୁଆଙ୍କ ଓଠ ସୁନ୍ଦର ହୋଇଥାଏ , ଜାମୁର ବିଜ ରୁ ତିଆରି ପାଉଡର୍ ଆମର ବିଜ ପାଉଡର୍ ସହ ମିଶାଈ ସେବନ କରିଲେ ଡାଇରିଆ ବହୁତ ଆଶ୍ୱସ୍ତି ହୋଇଥାଏ , ସବୁ ମିଶାଇକରି ଜାମୁରେ ଗୋଟେରୁ ଅଧିକା ଗୋଟେ ଗୁଣ ଅଛି , ଏହାକୁ ଖାଆନ୍ତୁ , ଓ ରୋଗର ଦୁର ଭଗାନ୍ତୁ , ଅଧିକା ମାତ୍ରାରେ ଜାମୁ ଖାଇବା ଉଚିତ୍ ନୁହେଁ , କାରଣ ଅଧିକା ଖାଇଲେ ଏହା କ୍ଷତି ହୋଇଥାଏ  ।

Leave a Reply

Your email address will not be published. Required fields are marked *